ବାଣିଜ୍ୟ

8th pay commission: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର, ଏହି ଦିନଠୁ…

ନୂଆଦିଲ୍ଲୀ,୧୪।୭: ଦେଶର ୪୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଅଷ୍ଟମ ବେତନ କମିଶନ ଲାଗୁ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବର୍ଷ ପ୍ରାରମ୍ଭରେ, କେନ୍ଦ୍ର କ୍ୟାବିନେଟ ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ…

ପିଏମ୍‌ ଜନଧନକୁ ନେଇ ଆସିଲା ବଡ଼ ଖବର! କ’ଣ ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ? ଜାଣନ୍ତୁ ସରକାର…  

ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା। ଏହି ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। କିଛିଦିନ ଧରି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ ସରକାର ଚାଲୁ ନ ଥିବା ପିଏମ୍‌…

ଏସବୁ କୃଷକଙ୍କୁ ମିଳିବ ନାହିଁ ପିଏମ୍‌ କିଷାନର ଆଗାମୀ କିସ୍ତି! ଆସିଲା ବଡ଼ ଅପ୍‌ଡେଟ୍‌  

ନୂଆଦିଲ୍ଲୀ,୧୩।୭: ଦେଶର କୋଟି କୋଟି କୃଷକ ପିଏମ୍‌ କିଷାନ ଯୋଜନାର ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଜୁନରେ ଏହି ଟଙ୍କା ଆସିବାର ଥିଲା, ହେଲେ ଏଥର ସେଥିରେ ବିଳମ୍ବ ହୋଇଛି। ଏହି ଯୋଜନାରେ ଗରିବ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ…

ଆପଣଙ୍କ CIBIL ସ୍କୋର ଦୁର୍ବଳ ଅଛି କି? ସୁଧାରିବା ପାଇଁ ୫ ସହଜ ଏବଂ ପ୍ରଭାବଶାଳୀ ଉପାୟ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୭: ଯଦି ଆପଣଙ୍କର CIBIL ସ୍କୋର କମ ଅଛି ଏବଂ ଆପଣ ଋଣ କିମ୍ବା କ୍ରେଡିଟ କାର୍ଡ ପାଇଁ ବାରମ୍ବାର ପ୍ରତ୍ୟାଖ୍ୟାନ ପାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ଏଠାରେ ଆମେ କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ କହିବୁ,…

୧୫ ଜୁଲାଇରୁ YouTubeର ବଦଳିଯିବ ନିୟମ: ଏହିି ବିଷୟବସ୍ତୁ ଉପରେ ମିଳିବନି ଟଙ୍କା

ନୂଆଦିଲ୍ଳୀ,୧୨।୭: YouTube ବହୁତ ଦିନ ଧରି ଏକ ଗମ୍ଭୀର ସମସ୍ୟା ଦେଇ ଗତି କରୁଛି। AI ସାହାଯ୍ୟରେ ତିଆରି ଖରାପ ଏବଂ ସ୍ପାମ ଭିଡିଓ ଏବେ YouTubeରେ ଗଦାଗଦା ଦେଖିବାକୁ ମିଳୁଛି। ଏହି ଭିଡିଓଗୁଡ଼ିକ କେବଳ ପ୍ଲାଟଫର୍ମର ଗୁଣବତ୍ତା ହ୍ରାସ କରୁନାହିଁ,…

ଆଜି ରାତିରୁ ଆରମ୍ଭ ହେବ Flipkartର GOAT Sale, ସ୍ମାର୍ଟଫୋନ୍‌- ସ୍ମାର୍ଟ ଟିଭି ସହ ଏସବୁ ଉପରେ… 

ନୂଆଦିଲ୍ଲୀ,୧୧।୭: ଯଦି ଆପଣ ଅନଲାଇନ ଶପିଂ କରନ୍ତି ଏବଂ ନିଜ ପାଇଁ ଏକ ନୂତନ ସ୍ମାର୍ଟଫୋନ କିମ୍ବା ଅନ୍ୟ କିଛି କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଫ୍ଲିପକାର୍ଟ ଏହାର କୋଟି କୋଟି ପ୍ରଶଂସକ…

୨ ଘଣ୍ଟା ହସ୍ପିଟାଲରେ ରହିଲେ ବି କରିପାରିବେ ଇନସ୍ୟୁରାନ୍ସ କ୍ଲେମ, ଶେଷ ହେଲା ରାତିସାରା ରହିବାର ସର୍ତ୍ତ, ଏହି କମ୍ପାନୀ ଦେଉଛି…

ନୂଆଦିଲ୍ଲୀ,୧୧।୭: ସ୍ବାସ୍ଥ୍ୟ ବୀମା ଦାବି କରିବା ପାଇଁ ୨୪ ଘଣ୍ଟା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବାର ସର୍ତ୍ତ ଏବେ ଶେଷ ହୋଇଛି। ଅନେକ ବୀମା କମ୍ପାନୀ ମାତ୍ର ୨ ଘଣ୍ଟା ପାଇଁ ହସ୍ପିଟାଲରେ ରହିଥିଲେ ବି ମେଡିକ୍ଲେମ ଦେଉଛନ୍ତି। ନୂତନ ଯୁଗ…

ଅଗଷ୍ଟ ୧ରୁ ଯୁବକମାନଙ୍କୁ ମିଳିବ ୧୫,୦୦୦ ଟଙ୍କା: ଜାଣଙ୍କୁ କେଉଁମାନେ ଉଠାଇପାରିବେ ଏହାର ଲାଭ

ନୂଆଦିଲ୍ଲୀ,୧୧।୭: ଅଗଷ୍ଟ ୧ ତାରିଖରୁ ଦେଶରେ ଏମ୍ପୋଲୟମେଣ୍ଟ ଲିଙ୍କ୍ଡ ଇନସେଣ୍ଟିଭ ସ୍କିମ (ELI) ଆରମ୍ଭ କରିବାକୁ ଯାଉଛନ୍ତି ସରକାର। ଏହା ଅଧୀନରେ ପ୍ରଥମ ଥର ପାଇଁ ନିଯୁକ୍ତି ପାଇଥିବା ଯୁବକମାନଙ୍କୁ ସରକାର ୧୫,୦୦୦ ଟଙ୍କା ଦେବେ। ଏହି ଯୋଜନାର ଲକ୍ଷ୍ୟ ହେଉଛି…

୨୦୨୫ରେ ଆସିବ କି ନାହିଁ ରିଲାଏନ୍ସ ଜିଓର IPO, ଆସିଲା ବଡ଼ ଅପ୍‌ଡେଟ୍‌…  

ନୂଆଦିଲ୍ଲୀ,୯।୭: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଟେଲିକମ ଏବଂ ଡିଜିଟାଲ କମ୍ପାନୀ ରିଲାଏନ୍ସ ଜିଓ ପ୍ଲାଟଫର୍ମର IPO ଚଳିତ ବର୍ଷ ଆସିବ ନାହିଁ। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ପ୍ଲାଟଫର୍ମର IPO ବିଳମ୍ବ ହେବାର ସମ୍ଭାବନା…

ଆସିବ କି ୫୦ ଟଙ୍କିଆ କଏନ୍‌? ଜାଣନ୍ତୁ କ’ଣ ସ୍ପଷ୍ଟ କଲେ କୋର୍ଟ

ନୂଆଦିଲ୍ଲୀ,୯ା୭: ଦିଲ୍ଲୀ ହାଇକୋର୍ଟରେ ଜଣେ ଆବେଦନକାରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଜନହିତକର ଆବେଦନର ଶୁଣାଣିର ରାୟ ସାମ୍ନାକୁ ଆସିଛି। ଆବେଦନରେ ଦୃଷ୍ଟିହୀନ ନାଗରିକଙ୍କ ପାଇଁ ୫୦ ଟଙ୍କିଆ ଏବଂ ତା’ଠାରୁ କମ ମୂଲ୍ୟର ନୋଟ୍‌ ଏବଂ ମୁଦ୍ରାକୁ ଅଧିକ ଚିହ୍ନଟ…

ଭାରତ ବିଶ୍ୱର ୨ୟ ବୃହତ୍ତମ ସ୍ମାର୍ଟଫୋନ୍‌ ବଜାର

ନୂଆଦିଲ୍ଲୀ,୯।୭: ବର୍ତ୍ତମାନ ସମୟରେ ସବୁବର୍ଗର ଲୋକଙ୍କ ହାତରେ ସ୍ମାର୍ଟଫୋନ୍‌ ରହିଛି। ଏପରିକି ଭାରତରେ ପ୍ରାୟ ୬୫୦ ମିଲିୟନ ଲୋକ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିଲାବେଳେ ଟାୟାର ୨ ଓ ୩ ସହରର ୬୦% ସ୍ମାର୍ଟଫୋନ୍‌ ଗ୍ରାହକ ରହିଛନ୍ତି। ଫଳରେ ଭାରତ ବିଶ୍ୱର ୨ୟ…

ପୁରୀ ରଥଯାତ୍ରାରେ ୨୦ଲକ୍ଷ ଶ୍ରଦ୍ଧାଳୁଙ୍କୁ ଭୋଜନ ସେବା

ଭୁବନେଶ୍ୱର,୮।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିନ୍ଦଲ ଫାଉଣ୍ଡେଶନ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ ହୋଇ ଦେୟ ମୁକ୍ତ ସେବା ଓ ସୁବିଧା ଭକ୍ତମାନଙ୍କୁ ଯୋଗାଇ ଦେଇଥିଲା। ବିଶେଷ କରି ନବଯୌବନ ଦର୍ଶନରୁ ସୁନାବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?