ବାଣିଜ୍ୟ

ଆକ୍ସିସ୍‌ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୩୦।୧: ଆକ୍ସିସ୍‌ ବ୍ୟାଙ୍କ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି…

ଟାଟା ଷ୍ଟିଲର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୩୦।୧: ଟାଟା ଷ୍ଟିଲ୍‌ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀ କାର୍ଯ୍ୟକଳାପ ଓ କାରବାର ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଏବଂ ୯ମାସର ଆର୍ଥିକ ଫଳାଫଳ ମଧ୍ୟ…

ଚାଇନାର ଶେୟାର ବଜାର ଭୁଶୁଡ଼ିବାରେ ଲାଗିଛି…

ବେଜିଂ,୨୯।୧ : ୨୦୨୧ ଠାରୁ ଆରମ୍ଭ ହୋଇଥିବା ଚାଇନାର ଷ୍ଟକ ମାର୍କେଟର ଅବନତି ଜାରି ରହିଛି। ଏହି ହ୍ରାସକୁ ରୋକିବା ପାଇଁ ଚାଇନା ସରକାର କରିଥିବା ସମସ୍ତ ଉଦ୍ୟମ ମଧ୍ୟ ବିଫଳ ହୋଇଛନ୍ତି। ଫଳସ୍ବରୂପ, ଚାଇନାର ଷ୍ଟକ ମାର୍କେଟ ସଙ୍କଟରେ ପଡ଼ିଛି।…

୧୦୦୦ ପଏଣ୍ଟରୁ ଅଧିକ ବଢ଼ିଲା ସେନସେକ୍ସ, ୨୧,୬୫୦ ଟପିଲା ନିଫ୍ଟି; ନିବେଶକ ଲାଭ କଲେ ୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୯ା୧: ବଜେଟ ପୂର୍ବରୁ ସୋମବାର ଭାରତୀୟ ଶେୟାର ବଜାରରେ ଉତ୍ସାହ ଦେଖିବକୁ ମିଳିଛି। ସମସ୍ତ ଘରୋଇ କ୍ଷେତ୍ରରେ ସ୍ମଲ୍ ସ୍ଟକ୍ ଗୁଡ଼ିକ ବୃଦ୍ଧି ପାଇଛି। ବିଏସଇ ସେନ୍ସେକ୍ସ ୧୦୦୦ ରୁ ଅଧିକ ପଏଣ୍ଟ ବୃଦ୍ଧି ପାଇ ୭୧,୭୦୦ ପଏଣ୍ଟରୁ ଅଧିକ ହୋଇଥିବାବେଳେ…

ଫୋରମ୍‌ ମାର୍ଟରେ ଆଭୂଷଣ ଫ୍ୟାଶନ ଜୁଏଲର୍ସ

ଭୁବନେଶ୍ୱର,୨୯।୧: ଦେଶର ଅଗ୍ରଣୀ ଫ୍ୟାଶନ ଜୁଏଲେରି ବ୍ରାଣ୍ଡ୍‌ ‘ଆଭୂଷଣ ଫ୍ୟାଶନ ଜୁଏଲର୍ସ’ର ଏକ୍ସକ୍ଲୁସିଭ ଆଉଟଲେଟ ଭୁବନେଶ୍ୱରର ସତ୍ୟନଗରସ୍ଥିତ ଫୋରମ୍‌ ମାର୍ଟଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଲିଉଡ ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି, ଶିବାନୀ ସଙ୍ଗୀତା ଏବଂ ଅଭିନେତା ସୁଜିତ ପାଇକରାୟ ସମ୍ମାନିତ…

ଗୋଦରେଜ ଏକ୍ସପେରିଏନ୍ସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୨୯।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଗୋଦରେଜ ଗ୍ରୁପର ଅଗ୍ରଣୀ କମ୍ପାନୀ ଗୋଦରେଜ ଏକ୍ସପେରିଏନ୍ସ ସେଣ୍ଟରର ଏକ୍ସକ୍ଲୁସିଭ ଆଉଟଲେଟ ଭୁବନେଶ୍ୱରର ବାପୁଜୀ ନଗରଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଖାରବେଳ ଟ୍ରେଡିଂ ପ୍ରାଇଭେଟ ଲିମିଟେଡ ଆନୁକୂଲ୍ୟରେ ଉକ୍ତ…

ବଜାରରେ ଫ୍ରିଡମ୍‌ ଅଏଲର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯।୧ (ଅଭୟ ଦାଶ): ଦେଶର ଅଗ୍ରଣୀ ଖାଇବା ତେଲ ଉତ୍ପାଦକ କମ୍ପାନୀ ତଥା ଜେମିନୀ ଏଡିବଲ୍ସ ଆଣ୍ଡ୍‌ ଫ୍ୟାଟ୍‌ସ ଇଣ୍ଡିଆ ଲିମିଟେଡ ବା ଜିଇଏଫ୍‌ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଫ୍ରିଡମ୍‌ କଚ୍ଚି ଘନି ମଷ୍ଟାର୍ଡ ଅଏଲର ନୂଆ ୫ ଲିଟର…

ଆଜି ଖୋଲିବ ବିଏସ୍‌ଏଲ୍‌ର ଆଇପିଓ

ନୂଆଦିଲ୍ଲୀ,୨୯।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବାୱେଜା ଷ୍ଟୁଡିଓଜ ଲିମିଟେଡ (ବିଏସ୍‌ଏଲ୍‌)ର ଇନିସିଆଲ ପବ୍ଲିକ ଅଫର (ଆଇପିଓ) ୨୦୨୪ ଜାନୁଆରୀ ୨୯ରେ ଖୋଲିବ ବୋଲି ବିଏସ୍‌ଏଲ୍‌ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ର ନିର୍ମାଣ ଏବଂ ନବୋନ୍ମେଷୀ…

ଜେନେରେଟିଭ୍‌ ଏଆଇରେ ବଢ଼ୁଛି ପୁଞ୍ଜି ବିନିଯୋଗ

ଭୁବନେଶ୍ୱର,୨୯।୧(ଅନୁରାଧା ମହାରଣା): ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କମ୍ପାନୀଗୁଡିକ ଜେନେରେଟିଭ ଏଆଇରେ ପୁଞ୍ଜି ବିନିଯୋଗ ବୃଦ୍ଧି କରୁଛନ୍ତି। ଇନ୍‌ଫୋସିସ ରିସର୍ଚ୍ଚର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଇନ୍‌ଫୋସିସ ରିସର୍ଚ୍ଚ ୟୁନିଟ ଇନ୍‌ଫୋସିସ ନଲେଜ ଇନ୍‌ଷ୍ଟିଚ୍ୟୁଟ (ଇକାଇ)ର ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆ,…

ଏଲନ ମସ୍କଙ୍କୁ ପଛରେ ପକାଇ ଏହି ବ୍ୟକ୍ତି ହେଲେ ବିଶ୍ୱର ଏକ ନମ୍ବର ଧନୀ, ଜାଣନ୍ତୁ ତାଙ୍କର କେତେ ସମ୍ପତ୍ତି

ନୂଆଦିଲ୍ଲୀ, ୨୮।୧: ଟେସଲା, ଷ୍ଟାରଲିଙ୍କ ଏବଂ ଏକ୍ସ ମାଲିକଙ୍କ ମୁଣ୍ଡରୁ ବିଶ୍ୱର ଏକ ନମ୍ବର ଧନୀ ମାନ୍ୟତା ଖସି ଯାଇଛି। ଟେସଲା ଶେୟାର ଭାରି ମାତ୍ରାରେ ହ୍ରାସ ପାଇବା ପରେ ତାଙ୍କ ସମ୍ପତ୍ତିର ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ଫ୍ରାନ୍ସ ବ୍ୟବସାୟୀ…

ଏବେ ପିଲାମାନେ ବି କରିପାରିବେ ଟ୍ରେଡିଙ୍ଗ, ଏହି କମ୍ପାନୀ ଆରମ୍ଭ କଲା ଚିଲଡ୍ରେନ ଆକାଉଣ୍ଟ

ନୂଆଦିଲ୍ଲୀ,୨୮।୧: ଦେଶର ବଡ ଟ୍ରେଡିଙ୍ଗ କମ୍ପାନୀ ଜେରୋଧା ଏକ ନୂଆ ଘୋଷଣା କରିଛି। ଏଥର ଯୁବକ ଓ ବୟସ୍କଙ୍କ ପରି ପିଲାମାନେ ମଧ୍ୟ ଟ୍ରେଡିଙ୍ଗ କରିପାରିବେ। ସେମାନେ ବି ଶେୟାର ମାର୍କେଟରେ ଟଙ୍କା ନିବେଶ କରିପାରିବେ। ଜୋରାଧା ସୋସିଆଲ ମିଡିଆରେ ପୋଷ୍ଟ…

ଟିଏସ୍‌ଜି ସହ ବାଜିରାଓ ଆଇଏଏସ୍‌ ଏକାଡେମୀ, ଫିଜିକ୍ସ ଓ୍ବାଲାର ଚୁକ୍ତି

ଭୁବନେଶ୍ୱର,୨୮।୧(ଅନୁରାଧା ମହାରଣା): ଭୁବନେଶ୍ୱର ଆବାସିକ ଶିକ୍ଷାନୁଷ୍ଠାନ ଟାଇମସ୍‌ ସ୍କଲାର୍ସ ଗୁରୁକୁଳ (ଟିଏସ୍‌ଜି) ସହ ଦୁଇଟି ଜାତୀୟ ସ୍ତରର କୋଚିଂ ସଂସ୍ଥାର ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଆଇଏଏସ୍‌ ଓ ଓଏଏସ୍‌ ଆଶାୟୀମାନଙ୍କୁ ସୁଲଭ ମୂଲ୍ୟରେ କୋଚିଂ ସୁବିଧା ଯୋଗାଇଦେବା ପାଇଁ ‘ବାଜିରାଓ ଆଇଏଏସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?