ଏସ୍ବିଆଇ ଜେନେରାଲର ନୂତନ ଉତ୍ପାଦ
ନୂଆଦିଲ୍ଲୀ,୨୫।୫: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ନୂତନ ଉତ୍ପାଦ ‘ଏସ୍ବିଆଇ ଜେନେରାଲ ସିୟୋରିଟି ବଣ୍ଡ୍ ବୀମା (ସର୍ତ୍ତମୂଳକ ଓ ନିଃସର୍ତ୍ତ)’ ବୀମା ଉପତ୍ାଦ ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଡ୍ ଆହ୍ବାନ…
ଋଷି ସିଂ ଓଜିବିର ନୂଆ ଚେୟାରମ୍ୟାନ
ଭୁବନେଶ୍ୱର,୨୫।୫: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) ର ନୂତନ ଚେୟାରମ୍ୟାନ୍ ଭାବେ ଋଷି ସିଂ ନିକଟରେ ଯୋଗଦେଇଛନ୍ତି। ଓଜିବିରେ ଯୋଗଦାନ କରିବା ପୂର୍ବରୁ ସେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ବାଙ୍ଗାଲୋର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିଲେ। ବିଶେଷକରି…
ସିଏସ୍ଇ-୨୨ରେ ଅନାକାଡେମିର ବାଜିମାତ୍
ନୂଆଦିଲ୍ଲୀ,୨୫।୫: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍ସି) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସେସ୍ ଏକ୍ଜାମ(ସିଏସ୍ଇ) ୨୦୨୨ର ଫଳାଫଳ ନିକଟରେ ପ୍ରକାଶ ପାଇଛି। ଉକ୍ତ ଫଳାଫଳ ଅନୁଯାୟୀ ଅନାକାଡେମିର ଶିକ୍ଷାର୍ଥୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶର ସର୍ବବୃହତ୍ ଲର୍ନି ପ୍ଲାଟ୍ଫର୍ମ…
କ୍ରୟ ପରେ ଦେୟ ପୂର୍ବରୁ ଦେବାକୁ ପଡିବ ନାହିଁ ଫୋନ ନମ୍ବର, ଗ୍ରାହକ ଫୋରମ ପକ୍ଷରୁ ଆଡଭାଇଜରୀ ଜାରି …
ନୂଆଦିଲ୍ଲୀ,୨୪।୫ : ବର୍ତ୍ତମାନ କ୍ରୟ ପରେ ଦେୟ ପୂର୍ବରୁ ଆଉ ଫୋନ ନମ୍ବର ଦେବାକୁ ପଡିବ ନାହିଁ। ଏନେଇ ଗ୍ରାହକ ଫୋରମ ପକ୍ଷର ଆଡଭାଇଜରୀ ଜାରି କରାଯାଇଛି। ଗ୍ରାହକ ବ୍ୟାପାର ବିଭାଗ ଏହି ପ୍ରକ୍ରିୟା ଉପରେ ଏକ ଯାଞ୍ଚ କରିଛି। ଯଦିଓ…
ସେପ୍ଟେମ୍ବର ସୁଦ୍ଧା ଶ୍ରୀଲଙ୍କା ଋଣ ପୁନର୍ଗଠନ ହାସଲ କରିବା ଜରୁରୀ: ଆଇଏମଏଫ…
କଲମ୍ବୋ,୨୪।୫ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ ) ପୁଣି କହିଛି ଶ୍ରୀଲଙ୍କାକୁ ସେପ୍ଟେମ୍ବର ସୁଦ୍ଧା ଋଣ ପୁନର୍ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ। ନଗଦ ଅର୍ଥର ସଙ୍କଟ ସମ୍ମୁଖୀନ ହେଉଥିବା ଦେଶ ଶ୍ରୀଲଙ୍କାକୁ ଦିଆଯାଇଥିବା ବେଲ ଆଉଟ ସୁବିଧାକୁ ଆଇଏମଏଫ…
ବେଙ୍ଗାଲୁରୁରେ ମହାବାଣିଜ୍ୟ ଦୂତାବାସ ସ୍ଥାପନ କରିବ ଅଷ୍ଟ୍ରେଲିଆ…
ସିଡନୀ,୨୪।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତ ସମୟରେ ବ୍ରିସବେନରେ ଖୁବ ଶୀଘ୍ର ଏକ ନୂତନ କନସୁଲେଟ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ଏହି ସମୟରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ବେଙ୍ଗାଲୁରୁରେ ଏକ ନୂତନ…
ଖିମ୍ଜୀରେ ଅଳଙ୍କାର-ଅଫରର ସମ୍ଭାର
କଟକ,୨୪।୫: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସର କଟକ ଷ୍ଟୋର ପକ୍ଷରୁ ମଙ୍ଗଳବାର ୧୨ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏପରିକି ଖିମ୍ଜୀ ଜୁଏଲର୍ସର କଟକ ଷ୍ଟୋର ପକ୍ଷରୁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ବିଶେଷକରି ସୁନା…
ଲାଲଚାନ୍ଦରେ ସର୍ବୋତ୍କୃଷ୍ଟ ବ୍ରାଇଡାଲ କଲେକ୍ସନ
ଭୁବନେଶ୍ୱର,୨୪।୫: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ ଜୁଏଲେରି ପକ୍ଷରୁ ଭାରତର ସର୍ବୋତ୍କୃଷ୍ଟ ବ୍ରାଇଡାଲ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବିବାହ ଋତୁ ପାଇଁ ଲାଲଚାନ୍ଦ ଜୁଏଲେରିର ସୁନା, ରୁପା ଓ ହୀରା ଗହଣାର ଗଢ଼ା ମୂଲ୍ୟ…
ଏଚ୍ଏମ୍ଆଇଏଫ୍ର ଟେଲି ମେଡିସିନ କ୍ଲିନିକ୍ ‘ସ୍ପର୍ଶ ସଞ୍ଜୀବନୀ’
ଭୁବନେଶ୍ୱର,୨୪।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍(ଏଚ୍ଏମ୍ଆଇଏଲ୍)ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଅନୁଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ (ଏଚ୍ଏମ୍ଆଇଏଫ୍) ପକ୍ଷରୁ ଓଡ଼ିଶାର ଗଞ୍ଜାମ ଓ ନୟାଗଡ଼ ଜିଲାରେ ୫ଟି ଟେଲି ମେଡିସିନ କ୍ଲିନିକ୍ ‘ସ୍ପର୍ଶ…
ରପ୍ତାନୀ ପୂର୍ବରୁ କଫ ସିରପର ହେବ ଗୁଣବତ୍ତା ଯାଞ୍ଚ୍: ଜୁନ୍ ୧ରୁ ନିୟମ ଲାଗୁ…
ନୂଆଦିଲ୍ଲୀ,୨୩।୫ : ଭାରତୀୟ ଫାର୍ମାସ୍ୟୁଟିକାଲ ସଂସ୍ଥା ଦ୍ୱାରା ରପ୍ତାନି ହୋଇଥିବା କଫ ସିରପକୁ ନେଇ ବିଶ୍ୱବ୍ୟାପୀ ଆକ୍ରୋଶ ପରେ ସରକାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଔଷଧ ବିଦେଶ ପଠାଯିବା ପୂର୍ବରୁ ଗୁଣବତ୍ତା ପରୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ,…
୩ କୋଟି ପ୍ୟାକେଜ ସହିତ, ଅନ୍ୟ ଏକ ରେକର୍ଡ କରିଛି ଏଲପିୟୁ
ଲଭଲି ପ୍ରଫେସନାଲ ୟୁନିଭରସିଟି(ଏଲପିୟୁ)ର ୨୦୧୮ ଶ୍ରେଣୀର ଜଣେ ଛାତ୍ର ୟାସିର ଏମ ବିଶ୍ୱର ଏକ ବଡ ଆଇଟି କମ୍ପାନୀରେ ୩ କୋଟି ପ୍ୟାକେଜ ପାଇ ଇତିହାସ ସୃଷ୍ଟି କରିଛନ୍ତି। ସେ ଏଆଇ/ଏମଏଲ ପ୍ରୋଜେକ୍ଟରେ କାମ କରିବେ, ଯାହା ଶିଳ୍ପରେ ଏକ ଲୋଭନୀୟ…
ଜିଆଇଏମ୍ରେ ମହା ନିଯୁକ୍ତି ମେଳା
କଟକ,୨୩।୫: ଗ୍ଲୋବାଲ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ (ଜିଆଇଏମ୍)ରେ ଏକ ମହା ନିଯୁକ୍ତି ମେଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏମ୍ବିଏ ପାଠ୍ୟକ୍ରମର ଶେଷ ବର୍ଷରେ ପଢୁଥିବା ଛାତ୍ରୀଛାତ୍ରମାନଙ୍କ ନିଯୁକ୍ତି ନିମନ୍ତେ ଏହି ମେଳା ଗ୍ଲୋବାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ଓ ଡାଇଭରସ୍ ସଲ୍ୟୁସନ୍ସ…
Archives


