ବାଣିଜ୍ୟ

ମୁନାଫାରେ ଇସ୍ରୋକୁ ଜିନିଷ ଯୋଗାଇଥିବା କମ୍ପାନୀ, ୩୦ହଜାର କୋଟି ଟଙ୍କା ବଢିଲା କମ୍ପାନୀର ଶେୟାର

ନୂଆଦିଲ୍ଲୀ,୨୬।୮:ଇସ୍ରୋର ଚନ୍ଦ୍ରାୟାନ ୩ର ବଜେଟ୍‌ ୬୧୫ କୋଟି ଟଙ୍କା। ତେବେ ଚନ୍ଦ୍ରପୃଷ୍ଠରେ ଅବତରଣ ସଫଳତା ହେତୁ ନିବେଶକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କାରଣ ମହାକାଶ କ୍ଷେତ୍ର ସହିତ ଜଡିତ ସମସ୍ତ ଛୋଟ ଏବଂ ବଡ କମ୍ପାନୀର ଅଂଶ ଗତ ସପ୍ତାହରେ…

ସଙ୍କଟରେ ଏୟାର ଇଣ୍ଡିଆ: ଡିଜିସିଏ ସୁରକ୍ଷା ଅଡିଟରେ ୧୩ ତ୍ରୁଟି…

ନୂଆଦିଲ୍ଲୀ,୨୬।୮ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) ର ଦୁଇ ସଦସ୍ୟ ବିଶିଷ୍ଟ ଯାଞ୍ଚ ଦଳ ଏୟାର ଇଣ୍ଡିଆର ଆଭ୍ୟନ୍ତରୀଣ ସୁରକ୍ଷା ଅଡିଟରେ ତ୍ରୁଟି ଦେଖାଦେଇଛି ଏବଂ ଏହାର ଅନୁସନ୍ଧାନ କରୁଛନ୍ତି। ଡିଜିସିଏରେ ଦାଖଲ ହୋଇଥିବା ଅଡିଟ ରିପୋର୍ଟ ଅନୁଯାୟୀ,…

ଅଟଳ ପେନସନ ଯୋଜନା: ବୃଦ୍ଧାବସ୍ଥା ଲାଗି ପ୍ରତି ମାସରେ ଜମା କରନ୍ତୁ ୨୧୦ ଟଙ୍କା, ୫୦୦୦ ପେନସନର ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୨୬।୮: ସମସ୍ତେ ନିଜ ରୋଜଗାରରୁ କିଛି ସଞ୍ଚୟ କରିବାକୁ ଚେଷ୍ଟା କରନ୍ତି। ଏହାକୁ ଏପରି ସ୍ଥାନରେ ବିନିଯୋଗ କରିବାକୁ ଚାହାଁନ୍ତି, ଯାହାଫଳରେ ସେମାନଙ୍କୁ ବୃଦ୍ଧାବସ୍ଥାରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ ନାହିଁ। ବର୍ତ୍ତମାନ ସମୟରେ ଅନେକ ପ୍ରକାରର ପେନସନ ଯୋଜନା…

ବାପାଙ୍କ କଟାକ୍ଷ ସତ୍ତ୍ୱେ ବିକିଥିଲେ ମୋମୋ, ଏବେ ଛିଡ଼ାକଲେ ୨୦୦୦ କୋଟିର କମ୍ପାନୀ

ନୂଆଦିଲ୍ଲୀ,୨୬।୮: ଦେଶରେ ଫାଷ୍ଟଫୁଡ୍‌ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜିକାଲି ପିଜା-ବର୍ଗର ଅଥବା ଅନ୍ୟ ଫାଷ୍ଟଫୁଡ୍‌ ଖାଇବାକୁ ରେଷ୍ଟୁରାଣ୍ଟ ଯିବାକୁ ପଡ଼ୁନାହିଁ, ପ୍ରତି ଗଳିକନ୍ଦିରେ ଏହା ସହଜରେ ଉପଲବ୍ଧ ହେଉଛି। ବିଶେଷକରି ମୋମୋ ଏବେ ପିଜା-ବର୍ଗରକୁ ସାଧାସଳଖ ଟକ୍କର ଦେଉଛି।…

ରାଉରକେଲାରେ ମିଆ ବାଏ ତନିଷ୍କ ଷ୍ଟୋର

ରାଉରକେଲା,୨୬।୮(ଦିନେଶ ମିଶ୍ର): ରାଉରକେଲା ମେନ୍‌ ରୋଡ୍‌ରେ ପ୍ରଥମ ଥର କରି ମିଆ ବାଏ ତନିଷ୍କ ଶୋରୁମ୍‌ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଦୀପିକା ମହିଳା ସମିତିର ସଭାପତି ସୀମା ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶୋରୁମ୍‌କୁ ଉଦ୍‌ଘାଟନ କରିଥିଲେ। ମିଆ…

ଏସିଏମ୍‌ଇ ସହ ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ର ଏମ୍‌ଓୟୁ

ଭୁବନେଶ୍ୱର,୨୬।୮: ଟାଟା ଷ୍ଟିଲ୍‌ ସ୍ପେଶିଆଲ୍‌ ଇକୋନମିକ୍‌ ଜୋନ୍‌ ଲିମିଟେଡ୍‌ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ଏବଂ ଏସିଏମ୍‌ଇ ଗ୍ରୁପ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍‌ଓୟୁ) ଶୁକ୍ରବାର ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଓଡ଼ିଶାର ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଓ ଗ୍ରୀନ୍‌ ଆମୋନିଆ…

ବଜାରରେ ନ୍ୟୁ ଟାଟା ଏସିଇ ଇଭି

ଭୁବନେଶ୍ୱର,୨୬।୮: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ (ଇଭି) ନିର୍ମାତା ତଥା ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ନ୍ୟୁ ଟାଟା ଏସିଇ ଇଭି’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଟାଟା…

ୟୁପିଆଇ ଇଣ୍ଟର ଅପରେବିଲିଟିର ଶୁଭାରମ୍ଭ

ଭୁବନେଶ୍ୱର,୨୬।୮: ଆକ୍ସିସ୍‌ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ ଅଭିନବ ସୁବିଧା ୟୁପିଆଇ ଇଣ୍ଟର ଅପରେବିଲିଟିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍‌ ମୁଦ୍ରା (ସିବିଡିସି) ଆପ୍‌ ଜରିଆରେ ବିକଶିତ ଆକ୍ସିସ୍‌ ମୋବାଇଲ୍‌…

ୟୁବିଆଇର ‘ୟୁ ଜିନିୟସ୍‌’ ଉଦ୍‌ଯାପିତ

ଭୁବନେଶ୍ୱର,୨୬।୮: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ପକ୍ଷରୁ ଶୁକ୍ରବାର ଏକ ଜାତୀୟ ସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ‘ୟୁ ଜିନିୟସ୍‌’ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ କଟକ, ଭୁବନେଶ୍ୱର, ବାଲେଶ୍ୱର, ବାରିପଦା, ବ୍ରହ୍ମପୁର ଓ ପୁରୀ…

ବଜାଜ୍‌ ଫାଇନାନ୍ସର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬।୮: ବଜାଜ୍‌ ଫାଇନାନ୍ସ ଲିମିଟେଡ୍‌ (ବିଏଫ୍‌ଏଲ୍‌)କୁ ନିକଟରେ ଏକ ବିରଳ ସଫଳତା ମିଳିଥିବାବେଳେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଭାବେ ଏକ ଐତିହାସିକ ରେକର୍ଡ ହାସଲ କରିଛି। ବିଶେଷକରି ବିଏଫ୍‌ଏଲ୍‌ର ଫିକ୍ସଡ ଡିପୋଜିଟ (ଏଫ୍‌ଡି) ଖାତା ପରିମାଣ ୫୦,୦୦୦ କୋଟି ଟଙ୍କା…

ବିଓବି ପକ୍ଷରୁ ଭିଡିଓ ରି-କେୱାଇସିର ଶୁଭାରମ୍ଭ

ଭୁବନେଶ୍ୱର,୨୬।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଭିଡିଓ ରି-କେୱାଇସି’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଉକ୍ତ ସୁବିଧା ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ। ଏପରିକି ଗ୍ରାହକମାନେ ଡିଜିଟାଲ ସେବା ମାଧ୍ୟମରେ…

ମୁଦ୍ରାସ୍ଫୀତି ହ୍ରାସ ଅର୍ଥନୀତି ଅଭିବୃଦ୍ଧି ଆଣିବ

ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ଗତ କିଛି ମାସ ହେବ ଦେଶର ଖୁଚୁରା ମୁଦ୍ରାସ୍ଫୀତ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଗତ ୧୫ ମାସରେ ମୁଦ୍ରାସ୍ଫୀତ ହାର ସବୋର୍ଚ୍ଚ ସ୍ତରରେ ରହିଛି। ସେହିଭଳି ମୁଦ୍ରାସ୍ଫୀତ ଓ ଖାଦ୍ୟଶସ୍ୟ ଦରଦାମ ଦେଶର ଅର୍ଥନୀତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?