ହରମୋନସ୍ତର ନିୟନ୍ତ୍ରଣ କରେ ଏହି ପାଣି…

ବ୍ୟସ୍ତବହୁଳ ଜୀବନଶୈଳୀରେ କେତେକଙ୍କଠାରେ ହରମୋନ ସମସ୍ୟା ଦେଖାଦେଇଥାଏ। ତେବେ ଏହି ସମସ୍ୟାରୁ ସହଜରେ କେତେକ ଘରୋଇ ଉପଚାର ଦ୍ୱାରା ମୁକ୍ତି ମିଳିଥାଏ। ସକାଳୁ ଜୁଆଣି ପାଣି ପିଇଲେ ହରମୋନସ୍ତର ନିୟନ୍ତ୍ରିତ ହୋଇଥାଏ। ଏହା ପେଟ ଥଣ୍ଡା ରହିବା ସହିତ  ପାଚନ କ୍ରିୟା ସ୍ବାଭାବିକ କରେ। ରାତିରେ ଏକ ଗ୍ଲାସ୍‌ ପାଣିରେ ଏକ ଚାମୁଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ବିଭିନ୍ନ ପ୍ରକାର ହାର୍ଟ ସମସ୍ୟା ଦୂର ହୋଇଥାଏ। ନିୟମିତ ଏହାକୁ ପିଇଲେ ମେଦବହୁଳତାରୁ ଆଶଙ୍କା ମଧ୍ୟ ଦୂର ହୋଇଥାଏ। ଜୁଆଣି ପାଣି ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ କରେ। ଏସିଡିଟି ଓ କୋଷ୍ଠକାଠିନ୍ୟକୁ ଏହି ପାଣି ଦୂର କରେ। ଉଚ୍ଚରକ୍ତଚାପରେ ଏହା ମହୌଷଧୀ କାମ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ

ମାଣବସା ଗୁରୁବାର ଆସିଲେ ଯେବେ ମା’ ଘରେ ଏବଂ ଦୁଆରେ ଝୋଟି ଆଙ୍କୁଥିଲେ, ସେ ତାକୁ ଖୁବ୍‌ ଆଗ୍ରହରେ ଚାହିଁ ରହୁଥିଲେ। ନିଜେ ବି ଝୋଟି...

ନୂଆ ଘର ପାଇଁ ବାସ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ଘରଟିଏ ତୋଳିଲେ ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇ ପରିବାରରେ ସୁଖଶାନ୍ତି ବଢିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଆସିଥାଏ...

ଶୀତଦିନେ ଖାଆନ୍ତୁ ଫୁଲକୋବି

ଶୀତଦିନେ ଅଧିକ ପରିମାଣରେ ଫୁଲକୋବି ମିଳିଥାଏ। ଏହାକୁ ଅଧିକାଂଶ ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଫୁଲକୋବିରେ ଥିବା ପ୍ରୋଟିନ୍‌, କ୍ୟାଲସିୟମ, ଭିଟାମିନ୍‌ ଏ, ସି,...

ଶରୀରରେ ଏସବୁ ଲକ୍ଷଣ ଦେଖାଦେଉଛି କି? ହୋଇପାରେ…

ମହାମାରୀ କରୋନା ସମୟରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। କାରଣ କମ୍‌ ଇମ୍ୟୁନିଟି ଥିବା ବ୍ୟକ୍ତିଙ୍କୁ କରୋନା ବିଶେଷଭାବେ...

ଇନ୍‌ଫେକ୍‌ଶନ ବଢ଼ାଏ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ରୋଗ ପାଲଟି ଗଲାଣି। ପ୍ରାରମ୍ଭରୁ ଏହାର ଲକ୍ଷଣ ବିଷୟରେ ଅବଗତ ହୋଇ ଚିକିତ୍ସା କରାଇଲେ ତାହା ନିୟନ୍ତ୍ରଣରେ ରହିଥାଏ। ଯଦି...

ରୁଟିରେ ଘିଅ ଲଗାଇ ଖାଇଲେ ମିଳେ ଏସବୁ ଲାଭ

ଅଧିକାଂଶ ଲୋକେ ତେଲିଆ ଖାଦ୍ୟ ଖାଇବାକୁ ପସନ୍ଦ କରି ଥାଆନ୍ତି। ହେଲେ ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଡାକ୍ତର କୁହନ୍ତି। ଆଉ କେତେଜଣ ରୁଟିରେ...

ନବରାତ୍ରିରେ ମା’ ଦୁର୍ଗାଙ୍କ କୃପା ପାଇଁ ପିନ୍ଧନ୍ତୁ ଏସବୁ ରଙ୍ଗର ପୋଷାକ, ମିଳିବ ଶୁଭଫଳ

ଶାରଦୀୟ ନବରାତ୍ରି ୧୭ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଏହି ନଅ ଦିନରେ ମା’ ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ। ନବରାତ୍ରିରେ ରଙ୍ଗଗୁଡ଼ିକର ମଧ୍ୟ ବିଶେଷ...

କର୍ମଜୀବୀ ହୋଇଥିଲେ…

ଏଣେ ଘର କାମ ଆଉ ପିଲାମାନଙ୍କର ଦାୟିତ୍ୱ। ସବୁକିଛି ଠିକ୍‌ ସମୟରେ ଶେଷ କରି ଅଫିସ୍‌ ବି ଯିବାକୁ ହେବ। ତେଣୁ କେତେବେଳେ କେଉଁ କାମ...

Advertisement
Archives

Model This Week