ବାଣିଜ୍ୟ

ଦୀପାବଳିରେ ଗୁଗଲ ଦେଲା ବଡ଼ ଝଟକା, ଏହି ଆକାଉଣ୍ଟକୁ ବନ୍ଦ କରିବାକୁ ଯାଉଛି କମ୍ପାନୀ

ନୂଆଦିଲ୍ଲୀ,୧୩।୧୧: ଦୀପାବଳିରେ ଲକ୍ଷ ଲକ୍ଷ ଜିମେଲ ବ୍ୟବହାରକାରୀଙ୍କୁ ଗୁଗଲ ଏକ ବଡ଼ ଝଟକା ଦେଇଛି। ବାସ୍ତବରେ, କମ୍ପାନୀ ଲକ୍ଷ ଲକ୍ଷ ନିଷ୍କ୍ରିୟ ଜିମେଲ ଆକାଉଣ୍ଟ ବନ୍ଦ କରିବାକୁ ଯାଉଛି, ଏହି ପ୍ରକ୍ରିୟା ଡିସେମ୍ବର ୧ରୁ କାର୍ଯ୍ୟକାରୀ ହେବ, ଯେଉଁଥିରେ ଦୀର୍ଘ ଦିନ…

ଖୁସି ଖବର: ପିଏଫ ଆକାଉଣ୍ଟକୁ ଆସିଲା ଟଙ୍କା, କିପରି କରିବେ ବାଲାନ୍ସ ଯାଞ୍ଚ୍‌ ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୧୧: ଇପିଏଫଓ ହିତାଧିକାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ପକ୍ଷରୁ ଏହାର ହିତାଧିକାରୀଙ୍କ ପାଇଁ ୨୦୨୨-୨୩ ପାଇଁ ସୁଧ ହାର ଆକାଉଣ୍ଟକୁ ପଠାଇବା ଆରମ୍ଭ କରିଛି। ଇପିଏଫଓ ଆକାଉଣ୍ଟରେ ସୁଧ ହାର ହେଉଛି ୮.୨ ପ୍ରତିଶତ। ଯାହା…

ଚାକିରି ଛାଡ଼ି ଘର ବିକିଥିଲେ, ଏବେ ଲୋକେ କହୁଛନ୍ତି ‘ସମୋସା କିଙ୍ଗ’; ବର୍ଷକୁ କରୁଛନ୍ତି ୪୫ କୋଟି ରୋଜଗାର…

ଚାକିରି ଛାଡ଼ି ବ୍ୟବସାୟ କରିବା ସହଜ ନୁହେଁ। ପ୍ରାୟତଃ ଲୋକଙ୍କୁ ଏଥିରେ ସଫଳ ହେବା ଲାଗି ଅନେକ କଷ୍ଟକର ସ୍ଥିତି ଦେଇ ଗତି କରିବାକୁ ପଡେ। ଠିକ୍‌ ସେମିତି କିଛି ବେଙ୍ଗାଲୁରୁର ଦମ୍ପତି ନିଧି ଏବଂ ଶିଖର ବୀର ସିଂହଙ୍କ ସହ…

Ultraviolette F୯୯: ଭାରତର ପ୍ରଥମ ଇଲେକ୍ଟ୍ରିକ୍‌ ରେସିଂ ବାଇକ୍‌; ୨୬୫ କିମି ପ୍ରତିଘଣ୍ଟା ବେଗରେ…

ନୂଆଦିଲ୍ଲୀ,୧୨।୧୧: ଭାରତରେ ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ବିଷୟରେ କଥା ହେଲେ ପ୍ରାୟତଃ ଇଲେକ୍ଟ୍ରିକ ସ୍କୁଟର ଦେଖିବାକୁ ମିଳେ। ଇଭି କମ୍ପାନୀଗୁଡିକ ମଧ୍ୟ ଏହାର ବାଇକ୍‌ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଇ-ସ୍କୁଟର ତୁଳନାରେ ତାହା କମ। ଆଗାମୀ…

୨୦୨୭ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ଅର୍ଥନୀତି…

ମୁମ୍ବାଇ,୧୨।୧୧ : ଆସନ୍ତା ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହେବ। ମୋର୍ଗାନ ଷ୍ଟାନଲି, ଜେପି ମୋର୍ଗାନ ଏବଂ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ରିପୋର୍ଟରେ ଭାରତର ଅର୍ଥନୀତିକୁ ଅଗ୍ରଗତି ଜାରି ରଖିଥିବା ବ୍ୟବସ୍ଥା ଭାବେ ଦର୍ଶାଯାଇଛି। ଏହି ରିପୋର୍ଟରେ ଭାରତର…

ଦୀପାବଳିରେ ୩.୫ ଲକ୍ଷ କୋଟିର ବ୍ୟବସାୟ ଅନୁମାନ

ନୂଆଦିଲ୍ଲୀ,୧୨।୧୧: ସାରା ଦେଶରେ ଦୀପାବଳିରେ ଭଲ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି। କୁହାଯାଉଛି ଯେ କେବଳ ଦିଲ୍ଲୀରେ ୧୦୦୦ କୋଟି ଟଙ୍କା ମୂଲ୍ୟର ପ୍ରସାଧନ ସାମଗ୍ରୀ ବିକ୍ରି ହୋଇଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ଅନୁଯାୟୀ, ଦୀପାବଳି…

ଅଲ୍‌ଟ୍ରାଫ୍ରେସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୨।୧୧: ଦେଶର ଅଗ୍ରଣୀ ମଡ୍ୟୁଲାର କିଚେନ୍‌ ବ୍ରାଣ୍ଡ୍‌ ଅଲ୍‌ଟ୍ରାଫ୍ରେସ୍‌ ମଡ୍ୟୁଲାର ସଲ୍ୟୁଶନ୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶନିବାର ତ୍ରିଶୂଳିଆ (କଟକ) ଠାରେ ଉଦ୍‌ଘାଟିତ ହୋଇଯାଇଛି। କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଏମ୍‌/ଏସ୍‌ ଏଲିଗାଣ୍ଟ ଏଣ୍ଟରପ୍ରାଇଜେସ୍‌ ଆନୁକୂଲ୍ୟରେ ଉକ୍ତ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ…

ଜୟ ଆଲୁକ୍କାସ୍‌ଙ୍କ ଆତ୍ମଜୀବନୀ ‘ବ୍ୟାପ୍ତ ଆନନ୍ଦ’ ଉନ୍ମୋଚିତ

ଭୁବନେଶ୍ୱର,୧୨।୧୧: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଜୟ ଆଲୁକ୍କାସ୍‌ର ଅଧ୍ୟକ୍ଷ ତଥା ଏମ୍‌ଡି ଜୟ ଆଲକ୍କାସଙ୍କର ଆତ୍ମଜୀବନୀ ‘ବ୍ୟାପ୍ତ ଆନନ୍ଦ’ (ସ୍ପ୍ରେଡିଂ ଜୟ) ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷକରି ଜୟ ଆଲୁକ୍କାସ୍‌ କିପରି ବିଶ୍ୱର ଜଣେ ଜଣାଶୁଣା ଗହଣା ବ୍ୟବସାୟୀ ହୋଇଗଲେ…

ଏଲ୍‌ଆଇସିର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୨।୧୧ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍‌ ଡାଇରେକ୍ଟର୍ସ) ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନିଗମର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ବେଳେ ୨୦୨୩-୨୪ ଆର୍ଥିକ ବର୍ଷର…

ରେକର୍ଡ ପରିମାଣର ଧନ୍‌ତେରସ୍‌ କାରବାର: ୨୦୦ କୋଟିରୁ ଅଧିକ

ଭୁବନେଶ୍ୱର,୧୨।୧୧ (ଅଭୟ ଦାଶ): ଚଳିତ ବର୍ଷର ଧନ୍‌ତେରସ୍‌ କାରବାର ରେକର୍ଡ ପରିମାଣରରେ ହୋଇଛି। ଏପରିକି ଗତ ୩ ଦିନ ହେବ ଧନ୍‌ତେରସ୍‌ କାରବାର ପୂର୍ବବର୍ଷ ଅପେକ୍ଷା ଭଲ ରହିଥିଲାବେଳେ କାରବାର ୨୦୦ କୋଟିରୁ ଅଧିକ ହୋଇଛି ବୋଲି ଓଡ଼ିଶାର ଅଗ୍ରଣୀ ଅଳଙ୍କାର…

ରିଲାଏନ୍ସ ଡିଜିଟାଲର ‘ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ’

ଭୁବନେଶ୍ୱର,୧୨।୧୧: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ’ ସେଲ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଦୀପାବଳିରେ ପ୍ରେମ, ଆଲୋକ ଓ ଖୁସି ବାଣ୍ଟନ୍ତୁ ଏବଂ ଆପଣଙ୍କ ପ୍ରିୟଜନ ଓ ନିଜ ପାଇଁ ଉତ୍କୃଷ୍ଟ ଉପହାର ପାଆନ୍ତୁ।…

ଭ୍ରମାତ୍ମକ ଅଫର ପ୍ରତି ଗ୍ରାହକ ସାବଧାନ ରୁହନ୍ତୁ: ସଞ୍ଜୟ

ଭୁବନେଶ୍ୱର,୧୨।୧୧(ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାରା ଦେଶ ଧନ୍‌ତେରସ୍‌ ଓ ଆଲୋକର ପର୍ବ ଦୀପାବଳି ପାଳନ ଉପଲକ୍ଷେ ଅଳଙ୍କାର ଓ ମୂଲ୍ୟବାନ୍‌ ସାମଗ୍ରୀ କ୍ରୟ କରିବେ। ଏପରିକି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?