ଏନ୍ଏମ୍ଡିସିକୁ ଏଚ୍ଆର୍ ପ୍ରାକ୍ଟିସ ଆଓ୍ବାର୍ଡ
ଭୁବନେଶ୍ୱର,୧୬।୯: ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍ଏମ୍ଡିସି)କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ (ଆଓ୍ବାର୍ଡ) ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ବାଙ୍ଗାଲୁରୁଠାରେ ଆୟୋଜିତ ୨୨ତମ ଏସିଆ ପାସିଫିକ ଏଚ୍ଆର୍ଏମ୍ କଂଗ୍ରେସ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନ୍ଏମ୍ଡିସିକୁ ‘ବେଷ୍ଟ ଅର୍ଗାନାଇଜେଶନ ଉଇଥ୍…
ପିଏନ୍ବିକୁ ରାଜଭାଷା କୀର୍ତ୍ତି ପୁରସ୍କାର
ଭୁବନେଶ୍ୱର,୧୬।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)କୁ ନିକଟରେ ରାଜଭାଷା କୀର୍ତ୍ତି ପୁରସ୍କାର-୨୦୨୨-୨୩ ମିଳିଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ହିନ୍ଦୀ ଦିବସ ଉପଲକ୍ଷେ ଆୟୋଜିତ ୩ୟ ସର୍ବଭାରତୀୟ କାର୍ଯ୍ୟାଳୟ (ଅଫିସିଆଲ) ଭାଷା ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀ ଅବସରରେ ରାଜଭାଷା କୀର୍ତ୍ତି…
ଷ୍ଟେନ୍ଲେସ୍ ଷ୍ଟିଲ୍ ଶିଳ୍ପ ବୃଦ୍ଧିକୁ ଗୁରୁତ୍ୱ
ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ମୁମ୍ବାଇଠାରେ ଆୟୋଜିତ ଗ୍ଲୋବାଲ ଷ୍ଟେନ୍ଲେସ୍-ଷ୍ଟିଲ୍ ଏକ୍ସପୋ-୨୦୨୩ (ଜିଏସ୍ଏସ୍ଇ୨୦୨୩)ର ଉଦ୍ଘାଟନ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବିଶେଷକରି ରାଜ୍ୟ ମଧ୍ୟରେ…
ଶେୟାର ବଜାର କାରବାରରେ ଉତ୍ସାହ
ନୂଆଦିଲ୍ଲୀ,୧୬।୯: ଗତ କିଛି ସପ୍ତାହ ହେଲା ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଫଳରେ ଶେୟାର…
ଜିଓ ଟ୍ରୁ ୫ଜିର କ୍ୟାମ୍ପସ ଅଭିଯାନ
ଭୁବନେଶ୍ୱର,୧୬।୯ : ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ଟ୍ରଷ୍ଟ ଫଣ୍ଡ କଲେଜ (ବରଗଡ), ତାଳଚେର ଅଟୋନମସ କଲେଜ (ତାଳଚେର), ବିନାୟକ ଆଚାର୍ଯ୍ୟ କଲେଜ (ବହ୍ମପୁର) ଏବଂ ଦେବରାୟ ନୟାପଲ୍ଲୀ କଲେଜ (ଭୁବନେଶ୍ୱର) ଆନୁଷ୍ଠାନିକ ଭାବେ ରିଲାଏନ୍ସ ଜିଓର ଜିଓ ଟ୍ରୁ ୫ଜି କ୍ୟାମ୍ପସ…
କ୍ରମ୍ପଟନ୍ର ନୂତନ ଉତ୍ପାଦ
ଭୁବନେଶ୍ୱର,୧୬।୯: କ୍ରମ୍ପଟନ ଗ୍ରୀଭ୍ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ର ନୂତନ ଉତ୍ପାଦକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ଗ୍ରାଇଣ୍ଡିଂରେ ଆଶ୍ୱସ୍ତ ଦେଉଥିବା ପାୱାର ଟ୍ରେନ୍ ମଟରଚାଳିତ ଡୁରୋ ଇଲାଇଟ ପ୍ଲସ୍, ଡୁରୋ ରୟାଲ, ବୋଲ୍ଟମିକ୍ସ ପ୍ରୋ , ବୋଲ୍ଟମିକ୍ସ କୁଲକୁ…
ୟୁଏଆଇଏଲ୍ର ପ୍ରୋଜେକ୍ଟ ‘କୁଶଳୀ’
ଭୁବନେଶ୍ୱର,୧୬।୯: ଆଦିତ୍ୟ ବିର୍ଲା ଗ୍ରୁପ୍ର ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ୍ (ୟୁଏଆଇଏଲ୍)ର ପ୍ରୋଜେକ୍ଟ ‘କୁଶଳୀ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମେସର୍ସ ଗଣେଶ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ସହଯୋଗରେ ଉକ୍ତ ପ୍ରକଳ୍ପ ଆରମ୍ଭ ହୋଇଛି। ବିଶେଷକରି ଗ୍ରାମାଞ୍ଚଳରେ ଯୁବବର୍ଗଙ୍କ…
ବ୍ରିଟେନରେ ସବୁଠାରୁ ବଡ ନିବେଶ କରିବେ ରତନ ଟାଟା
ନୂଆଦିଲ୍ଲୀ,୧୫।୯: ଭାରତର ବଡ ବ୍ୟବସାୟୀ ଓ କୋଟିପତିଙ୍କ ମଧ୍ୟରେ ଅନ୍ୟତମ ରତନ ଟାଟା ବ୍ରିଟେନରେ ଏକ ବଡ ପୁଞ୍ଜି ନିବେଶ କରିବାକୁ ଯାଉଛି। ଟାଟା ଷ୍ଟିଲ ଓ ବ୍ରିଟିଶ ସରକାର ମଧ୍ୟରେ ଏହି ଆର୍ଥିକ ପ୍ୟାକେଜକୁ ନେଇ ଚୁକ୍ତି ହୋଇଛି। ଶୁକ୍ରବାର…
ବିଏସ୍ଏନ୍ଏଲ୍ ଓଡ଼ିଶା ପରିମଣ୍ଡଳରେ ହିନ୍ଦୀ ପକ୍ଷ
ଭୁବନେଶ୍ୱର, ୧୫।୯:ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)ର ଓଡ଼ିଶା ପରିମଣ୍ଡଳ ପକ୍ଷରୁ ହିନ୍ଦୀ ପକ୍ଷ-୨୦୨୩ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏସ୍ଏନ୍ଏଲ୍ ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ଦୂରସଞ୍ଚାର ପରିମଣ୍ଡଳ…
ସମ୍ବଲପୁର ବସ୍ତ୍ରାଳୟର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୧୫।୯:ସମ୍ବଲପୁର ବସ୍ତ୍ରାଳୟର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ (ମେଗା ଶୋ’ରୁମ୍) ଗୁରୁବାର ଝାରସୁଗୁଡ଼ାର ସରବାହାଲଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ତତନ୍ତ ଏବଂ ବୟନଶିଳ୍ପ ବିଭାଗ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁରୀ…
ନୂତନ ପେଣ୍ଟ ‘ବିର୍ଲା ଓପସ୍’ ଉନ୍ମୋଚିତ
ଭୁବନେଶ୍ୱର, ୧୫।୯:ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ତଥା ଆଦିତ୍ୟ ବିର୍ଲା ଗ୍ରୁପ୍ର ପ୍ରମୁଖ କମ୍ପାନୀ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପେଣ୍ଟ ‘ବିର୍ଲା ଓପସ୍’କୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ…
ଏସ୍ବିଆଇ ଜେନେରାଲର ନୂତନ ଉତ୍ପାଦ
ଭୁବନେଶ୍ୱର, ୧୫।୯:ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସର ନୂତନ ଉତ୍ପାଦ ‘ସୁପର ହେଲ୍ଥ ଇନ୍ସ୍ୟୁରାନ୍ସ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଆନନ୍ଦ ପେଜାୱର କହିଥିଲେ, ସୁପର ହେଲ୍ଥ ଇନ୍ସ୍ୟୁରାନ୍ସର ଶୁଭାରମ୍ଭକରି ଆମେ ବେଶ୍ ଉତ୍ସାହିତ…
Archives


