ବାଣିଜ୍ୟ

ଓଡ଼ିଶାର ଦାବି ଅଗ୍ରାହ୍ୟ, କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ହେଲାନି

ନୂଆଦିଲ୍ଲୀ,୮। ୧୦: କେନ୍ଦୁପତ୍ର ଉପରେ ଲାଗୁ ହୋଇଥିବା ୧୮% ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ଉଚ୍ଛେଦ ପାଇଁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ କରିଆସୁଥିବା ଦାବି ପୁଣି ଥରେ ଅଗ୍ରାହ୍ୟ ହୋଇଯାଇଛି। ନୂଆଦିଲ୍ଲୀରେ ଶନିବାର ଆୟୋଜିତ ଜିଏସ୍‌ଟି କାଉନସିଲର ୫୨ତମ ବୈଠକରେ…

ଜିଏସଟି କାଉନସେଲିଂ ବୈଠକ: ମିଲେଟରୁ ପ୍ରସ୍ତୁତ ଉତ୍ପାଦରେ ଲାଗିବ ୫ପ୍ରତିଶତ ଜିଏସଟି

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂର ୫୨ତମ ବୈଠକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯରାଇଛି। ସୁଷମା ସ୍ବରାଜ ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ସାମଗ୍ରୀ ଓ ସେବା ଟିକସ କାଉନସେଲିଂ ବାଜରାରୁ ପ୍ରସ୍ତୁତ ଅଟାରେ…

ବିଶ୍ୱକପ୍‌ ଲାଗି ଜିଓ-ଏୟାଟେଲର ସ୍ବତନ୍ତ୍ର ପ୍ଲାନ; ମିଳିବ ଡିଜନୀ+ହଟ୍‌ଷ୍ଟାର ସୁବିଧା

ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍‌ କ୍ରିକେଟ ୨୦୨୩ ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟ ଭାରତରେ ଆୟୋଜିତ ହେଉଥିବାରୁ ପ୍ରଶଂସକଙ୍କ କ୍ରେଜ୍‌ ବଢ଼ିଛି। ତେବେ ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ପକ୍ଷରୁ ନୂଆ ପ୍ଲାନ ଗ୍ରାହକଙ୍କୁ ଭେଟି ଦେଇଛି। ଏସବୁ…

ଅନଲାଇନ ଗେମିଂ ଉପରେ ଟିକସ ଲଗାଇବାକୁ ବିରୋଧ କରିବେ ଦିଲ୍ଲୀ ସରକାର, କହିଲେ ଷ୍ଟାର୍ଟଅପ୍‌କୁ ବିପଦ

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂ ବୈଠକ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ କହିଛନ୍ତି, ଭାରତର ଅଭିବୃଦ୍ଧିରେ ଷ୍ଟାର୍ଟଅପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ଅର୍ଥନୀତି ଏବଂ ଲୋକଙ୍କୁ ରୋଜଗାର ଯୋଗାଇବାରେ ଷ୍ଟାର୍ଟଅପ ଏକ ବଡ଼ ଭୂମିକା…

ବାର୍ଷିକ ଉତ୍ସବରେ କର୍ମଚାରୀଙ୍କୁ ବାସଗୃହ ଜମି ଉପହାର

ଭୁବନେଶ୍ୱର, ୭।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସର ୨୩ ତମ ବାର୍ଷିକ ଉତ୍ସବ ‘ବିଶ୍ୱାସ’ ଶୁକ୍ରବାର ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଲିଉଡ୍‌ ଅଭିନେତ୍ରୀ ତଥା ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍‌ ଆମ୍ବାସାଡର ଅର୍ଚ୍ଚିତା ସାହୁଙ୍କ ସମେତ ଅରୁନ୍ଧତୀର ପରିଚାଳନା…

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୨୨ଗବେଷକ

ଭୁବନେଶ୍ୱର,୭।୧୦: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ୨୨ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୩ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨%…

ଏସ୍‌ବିଆଇର ନୂତନ ଅଭିଯାନ

ଭୁବନେଶ୍ୱର, ୭।୧୦ : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଅଭିଯାନ ‘ମୋବାଇଲ ହାଣ୍ଡ୍‌ହେଲ୍‌ଡ ଡିଭାଇସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କର ବ୍ୟାଙ୍କିଙ୍ଗ୍‌ ସେବାକୁ ଲୋକମାନଙ୍କ ପାଖରେ ସୁବିଧାରେ ପହଞ୍ଚାଇବା ଲାଗି ଏଭଳି…

ଧୋନୀ ଜିଓ ମାର୍ଟର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର, ୭।୧୦: ରିଲାଏନ୍ସ ରିଟେଲର ଅଗ୍ରଣୀ ପ୍ଲାଟ୍‌ଫର୍ମ ଜିଓ ମାର୍ଟ ପକ୍ଷରୁ ପୂର୍ବତନ ଭାରତୀୟ କ୍ରିକେଟର ତଥା ଲୋକପ୍ରିୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ବିଶେଷକରି ଚଳିତ ପାର୍ବଣ ସମୟରେ ଜିଓ ମାର୍ଟର ଫେଷ୍ଟିଭ କ୍ୟାମ୍ପେନିଂର…

‘ଆଇ ଭେଷ୍ଟେବଲ’ର ଶୁଭାରମ୍ଭ

ଭୁବନେଶ୍ୱର, ୭।୧୦: ଷ୍ଟାର୍ଟଅପ୍‌ ଓଡ଼ିଶା ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଇନୋଭେଶନ ଫାଉଣ୍ଡେଶନର ମିଳିତ ସହଯୋଗରେ ଏକ ଅଭିନବ କାର୍ଯ୍ୟକ୍ରମ ‘ଆଇ ଭେଷ୍ଟେବଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍‌ ଓଡ଼ିଶାର ଏକ…

ବେଦାନ୍ତ ଆଲୁମିନିୟମର ନୂତନ ଉତ୍ପାଦ

ଭୁବନେଶ୍ୱର, ୭।୧୦: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ଓୟାର ରଡ୍‌’ ରେଞ୍ଜର ଆନୁଷ୍ଠାନିକ ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ନୂତନ ଉତ୍ପାଦକ ଟି୪, ଏଏଲ୍‌୫୯ ଓ ୮ଏକ୍ସଏକ୍ସଏକ୍ସ ସିରିଜକୁ ସର୍ବଭାରତୀୟ ସ୍ତରରେ…

ଅକ୍ଟୋବର ୮ରୁ ଜିଓ ଉତ୍ସବ

ଭୁବନେଶ୍ୱର, ୭।୧୦: ରିଲାଏନ୍ସ ରିଟେଲର ପ୍ରମୁଖ ଇ-କର୍ମସ ପ୍ଲାଟ୍‌ଫର୍ମ ଜିଓ ମାର୍ଟର ବହୁ ପ୍ରତୀକ୍ଷିତ ତଥା ପାର୍ବଣ ସ୍ବତନ୍ତ୍ର ‘ଜିଓ ଉତ୍ସବ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଉତ୍ସବ ୨୦୨୩ ଅକ୍ଟୋବର ୮ରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଛି। ଏପରିକି ପ୍ଲାଟ୍‌ଫର୍ମର…

ସିଟ୍ରୋନ୍‌ର ଅଲ୍‌ ନ୍ୟୁ ସି୩ ଏୟାରକ୍ରସ୍‌ ଏସ୍‌ୟୁଭି ଉନ୍ମୋଚିତ

ଭୁବନେଶ୍ୱର,୭।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ (ଇଭି) ତଥା ଫ୍ରେଞ୍ଚ କାର୍‌ ନିର୍ମାତା ସିଟ୍ରୋନ୍‌ର ବହୁ ପ୍ରତୀକ୍ଷିତ ସି ୩ ଏୟାରକ୍ରସ୍‌ ଏସ୍‌ୟୁଭିର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ନୂଆ ସିଟ୍ରୋନ୍‌ ସି୩ ଏୟାରକ୍ରସ୍‌ ଏସ୍‌ୟୁଭିରେ ୯୦%ରୁ ଅଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri