ବାଣିଜ୍ୟ

କିଶୋରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ନିକଟରେ ଚାଇନାର ହାଙ୍ଗଝୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା-୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସ-୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍‌ ତାରକା କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ…

ବଜାରରେ ‘ଭିଡା ଭି ୧ ପ୍ରୋ’

କଟକ,୧୮।୧୦: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ (ଇଲେକ୍ଟ୍ରି ଭେଇକିଲ୍‌ସ ବା ଇଭି) ତଥା ହିରୋ ମୋଟକର୍ପ ଲିମିଟେଡର ଅଗ୍ରଣୀ ବ୍ରାଣ୍ଡ୍‌ ଭିଡାର ନୂତନ ମଡେଲ ‘ଭିଡା ଭି ୧ ପ୍ରୋ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ସ୍ବୀକୃତିପ୍ରାପ୍ତ…

ୟୁକୋ ବ୍ୟାଙ୍କର ମୁଦ୍ରା ବିନିମୟ ମେଳା

ଭୁବନେଶ୍ୱର,୧୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ୟୁକୋ ବ୍ୟାଙ୍କ ସମ୍ବଲପୁର ମୁଖ୍ୟ ଶାଖା ପକ୍ଷରୁ ସମ୍ବଲପୁରର ଗୋଲ୍‌ ବଜାରସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପଠାରେ ନୋଟ୍‌ ଏବଂ ମୁଦ୍ରା ବିନିମୟ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ…

ତନିସ୍କର ସ୍ବତନ୍ତ୍ର ପୂଜା କଲେକ୍ସନ

ଭୁବନେଶ୍ୱର,୧୮।୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ସ୍ବତନ୍ତ୍ର ପୂଜା କଲେକ୍ସନ ‘ଏଶାନି’କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି ପ୍ରତି ଓଡ଼ିଆ ନାରୀଙ୍କ ମଧ୍ୟରେ ରହିଥିବା ଶକ୍ତିର ଭାବନାକୁ ମା’ ଦୁର୍ଗାଙ୍କ ବିଭିନ୍ନ…

ସାମ୍‌ସଙ୍ଗ ଗାଲାକ୍ସିର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୧୦: ଭାରତର ସର୍ବବୃହତ୍‌ ଇଲେକ୍‌ଟ୍ରୋନିକ୍‌ସ କମ୍ପାନୀ ସାମ୍‌ସଙ୍ଗର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ସାମ୍‌ସଙ୍ଗ ଗାଲାକ୍ସି ଜେଡ୍‌ ପ୍ଲିପ୍‌ ୫’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଗ୍ରାହକମାନଙ୍କ ପାଇଁ ଉକ୍ତ ମଡେଲ ୟେଲୋ କଲରରେ ଉପଲବ୍ଧ ହେଉଥିବାବେଳେ ସାମ୍‌ସଙ୍ଗର…

ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଗୁରୁତ୍ୱ

ଭୁବନେଶ୍ୱର,୧୮।୧୦(ଅଭୟ ଦାଶ): ଦେଶର ଭିତ୍ତିଭୂମି ବିକାଶ ନିମନ୍ତେ କେନ୍ଦ୍ର ସରକାର (ଭାରତ) ଆସନ୍ତା ୭ ବର୍ଷ ମଧ୍ୟରେ ପ୍ରାୟ ୧୪୩ ଲକ୍ଷ କୋଟି ଟଙ୍କା ବ୍ୟୟ (ଖର୍ଚ୍ଚ) କରିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ ଏକ ରିର୍ପୋଟରେ ବିସ୍ତୃତ ଭାବେ ଉଲ୍ଲେଖ…

ଆରବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ: ଏହି ଦୁଇ ବ୍ୟାଙ୍କ ଉପରେ ଲଗାଇଲା ଜୋରିମାନା, ଜାଣନ୍ତୁ ସାଧାରଣ ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ, ୧୭।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ମଙ୍ଗଳବାର ଘରୋଇ କ୍ଷେତ୍ରର ଦୁଇ ପ୍ରମୁଖ ଆଇସିଆଇସିଆଇ ବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଛନ୍ତି। ଆରବିଆଇ ଉଭୟ ବ୍ୟାଙ୍କ ଉପରେ ଯଥାକ୍ରମେ ୧୨.୧୯ କୋଟି ଟଙ୍କା ଏବଂ…

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଜିଓ-ଏୟାରଟେଲ୍‌କୁ ଲାଗିପାରେ ଝଟ୍‌କା; ଦେବାକୁ ହେବ ୧୪୪୦୦ କୋଟି ଟଙ୍କାର ଟିକସ୍‌!

ନୂଆଦିଲ୍ଲୀ,୧୭।୧୦: ନିକଟରେ ସୁପ୍ରିମକୋର୍ଟ ଟେଲିକମ୍‌ ସେକ୍ଟର ସହ ଜଡ଼ିତ ଏକ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଟେଲିକମ୍‌ ଅପରେଟରମାନଙ୍କ ଦ୍ୱାରା ଦିଆଯାଉଥିବା ଲାଇସେନ୍ସ ଫିସ୍‌କୁ କ୍ୟାପିଟାଲ ଏକ୍ସପେଣ୍ଡିଚର ବୋଲି ଧରାଯିବ ବୋଲି କୋର୍ଟ କହିଛନ୍ତି। ଏଭଳି ନିଷ୍ପତ୍ତି ପରେ କୋଟାକ ଇନ୍‌ଷ୍ଟିଚ୍ୟୁସନାଲ ଆକ୍ଟିଭିଷ୍ଟ…

ପାର୍ବଣ ଋତୁରେ ଚାହିଦାକୁ ଦେଖି ବଢ଼ିଲା ଗହମର ଦାମ୍, ୬ ମାସରେ ୨୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ, ୧୭।୧୦: ଦେଶରେ ପାର୍ବଣ ଋତୁ ମଧ୍ୟରେ ଗହମର ମୂଲ୍ୟ ବୃଦ୍ଧି ପାଇଛି। ବର୍ତମାନ ସମୟରେ ଦେଶରେ ଭାରି ଚାହିଦା କାରଣରୁ ଘରୋଇ ବଜାରରେ ଗହମର ଦାମ୍ ୮ ମାସର ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆଶା କରାଯାଉଛି ଯେ ଏହି…

ମହଙ୍ଗା ହେଲା ସୁନା, ରୁପା

ନୂଆଦିଲ୍ଲୀ,୧୭।୧୦: ଦୀପାବଳି ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୬୧ ହଜାର ଟପିପାରେ । ଏ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେହିପରି ରୁପାର କେଜି ପିଛା ଦାମ ୭୫ ହଜାର ଟଙ୍କା ହୋଇଯାଇପାରେ। ଦୀପାବଳି ପର୍ବ ପୂର୍ବରୁ ଧନ…

ଶର୍ଟଲେସ୍‌ ହୋଇ ମିଟିଂ କଲେ ଏୟାର ଏସିଆ ସିଇଓ, ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ…

ନୂଆଦିଲ୍ଲୀ,୧୭।୧୦: ଏୟାର ଏସିଆର ସିଇଓ ଟୋନି ଫର୍ନାଡିସ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଫଟୋଟି ଟୋନିଙ୍କର ହୋଇଥିବା ବେଳେ ସେ ଶର୍ଟଲେସ୍‌ ହୋଇ ମସାଜ୍‌କୁ ଉପଭୋଗ କରୁଥିବା ଦେଖାଯାଇଛି। ନିଜେ ସେ ଫଟୋଟିକୁ ଲିଙ୍କଡିନ୍‌ରେ ଶେୟାର…

ଆଉ ଏକ ବଡ଼ କମ୍ପାନୀକୁ ମିଳିଲା ଜିଏସଟି ବକେୟା ନୋଟିସ୍, ଦେବାକୁ ପଡ଼ିବ ୩୨୧ କୋଟି ଟଙ୍କା

ନୂଆଦିଲ୍ଲୀ, ୧୭।୧୦: ଦେଶର ଖାଉଟି ଦ୍ରବ୍ୟ ଉତ୍ପାଦନକାରୀ କମ୍ପାନୀ ଡାବର ଇଣ୍ଡିଆକୁ ମିଳିଛି ଜିଏସଟି ବକେୟା ନୋଟିସ୍। ଜିଏସଟି ଅଥରିଟି କମ୍ପାନୀକୁ ୩୨୧ କୋଟି ଟଙ୍କାର ନୋଟିସ ପଠାଇଛନ୍ତି। କମ୍ପାନୀ ବର୍ତ୍ତମାନ ଏହି ନୋଟିସର ତର୍ଜମା କରୁଛି। ଡାବର ଇଣ୍ଡିଆ ଷ୍ଟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri