Donald Trump ସରକାରଙ୍କୁ ପ୍ରତି ୨୦ମିନିଟ୍ରେ ୮କୋଟିରୁ ଅଧିକ ଟଙ୍କା ଟିକସ ଦିଅନ୍ତି ଏହି ବ୍ୟକ୍ତି, ଜାଣନ୍ତୁ ତାଙ୍କ ବିଷୟରେ…
ଓ୍ବାଶିଂଟନ,୨୭।୨: ବର୍କଶାୟାର ହାଥାୱେର ଅଧ୍ୟକ୍ଷ Warren Buffett କହିଛନ୍ତି ଯେ, ହାଥାୱେ 2024ରେ ଆମେରିକା ସରକାରଙ୍କୁ ସର୍ବାଧିକ ଟିକସ ଦେଇଛି। ଗତବର୍ଷ ଆମେରିକୀୟ ସରକାରଙ୍କୁ 26.8 ବିଲିୟନ ଡଲାର ଦେଇଛି, ଯାହା ଯେକୌଣସି ଆମେରିକୀୟ କମ୍ପାନୀ ଅପେକ୍ଷା ଅଧିକ, ଏହା ବ୍ୟତୀତ…
Universal Pension Scheme: କାହାକୁ ମିଳିବ ଫାଇଦା, କେତେ ଟଙ୍କା ଦେବେ ମୋଦି ସରକାର
ନୂଆଦିଲ୍ଲୀ,୨୭।୨: ଭାରତରେ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ମୋଦି ସରକାର ଏକ ନୂଆ ଏବଂ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଉପରେ କାମ କରୁଛନ୍ତି, ଯାହାକୁ Universal Pension Scheme: କୁହାଯାଏ। ଏହି ପେନସନ ଯୋଜନା ସମସ୍ତ ନାଗରିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ…
EPFOର କୋଟି କୋଟି ସଦସ୍ୟଙ୍କୁ ବଡ଼ ଝଟ୍କା!
ନୂଆଦିଲ୍ଲୀ,୨୭।୨: ସରକାର EPFOର କୋଟି କୋଟି ସଦସ୍ୟଙ୍କୁ ଏକ ବଡ଼ ଝଟ୍କା ଦେଇପାରନ୍ତି। ଶୁକ୍ରବାର ସରକାର EPFO ଉପରେ ସୁଧ ଘୋଷଣା କରିପାରନ୍ତି। ଏପରି ପରିସ୍ଥିତିରେ ଏହା ବିଶ୍ୱାସ କରାଯାଉଛି ଯେ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ PFରେ ଜମା ହୋଇଥିବା…
Whatsapp ଆଣିଲା ନୂଆ ଫିଚର୍, ଏଣିକି ଭଏସ୍ ମେସେଜ୍ ଆସିଲେ ବ୍ୟବହାରକାରୀ…
ନୂଆଦିଲ୍ଲୀ,୨୬।୨: ହ୍ବାଟ୍ସଆପ ଭାରତରେ ଏହାର ଭଏସ୍ ମେସେଜ୍ ଟ୍ରାନ୍ସକ୍ରିପ୍ଟ ଫିଚର ଲଞ୍ଚ କରିଛି। ପ୍ଲାଟଫର୍ମ ଗତ ବର୍ଷ ନଭେମ୍ବରରେ ଏହି ବୈଶିଷ୍ଟ୍ୟ ନେଇ ଘୋଷଣା କରିଥିଲା। କିନ୍ତୁ ଏବେ ଆପଣ ଏକ ଭଏସ୍ ମେସେଜର ଏକ ଟେକ୍ସଟ ଟ୍ରାନ୍ସକ୍ରିପ୍ଟ ତିଆରି କରିବା…
Maha Kumbh 2025: ୪୫ଦିନ, ୬୫କୋଟି ଶ୍ରଦ୍ଧାଳୁ, ୩ଲକ୍ଷ କୋଟି ରାଜସ୍ବ ଆୟ
ନୂଆଦିଲ୍ଲୀ,୨୬।୨:ଐତିହାସିକ ମହାକୁମ୍ଭ 2025 ଆଜି ଶେଷ ହେବାକୁ ଯାଉଛି । ଆଜି ମହାଶିବରାତ୍ରିରେ ଏହାର ଅନ୍ତିମ “ସ୍ନାନ” (ପବିତ୍ର ବୁଡ଼)। ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୪୫ ଦିନ ଧରି ଚାଲିଛି। ଯେଉଁଥିରେ ୬୫ କୋଟିରୁ ଅଧିକ…
Googleର ବଡ଼ ନିଷ୍ପତ୍ତି! Gmailରେ ଲଗ୍ଇନ୍ ଲାଗି ଆସିବ QR-Code ବ୍ୟବସ୍ଥା, SMS ଜରିଆରେ ଭେରିଫିକେଶନ୍ ବନ୍ଦ
ନୂଆଦିଲ୍ଲୀ,୨୬।୨: ଗୁଗୁଲ୍ ଏହାର ଇମେଲ୍ ସେବା Gmailକୁ ଅଧିକ ସୁରକ୍ଷିତ କରିବା ଲାଗି ଲଗାତାର ନୂଆ ଫିଚର୍ସ ଲଞ୍ଚ କରୁଛି। ଏବେ କମ୍ପାନୀ Text Based password ବଦଳରେ ଏକ ନୂଆ ଭେରିଫିକେଶନ ସିଷ୍ଟମ ଆଣିପାରେ। Google ଏବେ ଜିମେଲ୍ରେ QR…
ବେଦାନ୍ତ ପକ୍ଷରୁ ଜେଡିଏଏକୁ ଆର୍ଥିକ ସହାୟତା
ଭୁବନେଶ୍ୱର,୨୬।୨: ଝାରସୁଗୁଡ଼ା ଜିଲା ଆଥ୍ଲେଟିକ୍ ଆସୋସିଏସନ (ଜେଡିଏଏ) କୁ ବେଦାନ୍ତ ଆଲୁମିନିୟମ ଆର୍ଥିକ ସହାୟତା ପ୍ରଦାନ କରିଛି। ଏପରିକି ଜେଡିଏଏର ଏକ ଆଧୁନିକ ପ୍ରଶାସନିକ ବିଲ୍ଡିଂ ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯାଇଛି। ବିଶେଷକରି ସମ୍ପୃକ୍ତ…
ଓଡ଼ିଶାରେ ମାଲାବାରର ବ୍ୟବସାୟ ସମ୍ପ୍ରସାରଣ
ଭୁବନେଶ୍ୱର,୨୬।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ (ମାଲାବାର)ର ଓଡ଼ିଶା ୟୁନିଟ୍ ପକ୍ଷରୁ ଚଳିତ ମାସରେ ଆଉ ୨ଟି ନୂଆ ଶୋ’ରୁମ୍ ସହ ବ୍ୟବସାୟ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା…
ଟିକସ ବଞ୍ଚାଇବା ସହ ହେବ ମୋଟା ଅଙ୍କର ରୋଜଗାର, Post Officeର ଏହି ୫ ଯୋଜନାରେ କରନ୍ତୁ ନିବେଶ…
ନୂଆଦିଲ୍ଲୀ,୨୫।୨: ୨୦୨୪-୨୦୨୫ ଆର୍ଥିକ ବର୍ଷ ଏବେ ଶେଷ ହେବାକୁ ଯାଉଛି। ଏହାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏପରି ପରିସ୍ଥିତିରେ ଅନେକ ଲୋକ ଟିକସ ସଞ୍ଚୟ କରିବା ପାଇଁ ବିଭିନ୍ନ ନିବେଶ ବିକଳ୍ପ ଖୋଜୁଛନ୍ତି, ଯାହା କେବଳ ତାଙ୍କର…
EPFO UPI withdrawal: ଏଣିକି UPI ଦ୍ୱାରା ଉଠାଇପାରିବେ PF ଟଙ୍କା! EPFO ଆଣୁଛି ନୂଆ ସୁବିଧା
ନୂଆଦିଲ୍ଲୀ,୨୫।୨: EPFO (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ) ଖୁବ ଶୀଘ୍ର ଏହାର ଗ୍ରାହକମାନଙ୍କ ପାଇଁ UPI ମାଧ୍ୟମରେ PF ଉଠାଣର ସୁବିଧା ଆରମ୍ଭ କରିବାକୁ ଯାଉଛି। ଫାଇନାନ୍ସିଆଲ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଏହି ନୂତନ ବୈଶିଷ୍ଟ୍ୟ PhonePe, Google Pay,…
Gold Price: ଆମେରିକାର ବାଣିଜ୍ୟ ଯୁଦ୍ଧ ସୁନାକୁ କରିଦେଲା ମହଙ୍ଗା, ୧୦ ଗ୍ରାମ କିଣିବା ପାଇଁ ଏବେ ଦେବାକୁ ପଡ଼ିବ ଏତେ…
ନୂଆଦିଲ୍ଲୀ,୨୫।୨: ଗତ କିଛି ମାସ ଧରି ସୁନା ମୂଲ୍ୟ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। କିଛି ମାସ ପୂର୍ବେ ଯେଉଁ ସୁନା ପ୍ରତି ୧୦ ଗ୍ରାମ ୬୩ ରୁ ୬୫ ହଜାର ଟଙ୍କାରେ ମିଳୁଥିଲା, ଏବେ ଭାରତୀୟ କ୍ରେତାମାନଙ୍କୁ ଏହାକୁ କିଣିବା…
ଆପଣଙ୍କ ନାଁରେ ନକଲି ସିମ୍ କାର୍ଡ ଥିଲେ ତୁରନ୍ତ କରନ୍ତୁ ଏହି କାମ, କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ସତର୍କ କଲା DoT
ନୂଆଦିଲ୍ଲୀ,୨୫।୨: ଦୂରସଂଚାର ବିଭାଗ (DoT) କୋଟି କୋଟି ମୋବାଇଲ ବ୍ୟବହାରକାରୀଙ୍କୁ ସତର୍କ କରିଛି। DoT କହିଛି ଯେ ସାଇବର ଅପରାଧୀମାନେ ଆପଣଙ୍କ ନାମରେ ନକଲି ସିମ୍ କାର୍ଡ ଜାରି କରିପାରନ୍ତି। ନକଲି ଡକ୍ୟୁମେଣ୍ଟ ଆଧାରରେ ଜାରି କରାଯାଇଥିବା ସିମ୍ କାର୍ଡଗୁଡ଼ିକୁ ସାଇବର…
Archives


