ବାଣିଜ୍ୟ

Land laws across India: ଆପଣଙ୍କ ପାଖରେ ଏତେ ଏକରରୁ ଅଧିକ ଜମି ଥିଲେ ନେଇଯିବେ ସରକାର! ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୧।୨: ଲୋକେ ନିବେଶ ପାଇଁ ଜମି କିମ୍ବା ଘର କିଣୁଥିବାର ନିଶ୍ଚୟ ଦେଖିଥିବେ। ସମ୍ପତ୍ତି କିମ୍ବା ଜମିରେ ନିବେଶ କରେ ଏବେ ପ୍ରଚଳିତ ନୁହେଁ ବରଂ ବହୁ ପ୍ରାଚୀନ କାଳରୁ ଏହା ଜାରି ରହିଛି। ଭାରତରେ ଲୋକେ ନିଜର ଅଧିକ ପୁଞ୍ଜି…

ସଡ଼କ ପରିବହନ ମନ୍ତ୍ରଣାଳୟରୁ ମିଳିଲା ଆଶ୍ୱସ୍ତି: ଏତିକି ତାରିଖ ଯାଏ ବଢିଲା ଡ୍ରାଇଭିଂ, ଲର୍ନର ଲାଇସେନ୍ସର ବୈଧତା

ନୂଆଦିଲ୍ଲୀ,୨୧।୨: ସଡ଼କ ପରିବହନ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ, ଲନର୍ସ ଲାଇସେନ୍ସ ଏବଂ କଣ୍ଡକ୍ଟର ଲାଇସେନ୍ସର ବୈଧତା ମିଆଦ ପୂର୍ଣ୍ଣ ହୋଇଥିବା ଲୋକଙ୍କୁ ବଡ ଆଶ୍ୱସ୍ତି ଦେଇଛି। ବର୍ତ୍ତମାନ ଲାଇସେନ୍ସର ବୈଧତା ଅବଧି ୨୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସଡ଼କ…

ଭାରତରେ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ ଶ୍ରେଷ୍ଠ

ନୂଆଦିଲ୍ଲୀ,୨୧।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ମାଲାବାର ଗ୍ରୁପର ପ୍ରମୁଖ ରିଟେଲ ଚେନ୍‌ ‘ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ’କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ମାନ୍ୟତା ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଡିଲଏଟ୍‌ର ଗ୍ଲୋବାଲ ପାୱାର ଅଫ୍‌ ଲକଜ୍ୟୁରି…

ବିଏଲ୍‌ଏସ୍‌-ଇ ସର୍ଭିସ୍‌ ସହ ରେନୋର ସହଭାଗିତା

ନୂଆଦିଲ୍ଲୀ,୨୧।୨: ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ରେନୋଲ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ବା ରେନୋ ଇଣ୍ଡିଆ ଏବଂ ବିଏଲ୍‌ଏସ୍‌ ଇ-ସର୍ଭିସ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ରେନୋର ଅଲ ନ୍ୟୁ କ୍ୱିଡ୍‌, ଟ୍ରାଇବର ଏବଂ କାଇଗର-୨୦୨୪ ରେଞ୍ଜର…

୨୦୯ ଛାତ୍ରୀଙ୍କୁ ମାଲାବାର ଛାତ୍ରବୃତ୍ତି

ଭୁବନେଶ୍ୱର,୨୧।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର ସାମାଜିକ ସଂସ୍ଥା ମାଲାବାର ଫାଉଣ୍ଡେଶନ ପକ୍ଷରୁ କଟକ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ୨୦୯ ଜଣ ଛାତ୍ରୀଙ୍କୁ ପ୍ରାୟ ୧୭,୨୪,୦୦୦ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି।…

ପିଆଜ ରପ୍ତାନିରେ ପ୍ରତିବନ୍ଧକ ବଳବତ୍ତର

ଭୁବନେଶ୍ୱର,୨୧।୨ (ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଯାଇଥିବା ଖବର ପ୍ରକାଶ ପରେ ଦେଶରେ ପିଆଜ ଦର ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ମାତ୍ର ଏହି ପ୍ରତିବନ୍ଧକ ବଳବତ୍ତର ରହିବ ବୋଲି ମଙ୍ଗଳବାର ଜଣାପଡ଼ିଛି। ପିଆଜ ରପ୍ତାନି ଉପରେ…

Reverse Mortgage Scheme: ଅବସର ପରେ ମିଳିବ ଟଙ୍କା…

ନୂଆଦିଲ୍ଲୀ,୨୦।୨ : ସମସ୍ତେ ବୃଦ୍ଧାବସ୍ଥା ପାଇଁ ଟଙ୍କା ସଞ୍ଚୟ କରିବାକୁ ଚାହାନ୍ତି କିନ୍ତୁ ଅଧିକ ମୁଦ୍ରାସ୍ଫୀତି ଯୋଗୁ ଏହା କରିବା କଷ୍ଟକର ହୋଇଥାଏ। ପିଲାମାନଙ୍କର ଶିକ୍ଷା ଏବଂ ଘରର ଖର୍ଚ୍ଚ ଏତେ ହୋଇଯାଏ ଯେ ସଞ୍ଚୟ ପାଇଁ କୌଣସି ଟଙ୍କା ରୁହେ…

EPFO REPORT: ଡିସେମ୍ବର ୨୦୨୩ରେ ବଢ଼ିଲେ ୧୫.୬୨ ଲକ୍ଷ କର୍ମଚାରୀ, ନିଯୁକ୍ତି ଦେବାରେ ଏସବୁ ୫ ରାଜ୍ୟ ଆଗୁଆ…

ନୂଆଦିଲ୍ଲୀ,୨୦।୨ : ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ଦିନ ପ୍ରକାଶିତ ବେତନ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୩ ରେ ୧୫.୬୨ ଲକ୍ଷ ନୂତନ ସଦସ୍ୟ ଅବସର ପାଣ୍ଠି ସଂସ୍ଥା ଇପିଏଫଓରେ ଯୋଗ ଦେଇଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି…

ଘର କିଣିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ବ୍ୟାଙ୍କ ଦେଉଛି ଶସ୍ତାରେ Home loan

ନୂଆଦିଲ୍ଲୀ,୨୦।୨: ଘର କିଣିବା ବା କରିବା ପୂର୍ବରୁ ଆପଣ ବ୍ୟାଙ୍କରୁ ହୋମଲୋନ୍‌ ବା ଗୃହଋଣ ନେଇଥା’ନ୍ତି। ଋଣ ନେବା ପୂର୍ବରୁ, ଲୋକମାନେ ବିଭିନ୍ନ ବ୍ୟାଙ୍କର ଗୃହଋଣ ସୁଧ ହାର ସବୁ ବ୍ୟାଙ୍କ ସହ ତୁଳନା କରଥାନ୍ତି। ଅଧିକାଂଶ ବ୍ୟାଙ୍କ ୯-୧୧ ଶତକଡା…

ଟ୍ରେନ୍‌ ଟିକେଟ୍‌ କନ୍‌ଫର୍ମ ନହେବା ଯାଏ ଆକାଉଣ୍ଟରୁ କଟିବନି ଗୋଟିଏ ବି ଟଙ୍କା,ଏଭଳି ଉପାୟରେ କରନ୍ତୁ ବୁକିଂ…

ନୂଆଦିଲ୍ଲୀ,୨୦।୨: ଆଇଆର୍‌ସିଟିସି ଆଇପେ’ ଅଟୋପେ’(IRCTC iPay Autopay) ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ ନଚେତ ଆପ୍‌ରେ ଉପଲବ୍ଧ ହେଉଥିବା ଏକ ପେମେଣ୍ଟ ଅପ୍‌ଶନ ଯେଉଁଥିରେ ପେମେଣ୍ଟ ନ କରି ବି ଟିକେଟ ବୁକ୍‌ କରିହେବ। ଡିଜିଟାଲ ନେଣଦେଣକୁ ବଢ଼ାଇବା ଲାଗି IRCTC  ଭିନ୍ନ ଭିନ୍ନ…

ରେଳମନ୍ତ୍ରୀଙ୍କ ବଡ ଘୋଷଣା: ପୁରୀରୁ କୋଣାର୍କ ଚାଲିବ ଟ୍ରେନ

ପୁରୀ,୨୦।୨: ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବେଷ୍ଣବ ମଙ୍ଗଳବାର ପୁରୀରୁ କୋଣାର୍କ ଟ୍ରେନ ଚାଲିବ ବୋଲି ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ରେଳମନ୍ତ୍ରୀ ବୈଷ୍ଣବ ପୁରୀ-କୋଣାର୍କ ନୂଆ ରେଳ ଲାଇନ୍‌ ହେବ ବୋଲି ସୂଚନା ଦେଇଛନ୍ତି। ୩୨କି.ମି. ର ଏହି ନୂଆ…

କନ୍ଦାଇବ ପିଆଜ: ମାର୍ଚ୍ଚରେ ଦର ଆକାଶଛୁଆଁ

ନୂଆଦିଲ୍ଲୀ: ରସୁଣର ଦରବୃଦ୍ଧି ପରେ ଆଗକୁ କନ୍ଦାଇବ ପିଆଜ। ଦରବୃଦ୍ଧି ଖାଉଟିଙ୍କ ପକେଟକୁ ଦାଉ ସାଜିବ। ମାର୍ଚ୍ଚରେ ପିଆଜ ଆକାଶ ଛୁଆଁ ହେବାର ଆଶଙ୍କା ଦେଖାଦେଲାଣି। କେନ୍ଦ୍ର ସରକାର ରପ୍ତାନୀ କଟକଣା ହଟାଇବା ପରେ ଏଭଳି କିଛି ଆଶଙ୍କା କରିଛନ୍ତି ପିଆଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri