ବାଣିଜ୍ୟ

ଆଣବିକ ଶକ୍ତି ସମ୍ପ୍ରସାରଣରେ ନିବେଶ କରିବ ଏନ୍‌ଟିପିସି

ନୂଆଦିଲ୍ଲୀ,୧୮।୨: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ କମ୍ପାନୀ ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି ଲିମିଟେଡ) ଆଣବିକ ଶକ୍ତି ସମ୍ପ୍ରସାରଣ କ୍ଷେତ୍ରରେ ନିବେଶ କରିବ ବୋଲି ଘୋଷଣା କରିଛି। ଏପରିକି କମ୍ପାନୀ ଆଗାମୀ ୨୦ ବର୍ଷ ବା ୨ ଦଶନ୍ଧି ମଧ୍ୟରେ…

Cyber Attack On Pension: ସାବଧାନ! କରନ୍ତୁନି ଏହି ଭୁଲ୍‌, ନହେଲେ ହଡ଼ପ ହୋଇଯିବ ସବୁ ପେନସନ

ନୂଆଦିଲ୍ଲୀ,୧୭।୨: ଆପଣଙ୍କୁ ଏବେ ଟଙ୍କାର ଅତ୍ୟନ୍ତ ଆବଶ୍ୟକତା ଅଛି କିନ୍ତୁ ଋଣ ନେବାକୁ ଚାହୁଁନାହଁ। ଏପରି ପରିସ୍ଥିତିରେ, ଟଙ୍କା ଉଠାଇବା ପାଇଁ ଆପଣଙ୍କ ନଜର ପେନସନ ପାଣ୍ଠି କିମ୍ବା ପିଏଫ ପାଣ୍ଠି ଆଡ଼କୁ ଯାଏ। ଆପଣ ଆପଣଙ୍କର ପେନସନରୁ ଯଥାସମ୍ଭବ ଟଙ୍କା…

କୋଟି କୋଟି ଲୋକଙ୍କ ପାଇଁ ଭଲ ଖବର: EPFOରେ ବଡ଼ ପରିବର୍ତ୍ତନ! ଏଣିକି…

ନୂଆଦିଲ୍ଲୀ,୧୭।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ର କୋଟି କୋଟି ସଦସ୍ୟଙ୍କ ପାଇଁ ଏକ ବଡ଼ ଖବର ଅଛି। ସରକାର ଏବେ ଇପିଏଫ୍‌ଓ ପାଇଁ ଏକ ‘ସୁଧ ସ୍ଥିରୀକରଣ ସଂରକ୍ଷଣ ପାଣ୍ଠି’ ସୃଷ୍ଟି କରିବାକୁ ବିଚାର କରୁଛନ୍ତି। ଏହାର ଲକ୍ଷ୍ୟ ହେବ…

ଓଡ଼ିଶାରେ ବିଏସ୍‌ଏନ୍‌ଏଲର ନୂତନ ସେବା

ଭୁବନେଶ୍ୱର,୧୭।୨: ବିଏସଏନଏଲ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ଓଡ଼ିଶା ଗସ୍ତରେ ଆସିଛନ୍ତି। ଶନିବାର ସେ ବିଏସଏନଏଲ ଭବନରେ ଓଡ଼ିଶାର ପ୍ରଦର୍ଶନକୁ ନେଇ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ବିଏସଏନଏଲର ମହାପ୍ରବନ୍ଧକ ଏବଂ ବରିଷ୍ଠ ଅଧିକାରୀମାନେ…

ଅକ୍ଟୋବର ସୁଦ୍ଧା ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ

ଭୁବନେଶ୍ୱର,୧୭।୨ (ଅନୁରାଧା ମହାରଣା): ଭାରତ ଖୁବ୍‌ ଶୀଘ୍ର ଏହାର ପ୍ରଥମ ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ ଆଡକୁ ଗତି କରୁଛି। ଚଳିତବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ‘ମେଡ୍‌ ଇନ୍‌ ଇଣ୍ଡିଆ’ ଚିପ୍‌ ପ୍ରସ୍ତୁତ ହେବ ବୋଲି ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…

ବିକଳ୍ପ ଶକ୍ତିର ଉପଯୋଗ ଉପରେ ମାନବ ଜାତିର ଗୁରୁତ୍ୱ

ଭୁବନେଶ୍ୱର,୧୭।୨ (ଅଭୟ ଦାଶ): ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ (ମିନିଷ୍ଟ୍ରି ଅଫ୍‌ ପେଟ୍ରୋଲିୟମ ଆଣ୍ଡ ନାଚୁରାଲ ଗ୍ୟାସ୍‌ ବା ଏମ୍‌ଓପିଏନଜି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ସକ୍ଷମ-୨୦୨୫’ର ଉଦ୍‌ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଲାଇଫ ସାଇନ୍ସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…

ନ୍ୟୁଜିଲାଣ୍ଡରେ ବ୍ୟବସାୟ ବିସ୍ତାର କରିବ ମାଲାବାର

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଖୁବଶୀଘ୍ର ନ୍ୟୁଜିଲାଣ୍ଡରେ ବ୍ୟବସାୟ ବିସ୍ତାର କରିବ ବୋଲି ଘୋଷଣା କରିଛି। ଏପରିକି ୧୩ଟି ବିଭିନ୍ନ ଦେଶରେ ୩୭୫ରୁ ଅଧିକ ଶୋ’ରୁମ୍‌ ସହିତ ବିଶ୍ୱର…

ଆଜିଠାରୁ ଫାସ୍‌ଟାଗର ନୂଆ ନିୟମାବଳୀ

ନୂଆଦିଲ୍ଲୀ,୧୭।୨: ଜାତୀୟ ରାଜପଥରେ ଗମନାଗମନକୁ ସୁଗମ କରିବା ସହିତ ଚାଳକଙ୍କର ସମୟ ରକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ସରକାର ଟୋଲଗେଟ୍‌ଗୁଡିକରେ ସ୍ବୟଂଚାଳିତ ଟୋଲ ଟିକସ ବ୍ୟବସ୍ଥା ଫାସ୍‌ଟାଗର ଅୟମାରମ୍ଭ କରିଛନ୍ତି। ବର୍ତ୍ତମାନ ସମୟରେ ସରକାର ଏହି ପ୍ଲାଟଫର୍ମରେ ଅନେକ ପ୍ରକାରର ସମସ୍ୟା…

ବଜାରରେ ଏଚ୍‌ଏମ୍‌ଏସ୍‌ଆଇର ସାଇନ ୧୨୫

ନୂଆଦିଲ୍ଲୀ,୧୭।୨: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ମଡେଲ ୨୦୨୫ ସାଇନ ୧୨୫ର ଅନାବରଣ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସଭାପତି ଏବଂ ସିଇଓ…

Jio Plans: ଜିଓ ୟୁଜର୍ସଙ୍କୁ ବଡ଼ ଝଟ୍‌କା, ବଦଳିଗଲା ଦୁଇଟି ଶସ୍ତା ପ୍ଲାନ, ଏବେ ଦେବାକୁ ପଡିବ ଏତେ ଟଙ୍କା

ରିଲାଏନ୍ସ ଜିଓ ଦୁଇଟି ଶସ୍ତା ରିଚାର୍ଜ ପ୍ଲାନର ବୈଧତା ପରିବର୍ତ୍ତନ କରି ପ୍ରିପେଡ ଉପଭୋକ୍ତାମାନଙ୍କୁ ପୁଣି ଥରେ ବଡ଼ ଝଟକା ଦେଇଛି। ଏହି Jio Plans ଗୁଡ଼ିକର ମୂଲ୍ୟ 69 ଏବଂ 139 ଟଙ୍କା, ବୈଧତା ପରିବର୍ତ୍ତନ ପରେ ଏହା ଆପଣଙ୍କୁ…

କୋଟିପତି ହେବାକୁ ଚାହୁଁଥିଲେ ଆପଣାନ୍ତୁ 12-15-20 ଫର୍ମୂଲା, ୨୫ରୁ ୪୦ବୟସ ମଧ୍ୟରେ ଆରମ୍ଭ କରନ୍ତୁ ନିବେଶ

ସମସ୍ତେ କମ୍‌ ସମୟ ମଧ୍ୟରେ ଭଲ ସଞ୍ଚୟ କରିବାକୁ ଚାହାଁନ୍ତି। ଏହା ପଛରେ ଭବିଷ୍ୟତ ବିଷୟରେ ଚିନ୍ତା ରହିଛି, ଯେଉଁଥିରେ ସବୁଠାରୁ ବଡ଼ ଚିନ୍ତା ହେଉଛି ପିଲାମାନଙ୍କର ଭବିଷ୍ୟତ ଏବଂ ନିଜ ଅବସର ବିଷୟରେ। ଯଦି ଆପଣ ମଧ୍ୟ ସମାନ ଭାବୁଛନ୍ତି,…

Gold Rate: ଖୁସି ଖବର, ଏକାଥରେ ଏତେ ଖସିଲା ସୁନା ଦର…

ଭୁବନେଶ୍ୱର,୧୬।୨: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। କମିଲା ସୁନାଦର। ଶୀଘ୍ର ଯାଇ ଆଜି କିଣି ନିଅନ୍ତୁ। ଗତକାଲି ଅପେକ୍ଷା ଆଜି ସୁନାଦରରେ ହୋଇଛି ବଡ଼ ପରିବର୍ତ୍ତନ। ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri