ସ୍ପର୍ଶ ହସ୍ପିଟାଲରେ ବିରଳ ୩୬୦ଂ ଫ୍ୟୁଜନ ସର୍ଜରି
ଭୁବନେଶ୍ୱର,୨୫।୧(ଅନୁରାଧା ମହାରଣା): ଭୁବନେଶ୍ୱର ଶହୀଦନଗରସ୍ଥିତ ସ୍ପର୍ଶ ହସ୍ପିଟାଲରେ ବିରଳ ୩୬୦ଂ ଫ୍ୟୁଜନ୍ ସର୍ଜରି ସଫଳ ହୋଇଛି। ଏହା ସଫଳ ହେବାରୁ ଢେଙ୍କାନାଳ ଅଞ୍ଚଳର ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ଜୀବନରକ୍ଷା ହୋଇପାରିଛି। ବ୍ୟକ୍ତି ଜଣକ ଓଜନିଆ ଜିନିଷ ଉଠାଉଥିବାବେଳେ ଟ୍ରାକ୍ଟର ଉପରୁ…
ନିବେଶ ବଜାରକୁ ଡିପ୍ଫେକ୍ ଭିଡିଓ ବିପଦ
ଭୁବନେଶ୍ୱର,୨୫।୧(ଅନୁରାଧା ମହାରଣା): ମନୋରଞ୍ଜନ ଜଗତ ପରେ ଡିପ୍ଫେକ୍ ଭିଡିଓର ପ୍ରାଦୁର୍ଭାବ ନିବେଶ ବଜାରରେ ଦେଖିତ୍ବାକୁ ମିଳୁଛି। ଷ୍ଟକ୍ ନିବେଶ ଟିପ୍ସ ଦେଉଥିବା ଏହି ନକଲି ଭିଡିଓଗୁଡିକ ନିବେଶକାରୀଙ୍କୁ ପୁଞ୍ଜି ବିପଦରେ ପକାଇପାରେ। ଏହି ଡିପ୍ଫେକ୍ ଭିଡିଓ ନିବେଶ ବଜାରରେ ଚିନ୍ତାର କାରଣ…
GIFT IFSC ରେ ଅନ୍ତର୍ଜାତୀୟ ଏକ୍ସଚେଞ୍ଜରେ ପ୍ରତ୍ୟକ୍ଷ ତାଲିକାଭୁକ୍ତ ହେବା ପାଇଁ ଭାରତୀୟ କମ୍ପାନୀକୁ ଅନୁମତି
ନୂଆଦିଲ୍ଲୀ,୨୪।୧: ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟି (GIFT IFSC) ର ଅନ୍ତର୍ଜାତୀୟ ଏକ୍ସଚେଞ୍ଜରେ ଭାରତୀୟ କମ୍ପାନୀଗୁଡିକ ଦ୍ୱାରା ସିକ୍ୟୁରିଟିର ସିଧାସଳଖ ତାଲିକାକୁ ଭାରତ ସରକାର ଅନୁମୋଦନ କରିଛନ୍ତି। ଏହାଦ୍ୱାରା ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବା ସହ ଭାରତୀୟ କମ୍ପାନୀଗୁଡିକ…
PM Kisan: ଆଧାର ଦେଇ ଜାଣିପାରିବେ ଆକାଉଣ୍ଟକୁ ଆସିଛି କି ନାହିଁ ପିଏମ୍ କିଷାନ ଟଙ୍କା; ଜାଣନ୍ତୁ ପୂରା ପ୍ରକିୟା…
ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୬ତମ କିସ୍ତି କେନ୍ଦ୍ର ସରକାର ଆସନ୍ତା ମାସ ଅର୍ଥାତ ଫେବୃଆରୀରେ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ। ଏହି ସ୍କିମ୍ରେ ପଞ୍ଜିକୃତ କୃଷକମାନଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଆସିଥାଏ। ଏଯାବତ ସାରା ଦେଶରେ ୧୧ କୋଟି କୃଷକଙ୍କୁ…
ୟୁପିରେ ଧନବର୍ଷା: ଦୁଇ ଦିନ ଭିତରେ ରାମ ମନ୍ଦିରକୁ ଦାନ ହେଲାଣି ୩.୧୭କୋଟି ଟଙ୍କା
ଅଯୋଧ୍ୟା,୨୪।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅର୍ଥବ୍ୟବସ୍ଥାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ତେଣୁ ଆଗାମୀ ସମୟରେ ସହ ଜଡ଼ିତ ଅର୍ଥବ୍ୟବସ୍ଥାର ବଡ ବିସ୍ତାର ହେବାର ସମ୍ଭାବନା ରହିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ ଅଲ…
କର୍ମଚାରୀଙ୍କ ଉପରେ ଝୁଲୁଛି ଖଣ୍ଡା: ଅଫିସରେ ଲୋପ ପାଇବ ୮ ହଜାର ପଦବୀ, AIର ସହାୟତା ନେବାକୁ ଯାଉଛି ଏହି ବଡ଼ କମ୍ପାନୀ…
ବର୍ଲିନ,୨୪।୧ : ଜର୍ମାନ ସଫ୍ଟୱେର୍ କମ୍ପାନୀ SAP SE ଏହାର ବ୍ୟବସାୟ ପଦ୍ଧତିକୁ ସଂପୂର୍ଣ୍ଣ ରୂପେ ବଦଳାଇବାକୁ ଯାଉଛି। କମ୍ପାନୀ ବର୍ତ୍ତମାନ ଏଥିପାଇଁ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବ। ଏହା କମ୍ପାନୀର ବ୍ୟବସାୟରେ କାର୍ଯ୍ୟ କରିବାର ପଦ୍ଧତିକୁ ବଦଳାଇବ।…
ଏହି ୟୁଟ୍ୟୁବର୍ ମାନିଲେ ଏଲନ ମସ୍କଙ୍କ କଥା, ଗୋଟିଏ ଭିଡିଓରୁ ରୋଜଗାର କଲେ ୨ କୋଟିରୁ ଅଧିକ
ଓ୍ବାଶିଂଟନ,୨୪।୧: ଆଜିକାଲି ଅନେକ ଲୋକ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରୁ ବହୁତ ରୋଜଗାର କରୁଛନ୍ତି । ବର୍ତ୍ତମାନ ଜଣେ ବ୍ୟକ୍ତି ଏକ୍ସରୁ ରୋଜଗାରର ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି ଯାହାକୁ କେହି ଭାଙ୍ଗି ପାରିବେ ନାହିଁ ।…
ସାବଧାନ ! ବିପି, ଡାଇବେଟିସ, କାଶ, ଜ୍ୱର ପାଇଁ ଥିବା ୭୦ ଔଷଧ ଠିକ ଭାବେ କରୁନି କାମ:ସିଡିଏସସିଓ ଜାରି କଲା ବିଫଳ ତାଲିକା…
ନୂଆଦିଲ୍ଲୀ,୨୪।୧ : ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସସିଓ) ର ଅନୁସନ୍ଧାନରେ ହିମାଚଳ ପ୍ରଦେଶର ୨୫ ଫାର୍ମାସ୍ୟୁଟିକାଲ ଶିଳ୍ପରେ ଉତ୍ପାଦିତ ୬୦ଟି ଔଷଧ ଏବଂ ଇଞ୍ଜେକଶନ ଧାର୍ଯ୍ୟ ମାନକ ପୂରଣ କରୁନି ବୋଲି ଜଣାପଡିଛି। ଏସବୁ ଔଷଧ ଗୁଣାତ୍ମକ ମାନ…
ଶାହରୁଖ ଟାଇଡ୍ର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୨୪।୧: ଦେଶର ପ୍ରମୁଖ ଡିଟରଜେଣ୍ଟ ବ୍ରାଣ୍ଡ୍ ଟାଇଡ୍ର ନୂଆ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ନିଯୁକ୍ତ ହୋଇଥିବାବେଳେ କମ୍ପାନୀ ସହ ତାଙ୍କର ଏକ ସହଭାଗିତା ହୋଇଛି। ଏପରିକି ଗତ ଦଶନ୍ଧି ଧରି ଟାଇଡ୍ ମ୍ୟାଜିକ୍ ଲିକୁଇଡ୍ ଓ…
ଏଏମ୍ଏନ୍ଏସ୍ ଇଣ୍ଡିଆର ଡିଜିଟାଲ ସ୍କିଲ୍ ସେଣ୍ଟର
ଭୁବନେଶ୍ୱର,୨୪।୧: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ (ଏଏମ୍ଏନ୍ଏସ୍) ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କେନ୍ଦୁଝରଠାରେ ଏକ ଅତ୍ୟାଧୁନିକ ଡିଜିଟାଲ ସ୍କିଲ୍ ସେଣ୍ଟରର ଶୁଭାରମ୍ଭ (ଉଦ୍ଘାଟନ) କରାଯାଇଛି। ଏହି ପରିପ୍ରେକ୍ଷୀରେ ଏଏମ୍ଏନ୍ଏସ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏସ୍ପି) ଟି.ଏସ୍.ଶାନଭୋଗ୍ ସମ୍ମାନିତ ଅତିଥି ଭାବେ ଯୋଗ…
ପୂର୍ବତଟ ରେଳପଥର ସର୍ବୋଚ୍ଚ ପଣ୍ୟ ପରିବହନ
ଭୁବନେଶ୍ୱର,୨୪।୧(ଅନୁରାଧା ମହାରଣା): ପୂର୍ବ ରେକର୍ଡକୁ ଅତିକ୍ରମକରି ସର୍ବୋଚ୍ଚ ପଣ୍ୟ ପରିବହନ କରିବାରେ ପୂର୍ବତଟ ରେଳପଥ ନୂଆ ରେକର୍ଡ କରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମାଲ ପରିବହନରେ ଭାରତୀୟ ରେଳର ସମସ୍ତ ରେକର୍ଡକୁ ପୂର୍ବତଟ ରେଳପଥ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ…
ଧନୁଯାତ୍ରାରେ ଫ୍ରିଡମ୍ ଅଏଲ୍ର ଆକର୍ଷଣୀୟ ଷ୍ଟଲ୍
ଭୁବନେଶ୍ୱର,୨୪।୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଫ୍ରିଡମ୍ ଅଏଲ୍ର ଆକର୍ଷଣୀୟ ଷ୍ଟଲ୍ (ସର୍ବବୃହତ୍ ଫ୍ରିଡମ୍ ଷ୍ଟଲ୍) ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପରିସରରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଫ୍ରିଡମ୍ ଅଏଲ୍ର ଓଡ଼ିଶା ହେଡ୍ ଅମିୟ କୁମାର ଧଳ ମୁଖ୍ୟ ଅତିଥି ଭାବେ…
Archives


