EPFO: ଅଧିକ ପେନସନ୍ ପାଇବାର ଆଶା କ’ଣ ମଉଳିଯିବ? ୫ ଲକ୍ଷ କର୍ମଚାରୀଙ୍କୁ ଝଟ୍କା ଦେଇପାରେ…
ନୂଆଦିଲ୍ଲୀ,୫।୩: ଆପଣ ମଧ୍ୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ରୁ ଅଧିକ ପେନସନ ପାଇବାକୁ ଆଶା କରୁଛନ୍ତି କି, ତେବେ ଆପଣଙ୍କ ଆଶା ଧୂଳିସାତ ହୋଇପାରେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ EPFO ଲୋକମାନଙ୍କୁ ଅଧିକ ପେନସନ ଦେବା ଆରମ୍ଭ କରିଛି।…
ପୁଣି ଫେରିଲା Cold (Drink) War, ICC ଚାମ୍ପିଅନ୍ସ ଟ୍ରଫିରେ ହେଲେ ମୁହାଁମୁହିଁ
ନୂଆଦିଲ୍ଲୀ,୫।୩:ଦୀର୍ଘବର୍ଷ ଧରି ଜାରି ରହିଥିବା କୋଲ୍ଡ ଡ୍ରିଙ୍କ୍ ଓ୍ବାର ଚଳିତ ବର୍ଷ ବିଜ୍ଞାପନ ଯୁଦ୍ଧରେ ପରିଣତ ହୋଇଛି। କୋକା-କୋଲା ଏବଂ ପେପ୍ସିକୋ ମଧ୍ୟରେ ଦୀର୍ଘକାଳୀନ ପ୍ରତିଦ୍ୱନ୍ଦ୍ୱିତା ଏହି ବର୍ଷ ପୁଣି ମୁଣ୍ଡ ଟେକିଛି। ପେପ୍ସିକୋ ଇଣ୍ଡିଆ ନିକଟରେ ଏହାର “Anytime is…
ନୂତନ ଆୟକର ବିଲ୍: ଇମେଲ୍, ସୋସିଆଲ୍ ମିଡିଆ ଯାଞ୍ଚ କରିବେ ଅଧିକାରୀ!
ନୂଆଦିଲ୍ଲୀ,୫।୩: ନୂତନ ଆୟକର ବିଲ୍ ସମ୍ପ୍ରତି ଖବରରେ ରହିଛି, ତେବେ ଏହା କରଦାତାମାନେ ଆଶା କରୁଥିବା କାରଣ ପାଇଁ ନୁହେଁ। ସରକାର କହିଛନ୍ତି ଯେ ଏହା ସମସ୍ତ ଟିକସ ଆଇନକୁ ସରଳ କରିବା ବିଷୟରେ, ବିଲ୍ ମଧ୍ୟରେ ଲୁଚି ରହିଥିବା ଏକ…
ସୁନାଦରକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା! ଏତେ ଟଙ୍କା କମାଇଦେଲେ…
ନୂଆଦିଲ୍ଲୀ,୫।୩: ସୁନାଦରକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା! କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିକଟରେ ସରକାର ସୁନା ଓ ରୂପା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଭାରତ ସରକାର ସମ୍ପ୍ରତି ସୁନା ଓ ରୂପା ଉପରେ…
ଏଣିକି ମୃତବ୍ୟକ୍ତିଙ୍କ Insuranceରେ କେବଳ ନୋମିନିଙ୍କୁ ମିଳିବନି ଲାଭ! କୋର୍ଟ ଦେଲେ ବଡ଼ ରାୟ
ନୂଆଦିଲ୍ଲୀ,୫।୩: ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, କର୍ନାଟକ ହାଇକୋର୍ଟ କହିଛନ୍ତି ଯେ ଯଦି ପଲିସିଧାରୀଙ୍କ ଆଇନଗତ ଉତ୍ତରାଧିକାରୀମାନେ ଦାବି କରନ୍ତି, ତେବେ ବୀମା ପଲିସିରେ ନାମିତ ବ୍ୟକ୍ତିଙ୍କର ବୀମା ଲାଭ ଉପରେ ପୂର୍ଣ୍ଣ ଅଧିକାର ରହିବ ନାହିଁ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ…
DA Hike: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ହୋଲି ଭେଟି, ଏତେ ବଢିଯିବ ମହଙ୍ଗା ଭତ୍ତା!
ନୂଆଦିଲ୍ଲୀ,୫।୩: ହୋଲି ଏବଂ ଇଦ୍ ପୂର୍ବର ସରକାରୀ କର୍ମଚାରୀଙ୍କୁ ବଡ଼ ଭେଟି। କେନ୍ଦ୍ର ସରକାର ଆଜି କୋଟି କୋଟି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକ ଉପହାର ଦେଇପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର, ୫ ମାର୍ଚ୍ଚ, ୨୦୨୫ରେ ଅନୁଷ୍ଠିତ ହେବାକୁ…
ଡିଅନ୍ ରିଭର ଫ୍ରଣ୍ଟ ହାଉସିଂ ପ୍ରକଳ୍ପକୁ ପ୍ରମାଣପତ୍ର
ଭୁବନେଶ୍ୱର,୫।୩: ରାଜ୍ୟର ପ୍ରମୁଖ ଗୃହ ନିର୍ମାଣକାରୀ ସଂସ୍ଥା ତଥା ଡିଅନ୍ ଗ୍ରୁପ୍ର ଅଗ୍ରଣୀ ହାଉସିଂ ପ୍ରକଳ୍ପ ‘ଡିଅନ୍ ରିଭର ଫ୍ରଣ୍ଟ ଫେଜ୍-୧ ଏବଂ ଫେଜ୍-୨’କୁ ନିକଟରେ ପଞ୍ଜୀକରଣ ପ୍ରମାଣପତ୍ର ମିଳିଛି। ଏପରିକି କଟକ ବିକାଶରେ ଗୁରୁତ୍ୱ ବହନ କରୁଥିବା ଏବଂ କମ୍ପାନୀର…
ବଜାରରେ ବଜାଜ୍ର ଅଲ୍ ନ୍ୟୁ ବଜାଜ୍ ଗୋଗୋ
ମୁମ୍ବାଇ,୫।୩ (ଅଭୟ ଦାଶ): ବଜାଜ୍ ଅଟୋ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ମଡେଲ ତଥା ବ୍ରାଣ୍ଡ୍ର ନୂତନ ଇଲେକ୍ଟ୍ରିକ୍ ଅଟୋ ‘ଅଲ୍ ନ୍ୟୁ ବଜାଜ୍ ଗୋଗୋ’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଅପରପକ୍ଷରେ ‘ବଜାଜ୍ ଗୋଗୋ’ର ଶୁଭାରମ୍ଭ ସହ କମ୍ପାନୀ ଇଲେକ୍ଟ୍ରିକ୍ ୩ ଚକିଆ…
ଏଆଇ ଯୁଗରେ ଦକ୍ଷ କର୍ମଚାରୀ ବଡ଼ କମ୍ପାନୀଙ୍କୁ ସମସ୍ୟା
ଭୁବନେଶ୍ୱର,୫।୩ (ଅନୁରାଧା ମହାରଣା): ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଭାରତୀୟ କମ୍ପାନୀଗୁଡିକ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ମାତ୍ର ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ଫାଇଦା ନେବାକୁ ବଡ଼ କମ୍ପାନୀଗୁଡ଼ିକ ଠିକ୍ ଏଆଇ କୌଶଳ ଏବଂ ଆନୁଷଙ୍ଗିକ ଦକ୍ଷତାପୂର୍ଣ୍ଣ କର୍ମଚାରୀ ଖୋଜିବା କଷ୍ଟ ହୋଇପଡ଼ିଛି। ଏହା କମ୍ପାନୀଗୁଡିକ…
ଆଉ କିଏ ଚଳାଉଛନ୍ତି କି ଆପଣଙ୍କ Whatsapp? ଚୁଟ୍କିରେ ଏଭଳି କରନ୍ତୁ Check…
ନୂଆଦିଲ୍ଲୀ,୪।୩: ଲୋକପ୍ରିୟ ଆପ୍ WhatsApp ଅନେକ ସୁରକ୍ଷା ସ୍ତର ସହିତ ଆସିଥାଏ। ଏହା ବ୍ୟବହାରକାରୀଙ୍କ ସୁବିଧା ପାଇଁ ଗୋଟିଏରୁ ବଳି ଆରେକ ବୈଶିଷ୍ଟ୍ୟ ଉପରେ କାମ କରୁଛି। ଏହି ଆପ୍ରେ ଅନେକ ଲୋକଙ୍କ ଗୋପନୀୟ କଥାବାର୍ତ୍ତା ଉପଲବ୍ଧ ଥାଏ। ଯଦି ଅନ୍ୟ…
LIC: ଟଙ୍କା ନିବେଶ କରିଛନ୍ତି କି? LICର ବୁଡିଗଲା 1.45 ଲକ୍ଷ କୋଟି ଟଙ୍କା, ବଡ଼ ବଡ଼ କମ୍ପାନୀ ସହିଲେଣି ପ୍ରବଳ କ୍ଷତି
ନୂଆଦିଲ୍ଲୀ,୪।୩: ଦେଶର ସର୍ବବୃହତ ବୀମା କମ୍ପାନୀ ଏଲଆଇସି କେବଳ ଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ କାମ କରେ ନାହିଁ, ବରଂ ଏହା ଦେଶର ସର୍ବବୃହତ ନିବେଶକ ସଂସ୍ଥା ମଧ୍ୟ। ବୀମା କମ୍ପାନୀ ଦେଶର କୋଟି କୋଟି ଲୋକଙ୍କ ଦ୍ୱାରା ଷ୍ଟକ…
8th Pay Commission Salary Hike: ୧୦ବର୍ଷରେ ଏତେ ବଢିଯିବ ସରକାରୀ କର୍ମଚାରୀଙ୍କ ଦରମା ଓ ପେନଶନ, ଜାଣନ୍ତୁ ବଡ଼ ଅପଡେଟ୍
ନୂଆଦିଲ୍ଲୀ,୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାନୁଆରୀ ୧୬, ୨୦୨୫ରେ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କ ଭତ୍ତାରେ କିଛି ସଂଶୋଧନ କରିବା ପାଇଁ ଅଷ୍ଟମ ବେତନ କମିଶନ…
Archives


