ଭାରତମୁହାଁ ଓ୍ବାଲ୍ମାର୍ଟ
ଲଣ୍ଡନ୍/ନ୍ୟୁୟର୍କ,୩୦ା୧୧: ବିଶ୍ୱର ସର୍ବବୃହତ୍ ରିଟେଲର ଓ୍ବାଲ୍ମାର୍ଟ ଚାଇନା ଉପରେ ନିଜ ନିର୍ଭରଶୀଳତା ହ୍ରାସ କରି ଆମେରିକାକୁ ଭାରତରୁ ଅଧିକ ସାମଗ୍ରୀ ଆମଦାନୀ କରୁଛି। ଖର୍ଚ୍ଚକାଟ ସହ ନିଜ ଯୋଗାଣ ଶୃଙ୍ଖଳରେ ବିବିଧତା ଆଣିବା ପାଇଁ କମ୍ପାନୀ ଏପରି ପଦକ୍ଷେପ ନେଇଥିବା କେତେକ…
ଦେଶର ଅର୍ଥନୀତିକୁ ମିଳିବ ବଳ, ପ୍ରଥମ ଥର ନିଲାମ ହେବ ଲିଥିୟମ, ଗ୍ରାଫାଇଟ ଭଳି ଖଣିଜ ପଦାର୍ଥ
ନୂଆଦିଲ୍ଲୀ, ୨୯ା୧୧: ଦେଶରେ ପ୍ରଥମ ଥର ପାଇଁ ନିଲାମ ହେବାକୁ ଯାଉଛି ଲିଥିୟମ, ଗ୍ରାଫାଇଟ ଏବଂ ଟିଟାନିୟମ ଭଳି ଖଣିଜ ପଦାର୍ଥ। ସମ୍ଭାବ୍ୟ ଯୋଗାଣ ଶୃଙ୍ଖଳାର ଦୁର୍ବଳତାକୁ ଦୂର କରିବା ପାଇଁ ବୁଧବାର (୨୯ ନଭେମ୍ବର) ରୁ ଜଟିଳ ଖଣିଜ ପଦାର୍ଥର…
୬ ମାସର ସର୍ବୋଚ୍ଚ ସ୍ତରରେ ସୁନା ଦର, ଭାରତର ମଧ୍ୟ କଲା ନୂଆ ରେକର୍ଡ
ମୁମ୍ବାଇ,୨୯।୧୧: ବିଶ୍ୱ ବଜାରରେ ସୁନାର ଦାମ୍ ୬ ମାସର ଉଚ୍ଚତ୍ତମ ସ୍ତରରେ ପହଞ୍ଚିଥିବା ବେଳେ ଭାରତରେ ମଧ୍ୟ ସୁନାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଭାରତରେ ପ୍ରଥମ ଥର ପାଇଁ ସୁନାର ମୂଲ୍ୟ ୬୩ ହଜାର ଟଙ୍କା ପ୍ରତି ୧୦ ଗ୍ରାମ…
ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି
ଓ୍ବାଶିଂଟନ୍,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ ବୁଧବାର ୨ଟି ଟ୍ରେଡିଂ ସେସନ୍ସର ମାର୍କେଟ ରାଲି ଯୋଗୁ ଆଦାନୀ ଗ୍ରୁପ୍ର କମ୍ପାନୀଗୁଡ଼ିକର ମୋଟ…
ଟ୍ରେନରେ ବିଷାକ୍ତ ଖାଦ୍ୟ ଖାଇ ୯୦ ଜଣ ଯାତ୍ରୀ ଅସୁସ୍ଥ
ନୂଆଦିଲ୍ଲୀ,୨୯।୧୧: ବୁଧବାର ଚେନ୍ନାଇ ଏବଂ ପଲିଟାନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନରେ ୯୦ ରୁ ଅଧିକ ଯାତ୍ରୀ ଖାଦ୍ୟ ବିଷାକ୍ତ ଖାଇ ଅସୁସ୍ଥ ହୋଇପଡିଥିବା ରେଳ ଅଧିକାରୀ କହିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ରର ପୁଣେ ରେଳ ଷ୍ଟେସନରେ ଡାକ୍ତରମାନେ ସମସ୍ତ ଯାତ୍ରୀଙ୍କୁ…
Mobile Number Suspended: ସରକାରଙ୍କ ବଡ ପଦକ୍ଷେପ! ୭୦ଲକ୍ଷ ସିମ କାର୍ଡ ବନ୍ଦ, ଜାଣନ୍ତୁ କାହିଁକି?…
ନୂଆଦିଲ୍ଲୀ,୨୯।୧୧ : ସିମ କାର୍ଡ କିମ୍ବା ଫୋନ ନମ୍ବର ସହିତ ଜଡିତ ଅନେକ ଠକେଇ ଘଟୁଛି। ଏଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବଂ ଟେଲିକମ ବିଭାଗ ଦ୍ୱାରା ବିଭିନ୍ନ ପଦ୍ଧତି ଗ୍ରହଣ କରାଯାଉଛି। ଡିଜିଟାଲ ଠକେଇକୁ ରୋକିବା ପାଇଁ ଏଥର…
ଡିସେମ୍ବର ୧ରୁ ସିମ କାର୍ଡ କିଣିବା ପାଇଁ ବଦଳିଯିବ ନିୟମ
ନୂଆଦିଲ୍ଲୀ,୨୯।୧୧: ଡିସେମ୍ବର ୧ରୁ ସରକାର ସିମ କାର୍ଡ କିଣିବା ପାଇଁ ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ନିୟମଗୁଡିକ ପୂର୍ବରୁ ଅକ୍ଟୋବର ୧, ୨୦୨୩ରୁ ଲାଗୁ କରାଯିବାରଥିଲା, କିନ୍ତୁ ସରକାର ଏହାକୁ ଦୁଇ ମାସ ବୃଦ୍ଧି କରି ଡିସେମ୍ବର ୧ରୁ କାର୍ଯ୍ୟକାରୀ…
ଲୋକଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ପ୍ରୟାସ, ୟୁପିଆଇ ଉପରେ ଲାଗିପାରେ ଟାଇମ୍ ଲିମିଟ୍
ନୂଆଦିଲ୍ଲୀ,୨୯।୧୧: ଭାରତରେ ଡିଜିଟାଲ ଦେୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ୟୁପିଆଇ ମାଧ୍ୟମରେ କାରବାର ଦୂର ଗ୍ରାମାଞ୍ଚଳରେ ମଧ୍ୟ ସାଧାରଣ ହୋଇଗଲାଣି। ତଥାପି, ଡିଜିଟାଲ ଦେୟର ଏହି ଅଭିବୃଦ୍ଧି ସହିତ ଅନଲାଇନ ଠକେଇ…
ବିବାହ ସିଜିନରେ ନୂଆ ରେକର୍ଡ କଲା ସୁନା ଦର, ୬୭ହଜାର ଛୁଇଁବ…
ନୂଆଦିଲ୍ଲୀ,୨୯।୧୧:ଆସିଛି ବିବାହ ଋତୁ। ଏହି ସିଜନରେ ବେଶୀ କିଣା ହୁଏ ସୁନାରୁପା ଅଳଙ୍କାର। କିନ୍ତୁ ବିବାହ ଋତୁକୁ ଦୃଷ୍ଟିରେ ରଖି ଦୁଇ ସପ୍ତାହ ହେଲାଣି ରେକର୍ଡ ଛୁଇଁଛି ସୁନା ଦର। ପ୍ରଥମ ଥର ପାଇଁ ସୁନା ଦର ୬୨ହଜାର ପାର୍ କରିଛି।…
ଜେଏସ୍ପିକୁ ଗ୍ରୀନ୍ଟେକ୍ ସିଏସ୍ଆର୍ ଇଣ୍ଡିଆ ପୁରସ୍କାର
ଭୁବନେଶ୍ୱର,୨୯।୧୧: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି)କୁ ନିକଟରେ ଆଉ ଏକ ଜାତୀୟ ସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଭିନ୍ନକ୍ଷମଙ୍କ ପୁନଃ ଥଇଥାନ ଏବଂ ସଶକ୍ତୀକରଣ କ୍ଷେତ୍ରରେ କମ୍ପାନୀର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜେଏସ୍ପିକୁ ସମ୍ମାନଜନକ ଗ୍ରୀନ୍ଟେକ୍ ସିଏସ୍ଆର୍ ଇଣ୍ଡିଆ…
ଇଣ୍ଡିଆନ ଆର୍ମି ସହ ପତଞ୍ଜଳି ଯୋଗପୀଠର ବୁଝାମଣା
ଭୁବନେଶ୍ୱର,୨୯।୧୧(ଅଭୟ ଦାଶ): ପତଞ୍ଜଳି ଯୋଗପୀଠ(ଟ୍ରଷ୍ଟ) ଏବଂ ଇଣ୍ଡିଆନ ଆର୍ମି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ବୁଝାମଣାପତ୍ର(ଏମ୍ଓୟୁ) ଭାରତୀୟ ସେନା ଏବଂ ପତଞ୍ଜଳି ଯୋଗପୀଠଙ୍କ ମଧ୍ୟରେ ସେନା ମୁଖ୍ୟାଳୟ ଉତ୍ତର ଭାରତ ବରେଲିଠାରେ ସ୍ବାକ୍ଷରିତ ହୋଇଥିଲା।…
ଅଶ୍ନିର୍ ଗ୍ରୋଭରଙ୍କ ବଢ଼ିଲା ସମସ୍ୟା, ‘ଭାରତ ପେ’ ବିରୋଧରେ ପୋଷ୍ଟ ପାଇଁ ୨ ଲକ୍ଷ ଟଙ୍କା ଜରିମାନା କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ,୨୮।୧୧: ଦିଲ୍ଲୀ ହାଇକୋର୍ଟ ‘ଭାରତ ପେ’ର ସହ ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦେଶକ ଥିବା ଅଶ୍ନିର୍ ଗ୍ରୋଭରଙ୍କ ଉପରେ ୨ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। ସୋସିଆଲ ମିଡିଆରେ ଭାରତ ପେ ବିରୋଧରେ ଆପତ୍ତିଜନକ ପୋଷ୍ଟ ସେୟାର କରିଥିବାରୁ ଅଶ୍ନିର୍ ଗ୍ରୋଭରଙ୍କ…
Archives


