ବାଣିଜ୍ୟ

ଆକ୍ସିସ୍‌ ବ୍ୟାଙ୍କର ଇ-ବିଜି ସେବା

ନୂଆଦିଲ୍ଲୀ,୧୬।୬: ଆକ୍ସିସ୍‌ ବ୍ୟାଙ୍କ୍‌ ପକ୍ଷରୁ ନିକଟରେ ଏକ ଅତ୍ୟାଧୁନିକ ଇ-ବ୍ୟାଙ୍କ ଗ୍ୟାରେଣ୍ଟି (ଇ-ବିଜି) ସେବାର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ବ୍ୟାଙ୍କିଙ୍ଗ୍‌ ଶିଳ୍ପର ପ୍ରଥମ ଇ-ବିଜି ସମାଧାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସ୍ବିଫ୍‌ଟ ଇଣ୍ଡିଆ ସହଯୋଗିତରେ ଦେଶର ପ୍ରଥମ ବ୍ୟାଙ୍କ...

ତାଳତେଲ ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ

ନୂଆଦିଲ୍ଲୀ,୧୫।୬: ଦେଶର ପ୍ରମୁଖ ଘରୋଇ ଅନୁଷ୍ଠାନର ଖାଦ୍ୟ ପ୍ରକିୟାକରଣ ୟୁନିଟ୍‌ ପତଞ୍ଜଳି ଫୁଡ୍‌ ଲିମିଟେଡ୍‌ (ପିଏଫ୍‌ଏଲ୍‌) ପକ୍ଷରୁ ତାଳତେଲ ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଖାଇବାତେଲରେ ଆତ୍ମନିର୍ଭରଶୀଳ ହେବା ସହିତ ଭାରତ ସରକାରଙ୍କ ମିଶନକୁ ସମର୍ଥନକରି ପିଏଫ୍‌ଏଲ୍‌ ଖଜୁରି...

ଶସ୍ତା ହେବ ଖାଇବା ତେଲ

ନୂଆଦିଲ୍ଲୀ,୧୬ା୬(ଅଭୟ ଦାଶ): ଦରଦାମ ବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଥିବା ଜନସାଧାରଣଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଦେବାକୁ ଯାଇ କେନ୍ଦ୍ର ସରକାର ରିଫାଇନ ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ୧୭.୫%ରୁ ୧୨.୫%କୁ ହ୍ରାସ କରିଛନ୍ତି। ଅର୍ଥାତ୍‌...

ଜାନୁୟାରୀରୁ ମେ ମଧ୍ୟରେ ୬୩୬.୦୭ ଲକ୍ଷ କରିଛନ୍ତି ଘରୋଇ ବିମାନ ଯାତ୍ରା: ଡିଜିସିଏ…

ନୂଆଦିଲ୍ଲୀ,୧୫।୬ : ଜାନୁଆରୀରୁ ମେ ମଧ୍ୟରେ ୬୩୬.୦୭ ଲକ୍ଷ ଲୋକ ଘରୋଇ ବିମାନରେ ଯାତ୍ରା କରିଛନ୍ତି। ଗତ ବର୍ଷ ୨୦୨୨ରେ ଏହି ସମୟ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ୪୬୭.୩୭ ଲକ୍ଷ ଥିଲା। ପୂର୍ବ ବର୍ଷ ତୁଳନାରେ ଜାନୁଆରୀରୁ ମେ ମାସରେ...

ଇୟୁ ଗୁଗଲକୁ ବିଜ୍ଞାପନ କାରବାର ବିକ୍ରି ପାଇଁ ଦେଲା ନିର୍ଦ୍ଦେଶ…

ଓ୍ବାଶିଂଟନ,୧୫।୬ : ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ବିରୋଧରେ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରି ୟୁରୋପୀୟ ୟୁନିଅନ (ଇୟୁ)ର ପ୍ରତିଯୋଗିତା ନିର୍ଦ୍ଦେଶକ ଏହାର ବିଜ୍ଞାପନ ବ୍ୟବସାୟର ଏକଚାଟିଆ ଅଧିକାର ସମାପ୍ତ କରିବାକୁ କହିଛନ୍ତି। ଆୟୋଗର ପ୍ରତିଯୋଗିତା ନିୟାମକ ଗୁଗଲକୁ...

ୟୁବିଆଇ ପକ୍ଷରୁ ୧.୩୪ କୋଟିର ଋଣ ମଞ୍ଜୁର

ଭୁବନେଶ୍ୱର,୧୫।୬: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ବାଲେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱରର ବାଳମୁକୁଳିଠାରେ ଏକ ଜନ ସୁରକ୍ଷା ଶିବିର ଓ ସ୍ବୟଂ ସହାୟକ ଗୋଷ୍ଠୀ ଋଣମେଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ୟୁବିଆଇ ବାଲେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ...

ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ପିଲାଙ୍କୁ ନିଷ୍ଟ୍‌ର ସହାୟତା

ଭୁବନେଶ୍ୱର,୧୫।୬: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ନିଷ୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି (ଏନ୍‌ଆଇଏସ୍‌ଟି), ବ୍ରହ୍ମପୁର ପକ୍ଷରୁ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ପିଲାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି। ଏ ନେଇ ଅନୁଷ୍ଠାନ ପକ୍ଷରୁ...

ନିଟ୍‌ ଫଳାଫଳରେ ଓଡିଏମ୍‌ର ବାଜିମାତ୍‌

ଭୁବନେଶ୍ୱର,୧୫।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ନିଟ୍‌-୨୦୨୩ ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ପୁଣିଥରେ ବାଜିମାତ୍‌ କରିଛି। ଏପରିକି ସଦ୍ୟ ପ୍ରକାଶିତ ନିଟ୍‌-୨୦୨୩ ପରୀକ୍ଷାରେ ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ଛାତ୍ରୀଛାତ୍ରମାନେ ଅଭୂତ ପୂର୍ବ...

ମିନ୍ତ୍ରାର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୫।୬: ଇ-କର୍ମସ ପ୍ଲାଟ୍‌ଫର୍ମ ମିନ୍ତ୍ରାର ସ୍ବତନ୍ତ୍ର ଅଭିଯାନ ସହ ମିନ୍ତ୍ରା ଇଓଆର୍‌ଏସ୍‌ର ୧୮ତମ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୬୦୦୦ରୁ ଅଧିକ ପ୍ରତିଷ୍ଠିତ ଘରୋଇ ଓ ଅନ୍ତର୍ଜାତୀୟ ଉତ୍ପାଦ ଏବଂ ଡି୨ସି ବ୍ରାଣ୍ଡ୍‌ଗୁଡ଼ିକରୁ ୨୦ଲକ୍ଷରୁ ଅଧିକ ଫ୍ୟାଶନ,ବିୟୁଟି ଓ...

୧୬ରୁ ୩ ଦିନିଆ ଜୋୟା ଅଳଙ୍କାର ପ୍ରଦର୍ଶନୀ

ଭୁବନେଶ୍ୱର,୧୫।୬: ଜୋୟା ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ। ଟାଟା ଗ୍ରୁପ୍‌ର ସହଯୋଗୀ ପ୍ରତିଷ୍ଠାନ ତଥା ଟାଟା ହାଉସର ସୂକ୍ଷ୍ମ ହୀରା ବୁଟିକ୍‌ ଜୋୟାର ବିରଳ ଓ ପ୍ରିମିୟମ ଅଳଙ୍କାର ପ୍ରଦର୍ଶନୀ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୩ ଜୁନ୍‌ ୧୬ରୁ...

ତନିସ୍କର ନୂଆ ‘ସୁନା ବଦଳ ନୀତି’ ପ୍ରଚଳନ

ଭୁବନେଶ୍ୱର,୧୫।୬ (ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଏକ ଅଭିନବ ପଦକ୍ଷେପ ତଥା ସୁବିଧା ‘ସୁନା ବଦଳ ନୀତି’ର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୁନାର ବର୍ଦ୍ଧିତ ଦର ମଧ୍ୟରେ ତନିସ୍କ ତା’ର ନୂଆ...

୫୨ସପ୍ତାହରେ ରେକର୍ଡ ଛୁଇଁଲା ଟାଟା ଗ୍ରୁପର ଏହି ଶେୟାର

ନୂଆଦିଲ୍ଲୀ,୧୪।୬: ଟାଟା ଗ୍ରୁପର ଏଫ୍‌ଏମ୍‌ଜିସି କମ୍ପାନୀ ଟାଟା ଗ୍ରାହକ ଉତ୍ପାଦଗୁଡ଼ିକର ଶେୟାର ବୁଧବାର ୫ ପ୍ରତିଶତ ବୃଦ୍ଧି ପାଇ ୮୬୩.୮୦ ଟଙ୍କା ହୋଇଛି। କମ୍ପାନୀର ଶେୟାର ଏହି ୫୨ସପ୍ତାହରେ ରେକର୍ଡ ଛୁଇଁଛି। ଗତ ତିନି ମାସ ମଧ୍ୟରେ ଟାଟା ଗ୍ରାହକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri