Union Budget 2025: ଏଥର ନିର୍ମଳା ସୀତରାମନଙ୍କ ନୂଆ ଟିମ୍ ପ୍ରସ୍ତୁତ କରିଛନ୍ତି ବଜେଟ୍: ଜାଣନ୍ତୁ ପରଦା ପଛରେ କିଏ କିଏ ଅଛନ୍ତି
ନୂଆଦିଲ୍ଲୀ,୧।୨: କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ୩.୦ର ବଜେଟ ଲୋକସଭାରେ ଉପସ୍ଥାପିତ ହେଛଛି। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତରାମନ ମୋଦି ସରକାରଙ୍କ ୧୪ତମ ବଜେଟ ଉପସ୍ଥାପନ କରୁଛନ୍ତି। ଗତ ବର୍ଷ ଜୁଲାଇ ୨୦୨୪ରେ...
ବଜେଟ୍ ପୂର୍ବରୁ ଚମକିଲା ଶେୟାର ମାର୍କେଟ୍
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ ପୂର୍ବରୁ ଶେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। ଷ୍ଟକ ମାର୍କେଟ ଧୀରେ ଧୀରେ ଆରମ୍ଭ ହୋଇଛି। ସକାଳ ୯.୫୨ ସମୟରେ ବମ୍ବେ...
ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଦେଲେ ରାଷ୍ଟ୍ରପତି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧।୨: ଆଜି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ସାଧାରଣ ବଜେଟ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ଟିମ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବଜେଟର ଏକ କପି ତାଙ୍କୁ ପ୍ରଦାନ କରିଥିଲେ। ବଜେଟ ଉପସ୍ଥାପନ...
ଆଜି ସ୍ବତନ୍ତ୍ର ଧଳା ଶାଢି ପିନ୍ଧି ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରାମନ୍: ଜାଣନ୍ତୁ କିଏ ଦେଇଥିଲେ ଉପହାର
ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଆଜି ପୂର୍ବାହ୍ନ ୧୧ଟାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିବେ। କ୍ରମାଗତ ଅଷ୍ଟମ ଥର ପାଇଁ ସେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ୍ ଉପସ୍ଥାପନ ପୂର୍ବରୁ...
Union Budget 2025:କିଛି ସମୟ ପରେ ଖୋଲିବ ବଜେଟ୍ ପେଡି: ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଲେ ନିର୍ମଳା ସୀତାରାମନ୍
ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପୂର୍ବରୁ ସେଠାରେ ପହଞ୍ଚିଛନ୍ତି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ ଉପସ୍ଥିତ ଅଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ...
ଆଜିଠାରୁ ଦେଶରେ ୪ ବଡ଼ ପରିବର୍ତ୍ତନ: ସାଧାରଣ ଲୋକଙ୍କ ପକେଟକୁ କରିପାରେ ପ୍ରଭାବିତ
ନୂଆଦିଲ୍ଲୀ,୧।୨: ଆଜିଠାରୁ ୨୦୨୫ ବର୍ଷର ଦ୍ୱିତୀୟ ମାସ ଅର୍ଥାତ୍ ଫେବୃଆରୀ ଆରମ୍ଭ ହୋଇଛି। ଆଜି ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜିଠାରୁ ଏପରି ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ପକେଟକୁ...
ଖୁସି ଖବର: ବଜେଟ୍ ପୂର୍ବରୁ କମିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ,୧।୨: ଗ୍ରାହକଙ୍କ ପାଇଁ ଖୁସି ଖବର। ବଜେଟ୍ ପୂର୍ବରୁ କମର୍ସିଆଲ ଗ୍ୟାସ୍ ଦର କମିଯାଇଛି। ୧୯ କେଜି ଏଲ୍ପିଜି ସିଲିଣ୍ଡର ଦର ୭ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୧୭୯୭ ଟଙ୍କାରେ ପହଞ୍ଚିଛି।...
Budget 2025: ମୋଦି ୩.୦ର ପ୍ରଥମ ବଜେଟ, କ୍ରମାଗତ ୮ମ ଥର ଉପସ୍ଥାପନ କରି ରେକର୍ଡ କରିବେ ନିର୍ମଳା
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଫେବୃଆରୀ ୧ ତାରିଖ ଅର୍ଥାତ୍ ଆଜି କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଏହା ସହିତ, ସେ କ୍ରମାଗତ ୮ମ ବଜେଟ ଉପସ୍ଥାପନ କରିବାର ରେକର୍ଡ ସୃଷ୍ଟି କରିବେ। ଏହା ସହିତ ସୀତାରାମନ୍ ପୂର୍ବତନ ପ୍ରଧାନମନ୍ତ୍ରୀ...
Budget 2025: ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ସୀତାରମଣ
ନୂଆଦିଲ୍ଲୀ,୩୧।୧: ସଂସଦର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଯାଇଛି। ପୂର୍ଣ୍ଣାଙ୍ଗ ବଜେଟ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଆଗତ କରିଛନ୍ତି। ଅର୍ଥନୈତିକ ସର୍ଭେ ଅନୁଯାୟୀ, ୨୦୨୫-୨୬ ଆର୍ଥିକ...
Budget 2025: ବୟସ୍କଙ୍କୁ ଖୁସି କରିବେ ସରକାର, ଜାଣନ୍ତୁ କ’ଣ ସବୁ ମିଳିପାରେ ଲାଭ
ନୂଆଦିଲ୍ଲୀ,୩୧।୧: ଶନିବାର ଆସିବାକୁ ଥିବା ଦେଶର ବଜେଟକୁ ନେଇ ଲୋକଙ୍କ ମନରେ ଆଗ୍ରହ ରହିଛି। ଏପରି ପରିସ୍ଥିତିରେ ବୟସ୍କମାନେ ଭାବୁଛନ୍ତି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ବଜେଟରେ ଏପରି କିଛି କରିବା ଉଚିତ୍, ଯାହା ଦ୍ୱାରା ଆତ୍ମବିଶ୍ୱାସ ମିଳିବ ଯେ...
Budget 2025: କେଉଁମାନଙ୍କୁ ମିଳିବ ଆଶ୍ୱସ୍ତି, ବଜେଟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୦ ବଡ଼ କଥା, ପଢନ୍ତୁ…
ନୂଆଦିଲ୍ଲୀ,୩୧।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ୧୮ତମ ଲୋକ ସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ଏବଂ ଦେବୀ ଲକ୍ଷ୍ମୀଙ୍କୁ ପ୍ରଣାମ କରିଛନ୍ତି।...
ରାଷ୍ଟ୍ରପତିଙ୍କୁ ‘Poor Lady’ କହି କଟାକ୍ଷ କଲେ ସୋନିଆ: କହିଲେ, ଭାଷଣ ପଢ଼ି ପଢ଼ି ଥକ୍କି ଗଲେ
ନୂଆଦିଲ୍ଲୀ,୩୧।୧: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସୋନିଆ ଗାନ୍ଧୀ କହିଛନ୍ତି, ବିଚାରୀ ଭାଷଣ ପଢ଼ି ପଢ଼ି କ୍ଳାନ୍ତ ହୋଇଯାଇଥିଲେ। ସେପଟେ ଲୋକସଭାରେ...
Archives
