ଆକାଉଣ୍ଟରେ ଟଙ୍କା ନ ଥିଲେ ବି କରିପାରିବେ ୟୁପିଆଇ ପେମେଣ୍ଟ: ଜାଣନ୍ତୁ କେମିତି
ସମୟ ବଦଳିବା ସହିତ ଭାରତରେ ଡିଜିଟାଲ ପେମେଣ୍ଟର ଧାରା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯଦି ଆପଣ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ଏଣିକି ଆକାଉଣ୍ଟରେ ଟଙ୍କା ନ ଥିଲେ ବି…
ଜେଟ୍ ଏୟାରଓ୍ବେଜ୍ ପ୍ରତିଷ୍ଠାତାଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ଇଡି, ୫୩୮ କୋଟି ଟଙ୍କା ଠକେଇର ମାମଲା…
ନୂଆଦିଲ୍ଲୀ,୧।୧୧: କାନାରା ବ୍ୟାଙ୍କର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜଶିଟ୍ ଦାଖଲ କରିଛି। ଏହି ଚାର୍ଜଶିଟ୍ରେ ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ, ତାଙ୍କ ପତ୍ନୀ ଅନୀତା ଗୋୟଲ ଏବଂ ୪ ଅନ୍ୟ କମ୍ପାନୀ ନାମ ସାମିଲ…
ମଜୁରୀ ନେଇ RBIରେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ, ଇଡି ଟିମ୍ ପହଞ୍ଚି ଆରମ୍ଭ କଲା ତନାଘନା
ଭୁବନେଶ୍ୱର,୧।୧୧: ମଜୁରୀ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ ବଦଳା ଘଟଣା ସାମ୍ନାକୁ ଆସିବା ପରେ ତନାଘନା ଆରମ୍ଭ କରିଛି ପ୍ରବର୍ତନ ନିର୍ଦେଶାଳୟ (ଇଡି)। ଗତ କିଛି ଦିନ ହେବ ଏହି ଘଟଣା ଦୈନିକ ଦେଖିବାକୁ ମିଳିଥିଲା।…
ତନିଷ୍କର ‘ଧରୋହର କଲେକ୍ସନ’
ଭୁବନେଶ୍ୱର,୧।୧୧: କାନଫୁଲ ହେଉ କି ହାର, ଚୁଡ଼ି ସବୁଥିରେ ଭାରତର ଐତିହ୍ୟ ଓ କାଳଜୟୀ ପରମ୍ପରା ଦେଖିବାକୁ ମିଳିବ। ଦୀପାବଳି ଅବସରରେ ଦେଶର ଅନ୍ୟତମ ଅଗ୍ରଣୀ ଗହଣା ପ୍ରତିଷ୍ଠାନ ତନିଷ୍କ ଗ୍ରାହକଙ୍କ ପାଇଁ ‘ଧରୋହର’ କଲେକ୍ସନ ପ୍ରସ୍ତୁତ କରିଛି। ଏଥିରେ ସୁନ୍ଦର…
ଭୁଟାନ୍ ରାଜାଙ୍କୁ ଭେଟିଲେ ଇମ୍ଫା ଏମ୍ଡି
ଭୁବନେଶ୍ୱର,୧।୧1(ଅନୁରାଧା ମହାରଣା): ଫିକି ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ବ୍ୟବସାୟିକ ପ୍ରତିନିଧି ଦଳ ଗତ ସପ୍ତାହ ଭୁଟାନ ଗସ୍ତ କରିଛନ୍ତି। ଏହି ପ୍ରତିନିଧି ଦଳ ଭୁଟାନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ଆୟୋଜିତ…
ଲାଲ୍ଚାନ୍ଦର କୌନ ବନେଗା ଲକ୍ଷପତି କାର୍ଯ୍ୟକ୍ରମ
ଭୁବନେଶ୍ୱର,୧।୧୧: ଲାଲ୍ଚାନ୍ଦର କୌନ ବନେଗା ଲକ୍ଷପତି ଲକି ଡ୍ରର ତୃତୀୟ ଦିିନରେ କଟକ ଷ୍ଟୋର୍ ପାଇଁ ଲକି ଡ୍ର କାର୍ଯ୍ୟକ୍ରମ କଟକ କ୍ଲବ୍ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେତା ଭାବେ ଜଣେ କାର୍, ଦୁଇ ଜଣ ବାଇକ୍ ଜିତିଥିବା ବେଳେ ୮…
ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରଶିପ ପୁରସ୍କାର
ନୂଆଦିଲ୍ଲୀ,୧।୧୧: ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରଶିପ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦିଲ୍ଲୀରେ ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରଶିପ ଫୋରମ (ୟୁଏସ୍ଆଇଏସ୍ପିଏଫ୍) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ଫୋରମ ଚେୟାରମ୍ୟାନ ଜନ ଚାମ୍ବର୍ସ…
ଆସୁଛି ଦୀପାବଳି; ମିଠା ତିଆରିରେ କ୍ଷତିକାରକ ସାମଗ୍ରୀ ବ୍ୟବହାର ରୋକିବାକୁ ସର୍ଭିଲାନ୍ସ ବଢାଇବ FSSAI
ନୂଆଦିଲ୍ଲୀ: ଆଗକୁ ଦୀପାବଳି ଆସୁଥିବା ବେଳେ ମିଠା ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିପାରେ। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଅଧିକ ଲାଭ ପାଇଁ ଶସ୍ତା ଅସ୍ୱାସ୍ଥ୍ୟକର ସାମଗ୍ରୀର ମିଶ୍ରଣ କରିପାରନ୍ତି। ଏଥିରେ ରୋକ ଲଗାଇବା ପାଇଁ ଭାରତୀୟ ଖାଦ୍ୟ ନିରାପତା…
ନଭେମ୍ବର ପହିଲାରୁ ଲାଗୁ ହେବାକୁ ଯାଉଛି ଟଙ୍କା ସହ ଜଡ଼ିତ ୬ ବଡ଼ ପରିବର୍ତ୍ତନ, ପକେଟ ଉପରେ ପଡ଼ିବ ପ୍ରଭାବ, ଜାଣିନିଅନ୍ତୁ…
ନୂଆଦିଲ୍ଲୀ,୩୧।୧୦: ସାଧାରଣତଃ ପ୍ରତି ମାସ ପହିଲାରେ ଟଙ୍କା ସହ ଜଡ଼ିତ କିଛି ନୂଆ ପରିବର୍ତ୍ତନ ଲାଗୁ ହୋଇଥାଏ। ବୁଧବାରଠାରୁ ନଭେମ୍ବର ମାସ ଆରମ୍ଭ ହେଉଥିବାରୁ କିଛି ପ୍ରମୁଖ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ ଆପଣଙ୍କ ପର୍ସଠାରୁ ଆରମ୍ଭ କରି ବଜେଟ୍…
ଆପଲ୍ ଆଇଫୋନ୍ ହ୍ୟାକିଂ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୩୧/୧୦: ମଙ୍ଗଳବାର କେନ୍ଦ୍ର ସରକାର ବିରୋଧୀଙ୍କ ଆପଲ୍ ଆଇଫୋନ୍ ହ୍ୟାକିଂ ଦାବିକୁ ଖାରଜ କରିଛନ୍ତି। ଏହା ସହିତ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଏହି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଅଶ୍ୱିନ୍ ବୈଷ୍ଣବ କହିଛନ୍ତି ଯେ କିଛି ସହକର୍ମୀ ଆପଲ୍…
ପିଆଜର ମୂଲ୍ୟ ବୃଦ୍ଧି ମଧ୍ୟରେ ସରକାର ନେଇଛନ୍ତି ଆଉ ଏକ ପଦକ୍ଷେପ, ହ୍ରାସ ପାଇବ ମୂଲ୍ୟ!
ନୂଆଦିଲ୍ଲୀ,୩୧।୧୦: ଦେଶର ଅନେକ ରାଜ୍ୟରେ ପିଆଜ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିଲ୍ଲୀ ଏନସିଆର ସମେତ ଅନେକ ସହରରେ ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୮୦ ଟଙ୍କାରେ ବିକ୍ରି ହେଉଛି। ଗତ ସପ୍ତାହରୁ ପିଆଜର ମୂଲ୍ୟ ଦ୍ୱିଗୁଣିତ ହୋଇଛି।…
ସିମ୍ଫୋନି ଲିମିଟେଡ୍ର ଦ୍ୱିତୀୟ ତ୍ରୈମାସ ଫଳାଫଳ
ଭୁବନେଶ୍ୱର,୩୧।୧୦ : ପ୍ରମୁଖ ଏୟାରକୁଲର କମ୍ପାନି ସିମ୍ଫୋନି ଲିମିଟେଡ୍ ପକ୍ଷରୁ ଦ୍ୱିତୀୟ ତ୍ରୈମାସ ଫଳାଫଳ ଘୋଷଣା କରାଯାଇଛି। କମ୍ପାନି ୨୭୫ କୋଟି ଟଙ୍କାର ମୋଟ ପରିଚାଳନା ରାଜସ୍ବ ହାସଲ କରିଛି। ମୋଟ ମାର୍ଜିନ୍ ୧୫.୫ ପ୍ରତିଶତ ରହିଛି। ଘରୋଇ ବଜାରରେ ଏହାର ବିକ୍ରି…
Archives


