ବାଣିଜ୍ୟ

ସେନ୍‌କୋର ପ୍ରଥମ ଭର୍ଚୁଆଲ୍‌ ଶୋ’ରୁମ୍‌ ‘ସେନ୍‌କୋଭର୍ସ’

ଭୁବନେଶ୍ୱର,୨୨।୯:ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ପ୍ରଥମ ଭର୍ଚୁଆଲ୍‌ ଶୋ’ରୁମ୍‌ ‘ସେନ୍‌କୋଭର୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି କମ୍ପାନୀ (ବ୍ରାଣ୍ଡ୍‌) ମେଟାଭର୍ସରେ ପ୍ରବେଶ ସହ ଭାରତର ପ୍ରଥମ ଗହଣା ଶୋ’ରୁମ୍‌ ଭାବେ ନୂଆ ପିଢ଼ିର ଗ୍ରାହକମାନଙ୍କ ସହ ବେଶ୍‌ ଯୋଡ଼ି ହୋଇପାରିବ ଓ…

ଆଜିଠାରୁ ଆଜିଓ ଅଲ୍‌ ଷ୍ଟାର୍ସ ସେଲ୍‌

ଭୁବନେଶ୍ୱର,୨୨।୯:ଭାରତର ପ୍ରିମିୟମ ଫେସନ ଇ-ଟେଲର ଆଜିଓର ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ‘ଅଲ୍‌ ଷ୍ଟାର୍ସ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମାର୍କସ୍‌ ଆଣ୍ଡ ସ୍ପେନ୍‌ସର ଏବଂ ଲି ଓ ରାଙ୍ଗଲର ସହଭାଗିତାରେ କରାଯାଉଥିବା ଏହି ‘ଅଲ୍‌ ଷ୍ଟାର୍ସ ସେଲ୍‌’ ୨୦୨୩ ସେପ୍ଟେମ୍ବର ୨୨ରୁ…

ହୋଣ୍ଡାର ରେପ୍‌ସଲ୍‌ ଏଡିସନ୍‌ ଉନ୍ମୋଚିତ

ଭୁବନେଶ୍ୱର,୨୨।୯:ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ରେପ୍‌ସଲ୍‌ ଏଡିସନ୍‌’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ୨୦୨୩ ରେପ୍‌ସଲ୍‌ ଏଡିସନ୍‌ର ହର୍ନେଟ୍‌ ୨.୦ ଓ ଡିଓ ୧୨୫କୁ ନିକଟରେ ଉନ୍ମୋଚନ…

ସର୍ବକାଳୀନ ଆଲୁମିନିୟମ ଧାତୁ ବିକ୍ରୟ ରେକର୍ଡ

ଭୁବନେଶ୍ୱର,୨୨।୯ (ଅଭୟ ଦାଶ):ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ନାଲ୍‌କୋର ୪୨ତମ ବାର୍ଷିକ ସାଧାରଣ ବୈଠକ ଗୁରୁବାର ଭିସି (ଭର୍ଚୁଆଲ ମୋଡ୍‌) ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଂଶଧନଧାରୀମାନେ ଆର୍ଥିକ ବର୍ଷ ୨୦୨୨-୨୩ ନିମନ୍ତେ ୧୪,୧୪୧…

ଭାରତ-କାନାଡା ବିବାଦ: ୬୭ହଜାର କୋଟି ଟଙ୍କାର କ୍ଷତି, ହୋଇପାରେ ଦରବୃଦ୍ଧି

ନୂଆଦିଲ୍ଲୀ,୨୧।୯: ଭାରତ ଏବଂ କାନାଡା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି। କେବଳ ଏତିକି ନୁହେଁ, କିଛି ବାଣିଜ୍ୟ କାରବାରକୁ ସ୍ଥଗିତ ରଖାଯାଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡିବାରେ…

ବିମାନ ବିଳମ୍ବ ହେଲେ ଭିଜା କାର୍ଡ ଧାରୀଙ୍କୁ ମିଳିବ ମାଗଣାରେ ସମସ୍ତ ସୁବିଧା…

ନୂଆଦିଲ୍ଲୀ,୨୧।୯ : ଏବେ ବିମାନ ଉଡ଼ାଣରେ ବିଳମ୍ବ ହେଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯାତ୍ରୀଙ୍କ ପାଖରେ କେବଳ ଭିଜା କାର୍ଡ ଥିଲେ ତାଙ୍କୁ ଲାଉଞ୍ଜ, ଖାଦ୍ୟ ଏବଂ ରହଣି ସହିତ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦିଆଯିବ। ସୂଚନା…

କମ ସୁଧ ହାର ଯୋଗୁ ସଞ୍ଚୟ ହୋଇଛି ହ୍ରାସ, ଲୋକେ ସମ୍ପତ୍ତିରେ କରିଛନ୍ତି ବିନିଯୋଗ…

ନୂଆଦିଲ୍ଲୀ,୨୧।୯ : କରୋନା ମହାମାରୀ ସମୟରେ ଭାରତୀୟ ବ୍ୟାଙ୍କଗୁଡିକ ସୁଧ ହାର ହ୍ରାସ କରିଥିଲେ, ଯେଉଁ କାରଣରୁ ଲୋକମାନେ ଆର୍ଥିକ ସଞ୍ଚୟ କରିବା ପରିବର୍ତ୍ତେ ସମ୍ପତ୍ତିରେ ବିନିଯୋଗ କରିଥିଲେ। ଏସବିଆଇର ଏକ ଅନୁସନ୍ଧାନ ରିପୋର୍ଟରେ ଏହି ଦାବି କରାଯାଇଛି। ଅନୁସନ୍ଧାନ ଅନୁଯାୟୀ,…

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୧।୯: ସୋନି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ସୋନି ଜେଡ୍‌ଭି-୧-୨ କ୍ୟାମେରା’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ବ୍ରାଣ୍ଡର ଭ୍ଲଗ୍‌ କ୍ୟାମେରା ସିରିଜ୍‌ରେ ଜେଡ୍‌ଭି-୧ର ସମ୍ପୂର୍ଣ୍ଣ ନୂଆ ତଥା ୨ୟ ପିଢ଼ିର ସୋନି ଜେଡ୍‌ଭି-୧-୨ କ୍ୟାମେରାକୁ କମ୍ପାନୀ ବୁଧବାର…

କୃଷିଋଣ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର,୨୧।୯: କୃଷକଙ୍କ ବିକାଶ ସମେତ କୃଷିକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମିଳିତ ଭାବେ କୃଷି ଋଣ ପୋର୍ଟାଲକୁ ଲୋକାର୍ପିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ…

ଓଡ଼ିଶା ବଜାରରେ ଅନର୯୦ ୫ଜି

ଭୁବନେଶ୍ୱର,୨୧।୯: ଏଚ୍‌ଟେକ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅନର ୯୦ ୫ଜିର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର କମ୍ପାନୀର ବରିଷ୍ଠ ଅଧିକାରୀ ଓ ପାର୍ଟନରଙ୍କ ଉପସ୍ଥିତିରେ ଅନର ୯୦ ୫ଜି ଆନୁଷ୍ଠାନିକ ଭାବେ ଓଡ଼ିଶା…

ଜନପଥରେ ମିଆ ବାୟ ତନିସ୍କର ଏକ୍ସକ୍ଳୁସିଭ ଷ୍ଟୋର

ଭୁବନେଶ୍ୱର,୨୧।୯ (ଅୟଭ ଦାଶ): ଦେଶର ପ୍ରମୁଖ ଫ୍ୟାଶନେବଲ୍‌ ଗହଣା ବ୍ରାଣ୍ଡ୍‌ ‘ମିଆ ବାୟ ତନିସ୍କ’ର ଏକ୍ସକ୍ଳୁସିଭ ଷ୍ଟୋର ୟୁନିଟ୍‌-୩ ଜନପଥ ରୋଡ୍‌ସ୍ଥିତ ନନ୍ଦିଘୋଷ ହାଇଟ୍ସଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଉକ୍ତ ଷ୍ଟୋରର ନାଁ ‘ମିଆ ବାୟ ତନିସ୍କ ବୁଟିକ୍‌’ ରହିଛି। ଏହି…

ଶେୟାର ବଜାର: ନିବେଶକମାନେ ୩ ଲକ୍ଷ କୋଟି ହରାଇଲେ, ସେନସେକ୍ସ ୮୦୦ ପଏଣ୍ଟ ହ୍ରାସ ପାଇଛି, ନିଫ୍ଟି ୧୯୯୫୦ରୁ ଖସିଲା..

ମୁମ୍ବାଇ,୨୦।୯ : ବୁଧବାର ଷ୍ଟକ ମାର୍କେଟରେ ବଡ ବିକ୍ରି ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ବା ଏକ ପ୍ରତିଶତ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮ ପଏଣ୍ଟକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri