ଏଲଆଇସି ପଲିସି ବନ୍ଦ ହୋଇଯାଇଥିଲେ ଏପରି କରନ୍ତୁ ପୁଣି ଆରମ୍ଭ, ମିଳୁଛି ୩୦ପ୍ରତିଶତ ରିହାତି

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ଦେଶ ବ୍ୟାପି କୋଟି କୋଟି ପଲିସି ହୋଲଡ଼ର ରହିଛନ୍ତି। କିଛି ଲୋକେ ପଲିସି କିଣି ଦିଅନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ପ୍ରିମିୟମ ଭାରି ପାରିନଥାନ୍ତି। ଏଭଳି ସ୍ଥିତିରେ ପଲିସି (ଲାପସ୍) ବନ୍ଦ ହୋଇଯାଇଥାଏ। ଏଭଳି ପଲିସିକୁ ପୁଣିଥରେ ଚାଲୁ କରିବା ପାଇଁ ଏଲଆଇସି ସ୍ୱତନ୍ତ୍ର ପୁନରୁଦ୍ଧାର ଅଭିଯାନ ଆରମ୍ଭ କରିଛି। ଏହାକୁ ୧ ସେପ୍ଟେମ୍ବରରୁ ୩୧ ଅକ୍ଟୋବର ମଧ୍ୟରେ ଆରମ୍ଭ କରାଯାଇଛି। ତେବେ ଆସନ୍ତୁ ଜାଣିବା କିପରି ବନ୍ଦ ହୋଇଯାଇଥିବା ପଲିସିକୁ ପୁନର୍ବାର ଚାଲୁ କରିହେବ।

ପଲିସି ଲାପସ୍ କ’ଣ ?

ଏଲଆଇସିର ବିଭିନ୍ନ ପଲିସି ଅନୁଯାୟୀ ତିନି ମାସିଆ, ଛଅ ମାସିଆ, ବର୍ଷିକିଆ ଏବଂ ମାସିକିଆ ପ୍ରିମିୟମ ରହିଥାଏ। ତେବେ ସମୟ ଅନୁସାରେ ପ୍ରିମିୟମ ଜମା ନହୁଏ ତେବେ ପଲିସି ବନ୍ଦ ହୋଇଯାଇଥାଏ। ଏଭଳି ସ୍ଥିତିରେ ପଲିସିକୁ ପୁନର୍ବାର ଚାଲୁ କରିବା ପାଇଁ ଜୋରିମାନା ଦେବାକୁ ପଡେ। ଏହା ପରେ ଯାଇ ପଲିସି ପୁଣି ଚାଲୁ ହୋଇଥାଏ।

ଏଲଆଇସି ଏକ୍ସ(ଟୁଇଟର)ରେ ଏହାର ଏକ ଟୁଇଟ କରି ଲେଖିଛି ଯେ, ଇଲାଇସିର ସ୍ପେସିଆଲ ପୁନରୁଦ୍ଧାର କ୍ୟାମ୍ପେନ ଆରମ୍ଭ ହୋଇଯାଇଛି। ଏହାରି ମାଧ୍ୟମରେ ଗ୍ରାହକମାନେ 1 ସେପ୍ଟେମ୍ବରରୁ 31 ଆଲ୍ଟୋବାର ମଧ୍ୟରେ ବନ୍ଦ ହୋଇଯାଇଥିବା ପଲିସିକୁ ପୁଣିଥରେ ଚାଲୁ କରିପାରିବା ପାଇଁ ସବସିଡି ମଧ୍ୟ ମିଳୁଛି। ଏହି କ୍ୟାମ୍ପେନରେ ୩୦ପ୍ରତିଶତ ରିହାତି ମିଳୁଛି।

କୌଣସି ଗ୍ରାହକଙ୍କୁ ତାଙ୍କର ପଲିସି ପୁନଃ ଚାଲୁ କରିବା ପାଇଁ ଏଲାଇସିର ଅଫିସିଆଲ ୱେବସାଇଟକୁ ଯିବାକୁପଡିବ। ଏହା ବ୍ୟତୀତ ଗ୍ରାହକମାନେ ନିକଟସ୍ଥ ଶାଖା କିମ୍ବା ଏଜେଣ୍ଟଙ୍କ ସହିତ ଦେଖାକରି ନିଜର ଏଲଆଇସି ପଲିସିକୁ ପୁଣି ଚଳାଇପାରିବେ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ପଶି ଢକ ଢକ କରି ମଦ ପିଇଲା ମାଙ୍କଡ଼, ତାପରେ ନିଶାରେ…

ରାଞ୍ଚି,୨୭।୯: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଓରମାଞ୍ଜି ବ୍ଲକ୍‌ ଛକସ୍ଥିତ ଏକ ମଦ ଦୋକାନରେ ହଠାତ୍‌ ଏକ ମାଙ୍କଡ ପଶି…

ବୈଠକ ପୂର୍ବରୁ CJP ନେତାଙ୍କୁ ଉଠାଇନେଲା ପୋଲିସ; ସରକାରଙ୍କ ଉପରେ ବର୍ଷିଲେ ଅଭିଜିତ୍ ଦୀପକେ, କହିଲେ…

ଗୁଆହାଟୀ,୨୭।୯: କକ୍ରୋଚ୍ ଜନତା ପାର୍ଟି (CJP)ର କୋ-ଫାଉଣ୍ଡର ଆଶୁତୋଷ ରାଙ୍କା ଏବଂ ତାଙ୍କ ଟିମ୍‌କୁ ଆସାମ ପୋଲିସ ଅଟକ ରଖିଥିବା ନେଇ ଆଶୁତୋଷ ନିଜେ ସୂଚନା ଦେଇଛନ୍ତି…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ହର୍ମୁଜକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘କାଙ୍ଗାଳ ହୋଇଗଲାଣି ଇରାନ’

ଓ୍ବାଶିଂଟନ,୨୭।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡି.ସି. ଠାରେ ହର୍ମୁଜ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?