ବାଣିଜ୍ୟ

ସୁନା-ରୁପାର ଆମଦାନୀ ଶୁଳ୍କ ବୃଦ୍ଧି

ଭୁବନେଶ୍ୱର,୨୪।୧(ଅନୁରାଧା ମହାରଣା): ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କ(ଇମ୍ପୋର୍ଟ ଡ୍ୟୁଟି) ଉପରେ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୁନା, ରୁପା ଏବଂ ମୂଲ୍ୟବାନ୍‌ ଧାତୁ ମୁଦ୍ରା ଉପରେ ଆମଦାନୀ ଶୁଳ୍କକୁ ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ…

ଦିବ୍ୟାଙ୍ଗଙ୍କ ପାଇଁ ଓ୍ବାର୍କ ସିମୁଲେଟର ପ୍ରଦାନ କରିବ ହୁଡ୍‌କୋ

ଭୁବନେଶ୍ୱର,୨୪।୧(ଅନୁରାଧା ମହାରଣା): ହୁଡ୍‌କୋ ଏହାର ସାମାଜିକ ଉତ୍ତର ଦାୟିତ୍ୱ ଯୋଜନା ଅଧୀନରେ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ବିଶେଷ ଉପକରଣ ଓ୍ବାର୍କ ସିମୁଲେଟର କ୍ରୟ ପାଇଁ ସ୍ବାମୀ ବିବେକାନନ୍ଦ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରିହାବିଲିଟେଶନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ କର୍ତ୍ତୃପକ୍ଷଙ୍କୁ ୯୦ଲକ୍ଷ ଟଙ୍କା…

ଦିନକରେ ନିବେଶକ ହରାଇଲେ ୮.୫ଲକ୍ଷ କୋଟି

ନୂଆଦିଲ୍ଲୀ,୨୪।୧: ଗତ କିଛି ସପ୍ତାହ ହେବ ଘରୋଇ ପୁଞ୍ଜିବଜାରର କାରବାର ନିବେଶକଙ୍କୁ ନିରାଶ କରୁଛି। ଫଳରେ ନିବେଶକ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନର ବଜାର କାରବାରରେ ଏକ ବଡ ଧରଣର ହ୍ରାସ ଘଟିଛି। ଫଳରେ…

Byju Loss: ସବୁଠାରୁ ବଡ କ୍ଷତିରେ ଚାଲିଛି ବାଇଜୁ

ନୂଆଦିଲ୍ଲୀ,୨୪।୧: ଏକଦା ଦେଶର ସବୁଠାରୁ ମୂଲ୍ୟବାନ ଷ୍ଟାର୍ଟଅପ କୁହାଯାଉଥିବା ବାଇଜୁ ବର୍ତ୍ତମାନ ନିଜକୁ ଅସୁବିଧାରେ ଘେରି ରହିଛନ୍ତି। ଏଡେକ କମ୍ପାନୀର କ୍ଷତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୨ଆର୍ଥିକ ବର୍ଷରେ ବିଜୁ ୮୨୪୫ କୋଟି ଟଙ୍କା କ୍ଷତି ସହିଛି। ବର୍ତ୍ତମାନ ଏହା…

ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ହୋଇଛି ୧.୨୫ଲକ୍ଷ କୋଟିର ବ୍ୟବସାୟ, ବିକ୍ରି ହୋଇଛି ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀ,୨୩।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅର୍ଥବ୍ୟବସ୍ଥାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ତେଣୁ ଆଗାମୀ ସମୟରେ ସହ ଜଡ଼ିତ ଅର୍ଥବ୍ୟବସ୍ଥାର ବଡ ବିସ୍ତାର ହେବାର ସମ୍ଭାବନା ରହିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ ଅଲ…

Dearness Allowance: ସରକାର ଦେବେ କରୋନା ସମୟର ବକେୟା ୧୮ ମାସର ମହଙ୍ଗା ଭତ୍ତା: ଆଶା ବାନ୍ଧିଛନ୍ତି କର୍ମଚାରୀ ସଂଗଠନ…

ନୂଆଦିଲ୍ଲୀ,୨୩।୧ : କେନ୍ଦ୍ର ସରକାରଙ୍କ ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀ ଆଶା କରୁଛନ୍ତି କରୋନା ମହାମାରୀ ସମୟରେ ଅଟକାଯାଇଥିବା ମହଙ୍ଗା ଭତ୍ତା (ଡିଏ)ର ୧୮ ମାସର ବକେୟା ସରକାର ରିଲିଜ କରିବ। ତେବେ ଏଭଳି ପ୍ରସ୍ତାବ ଉପରେ ବିଚାର…

ଶ୍ରୀରାମ କଲେ ମାଲାମାଲ: ବଜାରରେ ଧାର୍ମିକ ପତାକା ଆଉଟ ଅଫ ଷ୍ଟକ, ତିନିଗୁଣା ଦାମ୍‌ରେ ବିକ୍ରି ହେଲା ଦୀପ…

ନୂଆଦିଲ୍ଲୀ,୨୩।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ନେଇ ରାଜଧାନୀ ଦିଲ୍ଲୀ ବଡ଼ ଧରଣର କାରବାର ହୋଇଛି। ରାମନାମୀ ଗେରୁଆ ପତାକା ଆଉଟ ଅଫ ଷ୍ଟକ ହୋଇଯାଇଥିଲା। କେବଳ ଏତିକି ନୁହେଁ, ଦୀପଗୁଡ଼ିକ ତିନି ଗୁଣା ଅଧିକ ଦାମରେ…

Aadhaar Biometric: ଆଧାର ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ବାୟୋମେଟ୍ରିକ ଲକ-ଅନଲକ କରିବାର ସହଜ ଉପାୟ ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧ : ଆଧାର କାର୍ଡ ପ୍ରତି ଲୋକଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏଥିରେ ଜଣଙ୍କର ପ୍ରତ୍ୟେକ ତଥ୍ୟ ଅଛି। ଦେଶ ବୈଷୟିକ କ୍ଷେତ୍ରରେ ଯେତେ ବିକାଶ କରୁଛି, ବିପଦ ମଧ୍ୟ ସେତିକି ବଢୁଛି। ହ୍ୟାକରମାନେ ସର୍ବଦା ନୂଆ ଉପାୟରେ ଠକେଇ କରିବାକୁ…

ଶେୟାର ବଜାରରେ ଭୂକମ୍ପ: ନିବେଶକଙ୍କ ୮ ଲକ୍ଷ କୋଟି ବୁଡ଼ିଲା…

ମୁମ୍ବାଇ,୨୩।୧ : ଷ୍ଟକ ମାର୍କେଟରେ ମଙ୍ଗଳବାର ମାସିକ ଅବଧି ଶେଷ ହେବା ପୂର୍ବରୁ ବଜେଟ ଏବଂ ବେଞ୍ଚମାର୍କ ସୂଚକାଙ୍କ ହ୍ରାସ ପାଇଛି। ମଙ୍ଗଳବାର ସକାଳେ ଏକ ଶକ୍ତିଶାଳୀ ଆରମ୍ଭ ସତ୍ତ୍ୱେ ସେନସେକ୍ସ ଏବଂ ନିଫ୍ଟି ରେଡ ହୋଇ ଯାଇଥିଲା। ୧,୦୫୩.୧୦ ପଏଣ୍ଟ…

ତରୁଣ ଖୁଲ୍‌ବେ ଜେଏସ୍‌ଏଲ୍‌ର ନୂଆ ସିଇଓ

ଯାଜପୁର,୨୩।୧ (ହର୍ଷବର୍ଦ୍ଧନ ବେହେରା): ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କମ୍ପାନୀର ବରିଷ୍ଠ ଅଧିକାରୀ ତରୁଣ ଖୁଲ୍‌ବେଙ୍କୁ ନିଯୁକ୍ତି ଦିଆଯାଇଛି। ବିଶେଷକରି କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ଖୁଲ୍‌ବେଙ୍କର ସିଇଓ ଏବଂ ସମ୍ପୂର୍ଣ୍ଣ ଅବଧି ନିର୍ଦ୍ଦେଶକର ପଦୋନ୍ନତିକୁ ଅନୁମୋଦନ…

ଗାଲାକ୍ସି ଏଆଇ ସହ ସାମ୍‌ସଙ୍ଗ୍‌ ଏସ୍‌୨୪ ସିରିଜ ଉନ୍ମୋଚିତ

ଭୁବନେଶ୍ୱର,୨୩।୧: ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ‘ସାମ୍‌ସଙ୍ଗ୍‌’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌-ନ୍ୟୁ ଗାଲାକ୍ସି ଏସ୍‌୨୪ ସିରିଜର ଉନ୍ମୋଚନ ସହ ବଜାର ପ୍ରବେଶ ସୋମବାର ଆନୁଷ୍ଠାନିକ ଭାବେ ହୋଇଯାଇଛି। ଏପରିକି ପ୍ରତି ଥର ଭଳି ଏଥର ମଧ୍ୟ ୩ଟି ସ୍ମାର୍ଟଫୋନ୍‌ ଗାଲାକ୍ସି…

ସି ଜି ମୋଟର୍ସ ସହ ହିରୋ ମୋଟକର୍ପର ସହଭାଗିତା

ନୂଆଦିଲ୍ଲୀ,୨୩।୧ (ଅଭୟ ଦାଶ): ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା (କମ୍ପାନୀ) ତଥା ହିରୋ ମୋଟକର୍ପ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ଏବଂ ଦି ଚୌଧୁରୀ ଗ୍ରୁପ (ସିଜି)ର ଅଗ୍ରଣୀ ସଂସ୍ଥା ସି.ଜି. ମୋଟସର୍ର୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ହୋଇଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri