ବାଣିଜ୍ୟ

ଖୁସି ଖବର ଦେଲା ଏସ୍‌ବିଆଇ: ବଢାଇଲା ସୁଧ ହାର

ନୂଆଦିଲ୍ଲୀ,୧୫।୫: ଦେଶର ସର୍ବୋଚ୍ଚ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ସ୍ଥିର ଜମା ଯୋଜନାର ସୁଧ ହାରରେ ପରିବର୍ତ୍ତନ କରିଛି। ବ୍ୟାଙ୍କ ଉଭୟ ୨ କୋଟିରୁ କମ ଏବଂ ୨ କୋଟିରୁ ଅଧିକ ଏଫ୍‌ଡି ଯୋଜନାରେ ସୁଧ…

ବେଦାନ୍ତ ଆଲୁମିନିୟମକୁ ସିଓସି ପ୍ରମାଣପତ୍ର

ଭୁବନେଶ୍ୱର,୧୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମର ଝାରସୁଗୁଡା ୟୁନିଟକୁ ନିକଟରେ ଆଉ ଏକ ମାନ୍ୟତା ଓ ଚେନ୍‌ ଅଫ୍‌ କଷ୍ଟୋଡି (ସିଓସି) ସାର୍ଟିଫିକେଶନ ବା ପ୍ରମାଣପତ୍ର ଦିଆଯାଇଛି। ଏପରିକି ଓଡ଼ିଶାର ଝାରସୁଗୁଡାସ୍ଥିତ କମ୍ପାନୀର ସ୍ପେଶାଲ ଇକୋନୋମିକ୍‌ ଜୋନ୍‌…

ନିଯୁକ୍ତି ପ୍ରକ୍ରିୟାରେ ବିଜିୟୁର ଉତ୍ତମ ପ୍ରଦର୍ଶନ

ଭୁବନେଶ୍ୱର,୧୫।୫: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଯୁକ୍ତି ପ୍ରକ୍ରିୟାରେ ବିର୍ଲା ଗ୍ଲୋବାଲ ୟୁନିଭରସିଟି(ବିଜିୟୁ)ର ଉତ୍ତମ ପ୍ରଦର୍ଶନ ଜାରି ରହିଛି। ବିଜିୟୁର ପ୍ଲେସମେଣ୍ଟ ବିଭାଗ ବିଭିନ୍ନ କ୍ଷେତ୍ରକୁ ବିସ୍ତାର କରୁଥିବା ବେଳେ ନିଯୁକ୍ତି ପ୍ରୋଫାଇଲ ସହ ଜଡିତ ହୋଇଛି। ବିଜିୟୁ…

ବଜାରରେ ମାରୁତି ସୁଜୁକିର ଏପିକ୍‌ ନ୍ୟୁ ସୁ୍‌ଇଫ୍ଟ

ଭୁବନେଶ୍ୱର,୧୫।୫(ଅଭୟ ଦାଶ): ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ବା ଏମ୍‌ଏସଆଇଏଲ୍‌ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍‌ ନ୍ୟୁ ସୁଇଫ୍ଟ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ସହ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏମଏସଆଇଏଲ ସ୍ବୀକୃତିପ୍ରାପ୍ତ…

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ (ଜେଏସ୍‌ଏଲ୍‌)ନିକଟରେ ଆଉ ଏକ ସଫଳତା ସହ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ଉଚ୍ଚ ଶକ୍ତିସମ୍ପନ୍ନ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଟେମ୍ପର୍ଡ୨୦୧ଏଲଏନ୍‌ ଗ୍ରେଡ୍‌ର ବିକଶିତ କରାଇଛି, ଯାହା…

ପ୍ରତି ଘରେ ଇଣ୍ଟରନେଟ୍‌ ପାଇଁ ଖର୍ଚ୍ଚ ହେବ ୪.୨ ଟ୍ରିଲିୟନ୍‌

ଭୁବନେଶ୍ୱର,୧୫।୫(ଅନୁରାଧା ମହାରଣା): ଭାରତରେ ଡିଜିଟାଲ ବିପ୍ଳବ ଅନେକ କ୍ଷେତ୍ରକୁ ଦ୍ରୁତ ଗତିରେ ଅଗ୍ରଗତି କରିବାରେ ସାହାଯ୍ୟ କରିଛି। ଶସ୍ତାରେ ଉପଲବ୍ଧ ହେଉଥିବା ଡାଟା ଦ୍ୱାରା ଗ୍ରାହକ ମଧ୍ୟ ଉପକୃତ ହୋଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟେକ ଗ୍ରାମକୁ ବ୍ରଡବ୍ୟାଣ୍ଡ ସଂଯୋଗ ପାଇଁ ଉଦ୍ୟମ…

ନିର୍ବାଚନ ପରେ ଗ୍ରାହକଙ୍କୁ ବଡ଼ ଝଟ୍‌କା, ୫୦ରୁ ୨୫୦ ଯାଏଁ ମହଙ୍ଗା ହେବ ମୋବାଇଲ ରିଚାର୍ଜ!

ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନ ପରେ କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ଏକ ବଡ଼ ଝଟକା ଳାଗିବାକୁ ଯାଉଛି। ସୂଚନା ଅନୁଯାୟୀ, ଟେଲିକମ କମ୍ପାନୀଗୁଡିକ ମୋବାଇଲ ତାରିଫ୍‌ ବୃଦ୍ଧି କରିବାକୁ ଯାଉଛନ୍ତି। ଏହା ୨୫ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି।…

ସୁନା ସଂରକ୍ଷଣରେ ବୃଦ୍ଧି

ଭୁବନେଶ୍ୱର,୧୪।୫ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ସଂରକ୍ଷଣ ବୃଦ୍ଧି ପାଉଛି। ୨୦୧୯ ମାର୍ଚ୍ଚରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ଘରୋଇ ଭାବେ ରଖାଯାଇଥିବା ଭାରତର ସୁନା ସଂରକ୍ଷଣ ୪୦% ବୃଦ୍ଧି ପାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)…

ଜିଓର ନୂତନ ଓଟିଟି ଷ୍ଟ୍ରିମିଂ ପ୍ଲାନ୍‌

ଭୁବନେଶ୍ୱର,୧୪।୫: ରିଲାଏନ୍ସ ଜିଓର ନୂତନ ଓଟିଟି ଷ୍ଟ୍ରିମିଂ ପ୍ଲାନ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମାସିକ ୮୮୮ଟଙ୍କା ମୂଲ୍ୟର ଏହି ସୁଲଭ ପ୍ଲାନ୍‌ ଉଭୟ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। ରିଲାଏନ୍ସ ଜିଓ…

ଏସ୍‌ବିଆଇ ଜେନେରାଲରେ ଯୋଗଦେଲେ ଜୟା

ଭୁବନେଶ୍ୱର,୧୪।୫: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଜୟା ତ୍ରିପାଠୀଙ୍କୁ କମ୍ପାନୀର ହେଡ୍‌ କି ରିଲେଶନ୍‌ସ ଗ୍ରୁପ୍‌ ଭାବେ ନିଯୁକ୍ତି ଦିଆଯାଇଛି। ଏପରିକି ତ୍ରିପାଠୀ କମ୍ପାନୀର ନୂତନ ବ୍ୟବସାୟ ସୁଯୋଗ ଏବଂ ସହଭାଗିତା, ଡ୍ରାଇଭ ବିସ୍ତାରର…

ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୩%

ଭୁବନେଶ୍ୱର,୧୪।୫ (ଅନୁରାଧା ମହାରଣା): କ୍ରମାଗତ ଭାବେ ଘରୋଇ ବଜାରରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଛି। ଏପରିକି ୨୦୨୪ ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୩%ରେ ରହିଛି। ସେହିଭଳି ୨୦୨୪ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୫% ରହିଥିବାବେଳେ ଏପ୍ରିଲରେ ଏହା…

ଏଆଇଟିଆଇଜିଏ ଯୁଗ୍ମ କମିଟିର ୪ର୍ଥ ବୈଠକ

ଭୁବନେଶ୍ୱର,୧୩।୫ (ଅନୁରାଧା ମହାରଣା): ଏଆଇଟିଆଇଜିଏ ଆସିଆନ ଇଣ୍ଡିଆ ଟ୍ରେଡ ଇନ୍‌ ଗୁଡ୍ସ ଏଗ୍ରିମେଣ୍ଟ(ଏଆଇଟିଆଇଜିଏ )ର ସମୀକ୍ଷା ପାଇଁ ଚତୁର୍ଥ ଯୁଗ୍ମ କମିଟି ବୈଠକ ମେ ୭ରୁ ୯ ମଧ୍ୟରେ ମାଲେସିଆର ପୁଟ୍ରାଜୟାଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ବାଣିଜ୍ୟ ବିଭାଗର ଅତିରିକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?