ଗୁଗଲ୍ ଦେଲା ଝଟ୍କା: ଫ୍ରି’ରେ ବ୍ୟବହାର କରିପାରିବେ ନାହିଁ ଏହି ଜିନିଷ
ଗତ ବର୍ଷ ଫେବୃଆରୀରେ ଗୁଗଲ ଏହାର ଏଆଇ ଚାଟବଟ୍ ବାର୍ଡ ଲଞ୍ଚ କରିଥିଲା। ଅନେକ ବିଶେଷଜ୍ଞ କହିଥିଲେ ଯେ ଗୁଗଲ ତରବରିଆ ଭାବେ ବାର୍ଡ ଲଞ୍ଚ କରିଛି। ବାର୍ଡ OpenAIର ଚାଟ୍ବଟ ChatGPT ଏବଂ ମାଇକ୍ରୋସଫ୍ଟର ବିଙ୍ଗ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି।…
୨୯୦୦୦ ଭୂତ କମ୍ପାନୀ ଦ୍ୱାରା ୪୪୦୦୦ କୋଟି ଟିକସ ଚୋରି: ମହାରାଷ୍ଟ୍ରରେ ସର୍ବାଧିକ…
ନୂଆଦିଲ୍ଲୀ,୮।୧ : ନକଲି ରେଜିଷ୍ଟ୍ରେଶନ ବିରୋଧରେ ଅଭିିଯାନ ସମୟରେ ଆଠ ମାସ ମଧ୍ୟରେ ୪୪,୦୧୫ କୋଟି ଟଙ୍କା ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ସହିତ ଜଡିତ ୨୯,୨୭୩ ନକଲି କମ୍ପାନୀ ଅର୍ଥାତ ଭୂତ କମ୍ପାନୀକୁ ଜିଏସଟି ଅଧିକାରୀ ଚିହ୍ନଟ କରିଛନ୍ତି।…
ଦାୟିତ୍ୱସମ୍ପନ୍ନ ପୁଞ୍ଜି ଲଗାଣକୁ ଗୁରୁତ୍ୱ
ଭୁବନେଶ୍ୱର, ୮।୧: ଇଣ୍ଟର ସାଇନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏମ୍ଟି) ଏବଂ ଦି ୟୁନାଇଟେଡ ନେଶନ୍ସ ଏଜୁକେଶନାଲ, ସାଇଣ୍ଟିଫିକ ଆଣ୍ଡ କଲଚରାଲ ଅଗ୍ରାନାଇଜେଶନ ବା ୟୁନେସ୍କୋର ମିଳିତ ସହଯୋଗରେ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱରର କଣ୍ଟାବାଡ଼ସ୍ଥିତ ଆଇଆଇଏମ୍ଟି କ୍ୟାମ୍ପସ…
ଖିମ୍ଜୀକୁ ରିଟେଲ ଜୁଏଲେରି ଏମ୍ଡି ଆଣ୍ଡ ସିଇଓ ଆୱାର୍ଡ
ଭୁବନେଶ୍ୱର, ୮।୧(ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍ଜୀ ଜୁଏଲର୍ସ’କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ‘ରିଜିଓନାଲ ରିଟେଲ ଚେନ୍ ଅଫ୍ ଦି ଇୟର (ଇଷ୍ଟ) ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ଭାରତର ପୂର୍ବାଞ୍ଚଳରୁ ଜୁଏଲେରି ଶିଳ୍ପରେ…
ଉତ୍କଳ କ୍ୟାନ୍ସର କନ୍କ୍ଲେଭ ଉଦ୍ଯାପିତ
ଭୁବନେଶ୍ୱର,୮।୧: ଉତ୍କଳ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲ ବା ଉତ୍କଳ ହସ୍ପିଟାଲ ଭୁବନେଶ୍ବର ପକ୍ଷରୁ ରବିବାର ଦିନିକିଆ କର୍ମଶାଳା ‘ଉତ୍କଳ କର୍କଟ କନ୍କ୍ଲେଭ-୨୦୨୪’ ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ…
ୟୁନିକମର୍ସ ପକ୍ଷରୁ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର,୮।୧: ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀ ୟୁନିକମର୍ସ ଇ-ସଲ୍ୟୁସନ୍ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହିୟରିଂ ପ୍ରସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି। ଏପରିକି କମ୍ପାନୀର ଅଫର ଫର୍ ସେଲ୍ରେ ଅଂଶଧନକାରୀମାନେ ୨,୯୮,୪୦,୪୮୬…
ଟିପିସିଓଡିଏଲ୍କୁ ଆଇସିଏସ୍ଆଇ ସିଏସ୍ଆର୍ ଏକ୍ସଲେନ୍ସ ଆୱାର୍ଡ
ଭୁବନେଶ୍ୱର, ୮।୧ (ଅଭୟ ଦାଶ): ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ ‘ଆଇସିଏସ୍ଆଇ ସିଏସ୍ଆର୍ ଏକ୍ସଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଦି ଇନ୍ଷ୍ଟିଚ୍ୟୁଟ୍…
ଖିମ୍ଜୀକୁ ରିଟେଲ ଜୁଏଲେରି ଏମ୍ଡି ଆଣ୍ଡ ସିଇଓ ଆୱାର୍ଡ
ଭୁବନେଶ୍ୱର, ୭।୧ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍ଜୀ ଜୁଏଲର୍ସ’କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ‘ରିଜିଓନାଲ ରିଟେଲ ଚେନ୍ ଅଫ୍ ଦି ଇୟର (ଇଷ୍ଟ) ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ଭାରତର ପୂର୍ବାଞ୍ଚଳରୁ ଜୁଏଲେରି…
ବିଓବିର ନୂତନ ଉତ୍ପାଦ ‘ନ୍ୟାଶନାଲ କମନ୍ ମୋବିଲିଟି କାର୍ଡ’
ଭୁବନେଶ୍ୱର, ୭।୧୨: ବ୍ୟାଙ୍କ ଅଫ୍ ବରୋଦା (ବିଓବି) ର ନୂତନ ଉତ୍ପାଦ ‘ନ୍ୟାଶନାଲ କମନ୍ ମୋବିଲିଟି କାର୍ଡ’ ବା ଏନ୍ସିଏମ୍ସି ରୂପେ ରିଲୋଡେବଲ୍ ପ୍ରିପେଡ୍ କାର୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ କାର୍ଡ ବସ୍, ଟ୍ରେନ୍, କ୍ୟାବ୍, ଫେରି,…
ଆଜି ସରିବ କଲ୍ୟାଣ ଏଣ୍ଡ ଅଫ୍ ଇୟର ସେଲ୍
ଭୁବନେଶ୍ୱର, ୭।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ବହୁ ପ୍ରତୀକ୍ଷିତ ‘ଏଣ୍ଡ ଅଫ୍ ଇୟର ସେଲ୍’ ଆନୁଷ୍ଠାନିକ ଭାବେ ରବିବାର ଶେଷ ହେଉଛି। ଏହା ପୂର୍ବରୁ ଗ୍ରାହକଙ୍କ ଚାହିଦା ଓ କାରବାରକୁ ଆଖି ଆଗରେ ରଖି କଲ୍ୟାଣ ପକ୍ଷରୁ…
ନୂତନ ଏଣ୍ଡେଭର୍ ସହିତ ଭାରତ ବଜାରରେ ପ୍ରତ୍ୟାବର୍ତ୍ତନ କରିପାରେ ଫୋର୍ଡ
ନୂଆଦିଲ୍ଲୀ,୬ା୧: ନୂତନ ଏଣ୍ଡେଭର୍ କାର୍ ସହିତ ଭାରତୀୟ ବଜାରକୁ ପୁଣି ଫେରିବାକୁ ଚାହୁଁଛି ଆମେରିକୀୟ କାର୍ ନିର୍ମାତା କମ୍ପାନୀ ଫୋର୍ଡ। ଏଥିପାଇଁ କମ୍ପାନୀ ଏହାର ଚେନ୍ନାଇ ପ୍ଲାଣ୍ଟରେ କାର୍ ନିର୍ମାଣ କରିବା ସହ ଆମଦାନୀ କରିବାକୁ ଲକ୍ଷ୍ୟ ରଖିଛି। ଟୋୟେଟା ଫ୍ରଚ୍ୟୁନର…
ନୂଆ ବର୍ଷରେ ମହଙ୍ଗା ମାଡ଼, ଆସନ୍ତା ମାସରୁ ଟିଭି ଦେଖିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ଅଧିକ ଟଙ୍କା
ନୂଆଦିଲ୍ଲୀ,୬।୧: ନୂଆ ବର୍ଷରେ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଜି ଏଣ୍ଟରଟେନମେଣ୍ଟ, ଭାୟକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି…
Archives


