ବାଣିଜ୍ୟ

ଇନ୍‌ସ୍ୟୁରାନ୍ସ ପଲିସି ମିସ୍‌ ସେଲିଂରେ ଲାଗିବ ରୋକ୍‌

ଭୁବନେଶ୍ୱର,୪।୧(ଅନୁରାଧା ମହାରଣା): ଏଣିକି ଇନ୍‌ସ୍ୟୁରାନ୍ସ ଏଜେଣ୍ଟମାନେ ଠକେଇ କରିବାକୁ ସମର୍ଥ ହେବେ ନାହିଁ। କୌଣସି ଇନ୍‌ସ୍ୟୁରାନ୍ସ ପ୍ଲାନ୍‌ ବିଷୟରେ ସୂଚନା ଦେବାବେଳେ ସେମାନଙ୍କୁ ଅଡିଓ ଭିଜୁଆଲ ରେକର୍ଡ ରଖିବାକୁ ପଡିବ। ଏହି ସମୟ ମଧ୍ୟରେ ସେମାନଙ୍କୁ ପଲିିିସି ବିଷୟରେ ସମ୍ପୂର୍ଣ୍ଣ ସୂଚନା…

ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଲେ ଶହଶହ କନିଷ୍ଠ କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ, ୩।୧: ଭାରତୀୟ କୁସ୍ତି ଜଗତରେ ଚାଲିଥିବା ବିବାଦ ମଧ୍ୟରେ ଆଉ ଆନ୍ଦୋଳନ ମୁଣ୍ଡ ଟେକିଛି। ଶହଶହ କନିଷ୍ଠ କୁସ୍ତି ଯୋଦ୍ଧା ବୁଧବାର ଜନ୍ତର ମନ୍ତର ଠାରେ ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବସ୍, ଟ୍ରେନ ଯୋଗେ…

Hindenburg Report : ସୁପ୍ରିମକୋର୍ଟଙ୍କ ରାୟ ପରେ ଶେୟାର ବଜାର ଉପରମୁହାଁ, ଘଣ୍ଟାଏ ମଧ୍ୟରେ ୧୧ ପ୍ରତିଶତରୁ ଅଧିକ ରିଟର୍ନ ପାଇଲେ ନିବେଶକ…

ମୁମ୍ବାଇ,୩।୧ : ଷ୍ଟକ ମାର୍କେଟରେ ପୁଞ୍ଜି ବିନିଯୋଗ କରୁଥିବା ଲୋକଙ୍କ ଆଖି ସୁପ୍ରିମକୋର୍ଟଙ୍କ ରାୟ ଉପରେ ଥିଲା। ବୁଧବାର ଦେଶର ଶୀର୍ଷ ଅଦାଲତରୁ ନିବେଶକମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ଆସିବାକୁ ଥିଲା ଏବଂ ସେମାନଙ୍କ ହଜାର ହଜାର କୋଟି ଟଙ୍କା…

ଚଳିତ ଆର୍ଥିକ ବର୍ଷ ୯ ମାସରେ ରେକର୍ଡ ସଂଖ୍ୟକ ୮ କୋଟି ୧୮ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ

ନୂଆଦିଲ୍ଲୀ, ୩।୧: ଗତ ଡିସେମ୍ବର ୩୧ ସୁଦ୍ଧା ଦେଶରେ ରେକର୍ଡ ପରିମାଣର ୮ କୋଟି ୧୮ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଛି। ଏହାଦ୍ୱାରା ଚଳିତବର୍ଷ ଆୟକର ଦାଖଲ ୯ ପ୍ରତିଶତ ବୃଦ୍ଧି ପାଇଛି। ଆୟକରଦାତା ଯେଭଳି ଶୀଘ୍ର ସେମାନଙ୍କର ଆୟକର…

ଆଦାନୀ-ହିଣ୍ଡନବର୍ଗ ମାମଲା: SEBI ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୧: ଆଦାନୀ-ହିଣ୍ଡନବର୍ଗ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ସେବିର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କରି ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସେବିର ତଦନ୍ତ ଉପଯୁକ୍ତ ଏବଂ ଏହି ଘଟଣାର ଅନୁସନ୍ଧାନ କରିବା…

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏନ୍‌ବିଜି ସ୍ଥାପନା ଦିବସ

ଭୁବନେଶ୍ୱର,୩।୧(ଅନୁରାଧା ମହାରଣା): ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ନ୍ୟାଶନାଲ ବ୍ୟାଙ୍କିଙ୍ଗ୍‌ ଗ୍ରୁପ୍‌ (ଏନ୍‌ବିଜି)ର ସ୍ଥାପନା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଓଆଇ, ଏନ୍‌ବିଜିର ଡିଜିଏମ୍‌ ରବୀନ୍ଦ୍ର ନାଥ ସରକାର କହିଥିଲେ, ୨୦୨୩ ଜାନୁଆରୀରେ ଆରମ୍ଭ ହୋଇଥିବା ଏନ୍‌ବିଜି ବିଭିନ୍ନ କ୍ଷେତ୍ରରୁ ଗ୍ରାହକମାନଙ୍କୁ…

୮% କମିଲା ଚିନି ଉତ୍ପାଦନ

ଭୁବନେଶ୍ୱର,୩।୧(ଅନୁରାଧା ମହାରଣା): ୨୦୨୩-୨୪ ସିଜନରେ ପ୍ରଥମ ୩ମାସରେ ଦେଶରେ ଚିନି ଉତ୍ପାଦନ ପ୍ରାୟ ୮% (୭.୭%) ହ୍ରାସ ପାଇ ୧୧୩ ଲକ୍ଷ ଟନକୁ ଖସି ଆସିଛି। ଆଖୁ ଉତ୍ପାଦନରେ ହ୍ରାସ ହେତୁ ମହାରାଷ୍ଟ୍ର ଏବଂ କର୍ନାଟକରେ ଚିନି ଉତ୍ପାଦନରେ ହ୍ରାସ ଘଟିଛି।…

ଜିଏସିଏଲ୍‌ ସହ ବେଦାନ୍ତ ଆଲୁମିନିୟମର ବୁଝାମଣା

ଭୁବନେଶ୍ୱର,୩।୧(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଏବଂ ଗୁଜରାଟ ଆଲକାଲିସ୍‌ ଆଣ୍ଡ କେମିକାଲ୍ସ ଲିମିଟେଡ୍‌ (ଜିଏସିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି କଷ୍ଟିକ୍‌-କ୍ଲୋରିନ୍‌ ଏବଂ ଅନ୍ୟାନ୍ୟ…

ଦେଶର ୨ ହଜାର ପେଟ୍ରୋଲ ପମ୍ପରୁ ତେଲ ଶେଷ: ପେଟ୍ରୋଲ-ଡିଜେଲ ପାଇଁ ଲମ୍ବା ଧାଡ଼ି…

ନୂଆଦିଲ୍ଲୀ,୨।୧ : ନୂଆ ହିଟ ଏବଂ ରନ ଆଇନ ବିରୋଧରେ ଟ୍ରକ ଡ୍ରାଇଭରଙ୍କ ଧର୍ମଘଟ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଏହାର ପ୍ରଭାବରେ ଉତ୍ତର ଏବଂ ପଶ୍ଚିମ ଭାରତର ପ୍ରାୟ ଦୁଇ ହଜାର ପେଟ୍ରୋଲ ପମ୍ପରୁ ଇନ୍ଧନ ସରିଯାଇଛି। ପେଟ୍ରୋଲିୟମ ଶିଳ୍ପ…

ଚାଇନାର ନାଲି ଆଖିକୁ ବେଖାତିର: ଶକ୍ତି କ୍ଷେତ୍ରରେ ବୁଝାମଣା କରିବେ ଭାରତ-ନେପାଳ…

ନୂଆଦିଲ୍ଲୀ/କାଠମାଣ୍ଡୁ,୨।୧ : ଚାଇନାର ଧମକ ସତ୍ତ୍ୱେ ନେପାଳ ଭାରତ ସହ ଦୀର୍ଘକାଳୀନ ଶକ୍ତି ଚୁକ୍ତି ଘୋଷଣା କରିଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏନ ଜୟଶଙ୍କରଙ୍କ ନେପାଳ ଗସ୍ତ ସମୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହେବ। ଏହା ବ୍ୟତୀତ ହାଇ ଇମ୍ପାକ୍ଟ କମ୍ୟୁନିଟି…

ନୂଆବର୍ଷରେ ଗ୍ରାହକଙ୍କୁ ପିଏନ୍‌ବିର ଭେଟି, ବଢ଼ାଇଲା FDରେ ସୁଧ ହାର

ନୂଆଦିଲ୍ଲୀ,୨।୧: ଦେଶର ଦ୍ୱିତୀୟ ସର୍ବବୃହତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ନୂଆବର୍ଷରେ ଗ୍ରାହକଙ୍କୁ ଭେଟି ଦେଇଛି। ବ୍ୟାଙ୍କ ୨ କୋଟି ଟଙ୍କାରୁ କମ୍‌ ଜମା(ଏଫ୍‌ଡି) ଉପରେ ସୁଧ ହାର ପରିବର୍ତ୍ତନ କରିଛି। ନିର୍ଦ୍ଧାରିତ ସମୟସୀମା ଲାଗି ଏଫ୍‌ଡିରେ ସୁଧହାରରେ ୪୫…

୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ୍‌ ଦେଲା ଆର୍‌ବିଆଇ

ନୂଆଦିଲ୍ଲୀ,୨।୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ଏକ ବଡ଼ ଅପଡେଟ୍‌ ଦେଇଛି। ୮ ମାସ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ ଅଚଳ ପରେ ମଧ୍ୟ ଶତପ୍ରତିଶତ ନୋଟ ଫେରସ୍ତ ସମ୍ଭବ ହୋଇନାହିଁ। ଏବେ ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?