ବାଣିଜ୍ୟ

ଏଲନ ମସ୍କଙ୍କ ଗସ୍ତ ବାତିଲ ପରେ ଭାରତରେ ନିବେଶ କରିବାକୁ ଚାହୁଁନାହିଁ ଟେସଲା: ରିପୋର୍ଟ

ନୂଆଦିଲ୍ଲୀ,୪ା୭: ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ଏଲନ ମସ୍କଙ୍କ କମ୍ପାନୀ ଟେସଲା ପୁଣିଥରେ ଭାରତରେ ନିବେଶ ପାଇଁ ଯୋଜନାକୁ ସ୍ଥଗିତ ରଖିଛି। ମସ୍କ ଏପ୍ରିଲ ଶେଷରେ ଭାରତ ଗସ୍ତକୁ ବାତିଲ କରିବା ପରେ ଏହି ଖବର ଆସିଛି। ମସ୍କ ତାଙ୍କର ଗସ୍ତ ସମୟରେ…

ଭାରତୀୟ ଶେୟାର ବଜାରରେ ଲାଗି ରହିଛି ଉତ୍ସାହ; ସେବିକୁ ସତର୍କ କରାଇଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୪ା୭: ଗଲା କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ଲାଗି ରହିଥିଲା ବେଳେ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ ଅତିକ୍ରମ କରିଛି। ନିଫ୍ଟି ୫୦ ମଧ୍ୟ ଐତିହାସିକ ୨୪,୦୦୦ ପଏଣ୍ଟ ଅତିକ୍ରମ କରିଛି। ଏହାରି…

ଯୁଦ୍ଧ-ଆର୍ଥିକ କଟକଣାର ନାହିଁ କୌଣସି ପ୍ରଭାବ, ଦ୍ରୁତ ଗତିରେ ବଢି ଚାଲିଛି ରୁଷିଆ ଅର୍ଥନୀତି

ନୂଆଦିଲ୍ଲୀ,୪।୭: ଆମେରିକା ଏବଂ ଏହାର ସହଯୋଗୀ ଦେଶମାନେ ଲଗାଇଥିବା ଆର୍ଥିକ କଟକଣା ସତ୍ତ୍ୱେ ଅର୍ଥନୈତିକ କ୍ଷେତ୍ରରେ ରୁଷିଆର ପ୍ରଦର୍ଶନ ସୁଦୃଢ ରହିଛି। ବିଶ୍ୱ ବ୍ୟାଙ୍କର ସର୍ବଶେଷ ର଼୍ୟାଙ୍କିଙ୍ଗରେ ଋଷ ବର୍ତ୍ତମାନ ଉଚ୍ଚ ଆୟକାରୀ ଅର୍ଥନୀତିରେ ଅନ୍ତର୍ଭୁକ୍ତ ହୋଇଛି। ଏହା ସହିତ ରୁଷିଆ…

୨୬୬ ଲକ୍ଷ ମେଟ୍ରିକ ଟନ୍‌ ରବି ଗହମ କିଣିଛି ଏଫ୍‌ସିଆଇ

ଭୁବନେଶ୍ୱର,୪।୭(ଅନୁରାଧା ମହାରଣା): ଚଳିତ ରବିଋତୁରେ ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏଫ୍‌ସିଆଇ) ୨୬୬ ଲକ୍ଷ ମେଟ୍ରିକ ଟନ୍‌ (ଏଲ୍‌ଏମ୍‌ଟି) ଗହମ କିଣିଛି। ୨୦୨୩-୨୪ରେ ଏହି ପରିମାଣ ୨୬୨ ଏଲ୍‌ଏମ୍‌ଟି ଥିବାବେଳେ ୨୦୨୨-୨୩ରେ ଏହି ପରିମାଣ ୧୮୮ ଏଲ୍‌ଏମ୍‌ଟି ରହିଥିଲା। ଆର୍‌ଏମ୍‌ଏସ୍‌ ୨୦୨୪-୨୫ରେ…

ରଥଯାତ୍ରା ଉପଲକ୍ଷେ ‘ତନେଇରା’ର ଗୋଲ୍ଡ କଏନ୍‌ ଅଫର, ୨୦,୦୦୦ଟଙ୍କାର ଶପିଂ ଉପରେ…

ଭୁବନେଶ୍ବର,୪।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ (ବ୍ରାଣ୍ଡ୍‌) ‘ତନେଇରା’ର ବହୁ ପ୍ରତୀକ୍ଷିତ ‘ଗୋଲ୍ଡ କଏନ’ (ସୁନା ମୁଦ୍ରା) ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ତନେଇରାର ଭୁବନେଶ୍ୱର ଆଉଟ୍‌ଲେଟ୍‌…

ଟିପିସିଓଡିଏଲ୍‌ର ନୂତନ ଅଭିଯାନ ‘ଗାଁ ଚାଲ’

ଭୁବନେଶ୍ବର,୪।୭ (ଅଭୟ ଦାଶ): ଟି ପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ ବା ଟିପିସିଓଡିଏଲ୍‌ର ନୂତନ ଅଭିଯାନ ‘ଗାଁ ଚାଲ’ର ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ବିଭିନ୍ନ ପ୍ଲାଟ୍‌ଫର୍ମରେ ଭାବ ବିନିମୟ ସହିତ ସେବାର ଗୁଣବତ୍ତା ପାଇଁ ଉପଭୋକ୍ତାଙ୍କ…

ବାରିପଦା ବାଘଡ଼ା ରୋଡ୍‌ଠାରେ ଏସ୍‌ବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ବର,୪।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ର ନୂତନ ଶାଖା ‘ବାରିପଦା ସିଟି ଶାଖା’ ନିକଟରେ ବାରିପଦାସ୍ଥିତ ୱାର୍ଡ ନଂ.୧୫ ଅଧୀନ ବାଘଡ଼ା ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍‌ବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ…

୮୦,୦୦୦ ଛୁଇଁଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,୪।୭ (ଅଭୟ ଦାଶ): ପ୍ରଥମ ଥର ପାଇଁ ଭାରତୀୟ ଷ୍ଟକ୍‌ ଏକ୍ସଚେଞ୍ଜ ଏକ ଐତିହାସିକ ସଫଳତା ହାସଲ ସହ ନୂତନ ରେକର୍ଡ କରିଛି। ଏପରିକି ଘରୋଇ ଶେୟାର ବଜାର କାରବାରରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ…

ଭାରତର ଦେଶୀ ଟୁଇଟର୍‌ ‘କୁ’ ବନ୍ଦ: ବିରାଟ କୋହଲିଙ୍କ ସମେତ ବଡ଼ ବଡ଼ ରାଜନେତା କରୁଥିଲେ ବ୍ୟବହାର

ନୂଆଦିଲ୍ଲୀ,୩।୭: ଏଲନ ମସ୍କଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ପୁରୁଣା ନାମ ଟୁଇଟର୍‌) ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତର ହୋମଗ୍ରାଉଣ୍ଡ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘କୁ’(KOO) ଆରମ୍ଭ କରାଯାଇଥିଲା। ଏକ ସମୟ ଥିଲା ଯେତେବେଳେ ଏହି ଦେଶୀ ଟୁଇଟରର ଲୋକପ୍ରିୟତା ଭାରତରେ…

ଏହି ଦିନ ଲଞ୍ଚ୍‌ ହେବ ଦୁନିଆର ପ୍ରଥମ ସିଏନ୍‌ଜି ବାଇକ୍‌: ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ତ୍ୱ

ନୂଆଦିଲ୍ଲୀ,୩।୭: ଦେଶର ପ୍ରସିଦ୍ଧ ବାଇକ ନିର୍ମାତା ବଜାଜ ଅଟୋ ଖୁବ ଶୀଘ୍ର ଦେଶରେ ପ୍ରଥମ ସିଏନ୍‌ଜି ବାଇକ ଲଞ୍ଚ କରିବାକୁ ଯାଉଛି। ଏହି ବାଇକ ୧୨୫ ସିସି ଇଞ୍ଜିନ ସହିତ ଲଞ୍ଚ ହେବ। ଏହା ଦୁନିଆର ପ୍ରଥମ ସିଏନ୍‌ଜି ବାଇକ ହେବାକୁ…

ଆଦାନୀ ଗ୍ରୁପର ୧୩ ଲକ୍ଷ କୋଟିର କ୍ଷତି କରି ଏତେ କୋଟି ଟଙ୍କା ଆୟ କରିଛି ହିଣ୍ଡେନବର୍ଗ, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୩।୭: ଗତ ବର୍ଷ ଜାନୁଆରୀରେ ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗ ଆଦାନୀ ଗ୍ରୁପ ଉପରେ ବଡ଼ ଅଭିଯୋଗ ଆଣିଥିଲା। ଯେଉଁଥିରେ ଆଦାନୀ ଗ୍ରୁପକୁ ବଡ଼ କ୍ଷତି ସହିବାକୁ ପଡିଥିଲା। ଆଦାନୀ ଗ୍ରୁପ ୧୫୩ ବିଲିୟନ ଡ଼ଲାର୍‌ (ପ୍ରାୟ ୧୩ ଲକ୍ଷ କୋଟି…

ଆଜିଠାରୁ ମହଙ୍ଗା ହେଲା ମୋବାଇଲ ରିଚାର୍ଜ

ଭୁବନେଶ୍ୱର,୩।୭(ଅଭୟ ଦାଶ): ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡ଼ିକ ବିଭିନ୍ନ କାରଣ ଦର୍ଶାଇ ୨୦୨୪ ଜୁଲାଇ ୩ରୁ ନୂଆ ତାରିଫ୍‌ ପ୍ଲାନ୍‌ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏପରିକି ଆଜିଠାରୁ କମ୍ପାନୀଗୁଡ଼ିକ ନୂଆ ଦର ଲାଗୁ କରିବା ସହ ମୋବାଇଲ୍‌ ରିଚାର୍ଜ ପ୍ଲାନ୍‌ଗୁଡ଼ିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri