ବାଣିଜ୍ୟ

ଜେଡ୍‌ ବ୍ଲାକ୍‌ର ନୂତନ ଟିଭିସି କ୍ୟାମ୍ପେନିଂ

ଭୁବନେଶ୍ୱର,୨୬।୮: ଦେଶର ପ୍ରମୁଖ ଧୂପକାଠି ବ୍ରାଣ୍ଡ୍‌ ‘ଜେଡ୍‌ ବ୍ଲାକ୍‌’ ପକ୍ଷରୁ ଏକ ନୂତନ ତଥା ଅଭିନବ ଟିଭିସି କ୍ୟାମ୍ପେନିଂ ‘ମନ କି ଶାନ୍ତି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜେଡ୍‌…

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର,୨୬।୮: କ୍ରମାଗତ ୨ୟ ଦିନ ଲାଗି ଭାରତୀୟ ଶେୟାର ବଜାରର କାରବାରରେ ହ୍ରାସ ଘଟିଛି। ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଶୁକ୍ରବାର ଷ୍ଟକ୍‌ ମାର୍କେଟର କାରବାର…

‘ଚନ୍ଦ୍ରାୟାନ ୩’କୁ ନେଇ ହେବ ଫିଲ୍ମ, ଘୋଷଣା କଲେ ‘ମିଶନ ମଙ୍ଗଳ’ର ନିର୍ଦ୍ଦେଶକ ଜଗନ ଶକ୍ତି

ମୁମ୍ବାଇ: ଚନ୍ଦ୍ରାୟାନ ୩ର ସଫଳତାକୁ ନେଇ ଦେଶରେ ଖୁସିର ଆସର ଚାଲିଛି। ତେବେ ଇସ୍ରୋର ଏହି ସଫଳତାକୁ ବଡ ସ୍କ୍ରିନରେ ଦେଖାଇବା ପାଇଁ ଆଗକୁ ଆସିଛନ୍ତି ବହୁ ଚଳଚ୍ଚିତ୍ର ର୍ନିମାତା। ମିଶନ ମଙ୍ଗଲୟାନ ପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜଗନ ଶକ୍ତି ଚନ୍ଦ୍ରାୟାନ…

ୟୁପିଆଇ ଲାଇଟରେ ବିନା ଇଣ୍ଟରନେଟ୍‌ରେ ୫୦୦ଟଙ୍କା ଯାଏଁ କରିପାରିବେ ପେମେଣ୍ଟ, ନିର୍ଦ୍ଦେଶାନାମା ଜାରି କଲା ଆରବିଆଇ

ନୂଆଦିଲ୍ଲୀ,୨୫।୮: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୟୁପିଆଇ ଲାଇଟ ମାଧ୍ୟମରେ ଅଫଲାଇନ କାରବାରକୁ ୨୦୦ରୁ ୫୦୦କୁ ବୃଦ୍ଧି କରିଛି। ଶୁକ୍ରମାର ଏକ ନିର୍ଦ୍ଦେଶାନାମା ଜାରି କରି ଆରବିଆଇ କହିଛି, ଦେଶର ଯେଉଁ ଅଞ୍ଚଳରେ ଇଣ୍ଟରନେଟ ନାହିଁ କିମ୍ବା ନେଟଓ୍ବାର୍କ ଦୁର୍ବଳ ସେଠାରେ…

ବିକ୍ରି ହେବ ସ୍ୟାଣ୍ଡଓ୍ବିଚ୍‌ର ଲୋକପ୍ରିୟ ବ୍ରାଣ୍ଡ ‘ସବ୍‌ଓ୍ବେ’

ନୂଆଦିଲ୍ଲୀ,୨୫।୮: ଲୋକପ୍ରିୟ ସ୍ୟାଣ୍ଡୱିଚ୍‌ ଚେନ ‘ସବ୍‌ୱେ’ ନିଜକୁ ଘରୋଇ ଇକ୍ୱିଟି ଫାର୍ମ ରୋର୍କ କ୍ୟାପିଟାଲକୁ ୯.୫୫ ବିଲିୟନ ଡଲାରରେ ବିକ୍ରି କରୁଛି। ଅନେକ କମ୍ପାନୀ ଏହାକୁ କିଣିବା ଲାଗି ବିଡ୍‌ ଦେଇଥିଲେ। ହେଲେ ରୋର୍କ କ୍ୟାପିଟାଲ ସହ ଡିଲ୍‌ ଫାଇନାଲ ହୋଇଛି।…

ଚନ୍ଦ୍ରୟାନ-୩ର ମୋଟର କେସିଂରେ ଜେଏସ୍‌ଏଲ୍‌ ଉତ୍ପାଦ

ଭୁବନେଶ୍ୱର,୨୫।୮:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ର ଗୁଣାତ୍ମକ ଉତ୍ପାଦ ନିକଟରେ ସଫଳତାର ସହ ଚନ୍ଦ୍ରରେ ପହଞ୍ଚତ୍ଥିବା ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ର ଚନ୍ଦ୍ରୟାନ-୩ରେ ବ୍ୟବହୃତ ହୋଇଛି। ବିଶେଷକରି ଜେଏସ୍‌ଏଲ୍‌ର ସ୍ବତନ୍ତ୍ର ଶକ୍ତିଶାଳୀ ଆଲୋୟ ଷ୍ଟିଲ୍‌ ଗ୍ରେଡ୍‌ ଚନ୍ଦ୍ରୟାନ-୩ର ମୋଟର କେସିଂରେ…

ଏଲ୍‌ଜିର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୫।୮:ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଏକ ଅଭିନବ ତଥା ବ୍ରାଣ୍ଡ୍‌ ନ୍ୟୁ ଲାଇଫ୍ସ ଇଜ୍‌ ଗୁଡ୍‌ ଗ୍ଲୋବାଲ କ୍ୟାମ୍ପେନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସ୍ବତନ୍ତ୍ର ଅଭିଯାନ ସାରା ବିଶ୍ୱରେ ଏଲ୍‌ଜିର ଉତ୍ପାଦ ଓ ଗୁଣବତ୍ତା ସମ୍ପର୍କରେ ପ୍ରଚାର ଓ ପ୍ରସାର…

ଦକ୍ଷତା ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୫।୮:ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ରିଓଜିନାଲ କଲେଜ ଅଫ୍‌ ମ୍ୟାନେଜମେଣ୍ଟ (ଆର୍‌ସିଏମ୍‌) ପକ୍ଷରୁ ଓ୍ବାଲର୍ଡ ଟ୍ରେନର୍ସ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉଭୟ ଆର୍‌ସିଏମ୍‌ ଏବଂ ସିଏଚ୍‌ଡିଏନ୍‌ଏଲ୍‌ଆର୍‌ର ମିଳିତ ସହଯୋଗରେ ଏକ ଦିନିକିଆ ଏଚ୍‌ଆର୍‌ କନ୍‌କ୍ଲେଭ-୨୦୨୩ ଆର୍‌ସିଏମ୍‌ ସମ୍ମିଳନୀ କକ୍ଷରେ…

କେନ୍ଦୁଝରରେ ମାକଏ’ର ଡିଲର ମିଟ୍‌

ଭୁବନେଶ୍ୱର,୨୫।୮:ଦେଶର ପ୍ରମୁଖ ଆପ୍ଲାଏନ୍ସ ବ୍ରାଣ୍ଡ୍‌ ମାକଏ ପକ୍ଷରୁ କେନ୍ଦୁଝରର ଶ୍ରୀକ୍ଷେତ୍ର ଇଣ୍ଟନ୍ୟାଶନାଲଠାରେ ଏକ ଡିଲର ମିଟ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଷ୍ଟ୍ରିବ୍ୟୁଟର ସାଇ ସେଲ୍‌ସ କେନ୍ଦୁଝର ପକ୍ଷରୁ ଆୟୋଜିତ ଉକ୍ତ ସମ୍ମିଳନୀରେ ପ୍ରାୟ ୬୦ ଡିଲର ଯୋଗ…

ଚଳିତ ଆର୍ଥିକ ବର୍ଷରେ ୨୫,୦୦୦ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୨୫।୮ (ଅଭୟ ଦାଶ):ବିଗତ କିଛି ବର୍ଷ ମଧ୍ୟରେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକର କାରବାର ପୂର୍ବାପେକ୍ଷା ବୃଦ୍ଧି ପାଇଛି। ବିଶେଷକରି ସହରାଞ୍ଚଳରୁ ଆରମ୍ଭକରି ଗ୍ରାମାଞ୍ଚଳର ଶେଷ ସ୍ତର ପର୍ଯ୍ୟନ୍ତ ମାଇକ୍ରୋଫାଇନାନ୍ସର ଦୃଢ଼ ନେଟ୍‌ଓ୍ବର୍କ ବଳରେ ବିଭିନ୍ନ ବର୍ଗଙ୍କ ପାଇଁ ଆର୍ଥିକ ସହଯୋଗ ଯୋଗାଇବା ବେଶ୍‌…

ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ ଟେନିସ ଷ୍ଟାର୍‌ ରାଫେଲ ନାଡାଲ

ନୂଆଦିଲ୍ଲୀ,୨୪।୮: ବିଶ୍ୱର କିମ୍ବଦନ୍ତୀ ଟେନିସ ତାରକା ରାଫେଲ ନାଡାଲଙ୍କୁ ଆଇଟି କମ୍ପାନୀ ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଷ୍ଟକ ଏକ୍ସଚେଞ୍ଜ ସହିତ ଜଡିତ ଏକ ନିୟାମକପତ୍ରରେ ଇନଫୋସିସ ଏହା ପ୍ରକାଶ କରିଛି। ନାଡାଲଙ୍କ ସହ ଇନଫୋସିସ ୩ ବର୍ଷର ଚୁକ୍ତି କରିବ।…

ଜୋମାଟୋରୁ ଆରମ୍ଭ କରି କେଏଫ୍‌ସି ଯାଏ, ‘ଚନ୍ଦ୍ରୟାନ-୩’କୁ ନେଇ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ବିଜ୍ଞାପନ…

ନୂଆଦିଲ୍ଲୀ,୨୪।୮: ଭାରତର ‘ଚନ୍ଦ୍ରୟାନ-୨’ର ସଫଳତାକୁ ନେଇ ଚାରିଆଡେ ଚର୍ଚ୍ଚା। ବିକଶିତ ଦେଶଗୁଡ଼ିକକୁ ପଛରେ ପକାଇ ଭାରତ ଇତିହାସ ରଚିଥିବାରୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ। ଅନେକେ ନିଜସ୍ବ ଶୈଳୀରେ ଅଭିନନ୍ଦନ ଜଣାଉଛନ୍ତି। ଏହି କ୍ରମରେ ପଛରେ ସ୍ବତନ୍ତ୍ର ବିଜ୍ଞାପନ କରି ଚର୍ଚ୍ଚାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?