ବାଣିଜ୍ୟ

ତୃତୀୟ ପକ୍ଷ ୟୁପିଆଇ ଆପ୍‌ ହେବ ପେଟିଏମ୍‌

ନୂଆଦିଲ୍ଲୀ,୧୫।୩:ଦେଶର ଅଗ୍ରଣୀ ତଥା ଇ ପ୍ଲାଟ୍‌ଫର୍ମ (ଡିଜିଟାଲ) ଜରିଆରେ ଆର୍ଥିକ ସେବା ପ୍ରଦାନ କରୁଥିବା ପେଟିଏମ୍‌ ବର୍ତ୍ତମାନ ସମୟରେ ତୃତୀୟ ପକ୍ଷ ୟୁପିଆଇ ଆପ୍‌ରେ ପରିଣତ ହୋଇଛି। ଫଳରେ ପେଟିଏମ୍‌ ହିତାଧିକାରୀମାନେ ପ୍ରାଥମିକ ପର୍ଯ୍ୟାୟରେ କାରବାର ସହ ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ...

ସିଆଇଆଇର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୪।୩: ଭାରତୀୟ ଶିଳ୍ପ ମହାସଂଘ ( କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି ବା ସିଆଇଆଇ)ର ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଏବଂ ଇଣ୍ଡିଆନ...

ବଜାରରେ କେଟିଏମ୍‌ର ଆର୍‌ସି ଆଣ୍ଡ ଆଡ୍‌ଭେଞ୍ଜର ରେଞ୍ଜ

ଭୁବନେଶ୍ୱର,୧୪।୩: ଦେଶର ପ୍ରମୁଖ ପ୍ରିମିୟମ ମୋଟରସାଇକେଲ ବ୍ରାଣ୍ଡ୍‌ ‘କେଟିଏମ୍‌’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ୨୦୨୪କେଟିଏମ୍‌ ଆର୍‌ସି ଆଣ୍ଡ ଆଡ୍‌ଭେଞ୍ଜର ରେଞ୍ଜର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ୍‌...

ତୃତୀୟ ପକ୍ଷ ୟୁପିଆଇ ଆପ୍ ଭାବେ କାର୍ଯ୍ୟ କରିବାକୁ Paytmକୁ ଅନୁମତି ଦେଲା ଏନପିଇସିଆଇ

ନୂଆଦିଲ୍ଲୀ,୧୪।୩: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିଇସିଆଇ) ମଲ୍ଟି ବ୍ୟାଙ୍କ ମଡେଲ ଅନ୍ତର୍ଗତ ଏକ ତୃତୀୟ ପକ୍ଷ ୟୁପିଆଇ ଆପ୍ ଭାବେ କାର୍ଯ୍ୟ କରିବାକୁ ପେଟିଏମକୁ ଅନୁମତି ପ୍ରଦାନ କରିଛି। ଏହି ଅନୁମତି ପେଟିଏମ୍ ପ୍ୟାରେଣ୍ଟ କମ୍ପାନୀ One97...

ଶସ୍ତା ହେବ ବୈଦ୍ୟୁତିକ ଯାନ

ଭୁବନେଶ୍ୱର,୧୪।୩(ଅନୁରାଧା ମହାରଣା): ଇଲେକ୍ଟ୍ରିକ୍‌ ୨ଚକିଆ ଏବଂ ୩ଚକିଆ ଯାନ ବିକ୍ରି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ୫୦୦ କୋଟି ଟଙ୍କାର ମୋବିଲିଟି ପ୍ରମୋସନ ସ୍କିମ୍‌ ( ଇଏମ୍‌ପିଏସ୍‌) ଯୋଜନା ଏପ୍ରିଲ ୧ରୁ କାର୍ଯ୍ୟକାରୀ...

ଅତିଥିଙ୍କୁ ସକାରାତ୍ମକ ଅନୁଭୂତି ଦେବା ଆମର ଲକ୍ଷ୍ୟ

୨୦୦୩ରେ ‘ନିର୍ମାଲ୍ୟ ହୋଟେଲ’ ନାମକ ଏକ ଫ୍ୟାମିଲି ହୋଟେଲରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରି ନିର୍ମାଲ୍ୟ ଗ୍ରୁପ୍‌ ଅଫ୍‌ ହୋଟେଲ ପ୍ରତିଷ୍ଠା କରିଛନ୍ତି ସନ୍ତୋଷ କୁମାର ପାଢ଼ୀ। ପରେ ସେ ବ୍ରହ୍ମପୁରରେ ୫ଟି ହୋଟେଲ କରିବାରେ ସଫଳ ହୋଇଥିଲେ। ତାଙ୍କର...

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର୍‌ର ରାଜିନାମାକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ,୧୩।୩: ଭାରତ-ମଧ୍ୟପ୍ରାଚ୍ୟ ୟୁରୋପ ଆର୍ଥିକ କରିଡର୍‌ର ସଶକ୍ତିକରଣ ଏବଂ ପରିଚାଳନା ପାଇଁ ଭାରତ ଓ ୟୁଏଇ ମଧ୍ୟରେ ଆନ୍ତଃସରକାରୀ ବ୍ୟବସ୍ଥା ରାଜିନାମାକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ଆନ୍ତଃସରକାରୀ ବ୍ୟବସ୍ଥା ରାଜିନାମା (ଆଇଜିଏଫଏ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର...

୭ ମିନିଟ ବୈଠକରେ ବଡ଼ ଛଟେଇ କଲା ଟେକ୍ ଜିଆଣ୍ଟ ଆଇବିଏମ

ନୂଆଦିଲ୍ଲୀ,୧୩।୩: ଇଣ୍ଟରନ୍ୟାସନାଲ ବିଜନେସ୍ ମେଶିନ୍ କର୍ପ (ଆଇବିଏମ୍) କର୍ମଚାରୀଙ୍କ ସହ ସଂକ୍ଷିପ୍ତ ସାତ ମିନିଟର ବୈଠକରେ ଛଟେଇ ଘୋଷଣା କରିଛି। କମ୍ପାନୀ ପକ୍ଷରୁ ପ୍ରକୃତ ସଂଖ୍ୟା କୁହାଯାଇ ନଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ନକରି ଏହାର ମାର୍କେଟିଂ ଏବଂ ଯୋଗାଯୋଗ ବିଭାଗରେ...

ଶେୟାର ବଜାରରେ ହାହାକାର, ୧୪ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୧୩।୩: ବୁଧବାର ଭାରତୀୟ ଶେୟାର ବଜାରରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି। ଫଳରେ ନିବେଶକ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବଜର ଖୋଲିବା ମାତ୍ରେ ସେନସେକ୍ସ ୧୦୦୦ ପଏଣ୍ଟ ହ୍ରାସ ପାଇଥିଲା ବେଳେ ନିଫ୍ଟି...

ଇନଷ୍ଟାଗ୍ରାମ ଆଇଡିରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି ଶାମିଙ୍କ ସ୍ତ୍ରୀ, ମୁମ୍ବାଇ ଇଣ୍ଡିଆନ୍ସ ଦିଏ ଏତେ ଟଙ୍କା…

ନୂଆଦିଲ୍ଲୀ,୧୩।୩: IPL 2024 କୁ ଆଉ କିଛିଦିନ ବାକି ଅଛି। କିନ୍ତୁ ଚଳିତ ବର୍ଷ ଆଇପିଏଲରେ ନଜର ଆସିବେନି ମହମ୍ମଦ ଶାମି। ତାଙ୍କ ଆଣ୍ଠୁରେ ସର୍ଜରୀ ଯୋଗୁ ସେ ଚଳିତ ବର୍ଷ ଆଇପିଏଲ ୨୦୨୪ରୁ ବାଦ୍‌ ପଡିବେ। କିନ୍ତୁ ତାଙ୍କୁ...

ଫଟୋ କପି ଦୋକାନରୁ ଛିଡ଼ା କଲେ ୧୦୦୦ କୋଟିର କମ୍ପାନୀ, ବେଶ ଅଦ୍ଭୁତ ବିଶାଲ ମେଗାମାର୍ଟ ପ୍ରତିଷ୍ଠାତାଙ୍କ ଏହି କାହାଣୀ…

ନୂଆଦିଲ୍ଲୀ,୧୩।୩: ବିଶାଲ ମେଗା ମାର୍ଟ ଏକ ହାଇପର୍‌ମାର୍କେଟ ଷ୍ଟୋର୍‌ ଚେନ୍‌। ସାରା ଦେଶରେ ଏହାର ୫୫୦ରୁ ଅଧିକ ଷ୍ଟୋର ରହିଛି। ରାମ ଚନ୍ଦ୍ର ଅଗ୍ରଓ୍ବାଲ ହେଉଛନ୍ତି ବିଶାଲର ପ୍ରତିଷ୍ଠାତା। ପିଲାଦିନରୁ ସେ ପୋଲିଓ ଆକ୍ରାନ୍ତ। ହେଲେ ନିଜର ପରିଶ୍ରମ ଏବଂ...

ବନ୍ଦ ହୋଇଯିବ Paytm, ଆଉ ବ୍ୟବହାର କରିପାରିବେନି ପେଟିଏମର ଏହି ସର୍ଭିସ

ନୂଆଦିଲ୍ଲୀ,୧୩।୩: ବନ୍ଦ ହୋଇଯିବ Paytm। ଆଉ ମାତ୍ର ଦୁଇଟା ଦିନ ପରେ ଆପଣ ବ୍ୟବହାର କରିପାରିବେନି ପେଟିଏମ ବ୍ୟାଙ୍କ। ଆରବିଆଇ ନିର୍ଦ୍ଦେଶ ଅନୁଯାୟୀ, ପେଟିଏମକୁ ମାର୍ଚ୍ଚ ୧୫ ଯାଏଁ ସେବା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହା ଆଉ ଦୁଇଟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri