ଏନ୍ଏମ୍ଡିସିର ରେକର୍ଡ ପରିମାଣର ଉତ୍ପାଦନ
ଭୁବନେଶ୍ୱର,୪।୯: ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍ଏମ୍ଡିସି) ଚଳିତ ବର୍ଷ ଅଗଷ୍ଟରେ ଉଲ୍ଲେଖନୀୟ ସଫଳତା ସହ ରେକର୍ଡ ପରିମାଣର ଉତ୍ପାଦନ ଏବଂ ବିତରଣ କରିଥିବା କର୍ପୋରେଶନ ପକ୍ଷରୁ କୁହାଯାଇଛି। ବିଶେଷକରି ୨୦୨୩ ଅଗଷ୍ଟରେ କର୍ପୋରେଶନ ୩.୪୧ ମିଲିୟନ ଟନ୍ ଷ୍ଟିଲ...
ଟିମ୍ କନେକ୍ଟ ବାର୍ ସଲ୍ୟୁଶନର ଶୁଭାରମ୍ଭ
ଭୁବନେଶ୍ୱର,୪।୯: ସେନ୍ହାଇସର ପକ୍ଷରୁ ଛୋଟ ଓ ମଧ୍ୟମ ଆକାରର ମିଟଂ ରୁମ୍ ଓ କୋଲାବରେଶନ ସ୍ପେଶ୍ଗୁଡିକ ପାଇଁ ସବୁଠାରୁ ଫ୍ଲେକ୍ସିବୁଲ ଅଲ୍-ଇନ୍-ୱାନ୍ ଡିଭାଇସ୍ ସହିତ ୟୁନିଫାଏଡ୍ କମ୍ୟୁନିକେଶନ୍ସ ଏ/ଭି ବାର୍କୁ ବଜାର ପ୍ରବେଶ କରାଇଛି। ଏପରିକି ସେନ୍ହାଇସର୍ ଟିମ୍ କନେକ୍ଟ...
ରୁଷିଆରୁ କମୁଛି ଭାରତର ତୈଳ ଆମଦାନୀ
ନୂଆଦିଲ୍ଲୀ,୪।୯ (ଅଭୟ ଦାଶ): ସାରା ବିଶ୍ୱରେ ଭାରତ ୩ ସର୍ବବୃହତ୍ ତୈଳ ଆମଦାନୀ ଦେଶ ଭାବେ ପରିଗଣିତ ହେଉଥିବାବେଳେ ଗତ କିଛି ମାସ ହେବ ଭାରତ ରୁଷିଆରୁ ତୈଳ ଆମଦାନୀ କମାଇଥିବା ଜଣାପଡିଛି। ଏପରିକି ଶସ୍ତା ଦରରେ ରୁଷିଆରୁ ଭାରତ...
ଏଏସ୍ବିଏମ୍ର ଶିକ୍ଷାରମ୍ଭ ଉତ୍ସବ ‘ଆକାଂକ୍ଷା’
ଭୁବନେଶ୍ୱର,୩।୯: ଏଏସ୍ବିଏମ୍ ୟୁନିଭର୍ସିଟିର ଶିକ୍ଷାରମ୍ଭ ଉତ୍ସବ ‘ଆକାଂକ୍ଷା’ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ୨୦୨୩-୨୪ ଶିକ୍ଷାବର୍ଷର ନୂତନ ବ୍ୟାଚ୍ ଶିକ୍ଷାଦାନ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୁକ୍ତରାଷ୍ଟ୍ର ଆମେରିକାର ୱାଡେନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ....
୨୭ତମ ରୁଚି ପ୍ରତିଭା ସମ୍ମାନ ସମାରୋହ
କଟକ,୩।୯: ରୁଚି ଫୁଡ୍ଲାଇନର ସାମାଜିକ ପ୍ରତିଷ୍ଠାନ ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ରେଭେନ୍ଶା ବିଶ୍ୱବିଦ୍ୟାଳୟର ସେଭେନ୍ ପିଲାର୍ସ ଅଫ୍ ଓି୍ବଜ୍ଡମ୍ର ମୁଖ୍ୟ ସମ୍ମିଳନୀ କକ୍ଷରେ ରୁଚି ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଦିତ୍ୟ ବିର୍ଲା ଗ୍ରୁପ୍ର...
ବାର୍ଷିକ ଖଣି ସୁରକ୍ଷା ସପ୍ତାହରେ ଓସିପିଏଲ୍ ପୁରସ୍କୃତ
ଭୁବନେଶ୍ୱର,୩।୯ (ଅଭୟ ଦାଶ): ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର ଲିମିଟେଡ୍(ଓସିପିଏଲ୍) କୁ ନିକଟରେ ଆଉ ଏକ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଓସିପିଏଲ୍ ପ୍ରଥମଥର ପାଇଁ ଖଣି ସୁରକ୍ଷା ନିର୍ଦ୍ଦେଶାଳୟ (ଡିଜିଏମ୍ଏସ୍) ଏବଂ ମହାନାଦୀ କୋଲ ଫିଲ୍ଡସ୍ ଲିମିଟେଡ୍...
ଜିଓ ଟ୍ରୁ-୫ଜି କ୍ୟାମ୍ପସ୍ ଅଭିଯାନ
ଭୁବନେଶ୍ୱର,୩।୯: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓର ଓଡ଼ିଶା ୟୁନିଟ୍ ପକ୍ଷରୁ ଜିଓ ଟ୍ରୁ-୫ଜି କ୍ୟାମ୍ପସ୍ ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷକରି ଜିଓ ଟ୍ରୁ-୫ଜି ଜରିଆରେ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନକୁ ସ୍ବତନ୍ତ୍ର ଭାବେ ୫ଜି ସଂଯୋଗ ଦେବା ସହିତ...
ମେଶିନ ଲର୍ନିଂ ଅନ୍ରାମ୍ପର ଶୁଭାରମ୍ଭ
ଭୁବନେଶ୍ୱର,୩।୯: ମାଥ୍ୱାର୍କସ ଇଣ୍ଡିଆ ଏବଂ ଆଇଇଇଇ ଭୁବନେଶ୍ୱରର ମିଳିତ ସହଯୋଗରେ ଏକ ଅତ୍ୟାଧୁନିକ ପ୍ଲାଟ୍ଫର୍ମ ‘ମେଶିନ ଲର୍ନ ଅନ୍ରାମ୍ପ’ର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉଭୟ ସଂସ୍ଥା ପକ୍ଷରୁ ଏକ ଦିନିକିଆ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା। ବିଶେଷକରି ଇଞ୍ଜିନିୟରିଂ...
କେୟାରକୁ ବେଷ୍ଟ କାର୍ଡିଓଲୋଜି ହସ୍ପିଟାଲ ସମ୍ମାନ
ଭୁବନେଶ୍ୱର,୩।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କେୟାର ହସ୍ପିଟାଲ ଭୁବନେଶ୍ୱରକୁ ନିକଟରେ ଆଉ ଏକ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷକରି ଓ ଟିଭି ଓଡ଼ିଶା ବିଜ୍ନେସ୍ ଆଓ୍ବାର୍ଡ କାର୍ଯ୍ୟକ୍ରମରେ କେୟାର ହସ୍ପିଟାଲକୁ ବେଷ୍ଟ କାର୍ଡିଓଲୋଜି...
ଅଶୋଧିତ ତୈଳ ଉପରେ ଟିକସ ହ୍ରାସ କଲେ କେନ୍ଦ୍ର ସରକାର, ଡିଜେଲ ଓ ଏଟିଏଫ ରପ୍ତାନିରେ ଟିକସ ବୃଦ୍ଧି
ନୂଆଦିଲ୍ଲୀ,୨।୯: ଦେଶରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଲଗାଯାଇଥିବା ଟିକସକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। କିନ୍ତୁ ଡିଜେଲ ଓ ଏଟିଏଫ (ବିମାନ ଇନ୍ଧନ) ରପ୍ତାନି ଉପରେ ଥିବା ଟିକସକୁ ବୃଦ୍ଧି କରିଛନ୍ତି। ଏହି ସୂଚନା ଏକ ସରକାରୀ ବିଜ୍ଞପ୍ତିରେ...
ସିଇଓ ପଦରୁ ଇସ୍ତଫା ଦେଲେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମୁଖ୍ୟ ଉଦୟ କୋଟାକ
ନୂଆଦିଲ୍ଲୀ,୨।୯: କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି ତଥା ସିଇଓ ଉଦୟ କୋଟାକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଷ୍ଟକ ଏକ୍ସଚେଞ୍ଜ ଫାଇଲିଂରେ ବ୍ୟାଙ୍କ ଏନେଇ ସୂଚନା ଦେଇଛି। ଉଦୟ କୋଟାକଙ୍କ ପରେ ଦୀପକ ଗୁପ୍ତା ଏମଡି ଏବଂ ସିଇଓ ଭାବରେ...
କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହେବ ୪ ପ୍ରତିଶତ ବୃଦ୍ଧି !…
କୋଲକାତା,୨।୯ : କେନ୍ଦ୍ର ସରକାରରେ ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି। ଜୁଲାଇ ୧ ରୁ ମହଙ୍ଗା ଭତ୍ତା (ଡିଏ) ଏବଂ ପ୍ରିୟତା ରିଲିଫ (ଡିଆର) ରେ ଚାରି ପ୍ରତିଶତ ବୃଦ୍ଧି ପ୍ରାୟ...
Archives


