ବାଣିଜ୍ୟ

ଜିଓ-ବିପିର ସ୍ବତନ୍ତ୍ର କ୍ୟାମ୍ପେନିଂ

ଭୁବନେଶ୍ୱର,୯ା୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅନ୍ୟତମ କମ୍ପାନୀ ଜିଓ-ବିପି ପକ୍ଷରୁ ‘ୟୁ-ଡିଜର୍ଭ-ମୋର’ଶୀର୍ଷକ ଏକ ସ୍ବତନ୍ତ୍ର କ୍ୟାମ୍ପେନିଂର ଶୁଭାରମ୍ଭ କରାଯାଇଛି। ବିଶେଷକରି ଏହି ଅଭିଯାନ ୪.୩% ପର୍ଯ୍ୟନ୍ତ ମାଇଲେଜ୍‌ ଏବଂ ପେଟ୍ରୋଲ ପ୍ରଦାନ କରୁଥିବା ଡିଜେଲକୁ ସ୍ପର୍ଶ…

ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ

ଭୁବନେଶ୍ୱର,୯ା୨: ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ ‘ନୋ କମ୍ପ୍ରମାଇଜ’(ସାଲିସ ବିହୀନ)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ପ୍ରତିଷ୍ଠାନର ସଦ୍ୟତମ ବ୍ରାଇଡାଲ ଜୁଏଲେରି କ୍ୟାମ୍ପେନିଂ ଆରମ୍ଭ ହୋଇଯାଇଛି। ଏକ ତାଜା ବ୍ରାଣ୍ଡ ପରିଚିତ ଏବଂ କାରିଗରିର ଏକ ଦୃଢ ପ୍ରତିବଦ୍ଧତାକୁ ନେଇ…

ଭୁବନେଶ୍ୱରରେ ଖଣି ମନ୍ତ୍ରଣାଳୟର ରୋଡ୍‌ ଶୋ: ୨୦ କ୍ରିଟିକାଲ ଓ ଷ୍ଟ୍ରାଟେଜିକ୍‌ ଖଣିଜ ବ୍ଲକ୍‌ର ନିଲାମ

ଭୁବନେଶ୍ୱର,୯ା୨ (ଅଭୟ ଦାଶ): ଚଳିତ ବର୍ଷ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରଠାରେ ଏକ ରୋଡ୍‌ ଶୋ’ର ଆୟୋଜନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ,ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କ ଦ୍ୱାରା ୨୦୨୩ ନଭେମ୍ବରରେ ରୋଡ୍‌ ଶୋ’ ଆରମ୍ଭ ହୋଇଥିଲା।…

କାମଚଳା ବଜେଟ: ୧ ଟଙ୍କାର ଆୟ, ୧ ଟଙ୍କାର ବ୍ୟୟ

ଭୁବନେଶ୍ୱର,୯ା୨: ରାଜ୍ୟର ନିଜସ୍ବ ଟିକସ: ୨୩.୧୪% (୫୯,୦୦୦ କୋଟି) ରାଜ୍ୟର ନିଜସ୍ବ ଅଣ-ଟିକସ: ୨୧.୯୬% (୫୬,୦୦୦ କୋଟି) ଅଂଶଧନ ବାବଦ ଟିକସ: ୨୧.୬୬% (୫୫,୨୩୧.୭୬ କୋଟି) ଅନ୍ୟାନ୍ୟ ସୂତ୍ରରୁ ଋଣ: ୧୫.୫% (୩୯,୫୧୫ କୋଟି) କେନ୍ଦ୍ରଠାରୁ ମିଳୁଥିବା ଅନୁଦାନ:୧୩.୨୪% (୩୩,୭୬୮.୨୪ କୋଟି)…

ବିଧାନସଭାରେ କାମଚଳା ବଜେଟ: ୪ ମାସ ପାଇଁ ୧.୧୮ ଲକ୍ଷ କୋଟି

ଭୁବନେଶ୍ୱର,୯ା୨(ଅନିଲ ଦାସ): ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବ। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୪ ମାସ (ଏପ୍ରିଲରୁ ଜୁଲାଇ)…

ଭାରତର ସବୁଠୁ ଯୁବ କୋଟିପତି ବ୍ୟବସାୟୀ, ଏକ ବର୍ଷରେ ରୋଜଗାର କଲେ ୯ ହଜାର କୋଟି

ନୂଆଦିଲ୍ଲୀ,୮ା୨: ଭାରତରେ ଶହଶହ କୋଟିପତି ଲୋକେ ଅବସ୍ଥାନ କରନ୍ତି, ଯେଉଁଠି ମୁକେଶ ଅମ୍ବାନୀ ଏବଂ ଗୌତମ ଅଦାନୀଙ୍କ ପରି ବିଶ୍ୱର ଧନୀ ବ୍ୟକ୍ତିମାନେ ମଧ୍ୟ ଅଛନ୍ତି। ପ୍ରତ୍ୟେକ ବର୍ଷ ଭାରତରେ ଅନେକ କୋଟିପତି ସୃଷ୍ଟି ହେଉଥିଲା ବେଳେ ଏହି ଧାରାରେ ସାମିଲ…

Inflation: ଭେଜ୍‌ ଥାଳିର ଦାମ ବଢ଼ିଛି ୫ ପ୍ରତିଶତ, ନନ୍‌ ଭେଜ୍‌ ଥାଳି କମିଛି ୧୩ ପ୍ରତିଶତ…

ନୂଆଦିଲ୍ଲୀ,୮।୨ : ଚାଉଳ, ଡାଲି, ପିଆଜ ଏବଂ ଟମାଟୋର ମୂଲ୍ୟ ବୃଦ୍ଧି ଯୋଗୁ ଜାନୁଆରୀରେ ଶାକାହାରୀ ଥାଳି(ଭେଜ୍‌ ଥାଳି) ପାଞ୍ଚ ପ୍ରତିଶତ ମହଙ୍ଗା ହୋଇଛି। ତେବେ ଚିକେନ ମୂଲ୍ୟରେ ହ୍ରାସ ଯୋଗୁ ଅଣ-ଶାକାହାରୀ(ନନ୍‌ ଭେଜ୍‌ ଥାଳି) ଥାଳିର ମୂଲ୍ୟ ୧୩ ପ୍ରତିଶତ…

RBI Monetary Policy: ସୁଧହାରରେ କୌଣସି ପରିବର୍ତ୍ତନ ନାହିଁ, ଜାଣନ୍ତୁ ବ୍ୟାଙ୍କ ଲୋନ୍‌ ଇଏମ୍‌ଆଇ…

ନୂଆଦିଲ୍ଲୀ,୮ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନୀତି ହାରରେ କୌଣସି ପରିବର୍ତ୍ତନ କରିନାହିଁ। ମୁଦ୍ରା ନୀତି କମିଟିର ବୈଠକ ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ନୀତି ହାର ଘୋଷଣା କରିଛନ୍ତି। ସେ କହିଛନ୍ତି, ରେପୋ ହାର ବା ସୁଧହାର…

RBI MPC: ରେପୋ ରେଟ ପୁଣି ଅପରିବର୍ତ୍ତିତ…

ମୁମ୍ବାଇ,୮।୨ : ମୁମ୍ବାଇରେ ଆରମ୍ଭ ହୋଇଥିବା ତିନି ଦିନିଆ ବୈଠକ ପରେ ଫେବୃଆରୀ ୮ ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ରେପୋ ହାର ଉପରେ ନିଷ୍ପତ୍ତି ନେଇଛି। ଗୁରୁବାର ପୂର୍ବାହ୍ନ ୧୦ ଟାରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ…

ବିଧାନସଭା ବଜେଟ୍‌ ଅଧିବେଶନ: ଆଜି ଆସିବ କାମଚଳା ବଜେଟ୍‌

ଭୁବନେଶ୍ୱର,୮।୨: ଚାଲିଛି ବିଧାନସଭାର ବଜେଟ ଅଧିବେଶନ। ଗୁରୁବାର ଉପସ୍ଥାପନ ହେବ କାମଚଳା ବଜେଟ। ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂଧ୍ୟା ୫ଟା ବେଳେ ବଜେଟ ଉପସ୍ଥାପନ କରିବେ। ତେବେ ଷୋଡଶ ବିଧାନସଭାରେ ଏହା ହେବ…

ନ୍ୟାଶନାଲ ଗ୍ରୀନ୍‌ ମେଟାଲ କନ୍‌ଫରେନ୍ସ ଉଦ୍‌ଯାପିତ

ଭୁବନେଶ୍ୱର, ୮।୨: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ଏବଂ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନ୍‌ଏସ୍‌ଆଇ) ର ମିଳିତ ସହଯୋଗରେ ଆୟୋଜିତ ୨ଦିନିଆ ‘ନ୍ୟାସନାଲ୍‌ ଗ୍ରୀନ୍‌ ମେଟାଲ୍‌ କନଫରେନ୍ସ-୨୦୨୪’ ବୁଧବାର ଉଦଯାପିତ ହୋଇଯାଇଛି। ଏହି ଅବସରରେ ଆମନ୍ତ୍ରିତ ଅତିଥି…

୩ ଦିନିଆ ଓଟିବି ଏକ୍ସପୋ

ଭୁବନେଶ୍ୱର, ୮।୨: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ଏକ ୩ ଦିନିଆ ପ୍ରଦର୍ଶନୀ ତଥା ୫ମ ଓଡ଼ିଶା ଟ୍ରାଭେଲ ବଜାର-୨୦୨୪ ପୁରୀର କୋଣାର୍କ ଇକୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?