ପାରାଦୀପ ପୋର୍ଟର ନୂଆ ମାଇଲଖୁଣ୍ଟ
ଭୁବନେଶ୍ୱର,୧୧।୭ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାରାଦୀପ ପୋର୍ଟ ଅଥରିଟି ବା ପିପିଏ ନିକଟରେ ଏକ ନୂଆ ମାଇଲଖୁଣ୍ଟ ସହ ଲକ୍ଷ୍ୟଧାର୍ଯ୍ୟ ସମୟ ମଧ୍ୟରେ ଏତିହାସିକ ସଫଳତା ଲାଭ କରିଛି। ପାରାଦୀପ ପୋର୍ଟ ୨୦୨୪-୨୫ ଆର୍ଥିକ ବର୍ଷ ପ୍ରଥମ…
୧.୫ ଲକ୍ଷ କୋଟି ଟପିଲା କେଭିଆଇସି କାରବାର
ଭୁବନେଶ୍ୱର,୧୧।୭ (ଅଭୟ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରିଜ କମିଶନ ବା କେଭିଆଇସି) ଉଲ୍ଲେଖନୀୟ ସଫଳତା ସହ ନୂତନ ମାଇଲଖୁଣ୍ଟ…
ୱାକାଥନ ଜରିଆରେ କ୍ୟାନ୍ସର ସଚେତନତା
ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଟକ ତେଲଙ୍ଗାପେଣ୍ଠସ୍ଥିତ ଏଚ୍ସିଜି ପଣ୍ଡା କ୍ୟାନ୍ସର ହସ୍ପିଟାଲ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ବାଲେଶ୍ୱରଠାରେ ରୋଟାରି କ୍ଲବ୍ ସହଭାଗିତାରେ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକ ମେଗା ଓ୍ବାକାଥନ (କ୍ୱିଟ୍…
ରିଅଲ୍ମି ୧୩ପ୍ରୋ ସିରିଜ୍ର ଶୁଭାରମ୍ଭ
ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ରିଅଲ୍ମିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ୧୩ ପ୍ରୋ ସିରିଜର ଅନାବରଣ ନିକଟରେ ହୋଇଯାଇଛି। ଚଳିତ ମାସରେ କମ୍ପାନୀର ପ୍ରଥମ ଏଆଇ ପ୍ରଫେସନାଲ କ୍ୟାମେରା ସ୍ମାର୍ଟଫୋନ୍ ‘ରିଅଲ୍ମି ୧୩ ପ୍ରୋ ସିରିଜ’ର ଶୁଭାରମ୍ଭ…
ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ବୃଦ୍ଧି
ଭୁବନେଶ୍ୱର,୧୦।୭(ଅନୁରାଧା ମହାରଣା): ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ଜୁନ୍ ମାସରେ ଏକ ନୂତନ ରେକର୍ଡରେ ପହଞ୍ଚିଛି। ଏହି ମାସରେ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ୧୭% ବୃଦ୍ଧି ପାଇଛି। ମେ ମାସରେ ୩୪,୬୯୭ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ଜୁନ୍ରେ ପ୍ରବାହ…
ପିପିଏଫ୍ଏଲ୍ର ନୂତନ ଅଭିଯାନ
ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ପ୍ରିନ୍ସ ପାଇପ୍ସ ଆଣ୍ଡ ଫିଟିଂସ ଲିମିଟେଡ୍ (ପିପିଏଫ୍ଏଲ୍)ର ନୂତନ ଅଭିଯାନ ‘ଅଭିନବ ରଥ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ତା’ର ଉଚ୍ଚମାନର ପାଇପ୍ ଓ ଫିଟିଂ ବ୍ୟବହାରକରି ଏକ…
ଅନୁଗୋଳରେ ହେବ ସର୍ବବୃହତ୍ ଇସ୍ପାତ କାରଖାନା: ଜେଏସ୍ପି
ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇସ୍ପାତ ଉତ୍ପାଦକ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ବାର (ଜେଏସ୍ପି) ଓଡ଼ିଶାର ଅନୁଗୋଳଠାରେ ବିଶ୍ୱର ସର୍ବବୃହତ୍ ଇସ୍ପାତ କାରଖାନା ନିର୍ମାଣ କରିବ ବୋଲି ଲୋକ ସଭା ସଦସ୍ୟ ତଥା ଜେଏସ୍ପିର…
ନିଟ୍ ପେପର୍ ଲିକ୍ ଭଳି ଦିନେ ବଜେଟ୍ ପେପର୍ ହୋଇଥିଲା ଲିକ୍, ବିଦା ହୋଇଥିଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୭।୯: ନିଟ୍ ପେପର୍ ଲିକ୍ ନେଇ ସାରା ଦେଶ ଉଠୁଛି ପଡୁଛି। ଜାତୀୟ ରାଜନୀତି, ସୁପ୍ରିମକୋର୍ଟ ଓ ସଂସଦରେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ପରୀକ୍ଷାରେ ବ୍ୟାପକ ଅନିୟମିତତା ସହ ପ୍ରଶ୍ନପତ୍ର ଲିକ ପ୍ରସଙ୍କ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।…
ଖସିଲା ଶେୟାର ବଜାର
ନୂଆଦିଲ୍ଲୀ,୯।୭ (ଅଭୟ ଦାଶ): ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର…
ଏଆଇସିଟିଇ ସହ ଓପୋର ସହଭାଗିତା
ଭୁବନେଶ୍ୱର,୯।୭ (ଅଭୟ ଦାଶ): ଅଲ୍ ଇଣ୍ଡିଆ କାଉନସିଲ ଫର୍ ଟେକ୍ନିକାଲ ଏଜୁକେଶନ ବା ଏଆଇସିଟିଇ ଏବଂ ଓପୋ ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଯୋଗରେ ଏକ ନୂଆ ଅଭିଯାନ ‘ଜେନେରେଶନ ଗ୍ରୀନ୍…
ଲାଲ୍ଚାନ୍ଦ୍ ଜୁଏଲର୍ସର ମନ୍ସୁନ୍ ସେଲ୍
ଭୁବନେଶ୍ୱର,୯।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍ ଲାଲ୍ଚାନ୍ଦ୍ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍ସୁନ୍ ସେଲ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବର୍ତ୍ତମାନ ସାରା ଓଡ଼ିଶାରେ ମୌସୁମୀ (ବର୍ଷାଋତୁ) ଜାରି…
ଅରିନ୍ଦମ ଏନ୍ଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ଭୁବନେଶ୍ୱର,୯।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ ବା ଏନ୍ଟିପିସି ଲିମିଟେଡର ନୂତନ ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଷ୍ଟର୍ନ ରିଜନ-୨, ମୁଖ୍ୟାଳୟ ଭୁବନେଶ୍ୱର) ଭାବେ ଅରିନ୍ଦମ ସିହ୍ନା ନିକଟରେ ଯୋଗ ଦେଇଛନ୍ତି। ଏହା…
Archives


