ଭାରତୀୟ ରେଳବାଇ ଆଣିଲା ନୂଆ ସୁବିଧା, ଟଙ୍କା ନ ଦେଇ ବି ବୁକ୍ କରିପାରିବେ ଟ୍ରେନ୍ ଟିକେଟ୍, ଏଭଳି ଉଠାନ୍ତୁ ଲାଭ…
ନୂଆଦିଲ୍ଲୀ,୨୯।୧: ଭାରତୀୟ ରେଳବାଇ ଦ୍ୱାରା ନିକଟରେ ଏକ ନୂତନ ସୁବିଧା ଆରମ୍ଭ କରାଯାଇଛି। ଏହି ସୁବିଧାକୁ ‘ବୁକ୍ ନାଓ ପେ ଲାଟର୍(ଏବେ ବୁକ କରନ୍ତୁ ପରେ ଦିଅନ୍ତୁ)’ ନାମ ଦିଆଯାଇଛି। ଏହି ଗୋଟିଏ ବୈଶିଷ୍ଟ୍ୟ ସାହାଯ୍ୟରେ, ଆପଣ ପ୍ରଥମେ ଟ୍ରେନ୍ ଟିକେଟ୍…
ଫାଇଦା ହିଁ ଫାଇଦା! ମାତ୍ର ଏତିକି ଟଙ୍କା ନିବେଶ କଲେ ମିଳିବ ୧୫ ଲକ୍ଷ, ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୩୦।୧: ପୋଷ୍ଟ ଅଫିସ ଯୋଜନାଗୁଡ଼ିକ ସର୍ବଦା ସୁରକ୍ଷିତ ନିବେଶ ପାଇଁ ଜଣାଶୁଣା। ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ଏବଂ ଆର୍ଥିକ ଭାବରେ ସୁଦୃଢ଼ କରିବା ପାଇଁ, ମାତାପିତାମାନେ ପ୍ରାୟତଃ ପୋଷ୍ଟ ଅଫିସ ଯୋଜନାରେ ନିବେଶ କରିବାକୁ ପସନ୍ଦ କରନ୍ତି। ଏପରି ଏକ ଭଲ…
ବ୍ୟାଙ୍କରେ ଏକରୁ ଅଧିକ ଆକାଉଣ୍ଟ ଅଛି କି? ଜାଣି ନିଅନ୍ତୁ ନହେଲେ ଦେବାକୁ ପଡିବ ଟଙ୍କା!
ଆପଣଙ୍କର ଗୋଟିଏରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି କି? ଯଦି ହଁ ଜାଣିବା ଜରୁରୀ, ଆଧୁନିକ ଡିଜିଟାଲ କାରବାରର ଏକ ମୁଖ୍ୟ ସୋର୍ସ ହେଉଛି ଏକ ବ୍ୟାଙ୍କ ଆକାଉଣ୍ଟ । ଅନଲାଇନରେ ସରକାରୀ ଲାଭ, ସଞ୍ଚୟ ଏବଂ କାରବାର ପାଇଁ ଏକ…
ମହିଳାମାନେ ଏହି ଯୋଜନାରେ ମାସକୁ ୧୦୦୦ଟଙ୍କା କରନ୍ତୁ ନିବେଶ, ମିଳିବ ମୋଟା ଅଙ୍କର ରୋଜଗାର, ପୋଷ୍ଟଅଫିସର ଏହି ସ୍କିମ୍…
ନୂଆଦିଲ୍ଲୀ,୩୦।୧:ସରକାର ମହିଳା ସମ୍ମାନ ଯୋଜନା ପ୍ରଚଳନ କରିଥିଲେ, ଯାହା ମହିଳାଙ୍କ ପାଇଁ ଏକକାଳୀନ କ୍ଷୁଦ୍ର ସଞ୍ଚୟ ଯୋଜନା। ଏହି ଯୋଜନା ମହିଳାମାନଙ୍କ ପାଇଁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ। “ଆଜାଦୀ କା ଅମୃତ ମହୋତ୍ସବ”ର ଅଂଶ ଭାବରେ ଏହି ଯୋଜନା ୨୦୨୩-୨୪…
ସରକାରଙ୍କ ବଡ଼ ଘୋଷଣା, ଏମାନଙ୍କର ବଢିବ ପେନଶନ!
ନୂଆଦିଲ୍ଲୀ,୩୦।୧: ୟୁନିଅନ ବଜେଟ ୨୦୨୫ରେ, ସରକାର କର୍ମଚାରୀଙ୍କ ପାଇଁ ଏକ ବଡ ପଦକ୍ଷେପ ନେଇପାରନ୍ତି ବୋଲି ବେଶ ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ଯେ ଏଥର ବଜେଟରେ ସରକାର EPFO ପେନଶନ ବୃଦ୍ଧି କରିପାରନ୍ତି। EPFOର ସର୍ବନିମ୍ନ ପେନଶନ ୧୦୦୦ ରୁ…
୧ ଫେବୃଆରୀରୁ କରିପାରିବେ ନାହିଁ UPI ପେମେଣ୍ଟ! NPCI ଉଠାଇଲା ବଡ଼ ପଦକ୍ଷେପ
ନୂଆଦିଲ୍ଲୀ,୨୯।୧: ୟୁପିଆଇ(UPI) ପେମେଣ୍ଟ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ୨୦୨୫ ଫେବୃଆରୀ ପହିଲାରୁ ଆପଣ UPI ପେମେଣ୍ଟ କରିପାରିବେ ନାହିଁ। ଯଦି କେହି UPI ଆପ୍ ଟ୍ରାଞ୍ଜାକ୍ସନ IDରେ ବିଶେଷ ଅକ୍ଷର (ଯେପରିକି @, #, $ ଇତ୍ୟାଦି) ବ୍ୟବହାର କରେ,…
ଉତ୍କର୍ଷ ଓଡିଶା କନକ୍ଲେଭ୍ ଆଣିଲା ଅପାର ସଫଳତା: ୧୨.୮୯ ଲକ୍ଷ କୋଟି ପୁଞ୍ଜିନିବେଶ ପାଇଁ MOU
ଭୁବନେଶ୍ୱର, ୨୯।୧: ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆଣିଛି ଅପାର ସଫଳତା। ବୁଧବାର ସନ୍ଧ୍ୟାରେ ଜନତା ମଇଦାନରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଥିଲେ, ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ…
ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଟିପିର ରୂପାନ୍ତରିତ ଅବଦାନ
ଭୁବନେଶ୍ୱର,୨୯।୧: ଟାଟା ପାୱାର (ଟିପି)ର ସର୍ବବୃହତ୍ ଷ୍ଟଲ୍ ଉତ୍କର୍ଷ ଓଡ଼ିଶା:ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫’ ଉଦ୍ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶାର ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଟିପିର ରୂପାନ୍ତରିତ ଅବଦାନ ଉପରେ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ବିଶ୍ୱର ଏକ ଅଗ୍ରଣୀ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ…
ଭାରତ ସରକାରଙ୍କ ଏହି ୨ ଯୋଜନା କଲେ ମିଳିବ ବମ୍ପର ଫାଇଦା, ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା, ଜାଣିନିଅନ୍ତୁ…
ନୂଆଦିଲ୍ଲୀ,୨୯।୧: ଯଦି ଆପଣ ପ୍ରତି ମାସରେ ନିବେଶ କରିବାକୁ ଯୋଜନା କରୁଛନ୍ତି ଏବଂ ଆପଣଙ୍କ ଟଙ୍କା ସୁରକ୍ଷିତ ସହ ଭଲ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସର ଦୁଇଟି ପ୍ରମୁଖ ଯୋଜନା ଆପଣଙ୍କ ପାଇଁ ସବୁଠାରୁ ଉପଯୁକ୍ତ। ଏହି ଯୋଜନାଗୁଡ଼ିକରେ,…
ସାମୁଦାୟିକ ବିକାଶକୁ ଅଧିକ ସୁଦୃଢ଼ କରିବ ଜେଏସ୍ପି
ଭୁବନେଶ୍ୱର,୨୯।୧: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର(ଜେଏସ୍ପି) ଓଡ଼ିଶାରେ ପ୍ରାୟ ୭୦,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ଉତ୍କର୍ଷ ଓଡ଼ିଶା କନ୍କ୍ଳେଭ୍-୨୦୨୫ର ଉଦ୍ଘାଟନୀ ଉତ୍ସବରେ ଘୋଷଣା କରାଯାଇଛି। ଏପରିକି ଆଗାମୀ ବର୍ଷକ ମଧ୍ୟରେ କମ୍ପାନୀ ପ୍ରାୟ ୭୦,୦୦୦ କୋଟି ଟଙ୍କାର ନିବେଶ…
୧୦୩.୪ ବିଲିୟନ ଡଲାରକୁ ବଢ଼ିବ ଏସ୍ସି ବଜାର
ଭୁବନେଶ୍ୱର,୨୯।୧: ଇଣ୍ଡିଆନ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମିକଣ୍ଡକ୍ଟର ଆସୋସିଏସନ (ଆଇଇଏସ୍ଏ)ର ବହୁ ପ୍ରତୀକ୍ଷିତ ପୁସ୍ତକ ‘ଇଣ୍ଡିଆ ସେମିକଣ୍ଡକ୍ଟର ମାର୍କେଟ ରିପୋର୍ଟ ୨୦୩୦’କୁ ଉକତ୍ର୍ଷ ଓଡ଼ିଶା କନ୍କ୍ଲେଭ-୨୦୨୫ର ଉଦ୍ଘାଟନୀ ଅବସରରେ ଉନ୍ମୋଚନ କରାଯାଇଛି। ଏପରିକି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ଇଲେକ୍ଟ୍ରୋନିକକ୍ସ୍…
ରାଜ୍ୟରେ ପୁଞ୍ଜିନିବେଶ କରିବ ଫାଲ୍କନ୍
ଭୁବନେଶ୍ୱର,୨୯।୧: ଫାଲ୍କନ୍ ଗ୍ରୁପ୍ ଓଡ଼ିଶାରେ ମୋଟ ୧୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶକରିବ ବୋଲି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୫ର ଉଦ୍ଘାଟନୀ ଉତ୍ସବରେ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଫାଲକନ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି,ଫାଲ୍କନ୍ ଗ୍ରୁପ୍ର…
Archives


