ଆଇପିଓ ଆଣିବ ଗାନ୍ଧାର ଅଏଲ୍ ରିଫାଇନେରି
ଭୁବନେଶ୍ୱର,୨୦।୧୧: ଗାନ୍ଧାର ଅଏଲ୍ ରିଫାଇନେରି (ଇଣ୍ଡିଆ) ଲିମିଟେଡ୍ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ)ଚଳିତ ବର୍ଷ ନଭେମ୍ବର ୨୨ରେ ଖୋଲିବାକୁ ଥିବାବେଳେ ଉକ୍ତ ଅଫର ୨୦୨୩ ନଭେମ୍ବର ୨୪ରେ ବନ୍ଦ ହେବ। ବିଶେଷ କରି ଏହାର ଆଙ୍କର ନିବେଶକମାନେ ଅଫର ଖୋଲିବାର ଗୋଟିଏ…
ଅର୍ଥନୀତି ଅଭିବୃଦ୍ଧିରେ ଷ୍ଟାର୍ଟଅପ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୨୦।୧୧ (ଅଭୟ ଦାଶ): ଦେଶର ଅର୍ଥନୀତି ଅଭିବୃଦ୍ଧିରେ ଷ୍ଟାର୍ଟଅପ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏପରିକି ଭାରତକୁ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାରେ ଷ୍ଟାର୍ଟଅପ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା…
ପ୍ରଥମ ଥର ପାଇଁ ୪ ଟ୍ରିଲିୟନ୍ ଡଲାର ଅତିକ୍ରମ କଲା ଭାରତୀୟ ଅର୍ଥନୀତି, ଖୁବଶୀଘ୍ର ଜାପାନ ଏବଂ ଜର୍ମାନୀକୁ ପକାଇବ ପଛରେ
ନୂଆଦିଲ୍ଲୀ,୧୯ା୧୧: ଭାରତର ଅର୍ଥନୀତିର ଆକାର ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ଏହା ସହ ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାକୁ ଅତି ନିକଟତର ହୋଇଛି। ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାର ଲକ୍ଷ୍ୟ…
ବିଦେଶରେ ଭାରତୀୟ ମସାଲା ଚା-ପରଟାର ସ୍ବାଦ: ଉଜବେକିସ୍ତାନରେ ଖୋଲିଲା ପ୍ରଥମ ରେଷ୍ଟୁରାଣ୍ଟ…
ନୂଆଦିଲ୍ଲୀ/ସମରକନ୍ଦ,୧୯।୧୧ : ବେଙ୍ଗାଲୋରର ମହମ୍ମଦ ନୌଶାଦ ଇସ୍ପାତ ଶିଳ୍ପରେ କାମ କରିବା ପରେ ଅବସର ନେଇଥିଲେ ଏବଂ ଅବସର ପରେ ତାଙ୍କର ଯୋଜନା ଥିଲା ବିଶ୍ୱ ଭ୍ରମଣ କରିବା କିନ୍ତୁ ତାଙ୍କ ଭାଗ୍ୟରେ ତାଙ୍କର ଆଉ କିଛି ଥିଲା। ପ୍ରକୃତରେ ମହମ୍ମଦ…
କାନାରା ବ୍ୟାଙ୍କର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୧୯।୧୧: କାନାରା ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରୁଡ୍ସେଟ୍ ପ୍ରତିଷ୍ଠାନରେ ବ୍ୟାଙ୍କର ୧୧୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସମାରୋହରେ ଆଞ୍ଚଳିକ କାର୍ଯ୍ୟାଳୟର ଉପମହାପ୍ରବନ୍ଧକ ପି. ଠାକୁର ନାୟକ ଏବଂ ମଣ୍ଡଳ ପ୍ରବନ୍ଧକ ଅଶୋକ କୁମାର ମେହେର କାନାରା ବ୍ୟାଙ୍କର ପ୍ରତିଷ୍ଠାତା…
୩ ଦିନିଆ ଟ୍ରାଇଥନ ଟ୍ରିପ୍ଲେଟ୍ ଉଦ୍ଘାଟିତ
ଭୁବନେଶ୍ୱର,୧୯।୧୧ (ଅନୁରାଧା ମହାରଣା): ଭୁବନେଶର ଚନ୍ଦ୍ରଶେଖରପୁରସ୍ଥିତ ଟ୍ରାଇଡେଣ୍ଟ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଶନ୍ସ ପକ୍ଷରୁ ପୂର୍ବ ଭାରତର ବୈଷୟିକ ଛାତ୍ରୀଛାତ୍ରଙ୍କ ମଧ୍ୟରେ ୩ ଦିନିଆ ହାକାଥନ ‘ଟ୍ରାଇଥନ ଟ୍ରିପ୍ଲେଟ-୨୦୨୩’ ଶନିବାର ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଏହିପରି ବିଭିନ୍ନ ବର୍ଗରେ ୩ଟି…
ପାହାଳରେ ଫିଲିପ୍ସ ସ୍ମାର୍ଟ ଲାଇଟ୍ ହବ୍
ଭୁବନେଶ୍ୱର,୧୯।୧୧: ଫିଲିପ୍ସ ଲାଇଟିଂ ଇଣ୍ଡିଆ ଲିମିଟେଡ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ‘ଫିଲିପ୍ସ ସ୍ମାର୍ଟ ଲାଇଟ୍ ହବ୍’ ଶନିବାର ପାହାଳଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଫିଲିପ୍ସ ଲାଇଟିଂ ଇଣ୍ଡିଆ ଲିମିଟେଡ୍ର ସ୍ବୀକୃତିପ୍ରାପ୍ତ ଡିଲର (ଫ୍ରାଞ୍ଚାଇଜ) ଏଡିସିଓ ଭେଞ୍ଜର୍ସ ପ୍ରାଇଭେଟ୍ ଲିମିଟେଡ୍ ଆନୁକୂଲ୍ୟରେ…
କମିଲା ଅଳଙ୍କାର ରପ୍ତାନି
ଭୁବନେଶ୍ୱର,୧୯।୧୧ (ଅଭୟ ଦାଶ): ଗତ କିଛି ସପ୍ତାହ ହେଲା ଅନ୍ତଃରାଷ୍ଟ୍ରୀୟ ବଜାରରେ ମାନ୍ଦାବସ୍ଥା ସାଙ୍ଗକୁ ରାଜନୈତିକ ଓ ଯୁଦ୍ଧ ଭଳି ସମସ୍ୟା ଲାଗି ରହିଛି। ଏହାର ପ୍ରଭାବ ଘରୋଇ ଅଳଙ୍କାର ବଜାରର ରପ୍ତାନି ଉପରେ ପଡ଼ିଛି। ଫଳରେ ଚଳିତ ବର୍ଷ ଅକ୍ଟୋବର…
ଭାରତ ବିଶ୍ୱକପ୍ ଚାମ୍ପିୟନ ହେଲେ ୟୁଜର୍ସଙ୍କୁ ୧୦୦ କୋଟି ବାଣ୍ଟିବ ଏହି ଷ୍ଟାଟଅପ୍ କମ୍ପାନୀ, ଚମକାଇଲା ଘୋଷଣା
ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍ ଫାଇନାଲରେ ଟିମ୍ ଇଣ୍ଡିଆ ପ୍ରବେଶ କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ସମସ୍ତେ ନିଜ ନିଜ ଢଙ୍ଗରେ ଭାରତୀୟ ଟିମ୍ର ଊତ୍ସାହ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଜଣେ ଷ୍ଟାଟଅପ୍ କମ୍ପାନୀ ‘ଆଷ୍ଟ୍ରୋଟକ୍’ର ପ୍ରତିଷ୍ଠାତା ଏବଂ ସିଇଓ…
ଭାରତରେ ନିର୍ମାଣ ହେବ ଯୁଦ୍ଧ ବିମାନ ଇଞ୍ଜିନ,ଆମେରିକାର ଦେଲା ମଞ୍ଜୁରୀ…
ନୂଆଦିଲ୍ଲୀ,୧୮।୧୧ : ଜେନେରାଲ ଇଲେକ୍ଟ୍ରିକ ସହଯୋଗରେ ଭାରତରେ ଏଲସିଏ ମାର୍କ ୨ ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ ପାଇଁ ରାସ୍ତା ସଫା ହୋଇଛି। ବାସ୍ତବରେ ଆମେରିକା ଏହି ସମ୍ବନ୍ଧୀୟ ସମସ୍ତ ଆବଦେନକୁ ଅନୁମୋଦନ ଦେଇଛି। ଆମେରିକାର କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ ସହଯୋଗରେ…
ବିଶ୍ୱକପ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ, ଭଡା ମାତ୍ର…
ନୂଆଦିଲ୍ଲୀ,୧୮।୧୧: ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ହାଇ ପ୍ରୋଫାଇଲ ମ୍ୟାଚର ସିଧା ପ୍ରସାରଣ କେବଳ ଭାରତ ନୁହେଁ ସାରା ବିଶ୍ୱ ଦେଖିବ। ତେବେ…
ମହମ୍ମଦ ଶାମିଙ୍କ ଠାରୁ ଆରମ୍ଭ କରି ରବି ଶାସ୍ତ୍ରୀ ଯାଏଁ ବଡ ବଡ ସେଲିବ୍ରେଟି କରିଛନ୍ତି ହେୟାର ଟ୍ରାନ୍ସପ୍ଲାଣ୍ଟ, ଗୋଟିଏ ବର୍ଷରେ ହୋଇଛି ଏତିକି କୋଟି ଟଙ୍କାର ବ୍ୟବସାୟ
ନୂଆଦିଲ୍ଲୀ,୧୮।୧୧: ଚୁଟି ଝଡିବାରୁ ମୁକ୍ତି ମିଳିବା ପାଇଁ ଏବେ ହେୟାର ଟ୍ରାନ୍ସପ୍ଲାଣ୍ଟର ନୂଆ ଟେକ୍ନୋଲଜି ଆସିଛି। ଯେଉଁମାନେ ଏହି ଚୁଟି ଝଡିବା ସମସ୍ୟା ନେଇ ଗତି କରୁଛନ୍ତି ସେମାନେ ମଧ୍ୟ ଏହାର ଫାଇଦା ଉଠାଉଛନ୍ତି। ଅନେକ ଅଧ୍ୟୟନରେ ଏହା ମଧ୍ୟ ଦେଖାଯାଇଛି…
Archives


