ବାଣିଜ୍ୟ

ଗୌତମ ଆଦାନିଙ୍କ ବଡ଼ ଘୋଷଣା, ଏହି କମ୍ପାନୀର ବିକିବେ ୫୮୪ କୋଟି ଟଙ୍କାର ଶେୟାର

ମୁମ୍ବାଇ,୨୩ା୧୨: ଅଦାନୀ ସମୂହର କମ୍ପାନୀ ଆଦାନି ୱିଲମାରକୁ ନେଇ ବଡ଼ ଖବର ଆସିଛି। କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଦାନି ୱିଲମାର ୧.୨୪% କିମ୍ବା ୧.୬ କୋଟି ଟଙ୍କାର ଶେୟାର ବିକ୍ରି କରିବ। ଏହି ଶେୟାର ୨୬ ଡିସେମ୍ବରରୁ ୩୧…

ବିଜ୍ଞାପନ ବିଭାଗକୁ ପୁନର୍ଗଠନ କରିବ ଗୁଗଲ୍, ଚାକିରି ହରାଇବା ଭୟରେ ୧୨ ହଜାର କର୍ମଚାରୀ

ନୂଆଦିଲ୍ଲୀ, ୨୩।୧୨ : ଆମେରିକୀୟ ଟେକ୍ ଜାଏଣ୍ଟ ଗୁଗଲ୍ ଏହାର ସେଲସ ୟୁନିଟକୁ ପୁନର୍ଗଠନ କରିବାକୁ ଯୋଜନା କରୁଛି। କମ୍ପାନୀର ଏହି ନିଷ୍ପତ୍ତି ପରେ ଅନେକ କର୍ମଚାରୀଙ୍କ ମନରେ ଛଟେଇ ଭୟ ସୃଷ୍ଟି ହୋଇଛି, ଯେତେବେଳେ ପୂର୍ବରୁ କମ୍ପାନୀ ୧୨ ହଜାର…

ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ଆଶଙ୍କା:ହୁତି ବିଦ୍ରୋହୀଙ୍କ ଯୋଗୁ ଆରବ ସାଗରରେ ଉତ୍ତେଜନା…

ନୂଆଦିଲ୍ଲୀ,୨୩।୧୨ : ୟେମେନର ହୁତି ବିଦ୍ରୋହୀମାନେ ଭାରତର ଭେରାଭାଲଠାରୁ ୨୦୦ ନ୍ୟୁଟିକାଲ ମାଇଲ ଦୂରରେ ଏକ ତୈଳ ଟ୍ୟାଙ୍କର୍‌ ଉପରେ ଡ୍ରୋନ ଆକ୍ରମଣ କରିଛନ୍ତି। ଏହି ଘଟଣା୧୮ ଡିସେମ୍ବରରେ ଘଟିଥିବା କୁହାଯାଉଛି । ଏହି ଆକ୍ରମଣରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା, କିନ୍ତୁ…

ନୂଆବର୍ଷରୁ ନୂଆ ନିୟମ, ବେଆଇନ ସିମ କାର୍ଡ କିଣିଲେ ୩ ବର୍ଷ ଜେଲ ସହିତ ୫୦ ଲକ୍ଷ ଜରିମାନା…

ନୂଆଦିଲ୍ଲୀ,୨୩।୧୨ : ନୂଆବର୍ଷରୁ ସିମ କାର୍ଡ କିଣିବା ନେଇ ନୂଆ ନିୟମ ଆସିବାକୁ ଯାଉଛି। ନୂଆ ବର୍ଷଠାରୁ ଯେକେହି ବେଆଇନ ସିମ କିଣିଲେ ତାଙ୍କୁ ୩ ବର୍ଷ ଜେଲ ଏବଂ ୫୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। କେନ୍ଦ୍ର ସରକାରଙ୍କ…

ବିବାହ ପରଦିନଠାରୁ ସ୍ତ୍ରୀଙ୍କୁ ମାର୍‌ପିଟ୍‌ ସହ ନିର୍ଯାତନା; ମୋଟିଭେସନାଲ ସ୍ପିକର୍‌ ବିବେକ ବିନ୍ଦ୍ରାଙ୍କ ନାମରେ ଘରୋଇ ହିଂସା ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ମୋଟିଭେସନାଲ ସ୍ପିକର୍‌, ୟୁଟ୍ୟୁବ୍‌ କଣ୍ଟେଣ୍ଟ କ୍ରିଏଟର ତଥା ସୋସିଆଲ ମିଡିଆରେ ବ୍ୟବସାୟ କୋଚ୍‌ ଭାବେ ପରିଚିତ ବିବେକ ବିନ୍ଦ୍ରାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ବିବାହର ମାସେ ନ ପୁରୁଣୁ ସେ ସ୍ତ୍ରୀ ୟାନିକାଙ୍କୁ ମାର୍‌ପିଟ ସହ ନିର୍ଯାତନା ଦେଉଥିବା…

ଗୁଗଲ ପରେ ଫେସବୁକ, ଇନଷ୍ଟାଗ୍ରାମ ଉପରେ ୫୩ କୋଟି ଜରିମାନା, ଜୁଆ ବିଜ୍ଞାପନ ଦେଖାଇବା ନେଇ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୩।୧୨: ନିକଟରେ ବିଶାଳ କମ୍ପାନୀ ଗୁଗଲକୁ ଆମେରିକାରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆ କମ୍ପାନୀ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟଫର୍ମ ଉପରେ ୫୩ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ଇଟାଲୀରେ କମ୍ପାନୀ ବିରୋଧରେ…

ଟାଟା ଷ୍ଟିଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form] ଭୁବନେଶ୍ୱର,୨୩।୧୨: ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଲାଭ କରିଛି।…

ରଶ୍ମିକା ବିସ୍କ ଫାର୍ମ ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୨୩।୧୨: ଦେଶର ଅଗ୍ରଣୀ ବିସ୍କୁଟ୍‌ ଓ ବେକରି ବ୍ରାଣ୍ଡ୍‌ ବିସ୍କ ଫାର୍ମର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ରଶ୍ମିକା ମନ୍ଧାନାଙ୍କୁ ନିଯୁକ୍ତ କରାଯାଇଛି। ଏପରିକି କମ୍ପାନୀର ‘ରସ୍‌କିଟ୍‌’ ବ୍ରାଣ୍ଡ୍‌ର ପ୍ରଚାର ଅଭିଯାନରେ ରଶ୍ମିକାଙ୍କୁ ଦେଖିବାକୁ ମିଳିବ। ଏ ସମ୍ପର୍କରେ ବିସ୍କ ଫାର୍ମର…

ଖାଇବାତେଲର ଆମଦାନୀ ଶୁଳ୍କ କୋହଳ

ନୂଆଦିଲ୍ଲୀ,୨୩।୧୨: ଦରଦାମ ବୃଦ୍ଧି ହ୍ରାସ କରିବା ପାଇଁ ସରକାର କ୍ରମାଗତ ଭାବେ ପ୍ରୟାସ କରୁଛନ୍ତି। ଏପରିକି ଖାଇବାତେଲର ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ଆଦାୟ କୋହଳ ନିଷ୍ପତ୍ତିକୁ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହା ପୂର୍ବରୁ…

ବିଦେଶୀ ମୁଦ୍ରାଭଣ୍ଡାରରେ ୬୧୬ ବିଲିୟନ ଡଲାର

ନୂଆଦିଲ୍ଲୀ,୨୩।୧୨: ଗତ କିଛି ସପ୍ତାହ ହେବ ବିଦେଶୀ ମୁଦ୍ରାଭଣ୍ଡାର ପରିମାଣରେ କ୍ରମାଗତ ବୃଦ୍ଧି ଜାରି ରହିଛି। ବିଶେଷକରି ବିଦେଶୀ ନିବେଶରେ ଲଗାତର ବୃଦ୍ଧି ଯୋଗୁ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ପ୍ରାୟ ୬୧୬(୬୧୫.୯୭୧ ବିଲିୟନ) ବିଲିୟନ ଡଲାରରେ ପହଞ୍ଚତ୍ଛି। ଦେଶରେ ଫରେକ୍ସ ରିଜର୍ଭ…

ଏଭଳି ଦେଖନ୍ତୁ Youtube ଭିଡିଓ, ଦିନ ସାରା ବ୍ୟବହାର କଲେ ବି ସରିବନି ଡାଟା…

ଦିନ ଥିଲା ୧ଜିବି ଡାଟା ମାସେ ଯାଏ ବ୍ୟବହାର କରାଯାଉଥିଲା। ହେଲେ ବର୍ତ୍ତମାନ ସମୟରେ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଇଛି। ତା ସହ ବଢ଼ିଛି ମନୋରଞ୍ଜନର ପ୍ଲାଟଫର୍ମ। ସେଥିରୁ ଗୋଟିଏ ହେଲା ୟୁଟ୍ୟୁବ୍‌। ଅନେକ ଏଥିରେ ଭିଡିଓ ଦେଖିବାକୁ ଭଲ ପାଆନ୍ତି।…

ଏକକାଳୀନ ୫୦ ସ୍ଥାନରେ ଆୟକର ବିଭାଗ ଚଢ଼ାଉ ପରେ ୫% ଖସିଲା ପଲିକ୍ୟାବ ଶେୟାର

ନୂଆଦିଲ୍ଲୀ, ୨୨ା୧୨: ଦେଶବ୍ୟାପି ୫୦ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ପରେ ୫ ପ୍ରତିଶତ ହ୍ରାସ ପାଇଛି ‘ପଲିକ୍ୟାବ’ ଶେୟାର। ସୂଚନା ଅନୁଯାୟୀ କମ୍ପାନୀର ବରିଷ୍ଠ ଅଧିକାରୀ ମାନଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ ହୋଇଛି। କେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?