କ୍ୟାଣ୍ଡିୟରକୁ ଅଧିଗ୍ରହଣ କଲା କଲ୍ୟାଣ

ଭୁବନେଶ୍ୱର,୬।୬:ଦେଶର ପ୍ରମୁଖ ଘରୋଇ ଇ-କମର୍ସ ସଂସ୍ଥା ‘କ୍ୟାଣ୍ଡିୟର’କୁ ନିକଟରେ କଲ୍ୟାଣ ଜୁଏଲର୍ସ ଇଣ୍ଡିଆ ଲିମିଟେଡ୍‌ ସମ୍ପୂର୍ଣ୍ଣ ରୂପେ ଅଧିଗ୍ରହଣ କରିଛି। ଏପରିକି କ୍ୟାଣ୍ଡିୟରର ବଳକା ୧୫% ଅଂଶଧନ କିଣିବା ଲାଗି କମ୍ପାନୀ କ୍ୟାଣ୍ଡିୟର ଡଟ୍‌ କମ୍‌ (ଇନୋଭେଟ୍‌ ଲାଇଫ୍‌ଷ୍ଟାଇଲ ପ୍ରାଇଭେଟ୍‌ ଲିମିଡେ୍‌)ର ପ୍ରତିଷ୍ଠାତା ରୂପେଶ ଜୈନଙ୍କ ସହ ନିର୍ଦ୍ଦିଷ୍ଟ ଚୁକ୍ତି ସ୍ବାକ୍ଷର ହୋଇଛି। ଏହି କାରବାର ୪୨ କୋଟି ଟଙ୍କାରେ ହୋଇଥିବାବେଳେ କ୍ୟାଣ୍ଡିୟର ବର୍ତ୍ତମାନ କଲ୍ୟାଣ ଜୁଏଲର୍ସର ସମ୍ପୂର୍ଣ୍ଣ ସହାୟକ ସଂସ୍ଥାରେ ପରିଣତ ହୋଇସାରିଛି। ୨୦୧୭ରେ କ୍ୟାଣ୍ଡିୟରର ସିଂହଭାଗ ଅଂଶଧନକୁ କିଣି କଲ୍ୟାଣ ଜୁଏଲର୍ସ ଇ-କମର୍ସ ବଜାରରେ ପ୍ରବେଶ କରିଥିଲା। ଏପରିକି ୨୦୨୩-୨୪ବର୍ଷରେ କ୍ୟାଣ୍ଡିୟର ୧୩୦.୩ କୋଟି ଟଙ୍କାର ଲାଭ କରିଛି।

କଲ୍ୟାଣ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଟି.ଏସ୍‌. କଲ୍ୟାଣରମଣ କହିଛନ୍ତି, ଆମେ ଗ୍ରାହକଙ୍କ ବିକଶିତ ଆବଶ୍ୟକତା ପ୍ରତି ଚତୁର ରହି ଆକାର ଏବଂ ବ୍ୟାପକତା ସହ ଏକ ହାଇପର-ଲୋକାଲ ଉପଭୋକ୍ତା ବ୍ରାଣ୍ଡ୍‌ ବିକଶିତ କରିବାର ଦକ୍ଷତା ପ୍ରଦର୍ଶନ କରିଥାଉ। ଏପରିକି କ୍ୟାଣ୍ଡିୟର ସହ ଆମେ ଅଳଙ୍କାର ଶିଳ୍ପ ମଧ୍ୟରେ ଏକ ଉଦୀୟମାନ ବଜାର ବିଭାଗ ଅନୁସନ୍ଧାନ କରିବାକୁ ଉତ୍ସାହିତ ଥିବାବେଳେ ହାଲୁକା ଫ୍ୟାଶନ-ଫର୍‌ୱାର୍ଡ ଏବଂ ସାର୍ବଜନୀନ ଆକର୍ଷଣୀୟ ଡିଜାଇନ ଉପରେ ମଧ୍ୟ ଧ୍ୟାନ ଦେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ଉନ୍ନତ ଡାଇଗ୍ନୋଷ୍ଟିକ୍‌ ସେବା ଯୋଗାଇବେ ନ୍ୟୁବର୍ଗ-ପ୍ରୋଲାଇଫ୍‌

ଭୁବନେଶ୍ୱର, ୨୪ା୯(ସନ୍ତୋଷ କୁମାର ବେହେରା): ଦେଶର ଅଗ୍ରଣୀ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ସମଗ୍ର ଓଡ଼ିଶାରେ ଉଚ୍ଚମାନର ସୁଲଭ ତଥା ଉନ୍ନତମାନର ଡାଇଗ୍ନୋଷ୍ଟିକ ସେବା ଉପଲବ୍ଧ କରାଇବା ପାଇଁ ଭୁବନେଶ୍ୱରସ୍ଥିତ…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?