ଶେୟାର ବଜାର କାରବାରରେ ହ୍ରାସ
ଭୁବନେଶ୍ୱର,୩୧।୧: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ ଷ୍ଟକ୍…
ଓଡ଼ିଶା ଗ୍ରାମାଞ୍ଚଳରେ ଆକ୍ସିସ୍ ବ୍ୟାଙ୍କର ଅଗ୍ରଗତି
ଭୁବନେଶ୍ୱର,୩୧।୧(ଅନୁରାଧା ମହାରଣା): ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଭାରତ ବ୍ୟାଙ୍କିଙ୍ଗ୍ ବ୍ୟବସାୟ ମାଧ୍ୟମରେ ଓଡ଼ିଶାର ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳ(ରୁସୁ) ଅଞ୍ଚଳରେ ଅଗ୍ରଗତି କରୁଛି। ସମଗ୍ର ଓଡ଼ିଶାରେ ବ୍ୟାଙ୍କର ୨୧୦ଟି ଶାଖା ରହିଥିବାବେଳେ ଏହାର ୭୦ ପ୍ରତିଶତ ଶାଖା ରୁସୁ…
ବେଦାନ୍ତର ବାର୍ଷିକ ଖଣି ସୁରକ୍ଷା ପକ୍ଷ ଉଦ୍ଯାପିତ
ଭୁବନେଶ୍ୱର,୩୧।୧: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍ ପକ୍ଷରୁ ନିକଟରେ ଆୟୋଜିତ ବାର୍ଷିକ ଖଣି ସୁରକ୍ଷା ପକ୍ଷ ମଙ୍ଗଳବାର ବିଧିବଦ୍ଧ ଭାବେ ଉଦ୍ଯାପିତ ହୋଇଯାଇଛି। ଏପରିକି ଓଡ଼ିଶାର ଜାମକାନିଠାରେ ଚାଲିଥିବା କମ୍ପାନୀର ବାର୍ଷିକ ସୁରକ୍ଷା ପକ୍ଷ କାର୍ଯ୍ୟକ୍ରମରେ ନିରାପତ୍ତାକୁ ଗୁରୁତ୍ୱ ଦେଇ କମ୍ପାନୀ…
ଏଲ୍ଆଇସିର ସିଏସ୍ଆର୍ କାର୍ଯ୍ୟକ୍ରମ
ଭୁବନେଶ୍ୱର,୩୧।୧: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଇଷ୍ଟ ସେଣ୍ଟ୍ରାଲ ଜୋନ୍ ପାଟନା(ବିହାର) ପକ୍ଷରୁ ବିହାରର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲକୁ ୧୦ଟି ଷ୍ଟ୍ରେଚର ଟ୍ରଲି ଯୋଗାଇ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍ଆଇସିର ଇଷ୍ଟ ସେଣ୍ଟ୍ରାଲ ଜୋନ୍ ପାଟନା (ବିହାର) ପକ୍ଷରୁ…
ଏଆଇ ପ୍ଲାଟ୍ଫର୍ମ ‘ଜିଓ ବ୍ରେନ୍’ର ଶୁଭାରମ୍ଭ
ଭୁବନେଶ୍ୱର,୩୧।୧: ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଜିଓ ପ୍ଲାଟ୍ଫର୍ମସ୍ର ଏକ ନୂତନ ୫ଜି ସମନ୍ବିତ ମେଶିନ୍ ଲର୍ନିଂ ଏବଂ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ପ୍ଲାଟ୍ଫର୍ମ ‘ଜିଓ ବ୍ରେନ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜିଓ ବ୍ରେନ୍ ସମସ୍ତ ପ୍ରକାର ଶିଳ୍ପ…
Income Tax HRA Rule: ସ୍ତ୍ରୀଙ୍କୁ ଘରଭଡ଼ା ଦେଇ ନେଇ ହେବ ଏଚଆରଏ ରିହାତି, ଏସବୁ ହେଉଛି ସର୍ତ୍ତ…
ନୂଆଦିଲ୍ଲୀ,୩୦।୧ : ଆୟକର ଉପରେ ଟିକସ ବୋଝ ହ୍ରାସ କରିବାକୁ ସରକାର ପୁରୁଣା ଟିକସ ବ୍ୟବସ୍ଥାରେ ଟ୍ୟାକ୍ସ ସ୍ଲାବରେ ରିହାତି ସହିତ ଅନେକ ପ୍ରକାରର ରିହାତି ପ୍ରଦାନ କରୁଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ଏଚଆରଏର ଅର୍ଥାତ ହାଉସ ରେଣ୍ଟ ଆଲାଉନ୍ସ। ଏଚଆରଏର…
୩୧ରେ ଷ୍ଟାର୍ଟଅପ୍ ଉତ୍ସବ-୨୦୨୪
ଭୁବନେଶ୍ୱର,୩୦।୧: ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ମାଇକ୍ରୋ, ସ୍ମଲ୍ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ ବା ଏମ୍ଏସ୍ଏମ୍ଇ) ଅଧୀନରେ କାର୍ଯ୍ୟରତ ଷ୍ଟାର୍ଟଅପ ଓଡ଼ିଶା ପକ୍ଷରୁ ୨୦୨୪ ଜାନୁଆରୀ ୩୧ ରେ ‘ଷ୍ଟାର୍ଟଅପ୍ ଉତ୍ସବ-୨୦୨୪’ ପାଳିତ ହେବାକୁ ଯାଉଛି। ଏପରିକି…
ସ୍ଥିରତା ପ୍ରତି ବେଦାନ୍ତର ପ୍ରତିବଦ୍ଧତା
ଭୁବନେଶ୍ୱର, ୩୦।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ ସଂସ୍ଥା ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ଉଲ୍ଲେଖଯୋଗ୍ୟ, ଏସ୍ ଆଣ୍ଡ ପି କର୍ପୋରେଟ ସଷ୍ଟେନେବିଲିଟି ଆସେସମେଣ୍ଟ ବା ସିଏସଏ-୨୦୨୩ରେ ବେଦାନ୍ତ…
୪% କମିପାରେ ଚିନି ଉପତ୍ାଦନ
ଭୁବନେଶ୍ୱର,୩୦।୧: ଦେଶରେ ଚିନି ଉତ୍ପାଦନ ବାର୍ଷିକ ପ୍ରାୟ ୪ ପ୍ରତିଶତ ହ୍ରାସ ପାଇ ୨୦୨୩-୨୪ରେ (ଅକ୍ଟୋବର-ସେପ୍ଟେମ୍ବର) ୩୧.୬ ନିୟୁତ ଟନରେ ପହଞ୍ଚତ୍ବ ବୋଲି ଆକଳନ କରାଯାଇଛ। ଏହାର ପ୍ରଥମ ଉତ୍ପାଦନ ଆକଳନ ପ୍ରକାଶ କରି ଚିନି ବାଣିଜ୍ୟ ସଂସ୍ଥା ଅଲ ଇଣ୍ଡିଆ ସୁଗାର…
କୃଷିକ୍ଷେତ୍ରରେ ବଢ଼ୁଛି ଡ୍ରୋନ୍ ସ୍ପ୍ରେ ଚାହିଦା
ଭୁବନେଶ୍ୱର,୩୦।୧(ଅନୁରାଧା ମହାରଣା): କୃଷି କ୍ଷେତ୍ରରେ ଡ୍ରୋନ ମାଧ୍ୟମରେ ସ୍ପ୍ରେ କରିବାର ଧାରା ଯୋଗୁଁ ଡ୍ରୋନ ପାଇଲଟ ଚାହିଦା ବୃଦ୍ଧି ପାଇଛି। ଯୁବକମାନେ ଡ୍ରୋନ ପାଇଲଟକୁ ଏକ ବୃତ୍ତି ଭାବରେ ବିଚାର କରିବା ଆରମ୍ଭ କରିଛନ୍ତ। କୃଷିର ପରିବର୍ତ୍ତିତ ବ୍ୟବସ୍ଥାରେ ଝିଅମାନେ ମଧ୍ୟ ଏହାକୁ…
ଆକ୍ସିସ୍ ବ୍ୟାଙ୍କର ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୩୦।୧: ଆକ୍ସିସ୍ ବ୍ୟାଙ୍କ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି…
ଟାଟା ଷ୍ଟିଲର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୩୦।୧: ଟାଟା ଷ୍ଟିଲ୍ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀ କାର୍ଯ୍ୟକଳାପ ଓ କାରବାର ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଏବଂ ୯ମାସର ଆର୍ଥିକ ଫଳାଫଳ ମଧ୍ୟ…
Archives


