ବାଣିଜ୍ୟ

ଇଣ୍ଡେଲମନିକୁ ଆର୍‌ବିଆଇ ଲାଇସେନ୍ସ

ଭୁବନେଶ୍ୱର, ୫।୧୦: ଦେଶର ପ୍ରମୁଖ ନନ୍‌-ବ୍ୟାଙ୍କିଙ୍ଗ୍‌ ଫାଇନାନ୍ସ କମ୍ପାନୀ (ଏନ୍‌ବିଏଫ୍‌ସି) ତଥା ଇଣ୍ଡେଲ କର୍ପୋରେଶନର ଅଗ୍ରଣୀ ସଂସ୍ଥା ଇଣ୍ଡେଲ୍‌ମନିକୁ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଅଧିକୃତ ଡିଲର ବର୍ଗ-୨ ଲାଇସେନ୍ସ ଦିଆଯାଇଛି। ବିଶେଷକରି ବିଦେଶୀ ମୁଦ୍ରା ବ୍ୟାଙ୍କ ନୋଟ୍‌…

ଏସ୍‌ବିଆଇର ସ୍ବଚ୍ଛତା ଅଭିଯାନ

ଭୁବନେଶ୍ୱର,୫।୧୦: ଭାରତ ସରକାରଙ୍କ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନକ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ ଦ୍ୱାରା ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ପରିସରରେ ଏକ ଗଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର…

ଆଲୁମିନିୟମ ଫଏଲ ପ୍ରସ୍ତୁତ କରିବ ଶ୍ୟାମ ମେଟାଲିକ୍ସ

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଏସ୍‌-ଇ-ଏଲ୍‌ ଟାଇଗର ଟିଏମ୍‌ଟି ରି-ବାର୍ସ ନିର୍ମାତା ଓ ବିକ୍ରେତା ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ୍‌ ଲିଥିୟମ-ଆୟନ ସେଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବ୍ୟାଟେରି-ଗ୍ରେଡ୍‌ ଆଲୁମିନିୟମ ଫଏଲ ନିର୍ମାଣ ସହ ଶକ୍ତି ମହଜୁଦ କ୍ଷେତ୍ରକୁ ପ୍ରବେଶ ସମ୍ପର୍କରେ…

ଭି ଗାର୍ଡର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୫।୧୦ : ଦେଶର ପ୍ରମୁଖ ଗୃହୋପଯୋଗୀ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦକ କମ୍ପାନୀ ଭି ଗାର୍ଡ ଇଣ୍ଡିଆ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦ ତଥା ବିଏଲ୍‌ଡିସି ହାଇସ୍ପିଡ୍‌ ଫ୍ୟାନ୍‌ ‘ଇନ୍‌ସାଇଟ-ଜି’ କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ମୁମ୍ବାଇର…

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆକୁ ମହାତ୍ମା ପୁରସ୍କାର

ଭୁବନେଶ୍ୱର,୫।୧୦: ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆକୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ସୋସିଆଲ ରେସ୍‌ପନସିବିଲିଟି (ସିଏସ୍‌ଆର୍‌) ‘ସିଏସ୍‌ଆର୍‌ ଏକ୍ସିଲେନ୍ସ’ ବର୍ଗରେ ଏଏମ୍‌ଏନ୍‌ଏସ୍‌କୁ ସମ୍ମାନଜନକ ‘ମହାତ୍ମା ପୁରସ୍କାର-୨୦୨୩’ ପୁରସ୍କାର ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ…

୨୦୩୦ ସୁଦ୍ଧା ୧ ବିଲିଅନ ଡଲାର ହଳଦୀ ରପ୍ତାନି ଲକ୍ଷ୍ୟ

ଭୁବନେଶ୍ୱର,୫।୧୦ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଭାରତୀୟ ହଳଦୀର ବଜାର ସୃଷ୍ଟି କରିବା ସହ ରପ୍ତାନି କ୍ଷମତା ବଢ଼ାଇବା ଲକ୍ଷ୍ୟରେ ଗୁରୁବାର ଜାତୀୟ ହଳଦୀ ବୋର୍ଡ ଗଠନ କରିବାକୁ କେନ୍ଦ୍ର କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉକ୍ତ ନିଷ୍ପତ୍ତି ଅନୁଯାୟୀ ଦେଶରେ…

ଆଜିଠାରୁ ୪ ଦିନିଆ ଆଇଟି ଏକ୍ସପୋ

ଭୁବନେଶ୍ୱର,୫।୧୦: ଇନ୍‌ଫର୍ମେଶନ ଟେକ୍ନୋଲୋଜି ଆସୋସିଏଶନ ଅଫ୍‌ ଓଡ଼ିଶା (ଆଇଟିଏଓ) ପକ୍ଷରୁ ଆୟୋଜିତ ୪ ଦିନିଆ ଆଇଟି ଏକ୍ସପୋ ଗୁରୁବାର (ଆଜିଠାରୁ) ଆରମ୍ଭ ହେଉଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଏକ୍ସପୋ ୨୦୨୩ ଅକ୍ଟୋବର ୫ ରୁ ୮ ତାରିଖ…

ଅଡୁଆରେ ମାରୁତି ସୁଜୁକି, ଆୟକର ବିଭାଗ ପଠାଇଲା ୨୧୬୦ କୋଟି ଟଙ୍କାର ବକେୟା ଦେବାର ନୋଟିସ୍‌

ନୂଆଦିଲ୍ଲୀ,୪।୧୦: ଦେଶର ସବୁଠାରୁ ବଡ଼ କାର୍‌ ନିର୍ମାତା କମ୍ପାନୀ ମାରୁତି ସୁଜୁକିକୁ ଆୟକର ବିଭାଗ ଟିକସ ନୋଟିସ୍‌ ପଠାଇଛି। ୨,୧୬୦ କୋଟି ଟଙ୍କାର ବକେୟା ରାଶି ଦେବା ଲାଗି ବିଭାଗ ପକ୍ଷରୁ ନୋଟିସ୍‌ କରାଯାଇଥିବା କମ୍ପାନୀ କହିଛି। ଏହି ମାମଲା ୨୦୧୯-୨୦…

ଏଲ୍‌ଆଇସିକୁ ୮୪ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍‌ ପଠାଇଲା ଆୟକର ବିଭାଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)କୁ ଆୟକର ବିଭାଗ ପକ୍ଷରୁ ଟିକସ ନୋଟିସ୍‌ ମିଳିଛି। ନୋଟିସ୍‌ରେ ଆୟକର ବିଭାଗ ୮୪ କୋଟି ଟଙ୍କା ଜରିମାନା ଦେବାକୁ ଦାବି କରିଛି। ୩ ବର୍ଷ ଆଧାରରେ ଏହି ଦାବି କରାଯାଇଛି। ତେବେ ଆୟକର ବିଭାଗର…

କାନାରା ବ୍ୟାଙ୍କ ପକ୍ଷରୁ ସ୍ବଚ୍ଛତା ହିଁ ସେବା

ଭୁବନେଶ୍ୱର,୪।୧୦: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ଅନ୍ତର୍ଗତ କ୍ଷେତ୍ରୀୟ କାର୍ଯ୍ୟାଳୟ ଏବଂ ଶାଖାଗୁଡ଼ିକରେ ସ୍ବଚ୍ଛତା…

ୟୁବିଆଇର ସ୍ବଚ୍ଛତା ଅଭିଯାନ

ଭୁବନେଶ୍ୱର,୪।୧୦: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସ୍ବଚ୍ଛତା ଅଭିଯାନ (ସ୍ବଚ୍ଛତା ହିଁ ସେବା) କାର୍ଯ୍ୟକ୍ରମ ଭୁବନେଶ୍ୱରର ପୋଖରୀପୁଟସ୍ଥିତ ମଧୁସୂଦନ ପାର୍କ ଏବଂ ମୋ ବସ୍‌ ଷ୍ଟାଣ୍ଡ୍‌ଠାରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମ୍‌ପି…

ଏଡୁନମ୍‌ ପକ୍ଷରୁ ପ୍ରି ଡିପାର୍ଚର ସେରେମନି

ଭୁବନେଶ୍ୱର,୪।୧୦: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଡୁନାମ ପକ୍ଷରୁ ଏକ ପ୍ରି ଡିପାର୍ଚର ସେରେମନି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ସମ୍ଭାବ୍ୟ ଡାକ୍ତରୀ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବିଦାୟ ସମ୍ବର୍ଦ୍ଧନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri