ବାଣିଜ୍ୟ

ଐତିହାସିକ ସ୍ତରରେ ବନ୍ଦ ହେଲା ଶେୟାର ବଜାର, ପ୍ରଥମ ଥର ୭୨,୦୦୦ ପଏଣ୍ଟ ପାର କଲା ସେନସେକ୍ସ ସୁଚକାଙ୍କ

ମୁମ୍ବାଇ,୨୭।୧୨ : ଭାରତୀୟ ଶେୟାର ବଜାରରେ ଲଗାତାର ଚତୁର୍ଥ ଦିନ ଉତ୍ସାହ ସହିତ ବୁଧବାର ସେନସେକ୍ସ ସୁଚକାଙ୍କ ସର୍ବକାଳୀନ ସ୍ତର ୭୨,୦୦୦ ପଏଣ୍ଟ ଛୁଇଁଛି ଏବଂ ନିଫ୍ଟି ୨୦୬ ପଏଣ୍ଟ ବୃଦ୍ଧି ପାଇଁ ୨୧,୬୭୫ ପଏଣ୍ଟରେ ପହଞ୍ଚିଛି। ସେହିପରି ବ୍ୟାଙ୍କ ନିଫ୍ଟି…

ଖୁସି ଖବର: ସୁନା ହେବ ଶସ୍ତା, ସରକାର ନେଲେ ଏହି ବଡ ପଦକ୍ଷେପ…

ନୂଆଦିଲ୍ଲୀ,୨୭।୧୨ : ଲୋକଙ୍କ ପାଇଁ ଖୁସି ଖରବ ଦେଶରେ ସୁନା ଅଳଙ୍କାରର ମୂଲ୍ୟ ହ୍ରାସ ହେବାକୁ ଯାଉଛି। ଏ ବାବଦରେ ମୋଦି ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ବିପୁଳ ପରିମାଣର ସୁନା ଆମଦାନୀ…

ଆସିବ ଭାରତ ଚାଉଳ: ଦାମ କିଲୋପିଛା ୨୫ ଟଙ୍କା…

ନୂଆଦିଲ୍ଲୀ,୨୭।୧୨ : ଭରତ ଅଟା ଏବଂ ଭାରତ ଡାଲି ପରେ ବର୍ତ୍ତମାନ ଭାରତ ଚାଉଳ ବାଜାରକୁ ଆସିବାକୁ ଯାଉଛି। ମୁଦ୍ରାସ୍ଫୀତିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ନ ପଡ଼ିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ବଜାରରେ ଯେତେ ମୁଦ୍ରାସ୍ଫୀତି ବିସ୍ତାର…

ପିଏଫ ଆକାଉଣ୍ଟରୁ କରୋନା ଆଡଭାନ୍ସ ସୁବିଧା ଏବେ ବନ୍ଦ: ଇପିଏଫଓ ନେଲା ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୧୨ : ଇପିଏଫଓର ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଇପିଏଫଓ ଏବେ କରୋନା ଆଡଭାନ୍ସ ସୁବିଧା ବନ୍ଦ କରି ଦେଇଛି। କରୋନା ମହାମାରୀ ସମୟରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଏହାର ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ ପିଏପ ଆକାଉଣ୍ଟରୁ…

ଆଇଆର୍‌ଏସ୍‌ ସହ ଜିଜିଓଆଇର ବୁଝାମଣା

ନୂଆଦିଲ୍ଲୀ,୨୭।୧୨:ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ସଂସ୍ଥା ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ର ୧୦୦% ଅଂଶୀଦାର (ସବ୍‌ସିଡାରି) ଆମେରିକୀୟ କମ୍ପାନୀ ଗେଲ୍‌ ଗ୍ଲୋବାଲ ୟୁଏସ୍‌ଏ ଇଙ୍କ୍‌ (ଜିଜିୟୁଆଇ) ଏବଂ ଇଣ୍ଟରନାଲ ରେଭିନ୍ୟୁ ସର୍ଭିସ୍‌ (ଆଇଆର୍‌ଏସ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଆସନ୍ତା…

ବିଓବି ବ୍ରୋ ସେଭିଂସ୍‌ ଆକାଉଣ୍ଟର ଶୁଭାରମ୍ଭ

ନୂଆଦିଲ୍ଲୀ,୨୭।୧୨: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ନୂତନ ଉତ୍ପାଦ ‘ବିଓବି ବ୍ରୋ ସେଭିଂସ୍‌ ଆକାଉଣ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୧୬ ରୁ ୨୫ ବର୍ଷ ବୟସର ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଥିବା ‘ବିଓବି ବ୍ରୋ ସେଭିଂସ୍‌…

ସବୁଜ ଶକ୍ତିରେ ୯୩୫୦ କୋଟି ନିବେଶ କରିବ ଏଜିଇଏଲ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୭।୧୨ : ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦାନୀ ଗ୍ରୁପ୍‌ର ସହଯୋଗୀ ସଂସ୍ଥା ଆଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ (ଏଜିଇଏଲ୍‌) ସବୁଜ ଶକ୍ତି କ୍ଷେତ୍ରରେ ପ୍ରାୟ ୯୩୫୦କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡ଼ିଛି। ଏପରିକି ୨୦୩୦ ସୁଦ୍ଧା…

ଫେସବୁକ-ଇନଷ୍ଟାଗ୍ରାମ-ଏକ୍ସକୁ ସରକାରଙ୍କ ଚେତାବନୀ, ସୁଧୁରି ଯାଅ ନ ହେଲେ ଭୋଗିବ ଦଣ୍ଡ…

ନୂଆଦିଲ୍ଲୀ,୨୬।୧୨ : ସୋସିଆଲ ମିଡିଆ ପ୍ଲାଟଫର୍ମରେ ସମ୍ପ୍ରତି ଡିପଫେକ ଭିଡିଓ ଚିନ୍ତାର କାରଣ ପାଲଟିଛି। ଯେଉଁଥିରେ ଅନ୍ୟର ଚେହେରା ଅନ୍ୟର ଶରୀର ଉପରେ ଲଗା ହୋଇପାରୁଛି। ଏଭଳି ଭିଡିଓରୁ ସତ୍ୟକୁ ଚିହ୍ନିବା ଏବଂ କଷ୍ଟସାଧ୍ୟ ହୋଇପଡ଼ିଛି। ସରକାର ଏହା ଉପରେ ଅସନ୍ତୋଷ…

ଭିଭୋ କର୍ମଚାରୀ ଭାରତରେ ଗିରଫ ହେବାରୁ ରାଗିଯାଇ ଚାଇନା ଦେଲା ଏମିତି ଉପଦେଶ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଗତ ସପ୍ତାହରେ ଚାଇନାର ସ୍ମାର୍ଟଫୋନ ନିର୍ମାତା ଭିଭୋ ବିରୋଧରେ ମନି ଲଣ୍ଡରିଂ ଘଟଣାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତିନିଜଣ ଭିଭୋ-ଇଣ୍ଡିଆ ଅଧିକାରୀଙ୍କୁ ଗିରଫ କରିଥିଲା। ଏହି ଗିରଫ ପରେ ଚାଇନା ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି। ଚାଇନା ସୋମବାର…

ମୋତିସନ୍ସ ଜୁଏଲର୍ସ ଶେୟାର ତାଲିକାଭୁକ୍ତ ହେବା ମାତ୍ରେ ମାଲାମାଲ ହେଲେ ନିବେଶକ

ମୁମ୍ବାଇ,୨୬।୧୨: ଶେୟାର ମାର୍କେଟରେ ଧମାକାଦାର ଏଣ୍ଟ୍ରି କରିଛି ମୋତିସନ୍ସ ଜୁଏଲର୍ସ। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ରେ କମ୍ପାନୀର ଶେୟାର ୯୮.୧୮% ପ୍ରିମିୟମ ସହିତ ୧୦୯ ଟଙ୍କାରେ ତାଲିକାଭୁକ୍ତ ହୋଇଥିଲା। ସେହିଭଳି ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ରେ ୧୦୩.୯୦ ଟଙ୍କାରେ ତାଲିକାଭୁକ୍ତ ହୋଇଥିଲା। ପୂର୍ବରୁ ବିଶେଷଜ୍ଞମାନେ…

ଏଭିଭି ସହ ଆର୍‌ଏନ୍‌ଟିବିସିଆଇର ବୁଝାମଣା

ଭୁବନେଶ୍ୱର,୨୬।୧୨: ରେନ୍‌ଲଟ୍‌ ନିଶାନ ଟେକ୍ନୋଲୋଜି ଆଣ୍ଡ ବିଜ୍‌ନେସ୍‌ ସେଣ୍ଟର ଇଣ୍ଡିଆ ( ଆର୍‌ଏନ୍‌ଟିବିସିଆଇ) ଏବଂ ଅମ୍ରିତା ବିଶ୍ୱ ବିଦ୍ୟାପୀଠମ (ଏଭିଭି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ପ୍ଲେସ୍‌ମେଣ୍ଟ, ଇଣ୍ଟର୍ନଶିପ, ଇଲେକ୍ଟିଭ କୋର୍ସ, ଜଏଣ୍ଟ ରିସର୍ଚ୍ଚ ପ୍ରୋଗ୍ରାମ ଏବଂ…

ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ କରିବ ଏଚ୍‌ସିସିବି

ଭୁବନେଶ୍ୱର,୨୬।୧୨: ହିନ୍ଦୁସ୍ତାନ କୋକାକୋଲା ବେଭରେଜ୍‌ (ଏଚ୍‌ସିସିବି) ଓ ୱାଇ୪ଡି ଫାଉଣ୍ଡେଶନର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲାର ୯ଟି ଗାଁରେ ପରିବର୍ତ୍ତନଶୀଳ ବିକାଶମୂଳକ ପ୍ରକଳ୍ପ ପାଇଁ ଉଭୟ ସଂସ୍ଥା ବ୍ୟାପକ ଯୋଜନା କରିଛନ୍ତି। ବିଶେଷକରି ପ୍ରାୟ ୩୨,୦୦୦ଲୋକ ଏହା ଜରିଆରେ ବେଶ୍‌ ଉପକୃତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri