ତନିସ୍କର ସ୍ବତନ୍ତ୍ର ଅଭିଯାନ
ଭୁବନେଶ୍ୱର,୧୨।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଟାଟା ଗ୍ରୁପ୍ର ସହଯୋଗୀ ସଂସ୍ଥା ତନିସ୍କ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ଅଭିଯାନ ‘ଗୋଲ୍ଡ ଏକ୍ସଚେଞ୍ଜ ପଲିସି’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଚଳିତ ବର୍ଷର ବିବାହଋତୁରେ ତନିସ୍କର ନୂତନ ‘ଗୋଲ୍ଡ ଏକ୍ସଚେଞ୍ଜ ପଲିସି’ ଆଜିର…
କପ୍-୨୮ରେ ବେଦାନ୍ତ ଆଲୁମିନିୟମ ସାମିଲ
ଭୁବନେଶ୍ୱର,୧୨।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଜାତିସଂଘ ପକ୍ଷରୁ ଦୁବାଇଠାରେ ଆୟୋଜିତ କପ୍-୨୮ରେ ସାମିଲ ହୋଇଛି। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ ସ୍ଲାଭେନ କହିଛନ୍ତି, ଆମେ ନିର୍ଗମନକୁ ହ୍ରାସ କରିବା…
ସର୍ବୋଚ୍ଚ ସ୍ତରରେ ସେନ୍ସେକ୍ସ
ଭୁବନେଶ୍ୱର,୧୨।୧୨ (ଅଭୟ ଦାଶ): ଗତ କିଛି ସପ୍ତାହ ହେବ ଘରୋଇ ଶେୟାର ବଜାର କାରବାରରେ କ୍ରମାଗତ ବୃଦ୍ଧି ଘଟୁଛି। ଏପରିକି ପ୍ରଥମ ଥର ପାଇଁ ସେନ୍ସେକ୍ସ ସର୍ବୋଚ୍ଚ ସ୍ତର ସହ ସେନ୍ସେକ୍ସ-୩୦ ଶେୟାର ୭୦,୦୦୦ ଅଙ୍କ ନିକଟବର୍ତ୍ତୀ ହୋଇଛି। ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହର…
ଫିଟ୍ନେସ୍ ଗ୍ୟାରେଜ ଉଦ୍ଘାଟିତ
ଭୁବନେଶ୍ୱର,୧୨।୧୨: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ସ୍ବାସ୍ଥ୍ୟ ପାଇଁ ଅଧିକାଂଶ ଲୋକ ଆବଶ୍ୟକ ସମୟ ଦେଇପାରୁନାହାନ୍ତି। ଏପରିକି ଆବଶ୍ୟକ ପରିଶ୍ରମ ଅଭାବରୁ ଅନେକ ରୋଗ ଓ ମାନସିକ ଚିନ୍ତା ବୃଦ୍ଧି ପାଉଛି। ଉକ୍ତ ସମସ୍ତ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ନିକଟସ୍ଥ ପାହାଳଠାରେ…
ଅଜିମ ପ୍ରେମଜୀଙ୍କୁ ପଛରେ ପକାଇଲେ ଦେଶର ସବୁଠୁ ଧନୀ ମହିଳା; ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ପାଇଲେ ସ୍ଥାନ
ନୂଆଦିଲ୍ଲୀ,୧୨।୧୨: ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବର୍ତ୍ତମାନ ୱିପ୍ରୋ ମାଲିକ ଅଜିମ ପ୍ରେମଜୀଙ୍କ ଅପେକ୍ଷା ଅଧିକ ଧନୀ ହୋଇଛନ୍ତି। ଏହା ସହ ସେ ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ଜେଏସଡବ୍ଲୁ ଚେୟାରମ୍ୟାନ…
ସୋସିଆଲ ମିଡ଼ିଆ ଏବଂ ଛାପା ଗଣମାଧ୍ୟମରେ ଚାଲିଛି ବେଆଇନ ଋଣ ଛାଡ ଅଭିଯାନ, ଚେତାବନୀ ଦେଲା ଆରବିଆଇ
ନୂଆଦିଲ୍ଲୀ,୧୧।୧୨: ଆପଣ ବ୍ୟାଙ୍କରୁ ଋଣ ନେଇଛନ୍ତି କି? ଆପଣ ସୋସିଆଲ ମିଡିଆ ମାଧ୍ୟମରେ ଋଣ ଛାଡ ପାଇଁ ଏକ ଅଫର ପାଇଛନ୍ତି କି? ଖବର କାଗଜରେ ଋଣ ଛାଡ ଅଫରର ବିଜ୍ଞାପନ ଆପଣ ଦେଖିଛନ୍ତି କି? ତେଣୁ ଏହିପରି ବିଜ୍ଞାପନ ପ୍ରତି…
ନୂଆବର୍ଷରେ ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି, ୪୦ ଟଙ୍କା ପର୍ଯ୍ୟନ୍ତ ଖସିବ ପିଆଜ ଦର
ନୂଆଦିଲ୍ଲୀ,୧୧।୧୨: ପିଆଜର ଆକାଶଛୁଆଁ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଗତ ମାସରେ ସରକାର ମାର୍ଚ୍ଚ ୨୦୨୪ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେତେବେଳକୁ ପିଆଜର ମୂଲ୍ୟ ୮୦ କିଲୋଗ୍ରାମରେ ପହଞ୍ଚିଥିଲା। ରପ୍ତାନି ବନ୍ଦ ହେବା ପରେ ପିଆଜ ହାର ୬୦ଟଙ୍କା…
ଆଇଫୋନ୍ ପ୍ରେମୀଙ୍କ ପାଇଁ ଖୁସି ଖବର: ସବୁଠାରୁ ଶସ୍ତାରେ କିଣିପାରିବେ ଆଇଫୋନ୍ ୧୪
ନୂଆଦିଲ୍ଲୀ,୧୧।୧୨: ୨୦୨୩ ଶେଷ ହେବା ପୂର୍ବର ଫ୍ଲିପକାର୍ଟ ଶେଷ ମାସରେ ଇୟର ଏଣ୍ଡ ସେଲ୍ ଆରମ୍ଭ କରିଛି। ଫ୍ଲିପକାର୍ଟ ବିଗ ଇୟର ଏଣ୍ଡ ସେଲ୍ ୯ ଡିସେମ୍ବରରୁ ଆରମ୍ଭ ହୋଇଛି। ଏହି ସେଲ୍ ୯ ଡିସେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ।…
ଆଇସିଆଇସିଆଇ ବ୍ୟାଙ୍କର ନୂତନ ଶାଖା
ଭୁବନେଶ୍ୱର,୧୧।୧୨: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଶାଖା ନିକଟରେ ଭୁବନେଶ୍ୱରର ଲିଙ୍ଗିପୁର ଇନ୍ଦିରା ହାଉସିଂ କଲୋନିଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପୋଲିସ କମିଶନର ଏସ୍.କେ. ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଇସିଆଇସିଆଇ…
ଜେଏସ୍ପିକୁ ସିଏସ୍ଆର୍ ଜର୍ନାଲ ସିଏସ୍ଆର୍ ଏକ୍ସଲେନ୍ସ ଆଓ୍ବାର୍ଡ
ଭୁବନେଶ୍ୱର,୧୧।୧୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି)କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଭାରତର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କମ୍ପାନୀର ଉଲ୍ଲେଖନୀୟ…
ବଜାରରେ ଟର୍କୁ ଫାର୍ମାର ନୂତନ ଉତ୍ପାଦ
ଭୁବନେଶ୍ୱର,୧୧।୧୨: ଦେଶର ଅଗ୍ରଣୀ ଫାର୍ମାସ୍ୟୁଟିକାଲ କମ୍ପାନୀ ‘ଟର୍କୁ’ ବା ଟର୍କୁ ଫାର୍ମାସ୍ୟୁଟିକାଲ୍ସର ନୂତନ ଉତ୍ପାଦ ‘ହେୟାର ରିମୋଭାଲ କ୍ରିମ୍’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି କମ୍ପାନୀ ତା’ର ପର୍ସନାଲ କେୟାର ବ୍ରାଣ୍ଡ୍ରେ ଏଭଳି ଉତ୍ପାଦକୁ ସାମିଲ କରାଇ ବଜାର ପ୍ରବେଶ…
ଆଦିତ୍ୟ ଗ୍ରୁପର ନୂଆ ଲୋଗୋ ଉନ୍ମୋଚିତ
ଭୁବନେଶ୍ୱର,୧୧।୧୨ : ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ଗ୍ରୁପର ବହୁ ପ୍ରତୀକ୍ଷିତ ଏବଂ ସଂସ୍ଥାର ନୂତନ ପରିଚୟ ‘ଲୋଗୋ’ ବା ‘ଆଦିତ୍ୟ ଗ୍ରୁପ- ଇନ୍ସ୍ପାଏରିଂ ପସିବିଲିଟିଜ’ର ଆନୁଷ୍ଠାନିକ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି କମ୍ପାନୀର ୨୦ତମ ପ୍ରତିଷ୍ଠା ଦିବସ…
Archives


