ବାଣିଜ୍ୟ

ସଫଳତା ପଥରେ ଜିନ୍ଦେଗୀ ଫାଉଣ୍ଡେଶନ

ଭୁବନେଶ୍ୱର,୧୩।୯:ଗତ ୫ବର୍ଷ ମଧ୍ୟରେ ଜିନ୍ଦେଗୀ ଫାଉଣ୍ଡେଶନର ପ୍ରାୟ ୯୦ (୮୮) ଜଣ କୃତୀ ଛାତ୍ର ଡାକ୍ତର ହେବାର ଯୋଗ୍ୟତା ହାସଲ କରିଛନ୍ତି। ଏପରିକି ଭିନ୍ନ ଏକ ଚିନ୍ତାଧାରାରେ ପ୍ରତିଷ୍ଠା ହୋଇଥିବା ଜିନ୍ଦେଗୀ ଫାଉଣ୍ଡେଶନ ସଫଳତା ପଥରେ ଆଗେଇ ଚାଲିଛି। ନିକଟରେ...

ଟିଭିଏସ୍‌ର ୨ଟି ଆପାଚି ଆର୍‌ଟିଆର୍‌ ମଡେଲ ଉନ୍ମୋଚିତ

ନୂଆଦିଲ୍ଲୀ,୧୩।୯:ଦେଶର ପ୍ରମୁଖ ଦୁଇ ଓ ତିନି ଚକିଆ ଯାନ ନିର୍ମାତା ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ସୋମବାର ୨ଟି ଆପାଚି ଆର୍‌ଟିଆର୍‌ ମଡେଲ ସର୍ବଭାରତୀୟସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ୨୦୨୨ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୬୦ ଏବଂ ୨୦୨୨ ଟିଭିଏସ୍‌...

ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭%

ନୂଆଦିଲ୍ଲୀ,୧୩ା୯:ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ବୃଦ୍ଧି ପାଇ ୭%ରେ ପହଞ୍ଚତ୍ଛି, ଯାହାକି ଜୁଲାଇରେ ୬.୭୧% ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଏହି ତଥ୍ୟ ପ୍ରକାଶ ପାଇଛି। ୨୦୨୧ ଅଗଷ୍ଟରେ ଦେଶରେ...

ଟିକେଏମ୍‌ ପକ୍ଷରୁ ଅର୍ବାନ କ୍ରୁଜର ହାଇରାଇଡରର ମୂଲ୍ୟ ଘୋଷଣା

ନୂଆଦିଲ୍ଲୀ,୧୨।୯: ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌) ପକ୍ଷରୁ ନ୍ୟୁ ଟୟୋଟା ଅର୍ବାନ କ୍ରୁଜର ହାଇରାଇଡରର ମୂଲ୍ୟ ଘୋଷଣା କରାଯାଇଛି। ଏପରିକି ପର୍ଯ୍ୟାୟକ୍ରମେ ଘୋଷିତ ହେବାକୁ ଥିବା ଟୟୋଟାର ଅତ୍ୟାଧୁନିକ ଅଫରର ଶ୍ରେଷ୍ଠ ୪ଟି ଗ୍ରେଡର ପ୍ରତିଯୋଗିତାମୂଳକ ମୂଲ୍ୟ ୧୫,୧୧,୦୦୦ରୁ ୧୮,୯୯,୦୦୦ଟଙ୍କା...

ଜେଇଇ ଆଡ୍‌ଭାନ୍ସରେ ଆକାଶ ବାଇଜୁସ୍‌ର ସଫଳତା

ଭୁବନେଶ୍ୱର,୧୨।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆକାଶ ବାଇଜୁସ୍‌ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜେଇଇ ଆଡ୍‌ଭାନ୍ସଡ ଫଳାଫଳରେ ବଡ଼ ସଫଳତା ହାସଲ କରିଛି। ଉକ୍ତ ଯୋଗ୍ୟତା ପାଇଁ ଆଶାୟୀ ଛାତ୍ରୀଛାତ୍ରମାନେ ଜେଇଇ ଆଡ୍‌ଭାନ୍ସଡ ପରୀକ୍ଷା ଦେଇଥିଲେ। ରବିବାର ନ୍ୟାଶନାଲ...

ସ୍ମାର୍ଟ ବଜାରର ଏକ୍ସକ୍ଲୁସିଭ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୧୧ା୯: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରି (ଆର୍‌ଆଇଏଲ୍‌) ର ସହଯୋଗୀ କମ୍ପାନି ରିଲାଏନ୍ସ ରିଟେଲ ୟୁନିଟ୍‌ ‘ସ୍ମାର୍ଟ ବଜାର’ର ଏକ୍ସକ୍ଲୁସିଭ ଷ୍ଟୋର ସ୍ଥାନୀୟ ରୁଦ୍ରପୁରସ୍ଥିତ ସିମ୍ଫୋନି ମଲ୍‌ଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶିବାନୀ...

ବ୍ଲୁ ଟୋକାଇ ପକ୍ଷରୁ କୋରାପୁଟ କଫିର ଶୁଭାରମ୍ଭ

ଭୁବନେଶ୍ୱର,୧୧ା୯: କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେଶନ (କେଡିଏଫ୍‌)ର ସହଯୋଗୀ ସଂସ୍ଥା ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଦ୍ୱାରା କୋରାପୁଟରୁ କଫିର ଦେଶବ୍ୟାପୀ ଖୁଚୁରା ବ୍ୟବସାୟ ଶୁଭାରମ୍ଭ କରିଛି। ଏପରିକି ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଭାରତର ସର୍ବବୃହତ୍‌ ସ୍ପେଶିଆଲିଟି କଫି...

କାଇନେଟିକ୍‌ ଗ୍ରୀନ୍‌ର ଜିଙ୍ଗ୍‌ ହାଇ-ସ୍ପିଡ୍‌ ସ୍କୁଟର ଉନ୍ମୋଚିତ

ନୂଆଦିଲ୍ଲୀ,୧୧ା୯: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ(ଇଭି) ନିର୍ମାତା କାଇନେଟିକ୍‌ ଗ୍ରୀନ୍‌ ଏନର୍ଜି ଆଣ୍ଡ ପାୱାର ସଲ୍ୟୁସନ ଲିମିଟେଡ୍‌ ପକ୍ଷରୁ ୨ଚକିଆ ଇଭି ଯାନ ଜିଙ୍ଗ୍‌ ହାଇ ସ୍ପିଡ୍‌ ସ୍କୁଟର (ଜିଙ୍ଗ୍‌ ଏଚ୍‌ଏସ୍‌ଏସ୍‌) ର ବଜାର ପ୍ରବେଶ ସହ ଉନ୍ମୋଚନ ହୋଇଯାଇଛି। ବିଶେଷକରି...

ସ୍ବସ୍ତି ପ୍ରିମିୟମରେ ସିଜିଲର୍ସ ଫୁଡ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୧୧ା୯: ରାଜ୍ୟର ପ୍ରମୁଖ ୫ତାରକା ହୋଟେଲ ସ୍ବସ୍ତି ପ୍ରିମିୟମ ପକ୍ଷରୁ ଏକ ୧୦ ଦିନିଆ ସ୍ବତନ୍ତ୍ର ଖାଦ୍ୟମେଳା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ହୋଟେଲର ଅଗ୍ରଣୀ ରେଷ୍ଟୁରାଣ୍ଟ ଗୌରମେଟ୍‌ ପକ୍ଷରୁ ସିଜିଲର୍ସ ଫୁଡ୍‌ ଫେଷ୍ଟିଭାଲର ଆୟୋଜନ କରାଯାଇଛି। ଏହି ଫେଷ୍ଟିଭାଲ...

ମାଲାବାରରେ ୧୦ଦିନିଆ ‘ବାଙ୍ଗ୍‌ଲେ ଫେଷ୍ଟିଭାଲ’

ଭୁବନେଶ୍ୱର,୧୧ା୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍ସର ଶହୀଦନଗର ଏକ୍ସକ୍ଲୁସିଭ ଷ୍ଟୋର ପକ୍ଷରୁ ୧୦ଦିନିଆ ‘ବାଙ୍ଗ୍‌ଲେ ଫେଷ୍ଟିଭାଲ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଷ୍ଟୋରର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସବୁ ବର୍ଗର...

ଆଜି ଷ୍ଟାର୍‌ କିରଣରେ‘ବିଦ୍ୟାରାଣ’

ଭୁବନେଶ୍ୱର,୧୧ା୯: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚାନେଲ ଷ୍ଟାର୍‌ କିରଣରେ ରବିବାର ଭିନ୍ନ ସ୍ବାଦର ଓଡ଼ିଆ ଚଳଚ୍ଚିତ୍ର ‘ବିଦ୍ୟାରାଣ’ର ୱାଲର୍ଡ ଟେଲିଭିଜନ ପ୍ରିମିୟର(ଡବ୍ଲ୍ୟୁଟିପି) ହେଉଛି। ବିଶେଷକରି ଷ୍ଟାର୍‌ କିରଣର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବାନ୍ଧି ରଖିବା ସହ ପ୍ରତି ସପ୍ତାହ...

ଆଡିଡାସ୍‌ ପକ୍ଷରୁ ଫେଡେରେଶନ କିଟ୍‌ସର ଉନ୍ମୋଚନ

ନୂଆଦିଲ୍ଲୀ,୧୧ା୯: ଅନ୍ତଃରାଷ୍ଟ୍ରୀୟ ସ୍ପୋର୍ଟସ ଡ୍ରେସ୍‌ ସ୍ପେଶାଲିଷ୍ଟ ଆଡିଡାସ୍‌ ପକ୍ଷରୁ ଫେଡେରେଶନ କିଟ୍‌ସର ଉନ୍ମୋଚନ କରାଯାଇଛି। ବିଶେଷକରି ଆଡିଡାସ୍‌ ଆର୍ଜେଣ୍ଟିନା, ଜର୍ମାନୀ, ଜାପାନ, ମେକ୍ସିକୋ ଓ ସ୍ପେନ୍‌ ଭଳି ଜାତୀୟ ଦଳ ପାଇଁ ସୃଷ୍ଟି ହୋଇଥିବା ହୋମ୍‌ ଏବଂ ଆୱେ ଫେଡେରେଶନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri