ଅଗଷ୍ଟରେ କମିଲା ଶିଳ୍ପ ଉତ୍ପାଦନ
ଭୁବନେଶ୍ୱର, ୧୨ା୧୦(ଅନୁରାଧା ମହାରଣା): ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଚଳିବର୍ଷ ଅଗଷ୍ଟ ମାସରେ ଦେଶର ଶିଳ୍ପ ଉତ୍ପାଦନ ହ୍ରାସ ପାଇଛି। ଖଣି ଏବଂ ବିଦ୍ୟୁତ୍ କ୍ଷେତ୍ରଗୁଡିକ ଖରାପ ପ୍ରଦର୍ଶନ ସହ ଉତ୍ପାଦନ କ୍ଷେତ୍ରରେ ସ୍ଥିରତା କାରଣରୁ ଅଗଷ୍ଟରେ ଶିଳ୍ପ ଉତ୍ପାଦନ ...
ଜେଏସ୍ଏଲ୍ର ଏମ୍ପ୍ଲଇ ଆସିଷ୍ଟାନ୍ସ ପ୍ରୋଗ୍ରାମ
ନୂଆଦିଲ୍ଲୀ,୧୨।୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ପରିସରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏପରିକି କମ୍ପାନୀର କର୍ପୋରେଟ କାର୍ଯ୍ୟାଳୟ ସମେତ...
ଏସ୍ଏମ୍ଏଲ୍ର ନୂତନ ଅଭିଯାନ
ଭୁବନେଶ୍ୱର, ୧୨।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସତ୍ୟା ମାଇକ୍ରୋକ୍ୟାପିଟାଲ ଲିମିଟେଡ୍ (ଏସ୍ଏସ୍ଏଲ୍)ର ନୂତନ ଅଭିଯାନ ‘ମାଗଣା ସ୍ବାସ୍ଥ୍ୟସେବା ଶିବିର’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ଏସ୍ଏସ୍ଏଲ୍ ଓ ସତ୍ୟା ଶକ୍ତି ଫାଉଣ୍ଡେଶନର ମିଳିତ ସହଯୋଗରେ ମେଗା ହେଲ୍ଥ...
ୟୁକୋ ୩୩୩ର ଶୁଭାରମ୍ଭ
ଭୁବନେଶ୍ୱର, ୧୨।୧୦: ୟୁକୋ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ଯୋଜନା ‘ୟୁକୋ ୩୩୩’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ସୀମିତ ସମୟ ପାଇଁ ଉପଲବ୍ଧ ଏହି ନୂଆ ୩୩୩ ଦିନିଆ ଡିପୋଜିଟ୍ ସ୍କିମ୍ର ଶୁଭାରମ୍ଭ ସର୍ବଭାରତୀୟସ୍ତରରେ କରାଯାଇଛି। ଏହି ସ୍କିମ୍ ୩କୋଟିରୁ କମ୍...
ଭୁବନେଶ୍ୱରରେ ଟିବିଜେଡ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୧୨।୧୦: (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ତ୍ରିଭୁବନଦାସ ଭିମିଜୀ ଜାଭେରୀ ଲିମିଟେଡ୍ (ଟିବିଜେଡ୍-ଦି ଅରିଜିନାଲ) ବା ଟିବିଜେଡ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଭୁବନେଶ୍ୱରର ଜନପଥ ଆଇଡିବିଆଇ ଛକଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ପଦ୍ମଶ୍ରୀ ଅରୁଣା ମହାନ୍ତି...
ଖସିଲା ଶେୟାର ବଜାର
ନୂଆଦିଲ୍ଲୀ,୧୨।୧୦: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ...
ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ
ଭୁବନେଶ୍ୱର, ୧୨ା୧୦(ଅନୁରାଧା ମହାରଣା): ଗତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାର ୭୦୪.୮୮୫ ବିଲିୟନ ଡଲାର ଥିବାବେଳେ ଅକ୍ଟୋବର ୪ରେ ପ୍ରାୟ ୩.୭୦୯ ବିଲିୟନ ଡଲାର ହ୍ରାସ ସହ ବୈଦେଶିକ ମୁଦ୍ରାଭଣ୍ଡାର ୭୦୧.୧୭୬ ବିଲିୟନ ଡଲାରକୁ ଖସି ଆସିଛି। ଗତ ସପ୍ତାହେ ଧରି ବୈଦେଶିକ...
ଜୟଦୁର୍ଗା କେମିକାଲ୍ସର ସିଲିଭର ଜୁବିଲି
ଭୁବନେଶ୍ୱର,୧୨।୧୦: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ଜୟଦୁର୍ଗା କେମିକାଲ୍ସର ସିଲିଭର ଜୁବିଲି ଶୁକ୍ରବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏକ ସ୍ବତନ୍ତ୍ର ସଭା ଓ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ନିର୍ଦ୍ଦେଶକ...
କାର୍ସ ୨୪ ସହ ଏଚ୍ସିଆଇଏଲ୍ର ବୁଝାମଣା
ନୂଆଦିଲ୍ଲୀ,୧୨।୧୦: ଭାରତର ଅଗ୍ରଣୀ ଅଟୋଟେକ୍ ପ୍ଲାଟ୍ଫର୍ମ କାର୍ସ ୨୪ ଏବଂ ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଯୋଗରେ ହୋଣ୍ଡା ଏକ ଆସ୍ୟୋଡ୍ ବାଏବ୍ୟାକ୍ ପ୍ରୋଗ୍ରାମ ପ୍ରଚଳନ...
ଫେଷ୍ଟିଭାଲ୍ ସେଲ୍ ସମୟରେ ନିୟମ ଉଲ୍ଲଂଘନ କରୁଛନ୍ତି ଇ-କମର୍ସ କମ୍ପାନୀ: ବଡ଼ କାର୍ଯ୍ୟାନୁଷ୍ଠାନ ନେବେ ସରକାର
ନୂଆଦିଲ୍ଲୀ,୧୧ା୧୦: ଚଳିତ ପାର୍ବଣ ଋତୁରେ ଅନଲାଇନ୍ ରିଟେଲର ବା ଇ-କମର୍ସ କମ୍ପାନୀମାନେ ଖୋଲାଖୋଲି ସରକାରଙ୍କ ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାହକମାନଙ୍କଠାରୁ ଅନେକ ଅଭିଯୋଗ ପାଇବା ପରେ ସରକାର ଇ-କମର୍ସ କମ୍ପାନୀଗୁଡିକ ଉପରେ କଟକଣା ଲଗାଇବାକୁ ଯୋଜନା...
ହିରୋ ମୋଟୋକର୍ପର ପାର୍ବଣ ଅଭିଯାନ
ନୂଆଦିଲ୍ଲୀ,୧୧।୧୦: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିରୋ ମୋଟୋକର୍ପର ପାର୍ବଣ ଅଭିଯାନ ‘ଶୁଭ ମୁହୁରତ୍ ଆୟା, ହିରୋ ସାଥ୍ ଲାୟା’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ହିରୋ ମୋଟୋକର୍ପର ତୃତୀୟ ସଂସ୍କରଣକୁ ଉଜ୍ଜୀବିତ କରିବାକୁ ଯାଇ ବ୍ରାଣ୍ଡ୍ ପକ୍ଷରୁ...
ପିଜିଏଲ୍ ହୋଣ୍ଡାରେ ବିଜୟ ମହୋତ୍ସବ
ଭୁବନେଶ୍ୱର,୧୧।୧୦(ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ବିଜୟ ମହୋତ୍ସବ’ ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଚ୍ଏମ୍ଏସ୍ଆଇର ସ୍ବୀକୃତିପ୍ରାପ୍ତ ଡିଲର ପିଜିଏଲ୍ ହୋଣ୍ଡାର ଭୁବନେଶ୍ୱର ଶୋ’ରୁମ୍ ପକ୍ଷରୁ ‘ବିଜୟ ମହୋତ୍ସବ’ର...
Archives


