ବାଣିଜ୍ୟ

ପଦ୍ମଶ୍ରୀ ପ୍ରମୋଦଙ୍କୁ ଉତ୍କଳ ପ୍ରତିଭା ସମ୍ମାନ

ଭୁବନେଶ୍ୱର,୨।୪: ଓଡ଼ିଶା ତଥା ଭାରତର ଜଣାଶୁଣା ପାରା-ବ୍ୟାଡ୍‌ମିଣ୍ଟନ କ୍ରୀଡାବିତ୍‌ ତଥା ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ଉତ୍କଳ ପ୍ରତିଭା ପ୍ରତିଷ୍ଠାନ (ଓଡିଏମ୍‌ ସମୂହର ଅନ୍ୟତମ ଅନୁଷ୍ଠାନ) ପକ୍ଷରୁ ‘ଉତ୍କଳ ପ୍ରତିଭା ସମ୍ମାନ-୨୦୨୪’ପ୍ରଦାନ କରାଯାଇଛି। ଏପରିକି ପବିତ୍ର ଓଡ଼ିଶା ଦିବସ ଅବସରରେ ଭୁବନେଶ୍ୱରର ପଟିଆସ୍ଥିତ…

ବିଏମ୍‌ସିର ସମ୍ପ୍ରସାରଣ ୟୁନିଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୨।୪: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେଶନର ପ୍ରମୁଖ ହସ୍ପିଟାଲ ‘ବାଲ୍‌କୋ ମେଡିକାଲ ସେଣ୍ଟର’ବା ବିଏମ୍‌ସି ନ୍ୟୁ ରାୟପୁର ଛତିଶଗଡ଼ର ୬ଷ୍ଠ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏମ୍‌ସିର ସମ୍ପ୍ରସାରଣ ୟୁନିଟ୍‌…

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଦାୟିତ୍ୱ ନେଲେ ଶେଫାଳି ଶରଣ

ଭୁବନେଶ୍ୱର, ୨।୪, (ଅସମାପିକା ସାହୁ): ମନୀଷ ଦେଶାଇଙ୍କ ଅବସର ପରେ ଶେଫାଳି ବି ଶରଣ ସୋମବାର ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶରଣ ୧୯୯୦ ବ୍ୟାଚ୍‌ର ଭାରତୀୟ ସୂଚନା ସେବା ଅଧିକାରୀ। ତିନି ଦଶନ୍ଧିରୁ…

କମିଲା ଗ୍ୟାସ୍‌, ଇନ୍ଧନ ମୂଲ୍ୟ

ନୂଆଦିଲ୍ଲୀ,୨ା୪: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ଦିନରେ କମର୍ସିଆଲ ଗ୍ୟାସ୍‌ (୧୯ କି.ଗ୍ରା.), ବିମାନ ଇନ୍ଧନ ଦର ହ୍ରାସ ପାଇଛି। ବିଶେଷ କରି ଦେଶର ପ୍ରମୁଖ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକଙ୍କ ପକ୍ଷରୁ ସୋମବାର ନୂଆ ଦର ସୂଚୀ ଲାଗୁ କରାଯାଇଛି। ଉଲ୍ଲେଖଯୋଗ୍ୟ,…

ଜାରିହେଲା ୯୦ ଟଙ୍କିଆ କଏନ୍‌, ଏହାର ଓଜନ ରହିଛି…

ନୂଆଦିଲ୍ଲୀ,୧ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୯୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ସ୍ୱତନ୍ତ୍ର କଏନ୍‌ ବା ମୁଦ୍ରା ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆରବିଆଇ ଗଭର୍ନର ଶକ୍ତିକାନ୍ତ…

ଭାରତରେ ନୂଆ ରେକର୍ଡ କଲା ସୁନା ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ,୧।୪: ସୋମବାର ଭାରତୀୟ ସୁନା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବିଦେଶୀ ବଜାରରେ ଲାଭ ଏବଂ ଗ୍ରାହକଙ୍କ ମଧ୍ୟରେ ସୁନାର ଚାହିଦା ବୃଦ୍ଧି କାରଣରୁ ଦରବୃଦ୍ଧିର କାରଣ ବୋଲି ଡିଲର ମାନେ କହିଛନ୍ତି। ଏଥିସହିତ ସୋମବାର ଭାରତରେ ସୁନା ମୂଲ୍ୟ…

ଐତିହାସିକ ସ୍ତରରେ ଭାରତୀୟ ଶେୟାର ବଜାର, ସର୍ବକାଳୀନ ଉଚ୍ଚତା ଛୁଇଁଲା ନିଫ୍ଟି

ନୂଆଦିଲ୍ଲୀ,୧।୪: ଏପ୍ରିଲ ପ୍ରଥମ ସପ୍ତାହର ପ୍ରଥମ ଦିନରୁ ଭାରତୀୟ ଶେୟାର ବଜାର ଏକ ଶକ୍ତିଶାଳୀ ଆରମ୍ଭ କରିଛି ଏବଂ ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ବଜାର ଖୋଲିବା ମାତ୍ରେ ୭୪,୧୦୧ ର ଏକ ଉଚ୍ଚ…

କମିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁଠି କେତେ କମିଲା…

ନୂଆଦିଲ୍ଲୀ,୧ା୪: ସାଧାରଣ ଲୋକଙ୍କୁ ଆରାମ ପ୍ରଦାନ କରି ସୋମବାର ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ଆଜି ତୈଳ କମ୍ପାନୀଗୁଡିକ କ୍ରମାଗତ ୩ ମାସ ପାଇଁ ବଢୁଥିବା ଗ୍ୟାସ ଦର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ୧ ଏପ୍ରିଲ ୨୦୨୪ରେ ଗ୍ୟାସ ସିଲିଣ୍ଡରର…

ପ୍ରାକୃତିକ ଗ୍ୟାସ ମୂଲ୍ୟ କମିଲା

ଭୁବନେଶ୍ୱର,୧।୪(ଅନୁରାଧା ମହାରଣା): ଲଗାତର ତୃତୀୟଥର ପାଇଁ ପ୍ରାକୃତିକ ଗ୍ୟାସ୍‌ର ମୂଲ୍ୟ ହ୍ରାସ ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ସୂଚନା ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କେଜି ଡି ବ୍ଲକରୁ ବାହାରୁଥିବା ଗ୍ୟାସର ମୂଲ୍ୟ ବର୍ତ୍ତମାନ…

ସାଇବର ଠକେଇ ରୋକିବ ‘ଡିଜିଟା’

ଭୁବନେଶ୍ୱର,୧।୪(ଅନୁରାଧା ମହାରଣା): ଆର୍ଥିକ କାରବାରରେ ସାଇବର ଠକେଇକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି (ଡିଜିଟା) ପ୍ରତିଷ୍ଠା କରିବାକୁ ଚିନ୍ତା କରୁଛି। ‘ଡିଜିଟା’ ଦେଶରେ ବୃଦ୍ଧି ପାଉଥିବା ବେଆଇନ ଋଣ ପ୍ରଦାନରେ ରୋକ ଲଗାଇବାରେ…

ଅପ୍‌ଷ୍ଟକ୍ସର ନୂତନ ଅଭିଯାନ

ଭୁବନେଶ୍ୱର,୧।୪: ଅପ୍‌ଷ୍ଟକ୍ସର ନୂତନ ଅଭିଯାନ ‘କଟ୍‌ ଦି କିଟ୍‌ କିଟ୍‌, ଗେଟ୍‌ ଦି ମାର୍କେଟ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହି ଅଭିଯାନ ଜରିଆରେ ବ୍ରାଣ୍ଡ୍‌ ବଜାରର କୋଳାହଳ ଓ ଅତ୍ୟଧିକ ସୂଚନାରୁ ଆଗକୁ ବଢ଼ି ଠିକ୍‌ ନିବେଶ…

ରାଜିନ୍ଦର ବନ୍ଧନ ବ୍ୟାଙ୍କର ନୂତନ ଇଡି

ଭୁବନେଶ୍ୱର,୧।୪: ବନ୍ଧନ ବ୍ୟାଙ୍କର ନୂତନ ବା ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ତଥା ଚିଫ୍‌ ବିଜନେସ୍‌ ଅଫିସର ଭାବେ ରାଜିନ୍ଦର କୁମାର ବବରଙ୍କୁ ନିକଟରେ ନିଯୁକ୍ତ କରାଯାଇଛି।ଏପରିକି ସେ ବ୍ୟାଙ୍କର ଡିଜିଟାଲ୍‌ ବ୍ୟାଙ୍କିଙ୍ଗ ଓ ଟ୍ରେଜେରି ପୋର୍ଟଫୋଲିଓ ସହ ସମସ୍ତ ବ୍ୟବସାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?