ବାଣିଜ୍ୟ

ପୁଣି ଐତିହାସିକ ଉଚ୍ଚତା ଛୁଇଁଲା ଶେୟାର ବଜାର, ପ୍ରଥମ ଥର ୭୩,୦୦୦ ପାର କଲା ସେନସେକ୍ସ

ନୂଆଦିଲ୍ଲୀ,୧୫।୧: ସୋମବାର ଶେୟାର ବଜାର ଖୋଲିବା ମାତ୍ରେ ନୂଆ ରେକର୍ଡ କରିଛି ସେନସେକ୍ସ। ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସୁଚକାଙ୍କ ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୩ ହଜାର ପଏଣ୍ଟ ଅତିକ୍ରମ କରିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ର ନିଫ୍ଟି ମଧ୍ୟ ସର୍ବକାଳୀନ…

ହୋଣ୍ଡାର ‘ଜିରୋ’ ସିରିଜ ଉନ୍ମୋଚିତ

ନୂଆଦିଲ୍ଲୀ,୧୫।୧: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ହୋଣ୍ଡା (ହୋଣ୍ଡା ମୋଟର କୋ. ଲିଃ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ‘ଜିରୋ’ ସିରିଜର ଓ୍ବାର୍ଲଡ ପ୍ରିମିୟର ଉନ୍ମୋଚନ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଲାସ୍‌ଭେଗାସଠାରେ ଆୟୋଜିତ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ଶୋ (ସିଇଏସ୍‌-୨୦୨୪)ରେ କମ୍ପାନୀର…

ଟିପିସିଓଡିଏଲ୍‌ର ଅଭିନବ ପଦକ୍ଷେପ

ଭୁବନେଶ୍ୱର,୧୫।୧: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ଅଭିନବ ପଦକ୍ଷେପ ଆରମ୍ଭ ହୋଇଛି। ଏପରିକି ସ୍ଥାନୀୟ ଉପତ୍ାଦନକାରୀଙ୍କୁ ସଶକ୍ତ କରିବା ଦିଗରେ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଥିବାବେଳେ ସ୍ଥାନୀୟ ନିର୍ମାତାମାନଙ୍କ ସହ ଯୋଡ଼ିହେବା ଲାଗି…

ୟୁବେର ଇଙ୍କ୍‌ ସହ କିଆର ବୁଝାମଣା

ନୂଆଦିଲ୍ଲୀ,୧୫।୧: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ କିଆ ମୋଟର୍ସ ଏବଂ ୟୁବେର ଟେକ୍ନୋଲୋଜି ଇଙ୍କ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି କିଆ ମୋଟର୍ସର ବୈଦ୍ୟୁତିକ ଯାନ (ଇଲେକ୍ଟ୍ରି ଭେଇକିଲ/ ଇଭି) ପାଇଁ ଆବଶ୍ୟକ ପିବିଭିଏସ୍‌ ସାମଗ୍ରୀଗୁଡ଼ିକୁ ଯୋଗାଇବା ସହିତ ଆବଶ୍ୟକ…

୨୦୨୩ରେ ଗାଡ଼ି ରପ୍ତାନି ୨୧% ହ୍ରାସ

ନୂଆଦିଲ୍ଲୀ,୧୫।୧ (ଅଭୟ ଦାଶ): ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସହିତ ଭୂରାଜନୈତିକ ଘଟଣାବଳୀ ପାଇଁ ଘରୋଇ ବଜାରରୁ ଯାନ ରପ୍ତାନି ୨୦୨୩ରେ ହ୍ରାସ ପାଇଛି ବୋଲି ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ଉତ୍ପାଦକ (ଏସ୍‌ଆଇଏଏମ୍‌) ପକ୍ଷରୁ ଏକ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।…

ଆଜି ଖୋଲିବ ମେଡି ଆସିଷ୍ଟର ଆଇପିଓ

ନୂଆଦିଲ୍ଲୀ,୧୫।୧: ମେଡି ଆସିଷ୍ଟ୍‌ ହେଲ୍‌ଥକେୟାର ସର୍ଭିସେସ୍‌ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ୨୦୨୪ ଜାନୁଆରୀ ୧୫ରେ ଖୋଲିବ। ଏପରିକି ଉକ୍ତ ଆଇପିଓର ଅଫର ୨୦୨୪ ଜାନୁଆରୀ ୧୭ରେ ବନ୍ଦ ହେବ। ବିଶେଷକରି ଏହାର ଆଙ୍କର ନିବେଶକମାନେ ୨୦୨୪ ଜାନୁଆରୀ ୧୨ରେ…

ଭାରତ ପାଇଁ ଟେସଲାର ୩୦ ବିଲିୟନ ଡଲାର ଯୋଜନା ପ୍ରସ୍ତୁତ, ନିର୍ମାଣ କରିବ ପ୍ଲାଣ୍ଟ-ଚାର୍ଜିଂ ପଏଣ୍ଟ

ନୂଆଦିଲ୍ଲୀ ,୧୪।୧: ବୈଦ୍ୟୁତିକ ଯାନ ନିର୍ମାଣକରି କମ୍ପାନୀ ଟେସଲା ଭାରତରେ ପୁଞ୍ଜି ବିନିଯୋଗ ପାଇଁ ପ୍ରାୟ ୩୦ ବିଲିୟନ ଡଲାରର ଯୋଜନା ପ୍ରସ୍ତୁତ କରିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଆଲୋଚନା ଏକ ସକରାତ୍ମକ ଦିଗରେ ଅଗ୍ରଗତି କରୁଛି। ଟେସଲା ଭାରତ ପାଇଁ…

ଆପଲ ସିଇଓ ଟିମ କୁକଙ୍କୁ କେତେ ମିଳେ ଦରମା ?

ଓ୍ବାଶିଂଟନ୍‌,୧୪।୧: ଦୁନିଆର ସବୁଠାରୁ ବଡ କମ୍ପାନୀ ଆପଲର ସିଇଓ ଟିମ କୁକୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଷ୍ଟିଭ ଜବ୍ସଙ୍କର ମୃତ୍ୟୁ ପରେ ଆପଲକୁ ସବୁ ଟେକ୍‌ କମ୍ପାନୀ ଠାରୁ ଶିଖରକୁ ନେବାକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିି । ନିକଟରେ ଏକ…

ମମତାପଲରେ ୪ଜି ଟାଓ୍ବାର ଭିତ୍ତିପ୍ରସ୍ତର

ଭୁବନେଶ୍ୱର,୧୪।୧: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଶନିବାର ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବେତନଟୀ ବ୍ଲକର ମମତାପଲ ଗ୍ରାମରେ ୪ଜି ଟାଓ୍ବାରର ଭିତ୍ତିପ୍ରସ୍ତର ହୋଇଯାଇଛି। ଏପରିକି ଓଡ଼ିଶାରେ ସ୍କିପର ଲିମିଟେଡ୍‌ ଜରିଆରେ ୪ଜି ଟାଓ୍ବାର ସାଚୁରେଶନ ପ୍ରୋଜେକ୍ଟ (ସଂତୃପ୍ତୀକରଣ…

୪ ରାଜ୍ୟ ଆୟକର ବିଭାଗ ଦାୟିତ୍ୱରେ ମନୋରଞ୍ଜନ

ଭୁବନେଶ୍ୱର,୧୪।୧: ଭାରତ ସରକାରଙ୍କର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡର ବିଜ୍ଞପ୍ତି ନଂ.୧୪ ଅନୁଯାୟୀ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ଝାଡ଼ଖଣ୍ଡ ଓ ବିହାର ରାଜ୍ୟର ନୂତନ ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ପଶ୍ଚିମବଙ୍ଗ ଏବଂ…

ରାଉରକେଲାରେ ଭୋଲ୍‌ଟାସର ପ୍ରଥମ ବ୍ରାଣ୍ଡ୍‌ ଶପ୍‌

ଭୁବନେଶ୍ୱର,୧୩।୧(ଅନୁରାଧା ମହାରଣା): ଦେଶର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଭୋଲ୍‌ଟାସ ଲିମିଟେଡ୍‌ର ନ୍ୟୁ ବ୍ରାଣ୍ଡ୍‌ ଶପ୍‌ ରାଉରକେଲାଠରେ ଉଦ୍‌ଘାଟିତ ହୋଇଯାଇଛି। କମ୍ପାନୀର ସ୍ବୀକୃତିପ୍ରାପ୍ତ ବି.କେ. ରିଟେଲ୍ସ ଆନୁକୂଲ୍ୟରେ ବୁଧବାର ରାଉରକେଲାର ଫର୍ଟିଲାଇଜର ଟାଉନଶିପ ଇ ବ୍ଲକ୍‌ ମାର୍କେଟଠାରେ…

ଯୁବଗୋଷ୍ଠୀଙ୍କୁ ସଶକ୍ତ କରାଉଛି ବେଦାନ୍ତ

ଭୁବନେଶ୍ୱର,୧୩।୧ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶୁକ୍ରବାର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏପରିକି କମ୍ପାନୀର ସମସ୍ତ ୟୁନିଟ୍‌ରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ପାଳନ ସହ ଯୁବକମାନଙ୍କ ଉନ୍ନତି ଲାଗି ବିଭିନ୍ନ ଉପାୟରେ ସେମାନଙ୍କୁ ସକ୍ଷମ କରିବାକୁ ବେଦାନ୍ତ ତା’ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri