ଏବେ ଇ-କମର୍ସ ସାଇଟ୍ରେ ମିଳିବ ‘ଭାରତ ଚାଉଳ’, ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାରଙ୍କ ବଡ ଘୋଷଣା
ନୂଆଦିଲ୍ଲୀ,୨।୨:ଦେଶରେ ସାଧାରଣ ଲୋକଙ୍କୁ ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେଜି ପିଛା ମାତ୍ର ୨୯ ଟଙ୍କା ମୂଲ୍ୟରେ ଉପଲବ୍ଧ ସରକାରୀ ଚାଉଳ ‘ଭାରତ ଚାଉଳ’ ବର୍ତ୍ତମାନ ନିକଟସ୍ଥ ରିଟେଲ ଦୋକାନଗୁଡ଼ିକରେ ଲୋକଙ୍କ ପାଇଁ ଉପଲବ୍ଧ ହେବ।…
ଏବେ କେବଳ ସ୍ମୃତିରେ ରହିବ ନୋକିଆ ଫୋନ୍, HMD ଗ୍ଲୋବାଲର ଏହି ନିଷ୍ପତ୍ତି ଭାଙ୍ଗିଲା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ
ନୂଆଦିଲ୍ଲୀ,୨ା୨: ବଜେଟ୍ ସ୍ମାର୍ଟଫୋନ୍ ବର୍ଗରେ ନୋକିଆ ନିଜର ସ୍ଥାନ ହରାଇଛି। ଗତ ଆଠ ବର୍ଷ ଧରି ନୋକିଆ ଫୋନ୍ ତିଆରି କରୁଥିବା କମ୍ପାନୀ ଏଚଏମଡି ଗ୍ଲୋବାଲ ଗୁରୁବାର ଏକ ବଡ଼ ଘୋଷଣା କରିଛି। ଭବିଷ୍ୟତରେ ଏହା ଆଉ ନୋକିଆ ନାମ ବ୍ୟବହାର…
Paytm ର ବଢ଼ିଲା ସଙ୍କଟ, ଆରବିଆଇ କଟକଣା ପରେ ଦୁଇ ଦିନରେ ଖସିଲା ୪୦% ଶେୟାର
ମୁମ୍ବାଇ,୨।୨: ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମର ସଙ୍କଟ ହ୍ରାସ ହେବାର ସଙ୍କେତ ଦେଖାଯାଉନାହିଁ। କମ୍ପାନୀର ବ୍ୟାଙ୍କିଙ୍ଗ ସେବା ଉପରେ ଆରବିଆଇର କଟକଣା ପରେ ଗୁରୁବାର ଦିନ କମ୍ପାନୀର ସେୟାରରେ ୨୦% ହ୍ରାସ ପାଇଥିଲା ଏବଂ ଷ୍ଟକ୍ ମାର୍କେଟ…
ବଜେଟ ପରେ ଶେୟାର ବଜାରରେ ଜବରଦସ୍ତ ଉତ୍ସାହ, ୮୦୦ ପଏଣ୍ଟକୁ ବଢ଼ିଲା, ୨୧,୯୦୦ ଅତିକ୍ରମ କଲା ନିଫ୍ଟି
ମୁମ୍ବାଇ,୨।୨: ଶୁକ୍ରବାର ଶେୟାର ବଜାର ଜବରଦସ୍ତ ଉତ୍ସାହ ସହିତ କାରବାର ଆରମ୍ଭ କରିଛି। ଉଭୟ ବେଞ୍ଚମାର୍କ ଇଣ୍ଡେକ୍ସ ସେନସେକ୍ସ ଏବଂ ନିଫ୍ଟି ଉତ୍ସାହ ସହିତ କାରବାର କରୁଛି। ବଜାର ଖୋଲିବା ପରେ ସେନସେକ୍ସ ୮୪୪.୭୭ ପଏଣ୍ଟ ବୃଦ୍ଧି ସହିତ ୭୨,୪୯୦.୦୬ ପଏଣ୍ଟରେ(୧.୧୮%)…
ରାଠୀର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୨।୨: ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ରାଠୀ ଷ୍ଟିଲ୍ ଆଣ୍ଡ ଆପ୍ଲାଏନ୍ସର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ‘ରାଠୀ ଷ୍ଟିଲ୍’ ଗୁରୁବାର ସମ୍ବଲପୁର ଜିଲାର ବୁଢ଼ାରାଜାଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ରାଠୀ ଷ୍ଟିଲ୍ ଆଣ୍ଡ ଆପ୍ଲାଏନ୍ସର ଏମ୍ଡି ନିର୍ମଳ ରାଠୀ ସମ୍ମାନିତ…
ନରାକାସ୍ ଭୁବନେଶ୍ବରର ୫୫ତମ ଅର୍ଦ୍ଧବାର୍ଷିକ ବୈଠକ
ଭୁବନେଶ୍ୱର,୨।୨: ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍ (ବ୍ୟାଙ୍କ) ଭୁବନେଶ୍ବରର ୫୫ତମ ଅର୍ଦ୍ଧବାର୍ଷିକ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ଭୁବନେଶ୍ୱର ସର୍କଲ ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ତଥା…
ଜାନୁଆରୀରେ ହୋଣ୍ଡାର ୮୬୮୧ ୟୁନିଟ୍ ବିକ୍ରି, ଘରୋଇ ବିକ୍ରି ପଞ୍ଜୀକରଣରେ ୧୧% ବୃଦ୍ଧି
ଭୁବନେଶ୍ୱର,୨।୨: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍)ର ପଞ୍ଜୀକରଣରେ କ୍ରମାଗତ ବୃଦ୍ଧି ଘଟୁଛି। ଫଳରେ ୨୦୨୪ ଜାନୁଆରୀରେ ହୋଣ୍ଡା କାର୍ସର ମୋଟ ୮୬୮୧ ୟୁନିଟ୍ ଯାନ ବିକ୍ରି ହୋଇଛି। ଏପରିକି ୨୦୨୩ର ସମାନ ଅବଧିରେ କମ୍ପାନୀର ମୋଟ ଘରୋଇ ବିକ୍ରି ୭୮୨୧…
ଟାଟା ପାଓ୍ବାର ଡିସ୍କମ୍କୁ ଉଚ୍ଚତର ଗ୍ରାହକ ସେବା ରେଟିଂ
ଭୁବନେଶ୍ୱର,୨।୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଟାଟା ପାୱାରକୁ ନିକଟରେ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରିକି ଟାଟା ପାଓ୍ବାର ନେତୃତ୍ୱରେ ପରିଚାଳିତ ତଥା ୯ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଉଥିବା ଓଡ଼ିଶାର ୪ ଡିସ୍କମ୍…
ଓଡ଼ିଶାରେ ଏନ୍ଟିପିସିର ୨୮,୯୭୮କୋଟି ପୁଞ୍ଜି ବିନିଯୋଗ, ୩ରେ ତିନି ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି
ଭୁବନେଶ୍ୱର,୨।୨ (ଅଭୟ ଦାଶ): ଦେଶର ପ୍ରମୁଖ ଶକ୍ତି ଉତ୍ପାଦକ ତଥା ଭାରତ ସରକାରଙ୍କ ଅଗ୍ରଣୀ ଏଣ୍ଟପ୍ରାଇଜେସ୍ ଏନ୍ଟିପିସି ଲିମିଟେଡ୍ (ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ ବା ଏନ୍ଟିପିସି)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଓଡ଼ିଶା ୩ଟି ପ୍ରମୁଖ ପ୍ରକଳ୍ପକୁ…
Budget 2024: ବଜେଟ୍ ଅଭିଭାଷଣରେ ଚେସ୍ ଗ୍ରାଣ୍ଡ ମାଷ୍ଟର ପ୍ରଜ୍ଞାନାନନ୍ଦଙ୍କୁ ପ୍ରଶଂସା କଲେ ଅର୍ଥମନ୍ତ୍ରୀ ସୀତାରମଣ
ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ କ୍ରମାଗତ ଷଷ୍ଠ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ଏହା ଅନ୍ତରୀଣ…
Budget 2024: ୩କୋଟି ମହିଳା ପାଇବେ ‘ଲକ୍ଷପତି ଦିଦି’ ମାନ୍ୟତା
ନୂଆଦିଲ୍ଲୀ,୧।୨:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳାଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ବର୍ତ୍ତମାନ ଦେଶରେ ୩ କୋଟି ମହିଳା ସରକାରଙ୍କ ‘ଲକ୍ଷପତି ଦିଦି ଯୋଜନା’ର ଲାଭ ପାଇବେ। ଏଥିପାଇଁ ସରକାର ବଜେଟରେ ଆବଣ୍ଟନ ମଧ୍ୟ ବୃଦ୍ଧି କରିବେ। ଆସନ୍ତୁ ଜାଣିବା ଏହି…
Interim Budget 2024: ଆଶାକର୍ମୀ-ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ଖୁସି ଖବର, ଅର୍ଥମନ୍ତ୍ରୀ କଲେ ବଡ ଘୋଷଣା
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କୃଷକ, ମହିଳାଙ୍କ ପାଇଁ ବଡ ଘୋଷଣା କରାଯାଇଛି। ଏଥିସହ ବଜେଟରେ ଆଶାକର୍ମୀଙ୍କ, ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି।…
Archives


