RBIର ନିଷ୍ପତ୍ତି ପରେ ସେୟାର ବଜାରରେ ବୃଦ୍ଧି, ରେକର୍ଡ ମୁହାଁ ସେନ୍ସେକ୍ସ
ନୂଆଦିଲ୍ଲୀ, ୭ା୬: ଭାରତୀୟ ରିଜର୍ଭ ବ୍ୟାଙ୍କ୍ କମିଟିର ନିଷ୍ପତ୍ତି ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ନୂଆ ରେକର୍ଡ କରିବା ସ୍ତରରେ କାରବାର କରୁଛି। ସେନ୍ସେକ୍ସରେ ପାଖାପାଖି ୧୩ ଶହ ଅଙ୍କରୁ ଅଧିକ ବୃଦ୍ଧି ଦେଖିବାକୁ…
ଶେୟାର ବଜାର କାରବାରରେ ଉତ୍ସାହ, ୭୫,୦୦୦ ଉପରେ ସେନ୍ସେକ୍ସ
ନୂଆଦିଲ୍ଲୀ,୬।୬ (ଅଭୟ ଦାଶ): ୨୦୨୪ ନିର୍ବାଚନ ଫଳାଫଳ ଘୋଷଣା ପରେ ପରେ ଘରୋଇ ଶେୟାର ବଜାର କାରବାରରେ ଉତ୍ସାହ ଦେଖାଦେଇଛି। ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନ୍ସେକ୍ସ ୭୫,୦୦୦ (୭୫,୦୭୪.୫୧) ଅଙ୍କରେ ପହଞ୍ଚତ୍ଛି। ଏପରିକି ଚଳିତ ସପ୍ତାହର ୪ର୍ଥ…
ନିଟ୍ ପ୍ରବେଶିକା ପରୀକ୍ଷାରେ ଟେଟ୍ରାହେଡ୍ରନ୍ର ସଫଳତା
ମଙ୍ଗୁଳି-ଜଗତପୁର,୭ା୬(ମାନସ ସାମଲ): ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଶନ୍ସର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରିଛନ୍ତି। ନିଟ୍ କୋଚିଂ ନେଉଥିବା ମୋଟ୍ ୧୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୧୧୫ ଜଣ ୬୦୦ରୁ…
ମହଙ୍ଗା ହେଲା ନିରାମିଷ ଖାଦ୍ୟଥାଳି
ଭୁବନେଶ୍ୱର,୭।୬(ଅନୁରାଧା ମହାରଣା): ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି। ପନିପରିବା ମୂଲ୍ୟରେ ବୃଦ୍ଧି ହେତୁ ମେ ମାସରେ ନିରାମିଷ ଖାଦ୍ୟ ଥାଳି ମହଙ୍ଗା ହୋଇଛି। ୨୦୨୪ ମେ’ରେ ଭେଜ୍ ଥାଳିର ମୂଲ୍ୟ ୯ ପ୍ରତିଶତ ବୃଦ୍ଧି ହୋଇ…
ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ
ଭୁବନେଶ୍ୱର,୭।୬: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଜୁଏଲେରି ବ୍ରାଣ୍ଡ୍ ‘ରିଲାଏନ୍ସ ଜୁଏଲ୍ସ’ର ନୂତନ କଲେକ୍ସନ ସ୍ବତନ୍ତ୍ର ବିବାହମ୍ ସଂଗ୍ରହର ଶୁଭାରମ୍ଭ ସହ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏହି କଲେକ୍ସନ (ବିବାହମ୍ କଲେକ୍ସନ)ରେ ଅଳଙ୍କାରର ସୂକ୍ଷ୍ମ ପିସ୍ଗୁଡିକ ସାମିଲ ରହିଛି,…
ଚାନ୍ଦି ଭଣ୍ଡାରର ରଜ ସଜ କଲେକ୍ସନ, ଗଢ଼ା ମଜୁରି ଉପରେ ୨୦% ପର୍ଯ୍ୟନ୍ତ ରିହାତି
ଭୁବନେଶ୍ୱର,୭।୬: ଚାନ୍ଦି ଭଣ୍ଡାରର ବହୁ ପ୍ରତୀକ୍ଷିତ ରଜ ସଜ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଧୁନିକ ଡିଜାଇନ ସହ ରୁପାର କାଳଜୟୀ ସୌନ୍ଦର୍ଯ୍ୟର ମିଶ୍ରଣଯୁକ୍ତ ଆକର୍ଷଣୀୟ ଗହଣା ସମ୍ଭାର ଏବଂ ଆସେସରିଜ୍ ଚାନ୍ଦି ଭଣ୍ଡାରର ସମସ୍ତ ଷ୍ଟୋରରେ ଉପଲବ୍ଧ…
ଜୟଆଲୁକ୍କାସ୍ର ନବୀକରଣ ଆଉଟ୍ଲେଟ୍ ଉଦ୍ଘାଟିତ
ଭୁବନେଶ୍ୱର,୬।୬ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍ ‘ଜୟଆଲୁକ୍କାସ୍’ର ମାଲେସିଆସ୍ଥିତ କୁଆଲାଲମପୁର ଷ୍ଟୋରର ନବୀକରଣ ଆଉଟ୍ଲେଟ (ଶୋ’ରୁମ୍) ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଜୟଆଲୁକ୍କାସ୍ର ଏମ୍ଡି (ଅନ୍ତର୍ଜାତୀୟ ଅପରେଶନ) ଜନ୍ ପଲ୍ ଆଲୁକ୍କାସ୍…
ଖିମ୍ଜୀ ଜୁଏଲର୍ସର ସ୍ବତନ୍ତ୍ର ସାବିତ୍ରୀ ଅଫର
ଭୁବନେଶ୍ୱର,୬।୬: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ସାବିତ୍ରୀ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ଜୁନ୍ ୯ ପର୍ଯ୍ୟନ୍ତ ଖିମ୍ଜୀର ସମସ୍ତ ଷ୍ଟୋରରେ ଉପଲବ୍ଧ। ଏପରିକି ଏହି ଅଫର…
କ୍ୟାଣ୍ଡିୟରକୁ ଅଧିଗ୍ରହଣ କଲା କଲ୍ୟାଣ
ଭୁବନେଶ୍ୱର,୬।୬:ଦେଶର ପ୍ରମୁଖ ଘରୋଇ ଇ-କମର୍ସ ସଂସ୍ଥା ‘କ୍ୟାଣ୍ଡିୟର’କୁ ନିକଟରେ କଲ୍ୟାଣ ଜୁଏଲର୍ସ ଇଣ୍ଡିଆ ଲିମିଟେଡ୍ ସମ୍ପୂର୍ଣ୍ଣ ରୂପେ ଅଧିଗ୍ରହଣ କରିଛି। ଏପରିକି କ୍ୟାଣ୍ଡିୟରର ବଳକା ୧୫% ଅଂଶଧନ କିଣିବା ଲାଗି କମ୍ପାନୀ କ୍ୟାଣ୍ଡିୟର ଡଟ୍ କମ୍ (ଇନୋଭେଟ୍ ଲାଇଫ୍ଷ୍ଟାଇଲ ପ୍ରାଇଭେଟ୍ ଲିମିଡେ୍)ର…
ବିଶ୍ୱ ରେକର୍ଡ କଲା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ! ଗୋଟିଏ ଦିନରେ ହେଲା ୧,୯୭୧ କୋଟିର କାରବାର
ନୂଆଦିଲ୍ଲୀ,୫।୬: ବୁଧବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍ଏସ୍ଇ) ଗୋଟିଏ ଦିନରେ ୧,୯୭୧ କୋଟି ଟଙ୍କା କାରବାର କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏନ୍ଏସ୍ଇ ଏମଡି ତଥା ସିଇଓ ଆଶିଷକୁମାର ଚୌହାନ ଏକ୍ସ ପ୍ଲାଟଫର୍ମରେ ଏହା କହିଛନ୍ତି। ବୁଧବାର, ବେଞ୍ଚମାର୍କ…
ୟୁ-ଟର୍ଣ୍ଣ ମାରିଲା ସେୟାର ବଜାର, ସେନ୍ସେକ୍ସରେ ୨୩ ୦୦ ପଏଣ୍ଟ ବୃଦ୍ଧି
ମୁମ଼୍ବାଇ,୫ା୬: ବୁଧବାର ସେୟାର ବଜାର ପୂର୍ବାବସ୍ଥାକୁ ଫେରିଥିବା ଦେଖିବାକୁ ମିଳିଛି। ସପ୍ତାହର ତୃତୀୟ ଦିନରେ ସେନ୍ସେକ୍ସରେ ୨୩୦୦ ପଏଣ୍ଟରୁ ଅଧିକ ବୃଦ୍ଧି ହୋଇଛି। ଅନ୍ୟପଟେ ନିଫ୍ଟିରେ ମଧ୍ୟ ୬୦୦ ଅଙ୍କ ବୃଦ୍ଧି ପରିଲିକ୍ଷିତ ହୋଇଛି । ଫଳରେ ସେନ୍ସେକ୍ସ ୭୪ ହଜାର…
ନିର୍ବାଚନ ଫଳାଫଳ ପରେ ବଦଳିଲା ସେୟାର ମାର୍କେଟ୍ ସ୍ଥିତି
ମୁମ଼୍ବାଇ,୫ା୬: ଦେଶରେ ରାଜନୈତିକ ସ୍ଥିତିକୁ ନେଇ ବଦଳିଛି ସେୟାର ମାର୍କେଟ୍ ସ୍ଥିତି। ମଙ୍ଗଳବାର ନିର୍ବାଚନ ଗଣତି ସମୟରେ ଯେଉଁଭଳି ଭାବେ ସେୟାର ମାର୍କେଟ୍ କ୍ରାସ୍ କରିଥିଲା ବୁଧାବାର ଏଥିରେ ସୁଧାର ପରିଲିକ୍ଷିତ ହୋଇଛି। ସେନ୍ସେକ୍ସ ଏବଂ ନିଫ୍ଟିରେ ଲଗାତାର ବୃଦ୍ଧି-ହ୍ରାସ ଦେଖିବାକୁ…
Archives


