ବାଣିଜ୍ୟ

ଭାରତକୁ ସର୍ବୋଚ୍ଚ ତୈଳ ରପ୍ତାନୀ କରୁଥିବା ଦେଶ ଋଷିଆ

ନୂଆଦିଲ୍ଲୀ,୨୦।୧୦: ଅଶୋଧିତ ତୈଳ ରପ୍ତାନୀକାରୀ ମଧ୍ୟରେ ଆରବ ଷ୍ଟେଟ ଅଫ ପର୍ସିଆନ ଗଲ୍ଫ ଦେଶଗୁଡିକର ଦବ୍‌ଦବ୍‌ା ରହି ଆସିଛି। ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆକୁ ତୈଳ ରପ୍ତାନୀ ପାଇଁ ବିଶ୍ୱର ଅନେକ ଦେଶ କଟକଣା ଲଗାଇଥିବାବେଳେ ଆରବ ଦେଶଗୁଡିକ ଏହି...

ଚାରି ମାସର ଉଚ୍ଚ ସ୍ତରରେ ସୁନା ଦାମ୍; ଇସ୍ରାଏଲ-ହମାସ ଯୁଦ୍ଧ ଏବଂ ଡଲାର ରେଟ୍ ହ୍ରାସର ପ୍ରଭାବ

ନୂଆଦିଲ୍ଲୀ, ୨୦/୧୦: ସୁନା ଏବଂ ରୁପା ଦାମରେ ଶୁକ୍ରବାର ବୃଦ୍ଧି ପରିଲକ୍ଷିତ ହୋଇଛି, ଯେତେବେଳେ କି ଗତ କାଲି ଏଥିରେ ହ୍ରାସ ଦଖିବାକୁ ମିଳିଥିଲା। ଇସ୍ରାଏଲ ହମାସ ୟୁଦ୍ଧ ମଧ୍ୟରେ ୟୁଏସ ଫେଡେରାଲ ରିଜର୍ଭ ସୁଧ ହାର ସମ୍ପର୍କିତ କଠୋର...

ଚାକିରି କରୁ ନଥିବା ଲୋକଙ୍କୁ ବ୍ୟାଙ୍କ ଦେଉଛି ଋଣ, ଜାଣନ୍ତୁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ…

ନୂଆଦିଲ୍ଲୀ,୨୦।୧୦: ଭାରତର ପ୍ରାୟ ସମସ୍ତ ଫାଇନାନ୍ସ କମ୍ପାନୀ ଏବଂ ବ୍ୟାଙ୍କଗୁଡିକ ଘର ଋଣ ପ୍ରଦାନ କରନ୍ତି। ହେଲେ ସମସ୍ତେ ଘର ଋଣର ଲାଭ ପାଆନ୍ତି ନାହିଁ। ବିଶେଷକରି ଯଦି ଆପଣଙ୍କର ଏକ ସ୍ଥିର ମାସିକ ଆୟ ନାହିଁ, ତେବେ ଘର...

ସରକାରୀ କର୍ମଚାରୀଙ୍କ ପାଇଁ ଦଶହରା ଭେଟି ଦେଲେ ରାଜ୍ୟ ସରକାର, ୪% ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର, ୨୦/୧୦: ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ରାଜ୍ୟ ସରକାର ମହଙ୍ଗା ଭତ୍ତା (ଡିଏ) ଏବଂ ଅତିରିକ୍ତ ଭତ୍ତା(ଟିଆଇ) ୪% ବୃଦ୍ଧି ଘୋଷଣା କରିଛନ୍ତି। ବର୍ତ୍ତମାନ ମହଙ୍ଗା ଭତ୍ତା ୪୨% ଥିବା ବେଳେ ୪୬% କୁ...

ଅକ୍ଟୋବରର ଅବଶିଷ୍ଟ ୧୧ ଦିନ ମଧ୍ୟରୁ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୦।୧୦: ଉତ୍ସବର ଋତୁ ଆରମ୍ଭ ହୋଇଛି। ଏହି ଅବସରରେ ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ଦିନରେ ବ୍ୟାଙ୍କ ଛୁଟି ଅଛି। ଦୁର୍ଗା ପୂଜାରେ କିଛି ରାଜ୍ୟରେ ୨୫, ୨୬ ଏବଂ ୨୭ ଅକ୍ଟୋବର ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ବନ୍ଦ ରହିବ। ଆରବିଆଇ...

ଜେଏସ୍‌ଏଲ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୦।୧୦:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌(ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍‌ ଡିରେକ୍ଟରସ) ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଚଳିତ ଆର୍ଥତ୍କ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨ୟ ତ୍ରୈମାସିକ...

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର, ୨୦।୧୦:କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଗୁରୁବାର ବମ୍ବେ...

ବିନା ଇଟିପିରେ ଚାଲିଥିଲା ୟାଜଦାନୀ ଷ୍ଟିଲ

ଯାଜପୁର,୨୦ା୧୦(ହର୍ଷବର୍ଦ୍ଧନ ବେହେରା):କଳିଙ୍ଗନଗର ଶିଳ୍ପାଞ୍ଚଳର ୟାଜଦାନୀ ଷ୍ଟିଲ ପ୍ରାଇଭେଟ ଲିମିଟେଡ କାରଖାନାରେ ଦୀର୍ଘ ବର୍ଷ ହେଲା ଇଟିପି (ଇଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ସ୍ଥାପନ କରାଯାଇ ନାହିଁ। ଏଭଳି ଭାବେ ଏହି କାରଖାନା ବେଆଇନ ଭାବେ ଚାଲିଥିଲା। ଜିଲା ପ୍ରଶାସନ ଏଥିପ୍ରତି ଆଦୌ...

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢ଼ାଇଲେ ରାଜ୍ୟ ସରକାର, ଅକ୍ଟୋବର ୧ ତାରିଖରୁ ହେବ ଲାଗୁ

ନୂଆଦିଲ୍ଲୀ,୧୯।୧୦: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ଦିଲ୍ଲୀ ସରକାର ଦୁର୍ଗା ପୂଜା ଅବସରରେ ସାଧାରଣ ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି କରିଛନ୍ତି। ଶ୍ରମିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ନୂଆ ମଜୁରୀ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ।...

ଟମାଟୋ ପରେ ବଢିଲା ପିଆଜ ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୯।୧୦: ଦେଶରେ ମୁଦ୍ରାସ୍ଫୀତି ଆକଳନ ହ୍ରାସ ପାଉଥିଲେ ମଧ୍ୟ ପନିପରିବା ମୂଲ୍ୟରେ ପରିସ୍ଥିତି ଏପରି ଜାରି ରହିଛି ଯେ ଏହା ସାଧାରଣ ଜନତାଙ୍କୁ ଚକିତ କରୁଛି। ଏହାପୂର୍ବରୁ ଜୁଲାଇ-ଅଗଷ୍ଟରେ ଟମାଟୋର ମୂଲ୍ୟ ବୃଦ୍ଧି ସମସ୍ତ ରେକର୍ଡ ଭାଙ୍ଗିଥିଲା ଏବଂ କିଲୋଗ୍ରାମ...

ଭରସା ଦେଲେ ସରକାର, ପାର୍ବଣ ସମୟରେ ମହଙ୍ଗା ହେବନାହିଁ ଖାଦ୍ୟପଦାର୍ଥ, କିନ୍ତୁ ବଜାରରେ ବଢିଚାଲିଛି ଦାମ୍

ନୂଆଦିଲ୍ଲୀ,୧୯ା୧୦: ବର୍ତ୍ତମାନ ପାର୍ବଣ ସମୟରେ ବଜାରରେ ଗହମ, ଚିନି ସମେତ ଅନ୍ୟାନ୍ୟ ଖାଦ୍ୟପଦାର୍ଥର ଦାମ୍ ବଢ଼ିବାରେ ଲାଗିଛି। ତେବେ ସରକାର ସାଧାରଣ ଲୋକଙ୍କୁ ଭରସା ଦେଇଛନ୍ତି ଯେ, ପାର୍ବଣ ଋତୁରେ ଜରୁରୀ ଖାଦ୍ୟ ପଦାର୍ଥର ଦାମ୍ ବୃଦ୍ଧି ପାଇବ ନାହିଁ,...

ଲାପଟପ, କମ୍ପ୍ୟୁଟର ଆମଦାନୀ ପାଇଁ ବଡ ପଦକ୍ଷେପ ନେଲେ ସରକାର

ନୂଆଦିଲ୍ଲୀ,୧୯।୧୦: ଲାପଟପ ଏବଂ କମ୍ପ୍ୟୁଟର ପରି ଆଇଟି ହାର୍ଡୱେର୍‌ ଉତ୍ପାଦ ଆମଦାନୀ ପାଇଁ କେନ୍ଦ୍ର ସରକାର ପୁରୁଣା ଲାଇସେନ୍ସ ନିୟମକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହିପରି ଉତ୍ପାଦ ଆମଦାନୀ ପାଇଁ ଏକ ଅନଲାଇନ ଅନୁମୋଦନ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri