ବାଣିଜ୍ୟ

୫୬ ହଜାର ଟଙ୍କାରେ ବିଶ୍ୱକପ ଫାଇନାଲ ମ୍ୟାଚ ଟିକେଟ୍‌ କିଣି ଠକେଇର ଶିକାର ହେଲେ ଯୁବତୀ

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବୁକିଂ ପୂର୍ଣ୍ଣ ହୋଇଛି। ଏହା ସତ୍ତ୍ୱେ ପ୍ରଶଂସକମାନେ କୌଣସି ପ୍ରକାରେ ଷ୍ଟାଡିୟମରେ…

ବନ୍ଦ ହୋଇଯିବ ଇଏମାଇ-ପେ ଲାଟର ଫିଚର୍ସ, ନିୟମ କଡାକଡି କଲା ଆରବିଆଇ

ନୂଆଦିଲ୍ଲୀ,୧୮।୧୧: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟକୁ ବ୍ୟବହାର କରିଥାନ୍ତି। ଏଥିସହ ଆପଣ ନୋ କଷ୍ଟ ଇଏମାଇ ଓ ବାଏ ନାଓ ପେ ଲାଟର ଅପ୍ସନକୁ ମଧ୍ୟ ଖୁବ୍‌ ବ୍ୟବହାର କରିଥାନ୍ତି।…

ଘରେ ବସି ଆମାଜନ୍‌ରୁ କିଣିପାରିବେ କାର୍‌

ନୂଆଦିଲ୍ଲୀ,୧୮।୧୧: ଇ-କମର୍ସ ମିଳିତ ଆମାଜନ ସମଗ୍ର ବିଶ୍ୱରେ ବିଭିନ୍ନ ଉତ୍ପାଦ ବିକ୍ରି କରୁଛି। କମ୍ପାନୀ ନିଜର ଆରମ୍ଭ ପୁସ୍ତକରୁ କରିଥିଲା ଏବଂ ଆଜି ଆମାଜନର ନେଟୱାର୍କ ସମଗ୍ର ବିଶ୍ୱରେ ବ୍ୟାପିଛି। ଟିଭି, ସ୍ମାର୍ଟଫୋନ, ପୋଷାକ, ଫ୍ୟାଶନ ଆଇଟମ ବ୍ୟତୀତ ବର୍ତ୍ତମାନ ଆପଣ…

ଖସୁଛି ଅଶୋଧିତ ତୈଳ ଦର

ଭୁବନେଶ୍ୱର, ୧୮।୧୧ (ଅଭୟ ଦାଶ): ଗତ କିଛିଦିନ ହେଲା ଅଶୋଧିତ ତୈଳ ଦର ହ୍ରାସ ପାଉଛି। କାରଣ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଗତ ୪ ମାସର ସର୍ବନିମ୍ନସ୍ତରକୁ ଖସିଆସିଥିବାବେଳେ ବଜାରରେ ତୈଳ ଦର ପ୍ରାୟ ୫% ହ୍ରାସ ଘଟିଥିବା ଜାତୀୟ…

ଅଗଷ୍ଟରେ ଜିଓର ୧.୪୪ କୋଟି ନୂତନ ମୋବାଇଲ ଗ୍ରାହକ

ଭୁବନେଶ୍ୱର, ୧୮।୧୧: ରିଲାଏନ୍ସ ଜିଓ କ୍ରମାଗତ ଭାବେ ଉଭୟ ଦେଶ ଓ ରାଜ୍ୟରେ ୧ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଉଭାହୋଇଛି। ଏପରିକି କମ୍ପାନୀ (ଜିଓ) ଚଳିତ ବର୍ଷ ଅଗଷ୍ଟରେ ସର୍ବାଧିକ ସଂଖ୍ୟକ ନୂତନ ଗ୍ରାହକ ଯୋଡ଼ିଥିବା ଭାରତୀୟ ଦୂରସଞ୍ଚାର ନିୟାମକ…

୮ମିଲିୟନ ଟନ୍‌କୁ ବୃଦ୍ଧିହେବ ଟାଟା ଷ୍ଟିଲ୍‌ କଳିଙ୍ଗନଗର

ଭୁବନେଶ୍ୱର, ୧୮।୧୧: ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ‘ଟାଟା ଷ୍ଟିଲ’ (ଟାଟା ଗ୍ରୁପ୍‌)ର ଓଡ଼ିଶା ୟୁନିଟ୍‌ ଟାଟା ଷ୍ଟିଲ୍‌ କଳିଙ୍ଗନଗର ୟୁନିଟ୍‌ ପରିଚାଳନାର ଉଲ୍ଲେଖନୀୟ ୮ମ ବାର୍ଷିକ (୮ମ ବର୍ଷ) ପୂରଣ କରିଛି। ବିଶେଷକରି ୨୦୧୫ ନଭେମ୍ବର ୧୮ରେ ଟାଟା…

ବଜାରରେ ନିଶାନ ମାଗ୍‌ନାଇଟ୍‌ ଇଜେଡ୍‌-ଶିଫ୍ଟ ଏଏମ୍‌ଟି

ଭୁବନେଶ୍ୱର, ୧୮।୧୧: ନିଶାନ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରିମିୟମ ଏସ୍‌ୟୁଭି ‘ଅଲ୍‌ ନ୍ୟୁ ନିଶାନ ମାଗ୍‌ନାଇଟ୍‌ ଇଜେଡ୍‌ ଶିଫ୍ଟ ଏଏମ୍‌ଟିର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଶାନ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ…

ପେନ୍‌ସନ କଭରେଜ୍‌ ଆବଶ୍ୟକତାକୁ ଗୁରୁତ୍ୱ

ଭୁବନେଶ୍ୱର,୧୮।୧୧: ଦେଶର ପ୍ରମୁଖ ନିୟାମକ ପ୍ରାଧିକରଣ ପେନ୍‌ସନ ଫଣ୍ଡ ରେଗୁଲାଟୋରି ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ପିଏଫ୍‌ଆର୍‌ଡିଏ)ଙ୍କ ପକ୍ଷରୁ ଦେଶବ୍ୟାପୀ କର୍ପୋରେଟ ହାଉସଙ୍କ ପାଇଁ ଜାତୀୟ ପେନ୍‌ସନ ସିଷ୍ଟମ (ଏନ୍‌ପିଏସ୍‌) ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସର…

୨୪ରୁ ତେହରି ଆକ୍ରୋ ଫେଷ୍ଟିଭାଲ

ଭୁବନେଶ୍ୱର, ୧୮।୧୧ (ଅଭୟ ଦାଶ): ଉତ୍ତରାଖଣ୍ଡ ଟୁରିଜମ୍‌ ଡେଭଲମେଣ୍ଟ ବୋର୍ଡ (ୟୁଟିଡିବି) ପକ୍ଷରୁ ଏକ ୫ ଦିନିଆ ‘ଆକ୍ରୋବାଟିକ୍‌ ଶୋ ତଥା ତେହରି ଆକ୍ରୋ ଫେଷ୍ଟିଭାଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୩ ନଭେମ୍ବର ୨୪ରୁ ୨୮ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା…

ହିରୋ ମୋଟୋକର୍ପ ଚେୟାରମ୍ୟାନ୍‌ଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୭।୧୧: ମନି ଲଣ୍ଡରିଂର ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ ହିରୋ ମୋଟୋକର୍ପର ଅଧ୍ୟକ୍ଷ ପଓ୍ବନ କାନ୍ତ ମୁଞ୍ଜଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି। ଏହି ମାମଲାର ତଦନ୍ତ ଇଡି ପକ୍ଷରୁ କରାଯାଉଛି। ତେବେ ବିଚାରପତି ସୌରଭ ବାନାର୍ଜୀ ମୁଞ୍ଜାଲଙ୍କ ଯାଚିକା…

ବିଶ୍ୱକପରେ ଭାରତ ଜିତିଲେ ବିସିସିଆଇ କମେଇବ ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ,୧୭।୧୧: ଆଇସିସି କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହେବାକୁ ଯାଉଛି। ଫାଇନାଲ ମ୍ୟାଚରେ ଅହମ୍ମଦବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ୍‌ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଧୂଳି ଚଟେଇ…

ସଙ୍କଟରେ ଭାରତୀୟ ଚା’

ନୂଆଦିଲ୍ଲୀ,୧୭।୧୧: କେବଳ ଦେଶରେ ନୁହେଁ ବିଦେଶରେ ବି ଭାରତୀୟ ଚା’ର ଚାହିଦା କମ ନୁହେଁ। ଧନୀ ହେଉ କି ମଧ୍ୟବିତ୍ତ ହେଉ ଅବା ଗରିବ ସମସ୍ତେ ଚା’ର ଗୋଟିଏ ଚୁସକି ସକଳ ଯାବତୀୟ କଷ୍ଟ ଭୁଲି ଯାଆନ୍ତି। ଔଷଧ ପରି ଦେହପୀଡା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri