ବାଣିଜ୍ୟ

ସୁଲଭ ମୂଲ୍ୟରେ ମିଳିବ ୪ଜି ସ୍ମାର୍ଟଫୋନ୍‌

ଭୁବନେଶ୍ୱର, ୧୭।୭: ଦେଶର ପ୍ରମୁଖ ସ୍ମାର୍ଟଫୋନ୍‌ ତଥା ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ୍‌ ପୋକୋ ଇଣ୍ଡିଆ ଏବଂ ଏୟାରଟେଲ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା/ବୁଝାମଣା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପୋକୋ ଇଣ୍ଡିଆ ସବୁଠାରୁ ଶସ୍ତା ୪ଜି ସ୍ମାର୍ଟଫୋନ୍‌ର ଶୁଭାରମ୍ଭ କରିବା ପାଇଁ…

ରାଉରକେଲାରେ ପ୍ରେଷ୍ଟିଜ୍‌ର ଏକ୍ସକ୍ଲୁଜିଭ୍‌ ଷ୍ଟୋର

ରାଉରକେଲା,୧୭।୭(ବିପ୍ଳବ ରଞ୍ଜନ ଦାଶ): ପ୍ରେଷ୍ଟିଜ୍‌ର ଏକ୍ସକ୍ଲୁଜିଭ୍‌ ଷ୍ଟୋର ପ୍ରଥମ ଥର ପାଇଁ ରାଉରକେଲା ଡେଲି ମାର୍କେଟସ୍ଥିତ ହରିୟାଣା ଭବନ ନିକଟରେ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଅଙ୍କିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଶୋ’ରୁମ୍‌କୁ ଉଦ୍‌ଘାଟନ କରିଥିଲେ। ଉତ୍ସବରେ…

ଟିପିଏସ୍‌ଡିଆଇ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ

ଭୁବନେଶ୍ୱର, ୧୭।୭: ଟାଟା ପାଓ୍ବାର ସ୍କିଲ୍‌ ଡେଭେଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ (ଟିପିଏସ୍‌ଡିଆଇ) ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ ( ଓ୍ବାର୍ଲଡ ୟୁଥ୍‌ ସ୍କିଲ୍‌ ଡେ) ପାଳିତ ହୋଇଯାଇଛି। ବିଶେଷକରି ବିଦ୍ୟୁତ୍‌ ଶକ୍ତି କ୍ଷେତ୍ରରେ ଆବଶ୍ୟକ ଓ ସବୁଜ ନିଯୁକ୍ତି ଦକ୍ଷତା ଉପରେ…

ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୭।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ନାଇମ (ଏନ୍‌ଆଇଇଏମ ଦି ଇନଷ୍ଟିଚ୍ୟୁଟ ଅଫ୍‌ ଇଭେଣ୍ଟ ମ୍ୟାନେଜମେଣ୍ଟ) ଭୁବନେଶ୍ୱରର ୭ମ ବାର୍ଷିକ ଉତ୍ସବ ତଥା ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଲଡିଂ ଆଣ୍ଡ ଅଦର କନ୍‌ଷ୍ଟ୍ରକଶନ ଓ୍ବାର୍କସ େଓଲଫେୟାର…

ହ୍ରାସ ପାଇଛି ଯାନବାହନ ରପ୍ତାନି

ନୂଆଦିଲ୍ଲୀ,୧୭।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋଶିଳ୍ପ ସଂଘ ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ୍‌ ମ୍ୟାନୁଫାକ୍ଚରର୍ସ (ଏସଆଇଏଏମ) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଯାନବାହନ ରପ୍ତାନ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୩ ଏପ୍ରିଲରୁ ଜୁନ୍‌ ଅବଧି ମଧ୍ୟରେ ଭାରତରୁ ଅଟୋମୋବାଇଲ୍‌…

ଚାଇନାରେ ବ୍ୟାଙ୍କିଙ୍ଗ ସଙ୍କଟ…

ବେଜିଂ,୧୬।୭ : ଲାଭ ହ୍ରାସ କରିବାକୁ ଚାଇନା ସରକାର ଦେଶର ବଡ ବ୍ୟାଙ୍କଗୁଡିକ ଉପରେ ଚାପ ପକାଉଛନ୍ତି। ସ୍ଥାନୀୟ ସରକାରଙ୍କୁ ଅଧିକ ଋଣ ଦେବାକୁ ମଧ୍ୟ ଚାପ ଦିଆଯାଉଛି। ଏହି କାରଣରୁ ଦେଶରେ ଏକ ଗୁରୁତର ବ୍ୟାଙ୍କିଙ୍ଗ ସଙ୍କଟ ଆଶଙ୍କା ସୃଷ୍ଟି…

୮୦ ଟଙ୍କାରେ ଟମାଟୋ ବିକ୍ରି କରୁଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭ : ତୁରନ୍ତ ପ୍ରଭାବ ସହିତ କେନ୍ଦ୍ର ସରକାର ଦିଲ୍ଲୀ-ଏନସିଆରରେ ଟମାଟୋର ଦାମକୁ କିଲୋଗ୍ରାମ ପିଛା ୮୦ ଟଙ୍କାକୁ ହ୍ରାସ କରିଛନ୍ତି। ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂ ରବିବାର ଏହି ସୂଚନା ଦେଇଛନ୍ତି। ପ୍ରବଳ ମୌସୁମୀ ବର୍ଷା ଏବଂ…

ମାଲାବାରର ନ୍ୟୁ ଡାଇମଣ୍ଡ କଲେକ୍ସନ

ଭୁବନେଶ୍ୱର,୧୬।୭: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ନ୍ୟୁ ଡାଇମଣ୍ଡ କଲେକ୍ସନ ‘ସ୍ପାର୍କଲେ ଅଫ୍‌ ହେଭେନ୍‌’ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷକରି ମାଲାବାରର ସବ୍‌ ବ୍ରାଣ୍ଡ୍‌ ମାଇନ ଡାଇମଣ୍ଡ ଜୁଏଲେରିର ମଧ୍ୟ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା…

ଜେଏସ୍‌ପିକୁ ସିଏସ୍‌ଆର୍‌ ହେଲ୍‌ଥ ଇମ୍ପାକ୍ଟ ଗୋଲ୍ଡ ଆୱାର୍ଡ

ଭୁବନେଶ୍ୱର,୧୬।୭: ଦେଶର ପ୍ରମୁଖ ଇସ୍ପାତ ନିର୍ମାତା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି କୋଭିଡ ରିଲିଫ୍‌ ପଦକ୍ଷେପ ପାଇଁ ଜେଏସ୍‌ପିକୁ ସିଏସ୍‌ଆର୍‌ ହେଲ୍‌ଥ ଇମ୍ପାକ୍ଟ ଗୋଲ୍ଡ ଆଓ୍ବାର୍ଡ…

ଭାରତ-ୟୁଏଇ କାରବାର ଛୁଇଁବ ୧୦୦ ବିଲିୟନ ଡଲାର: ମୋଦି…

ଦୁବାଇ,୧୫।୭ : ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପହଞ୍ଚି ସେଠାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଶନିବାର ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ…

ଦେଶର ୫୪ ସହରରେ ଟମାଟୋ କିଲୋପିଛା ଦାମ ୧୫୦, ଆଗାମୀ ଦିନରେ ଛୁଇଁପାରେ ୩୦୦ ଟଙ୍କା…

ନୂଆଦିଲ୍ଲୀ,୧୫।୭ : ସାରା ଦେଶରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହୋଇଛି। ଦାମ କମିବାର ନା ନେଉ ନାହ। ଚଣ୍ଡିଗଡ଼ରେ ଏହାର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୩୦୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଏଥିସହିତ ଗାଜିଆବାଦରେ ଟମାଟୋ ୨୫୦ ଟଙ୍କାରେ କିଲୋଗ୍ରାମ…

ଭିଜା ଶୁଳ୍କ ୧୫ ରୁ ୨୦ ପ୍ରତିଶତ ବୃଦ୍ଧି କରିବେ ସୁନକ ସରକାର…

ଲଣ୍ଡନ,୧୫।୭ : ଭିଜା ଶୁଳ୍କ ବୃଦ୍ଧି ମାଧ୍ୟମରେ ବ୍ରିଟେନର ସରକାରୀ କ୍ଷେତ୍ର କର୍ମଚାରୀଙ୍କ ବେତନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ଋଷି ସୁନକ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ଶିକ୍ଷକ, ପୋଲିସ, ଜୁନିଅର ଡାକ୍ତର ଏବଂ ଅନ୍ୟାନ୍ୟ ସରକାରୀ କ୍ଷେତ୍ରର କର୍ମଚାରୀ ଅନ୍ତର୍ଭୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri