ବାଣିଜ୍ୟ

ଏହି ଧମାକାଦାର ସ୍କିମ୍‌ରେ କରନ୍ତୁ ଟଙ୍କା ନିବେଶ, ମିଳିବ ଡବଲ୍‌: ପୋଷ୍ଟ ଅଫିସ୍‌ରେ ଦେଉଛି ଏଭଳି ଅଫର୍‌

ନିଜର ଏବଂ ପରିବାରର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ, ଆମେ ବିଭିନ୍ନ ଯୋଜନାରେ ନିବେଶ କରୁ, ଯାହା ଆମକୁ ଭଲ ଲାଭ ଦିଏ। ଏମିତି ଏକ ସ୍କିମ୍‌ ରହିଛି, ଯାହା ଅଳ୍ପ ସମୟ ମଧ୍ୟରେ ଆପଣଙ୍କ ଟଙ୍କାକୁ ଦ୍ୱିଗୁଣିତ କରିଥାଏ। ଏହି…

ଜବରଦସ୍ତ ସରକାରୀ ଯୋଜନା! କୃଷକଙ୍କୁ ମାସକୁ ମିଳିବ ୩୦୦୦ ପେନସନ, ଜାଣନ୍ତୁ କିଭଳି କରିବେ ଆବେଦନ

ନୂଆଦିଲ୍ଲୀ,୬।୭: କେନ୍ଦ୍ର ସରକାର କୃଷକମାନଙ୍କୁ ବୃଦ୍ଧାବସ୍ଥାରେ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ପିଏମ୍‌ କିଶାନ ମାନଧନ ଯୋଜନା ଚଳାଉଛନ୍ତି। ଏହି ଯୋଜନାରେ ବହୁତ କମ୍‌ ଟଙ୍କା ଯୋଗଦାନ କରି (୫୫ରୁ ୨୦୦ ଟଙ୍କା ମାସକୁ) ୬୦ ବର୍ଷ ବୟସ ପରେ୩୦୦୦ ଟଙ୍କା ପେନସନ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା, କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୫।୭: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି, ଯାହା ଆପଣଙ୍କ ଝିଅ ଜନ୍ମ ହେବାଠାରୁ ବଡ଼ ହେବା ପର୍ଯ୍ୟନ୍ତ ଆପଣଙ୍କୁ ଆର୍ଥିକ…

ମାଇକ୍ରୋସଫ୍ଟରେ ବଡ଼ ଧରଣର ଛଟେଇ: ୯,୧୦୦ କର୍ମଚାରୀ ହରାଇବେ ଚାକିରି

ନୂଆଦିଲ୍ଲୀ,୨।୭: ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ ଏକ ବଡ଼ ଧରଣର ଛଟେଇ ଘୋଷଣା କରିଛି, ଯେଉଁଥିରେ ପ୍ରାୟ ୪% ବା ୯,୧୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯିବ। ସିଆଟଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୨୦୨୩ ପରେ ଏହା ହେଉଛି ମାଇକ୍ରୋସଫ୍ଟର…

ମାଲିକ କହୁଛନ୍ତି ୭୦ ଘଣ୍ଟା କାମ କରନ୍ତୁ ଭାରତୀୟ, ସେପଟେ ନିଜ କମ୍ପାନୀ କହୁଛି ଓଭରଟାଇମକୁ ନା..

ବେଙ୍ଗାଲୁରୁ, ୧।୭: ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସ୍ ଏବେ କର୍ମଚାରୀଙ୍କୁ କାମ ଓ ଜୀବନର ସନ୍ତୁଳନ ବଜାୟ ରଖିବାକୁ ପରାମର୍ଶ ଦେଉଛି। କମ୍ପାନୀ ଏକ ଅଭ୍ୟନ୍ତରୀଣ ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ଏଚ୍‌ଆର ଟିମ୍ କର୍ମଚାରୀଙ୍କ କାର୍ଯ୍ୟସମୟକୁ ଅନୁଧ୍ୟାନ କରୁଛି ଏବଂ…

୧ ଜୁଲାଇରୁ ଆର୍ଥିକ ନିୟମରେ ବଡ଼ ପରିବର୍ତ୍ତନ: ଆଧାର-ପ୍ୟାନ ଲିଙ୍କ, ଏଟିଏମ ଫିସ୍ ଆଉ ଏସବୁ ବଦଳିଯିବ

ନୂଆଦିଲ୍ଲୀ,୩୦ା୬: ୧ ଜୁଲାଇ ୨୦୨୫ରୁ ଭାରତରେ ଆର୍ଥିକ ଓ ସେବା ସମ୍ବନ୍ଧୀୟ ନିୟମାବଳୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସୁଛି। ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ, କ୍ରେଡ଼ିଟ କାର୍ଡ ବ୍ୟବହାର, ତତକାଳ ଟ୍ରେନ ଟିକେଟ ବୁକିଂ ଏବଂ ନୂଆ ପ୍ୟାନ କାର୍ଡ ପାଇଁ ଆଧାର…

ତତ୍କାଳ ଟିକେଟ ବୁକିଂରୁ ATMରୁ ଟଙ୍କା ଉଠାଣ ଯାଏ… ଜୁଲାଇ ୧ରୁ ବଦଳିଯିବ ୪ ବଡ଼ ନିୟମ ! ଜାଣି ରଖନ୍ତୁ

ନୂଆଦିଲ୍ଲୀ,୨୮।୬: ଜୁଲାଇ ଆରମ୍ଭ ହେବାକୁ ଆଉ ଦୁଇଦିନ ବାକି। ନୂଆ ମାସ ସହ ଅନେକ ବଡ଼ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଥିରେ ରେଳ ଟିକେଟ…

Cash Deposit Limit: ବ୍ୟାଙ୍କ ଆକାଉଣ୍ଟରେ ଏକାଥରେ କେତେ ଟଙ୍କା ଜମା କରିପାରିବେ? ଟ୍ୟାକ୍ସ ନୋଟିସ୍‌ ଚାହୁଁ ନ ଥିଲେ…

ନୂଆଦିଲ୍ଲୀ,୨୭।୬: ଯେତେବେଳେ କୌଣସି ବ୍ୟକ୍ତି ସମ୍ପତ୍ତି କାରବାର, ବିବାହ, ବ୍ୟବସାୟିକ ଦେୟ କିମ୍ବା କୌଣସି ଜରୁରୀକାଳୀନ ପରିସ୍ଥିତିରେ ଏକ ବଡ଼ ପରିମାଣର ନଗଦ ପାଆନ୍ତି, ସେତେବେଳେ ପ୍ରଶ୍ନ ଉଠେ- କ’ଣ ଏହି ରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇପାରିବ? ଉତ୍ତର…

ନୂଆ ଉଚ୍ଚତା ଛୁଇଁଲା ସେନସେକ୍ସ-ନିଫ୍ଟି; ଗୋଟିଏ ଦିନରେ ନିବେଶକ କମେଇଲେ ଏତିକି ଟଙ୍କା

ମୁମ୍ବାଇ,୨୬।୬: ଶୁକ୍ରବାର ଭାରତୀୟ ଷ୍ଟକ ମାର୍କେଟ ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ୨୦୨୫ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମେଟାଲ ସେକ୍ଟର ଷ୍ଟକ ଏହି ଉତ୍ଥାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଆର୍ଥିକ ଓ ବ୍ୟାଙ୍କିଙ୍ଗ ସେକ୍ଟର ହେଭିୱେଟ ଷ୍ଟକମାନେ ମଧ୍ୟ…

ହାତ ମିଶାଇଲେ ଅମ୍ବାନୀ-ଆଦାନି : ଭାରତରେ ଇନ୍ଧନ ଉପଲବ୍ଧତା ବିସ୍ତାର ପାଇଁ ଐତିହାସିକ ପଦକ୍ଷେପ

ମୁମ୍ବାଇ,୨୫ା୬: ଭାରତରେ ଇନ୍ଧନ ଖୁଚୁରା ବ୍ୟବସାୟକୁ ନୂତନ ଉଚ୍ଚତାକୁ ଲାଗି ଆଦାନୀ ଟୋଟାଲ ଗ୍ୟାସ ଲିମିଟେଡ (ATGL) ଏବଂ ଜିଓ-ବିପି (ରିଲାଏନ୍ସ ବିପି ମୋବିଲିଟି ଲିମିଟେଡର ବ୍ରାଣ୍ଡ) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀତା ଚୁକ୍ତି ସ୍ଥିର ହୋଇଛି। ଏହି ରଣନୈତିକ ସହଯୋଗ…

ନୂଆ କଲର୍‌-ଡିଜାଇନ୍‌ ସହ ଲଞ୍ଚ ହେବ iPhone ୧୭; କ’ଣ ବଢ଼ିଯିବ ଦାମ୍‌? ଜାଣନ୍ତୁ ସବୁକିଛି…

ନୂଆଦିଲ୍ଲୀ,୨୪।୬: ଆପଲ ଆଇଫୋନ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। କାରଣ ନୂତନ ଆଇଫୋନ ସିରିଜ ଲଞ୍ଚ ହେବାକୁ ଆଉ ୨ ମାସରୁ କମ ସମୟ ବାକି ଅଛି। ଏହି ଟେକ ଜାଏଣ୍ଟ ଚଳିତ ବର୍ଷ ସେପ୍ଟେମ୍ବର ୨୦୨୫ରେ ଏହାର…

ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? ଟ୍ରମ୍ପଙ୍କ ଡିଲ୍‌କୁ ମନା କରିଦେଲେ ମୋଦି!

ନୂଆଦିଲ୍ଲୀ,୨୪।୬: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନାରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି। ଆମେରିକା ଭାରତରେ ମକା ଏବଂ ସୋୟାବିନ ଭଳି କୃଷି ଉତ୍ପାଦ ଉପରେ କମ ଶୁଳ୍କ ଦାବି କରୁଛି, କିନ୍ତୁ ଭାରତ ସରକାର ଏଥିପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?