ବାଣିଜ୍ୟ

ହରତାଳ କରିବେ ପାକିସ୍ତାନୀ ପେଟ୍ରୋଲିୟମ ଡିଲର

ଇସଲାମବାଦ,୨୧।୭: ଅର୍ଥସଙ୍କଟରେ ଯୁଝୁଥିବା ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେଉଛି। ପାକିସ୍ତାନର ପେଟ୍ରୋଲିୟମ ଡିଲରମାନେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣାପଡିଛି। ଏନେଇ ସେମାନେ ଶନିବାର ଠାରୁ ଦେଶବ୍ୟାପୀ ଧର୍ମଘଟ...

ଏବେ ହ୍ବାଟ୍ସଆପ୍‌ରେ ଖୋଲିପାରିବ ଏସ୍‌ବିଆଇ ଆକାଉଣ୍ଟ, ଚାଟିଂ ଯୋଗେ କରିପାରିବେ ଏସବୁ କାମ…

ନୂଆଦିଲ୍ଲୀ,୨୧।୭: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ହ୍ବାଟ୍ସଆପ୍‌ରେ ଅନେକ ବ୍ୟାଙ୍କିଂ ସେବା ପ୍ରଦାନ କରୁଛି। ଗ୍ରାହକମାନେ ନିଜ ମୋବାଇଲ ଫୋନରେ କ୍ୟୁଆର୍‌ କୋଡ ସ୍କାନ୍‌ କରି ହ୍ବାଟ୍ସଆପ୍‌ ମାଧ୍ୟମରେ ଏସ୍‌ବିଆଇ ବ୍ୟାଙ୍କ ସେବାର ଲାଭ ଉଠାଇପାରିବେ। ଏଥିରେ ଆକାଉଣ୍ଟ ବାଲାନ୍ସ, ମିନି...

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଭେଟିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୨୧।୭: ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀ ଶ୍ରୀଲଙ୍କାର ଅନେକ ପ୍ରକଳ୍ପ ବିଷୟରେ ଆଲୋଚନା କରିବା ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ସହ ଏକ ବୈଠକ କରିଛନ୍ତି। ଶିଳ୍ପପତି କହିଛନ୍ତି ଯେ, କଲମ୍ବୋ ପୋର୍ଟ ଓ୍ବେଷ୍ଟ କଣ୍ଟେନର ଟର୍ମିନାଲ...

ସବ୍‌ସ୍କ୍ରିପଶନ ପ୍ୟାକ୍‌ରେ ୧୪୩%ର ଅଭିବୃଦ୍ଧି

ଭୁବନେଶ୍ୱର,୨୧।୭:ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶାରୁ ବିଦେଶକୁ ଯାତ୍ରା କରୁଥିବା ଗ୍ରାହକଙ୍କ ପାଇଁ ଏୟାରଟେଲ ସବ୍‌ସ୍କ୍ରିପଶନ ପ୍ୟାକ୍‌ରେ ୧୪୩%ର ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। କନେକ୍ଟେଡ୍‌ ରହିବାକୁ ସହଜ, ଅନ୍ତର୍ନିହିତକାରୀ ଓ ସୁବିଧାଜନକ କରିବା ପାଇଁ ଏୟାରଟେଲ୍‌ ତା’ର ଇଣ୍ଟରନ୍ୟାଶନାଲ...

ଗିଫ୍ଟରେ ୨ ଦିନିଆ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୨୧।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଗିଫ୍ଟି (ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଟେକ୍ନୋଲୋଜି) ସ୍ବୟଂଶାସିତ କଲେଜର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଲ୍‌ ଏବଂ କମ୍ପ୍ୟୁଟର, ଇଲେକ୍‌ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ବିଭାଗର ମିଳିତ ସହଯୋଗରେ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ନିକଟରେ ଅନୁଷ୍ଠିତ...

ରିଅଲ୍‌ମିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୧।୭:ରିଅଲ୍‌ମିର ନୂତନ ଉତ୍ପାଦଗୁଡିକର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷ କରି ଏହାର ଚାମ୍ପିୟନ୍‌ ସିରିଜ୍‌ରେ ନୂତନତମ ଯୋଗ ସହ ରିଅଲ୍‌ମି ସି୫୩ ଏବଂ ରିଅଲ୍‌ମି ପ୍ୟାଡ-୨ର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି ଅତ୍ୟାଧୁନିକ ଫିଚର,...

ବେଦାନ୍ତକୁ ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ମାନ୍ୟତା

ଭୁବନେଶ୍ୱର,୨୧/୭: ଦେଶର ପ୍ରମୁଖ ଶିଳ୍ପସଂସ୍ଥା ବେଦାନ୍ତ ଆଲୁମିନିୟମ ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ମାନ୍ୟତା ହାସଲ କରିଛି। ବିଶେଷକରି ଏଠାରେ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ପରିବେଶ ଓ ନିଯୁକ୍ତିଦାତା ଭାବେ କମ୍ପାନୀର ସ୍ଥିତିକୁ ଆହୁରି ସୁଦୃଢ଼ କରାଯାଇଛି। ଏପରିକି...

ବିଓଏମ୍‌ର ପ୍ରଥମ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୧।୭:ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଓଏମ୍‌ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଖରାପ ଋଣରେ ହ୍ରାସ ଏବଂ ସୁଧ ଆୟରେ ବୃଦ୍ଧି ସହ ୯୫% ଅଭିବୃଦ୍ଧି ହାରରେ ବ୍ୟାଙ୍କ ମୋଟ ୮୮୨...

ସର୍ବକାଳୀନ ରେକର୍ଡ ସ୍ତରରେ ନିଫ୍ଟି

ନୂଆଦିଲ୍ଲୀ,୨୧।୭ (ଅଭୟ ଦାଶ):ଗତ କିଛି ଦିନ ହେବ ଭାରତୀୟ ଶେୟାର ମାର୍କେଟର କାରବାର ପୂର୍ବାପେକ୍ଷା ଭଲ ରହିଛି। ଏପରିକି କ୍ରମାଗତ ଭାବେ ବଜାରର କାରବାର ବୃଦ୍ଧି ପାଉଥିବାବେଳେ ଉଭୟ ନିବେଶକ ଓ ପଞ୍ଜୀକୃତ କମ୍ପାନୀଗୁଡିକ ବେଶ ଲାଭବାନ ହେଉଛନ୍ତି। ବିଶେଷ...

ଏଆଇ ନିଯୁକ୍ତି: ୭ ବର୍ଷରେ ସୃଷ୍ଟି ହେବ ୧୩.୫କୋଟି ଚାକିରି, ସୁଯୋଗ ପାଇବେ ଭାରତୀୟ ଯୁବପିଢି

ନ୍ୟୁୟର୍କ,୨୦।୭: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ବହୁ କଳ୍ପାଜଳ୍ପନା ଲାଗି ରହିଛି। ଏଆଇ ଯୋଗୁ ଅନେକ କ୍ଷେତ୍ରରେ ବହୁ ସଂଖ୍ୟାରେ ଛଟେଇ ହେବାର ଆଶଙ୍କା କରାଯାଉଛି। କୁହାଯାଉଛି କି, ବିଶ୍ୱରେ ୭୫ନିୟୁତ ଲୋକ ଚାକିରି ହରାଇବେ। ବିଶେଷଜ୍ଞଙ୍କ ଅନୁସାରେ ଏଆଇ...

ଆଜି ମୁକେଶ ଅମ୍ବାନୀଙ୍କ ଲାଗି ଐତିହାସିକ ଦିନ: ରିଲାଏନ୍ସରୁ ଅଲଗା ହୋଇଯିବ ‘ଜିଓ ଫାଇନାନ୍ସିଆଲ’

ନୂଆଦିଲ୍ଲୀ,୨୦।୭: କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ରିଲାଏନ୍ସ ଗ୍ରୁପ୍‌ ପାଇଁ ଆଜିର ଦିନଟି ଐତିହାସିକ ଦିନ। ଗୁରୁବାର ରିଲାଏନ୍ସ ଷ୍ଟାଟର୍ଜିକ୍‌ ଇନ୍‌ଭେଷ୍ଟମେଣ୍ଟ ଲିମିଟେଡ୍‌ (ଆର୍‌ଏସ୍‌ଆଇଏଲ୍‌),  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ରୁ ଅଲଗା ହୋଇଯିବ। ଏହାର ନାମ ପରିବର୍ତ୍ତନ...

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୨ଚକିଆ ଯାନ ଋଣମେଳା

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ସର୍ବଭାରତୀୟ ସ୍ତର (ପୂର୍ବ ଭାରତ)ରେ ଏକ ମେଗା ଦୁଇ ଚକିଆ ଯାନ ଋଣ ମେଳା (କାର୍ନିଭାଲ ଡ୍ରାଇଭ୍‌)ର ଆୟୋଜନ କରାଯାଇଛି। ଏହି ମେଳା ୨୦୨୩ ଜୁଲାଇ ୨୦ରେ ଶେଷ ହେବ ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri