ବାଣିଜ୍ୟ

ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ ଇଣ୍ଡିଆ ସେଲ୍‌’

ଭୁବନେଶ୍ୱର,୧୫।୭: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ‘ଡିଜିଟାଲ ଇଣ୍ଡିଆ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ସବୁଠାରୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍‌ର ପ୍ରଥମ ପର୍ଯ୍ୟାୟ ୨୦୨୩ ଜୁଲାଇ ୧୪ରୁ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅଗ୍ରଣୀ କ୍ରେଡିଟ୍‌ ଏବଂ ଡେବିଟ୍‌…

ଚେତକ ଏକ୍ସପେରିଏନ୍ସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ବଜାଜ ଅଟୋର ପ୍ରିମିୟମ ବ୍ରାଣ୍ଡ୍‌ ଚେତକର ଏକ୍ସପେରିଏନ୍ସ ସେଣ୍ଟର ଶୁକ୍ରବାର ଭୁବନେଶ୍ୱର ରସୁଲଗଡ଼ ଛକ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ବଜାଜ ଅଟୋର ସ୍ବୀକୃତିପ୍ରାପ୍ତ ଚେତକ ଡିଲର ସନ୍ଥାଲିଆ ମୋର୍ଟସ ଆନୁକୂଲ୍ୟରେ ଉଭୟ…

ଆଜିଠାରୁ ତନିସ୍କରେ ‘ଫେଷ୍ଟିଭାଲ ଅଫ୍‌ ଚେନ୍ସ’

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ଚେନ୍‌ କଲେକ୍ସନ ‘ଫେଷ୍ଟିଭାଲ ଅଫ୍‌ ଚେନ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଶନିବାରଠାରୁ ତନିସ୍କରେ ଆକର୍ଷଣୀୟ ଓ ଡିଜାଇନ ଚେନ୍‌ର ବ୍ୟାପକ ସମ୍ଭାର ପ୍ରଦର୍ଶନ ହେଉଛି। ଅପରପକ୍ଷରେ…

ଆଇଜିଆଇଟି ସରାଙ୍ଗ ସହ ଟାଟା ପାଓ୍ବାରର ବୁଝାମଣା

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ପାଓ୍ବାର ଏବଂ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଜିଆଇଟି), ସରାଙ୍ଗ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି ଶିକ୍ଷା ଓ ନିଯୁକ୍ତି ହାସଲ କ୍ଷମତା…

ଜିଓ ଲଞ୍ଚ କଲା ଶସ୍ତା ପ୍ଲାନ୍‌: ୧୨୩ ଟଙ୍କାରେ ଅନ୍‌ଲିମିଟେଡ୍‌ କଲିଂ, ଡେଲି ଡାଟା ସହ ମିଳିବ…

ନୂଆଦିଲ୍ଲୀ,୧୪।୭: ଶସ୍ତା ପ୍ଲାନ ଲଞ୍ଚ କରିଛି ଜିଓ। ଗ୍ରାହକମାନଙ୍କ ସୁବିଧା ଲାଗି କମ୍ପାନୀ ୧୨୩ ଟଙ୍କାର ପ୍ଲାନ ଆଣିଛି। ଏହି ପ୍ଲାନ୍‌ରେ ଜିଓ ବ୍ୟବହାରକାରୀଙ୍କୁ ଡେଲି ଡାଟା, ଅନ୍‌ଲିମିଟେଡ୍‌ କଲିଂ, ଏସ୍‌ଏମ୍‌ଏସ୍‌ ବ୍ୟତିତ ଅନ୍ୟ ସୁବିଧା ମିଳିବ। ପ୍ଲାନରେ ଭାଲିଡିଟି ୨୮…

ଟିଏସ୍‌ଏମ୍‌ଏଲ୍‌ର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୪।୭:ଟାଟା ଷ୍ଟିଲ ମାଇନିଂ ଲିମିଟେଡ (ଟିଏସ୍‌ଏମ୍‌ଏଲ) ପକ୍ଷରୁ ସାପ ସଂକ୍ରାନ୍ତୀୟ ଭ୍ରାନ୍ତ ଧାରଣା ଦୂର କରିବା ସହିତ ସାପକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି। ଏପରିକି ଟିଏସ୍‌ଏମ୍‌ଏଲ୍‌ର ଯାଜପୁର…

ଓପୋର ରେନୋ ସିରିଜ

ଭୁବନେଶ୍ୱର,୧୪।୭:ଓପୋର ବହୁ ପ୍ରତୀକ୍ଷିତ ତଥା ରେନୋ ସିରିଜର ନୂତନ ଉପତ୍ାଦଗୁଡ଼ିକ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ରେନୋ-୧୦ପ୍ରୋ+ ୫ଜି, ରେନୋ-୧୦ପ୍ରୋ ୫ଜି ଓ ରେନୋ-୧୦ ୫ଜି ୪ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଥିବା ବ୍ୟାଟେରି ପାଇଁ ବିଏଚ୍‌ଇ, ଫାଷ୍ଟ୍‌…

ଜାହ୍ନବୀ ନିସାନର ଏକ୍ସକ୍ଲୁସିଭ ଶୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୪।୭: (ଅଭୟ ଦାଶ/ ସତ୍ୟ ରଞ୍ଜନ ଦାସମହାପାତ୍ର):ନିସାନ ମୋଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଏନ୍‌ଏମ୍‌ଆଇପିଏଲ୍‌)ର ଏକ୍ସକ୍ଲୁସିଭ ଆଉଟଲେଟ ପାହାଳର ପ୍ରାଚୀ ବଜାରଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏନ୍‌ଏମ୍‌ଆଇପିଏଲ୍‌ର ସ୍ବୀକୃତିପ୍ରାପ୍ତ ଡିଲର ଜାହ୍ନବୀ ନିସାନ ଆନୁକୂଲ୍ୟରେ ଉକ୍ତ ବ୍ରାଣ୍ଡ୍‌ ନ୍ୟୁ ଶୋ’ରୁମ୍‌ର ଶୁଭାରମ୍ଭ…

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୧୪।୭:ଦେଶର ପ୍ରମୁଖ ନବରତ୍ନା ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ଼ ବା ନାଲ୍‌କୋର ନୂତନ ଉତ୍ପାଦ ‘ମେକାନାଇଜ୍‌ଡ ସୋ ଇନଗଟର’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀ ତା’ର ପ୍ରଡକ୍ଟ ପୋର୍ଟଫୋଲିଓକୁ ଅଧିକ ମଜଭୁତ ଓ ସୁବିସ୍ତୃତ…

ଅକ୍ଟୋବର ୨୭ରୁ ଆଇଏମ୍‌ସିର ୭ମ ସଂସ୍କରଣ

ଭୁବନେଶ୍ୱର,୧୪।୭ (ଅଭୟ ଦାଶ):ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ‘ଇଣ୍ଡିଆ ମୋବାଇଲ କଂଗ୍ରେସ’ (ଆଇଏମ୍‌ସି)ର ୭ମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୨୭ରୁ ୨୯ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ ସେଲ୍ୟୁଲାର୍‌ ଅପରେଟର୍ସ…

ଭାରତରେ ଏତିକି ଟଙ୍କାରେ ମିଳିପାରେ ଟେସଲାର ଇଲେକ୍ଟ୍ରିକ କାର୍‌

ନୂଆଦିଲ୍ଲୀ,୧୩।୭: ଆମେରିକାର ବୃହତ୍ତମ ଇଲେକ୍ଟ୍ରିକ ଯାନ ନିର୍ମାତା କମ୍ପାନୀ ‘ଟେସଲା’ର କାର୍‌କୁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଛି। କିନ୍ତୁ ବର୍ତ୍ତମାନ ଏହି ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି। ଦେଶରେ ବାର୍ଷିକ ୫,୦୦,୦୦୦ ଇଲେକ୍ଟ୍ରିକ ଯାନ (ଇଭି) କ୍ଷମତା ବିଶିଷ୍ଟ…

ଏଲନ ମସ୍କ ଲଞ୍ଚ କଲେ ଏକ୍ସ ଏଆଇ, ଓପନ ଏଆଇ-ଚାଟ୍‌ ଜିପିଟିକୁ ଦେବ ଟକ୍କର…

ଓ୍ବାଶିଂଟନ,୧୩।୭ : ଏଲନ ମସ୍କ ନିଜର କୃତ୍ରିମ ବୁଦ୍ଧିମତ୍ତା କମ୍ପାନୀ ଏକ୍ସଏଆଇ (ଏକ୍ସ ଡଟ୍‌ ଏଆଇ)ଆରମ୍ଭ କରିଛନ୍ତି। ଏକ୍ସ ଏଆଇ ୱେବସାଇଟ କହିଛି ଟେସଲା ଟାଇକୁନ କମ୍ପାନୀକୁ ଅନ୍ୟ କମ୍ପାନୀଠାରୁ ପୃଥକ ଭାବରେ ଚଳାଇବ ଏବଂ ବିକଶିତ ଟେକ୍ନୋଲୋଜି ଟୁଇଟର ସମେତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri